Latest Odisha News

BREAKING NEWS

Browsing Category

ଫିଚର

ରାଗିଂ କରିଥିବାର ମିଳିଲା ପ୍ରମାଣ: ୮୨ ସିନିୟର ଗଣିବେ ଜୋରିମାନା

କେନ୍ଦୁଝର: ଜୁନିୟରଙ୍କୁ ରାଗିଂ କରିଥିଲେ । ଏବେ ଜୋରିମାନା ଗଣିବେ। ଓଡ଼ିଶା ସ୍କୁଲ ଅଫ୍ ମାଇନିଂ ଇଞ୍ଜିନିୟରିଂ (ଓଏସଏମଇ) କର୍ତ୍ତୃପକ୍ଷ ରାଗିଂ ମାମଲାରେ ୮୨ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ହଜାରେ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କଲେଜ କର୍ତୃପକ୍ଷ ନିର୍ଦ୍ଦେଶ…

ଶ୍ରଦ୍ଧାଙ୍କୁ ହତ୍ୟା ପରେ ମହିଳା ଡାକ୍ତରଙ୍କୁ ରୁମକୁ ଆଣିଥିଲା ଅଫତାବ !

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅଫତାବର ଗୁମର ଗୋଟିଏ ପରେ ଗୋଟିଏ ଖୋଲିବାରେ ଲାଗିଛି । ପଲିଗ୍ରାଫ ଟେଷ୍ଟ ପରେ ଦିଲ୍ଲୀ ପୋଲିସ ଜାଣିବାକୁ ପାଇଛି ଯେ ଶ୍ରଦ୍ଧାକୁ ହତ୍ୟା କରି ଫ୍ରିଜରେ ରଖିବା ପରେ ଅଫତାବ ଡେଟିଙ୍ଗ ଆପ ବମ୍ବଲରୁ ଯେଉଁ ଝିଅମାନଙ୍କୁ…

ମହିଳାମାନେ କିଛି ନପିନ୍ଧିଲେ ମଧ୍ୟ ସୁନ୍ଦର ଦେଖାଯାନ୍ତି: ରାମଦେବ

ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଯୋଗଗୁରୁ ବାବା ରାମଦେବ ମହିଳାଙ୍କ ପୋଷାକକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏକ କାର୍ଯ୍ୟକ୍ରମ ସମୟରେ ବାବା ରାମଦେବ କହିଛନ୍ତି ଯେ "ମହିଳାମାନେ ଶାଢ଼ୀ ପିନ୍ଧନ୍ତୁ କି ସାଲୱାର ଭଲ ଦେଖାଯାନ୍ତି। ତେବେ ମୋ ମତରେ, ସେ କିଛି ନ ପିନ୍ଧିଲେ ମଧ୍ୟ ସେ…

ବିଜେଡି ନିର୍ବାଚନ ପ୍ରଚାରରେ ଆଶା ଓ ଅଙ୍ଗନଓ୍ୱାଡି କର୍ମୀଙ୍କୁ ବ୍ୟବହାର କରୁଛି: ବିଜେପି

ପଦ୍ମପୁର: ପଦ୍ମପୁର ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳ ବାରମ୍ବାର ଆଚରଣ ବିଧି ଉଲ୍ଲଙ୍ଘନ କରୁଛି । ସରକାରୀ କର୍ମଚାରୀମାନଙ୍କୁ ବ୍ୟବହାର କରୁଛି । ଏବେ ପଦ୍ମପୁରରେ ଶାସକ ବିଜେଡି ପାଇଁ ପ୍ରଚାର କରି ୩ ଜଣ ସରକାରୀ ଅଧ୍ୟାପକ ନିଲମ୍ବନ ହୋଇଛନ୍ତି । ଏବେ ଜଣେ ବ୍ଲକ ଶିକ୍ଷା ଅଧିକାରୀ…

ଜିଏସଟି କ୍ଷତିପୂରଣ ଆକାରରେ ଓଡ଼ିଶାକୁ କେନ୍ଦ୍ର ଦେଲା ୫୨୪ କୋଟି ଟଙ୍କା

ଭୁବନେଶ୍ୱର: ଏପ୍ରିଲରୁ ଜୁନ୍‌, ୨୦୨୨ ଅବଧି ପାଇଁ ବଳକା ଜିଏସଟି କ୍ଷତିପୂରଣ ଆକାରରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ୧୭ ହଜାର କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଯେଉଁଥିରେ ଓଡ଼ିଶାକୁ ମିଳିଲା ୫୨୪ କୋଟି ଟଙ୍କା। ଏହି ଅର୍ଥରାଶି ନଭେମ୍ବର ୨୪, ଗୁରୁବାର ଦିନ ଜାରି…

ପାକିସ୍ତାନ ନୂଆ ସେନାମୁଖ୍ୟଙ୍କ ମୁଣ୍ଡ ବିନ୍ଧାର କାରଣ ଭାରତ ନୁହେଁ ଇମ୍ରାନ ଖାନ୍

ଇସଲାମବାଦ: ପାକିସ୍ତାନରେ ଏବେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ଗୋଟିଏ ପଟେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ ଅନ୍ୟପଟେ ପାକିସ୍ତାନୀ ସୀମାକୁ ନିଜ ଅଂଚଳ କହି ପଶିଆସୁଛି ତାଲିବାନ ।  ସିନ୍ଧ୍, ବାଲୁଚିସ୍ତାନରେ ସେନା, ସରକାର ବିରୋଧୀ ଲଢ଼େଇ ଲାଗିରହିଛି । ସେପଟେ  …

ଆୟକର ନିୟମ ଅନୁଯାୟୀ ଆପଣ ଘରେ କେତେ ଟଙ୍କା ନଗଦ ରଖିପାରିବେ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟିକସ ଫାଙ୍କିବା କିମ୍ବା କଳା ଟଙ୍କା କାରବାର ରୋକିବା ପାଇଁ ଦେଶରେ ନଗଦ ସମ୍ପତ୍ତି ଏବଂ କାରବାର ଉପରେ ଅନେକ ନିୟମ ରହିଛି। ବିଭିନ୍ନ ସମୟରେ ଇଡି, ଭିଜିଲାନ୍ସ ଆଦି ରେଡ୍ କରିବା ବେଳେ ପୁଳାପୁଳା ଟଙ୍କା ଜବତ କରି ସେହି ବ୍ୟକ୍ତିମାନଙ୍କୁ ଗିରଫ କରି ନେଉଛନ୍ତି।…

ପୁରୀ ବେଳାଭୂମି ମାର୍ଗ ପ୍ରଶସ୍ତିକରଣ ପାଇଁ ଜବରଦଖଲ ଉଚ୍ଛେଦ

ପୁରୀ: ସୁନ୍ଦର ଦିଶିବ ଶ୍ରୀକ୍ଷେତ୍ର, ଚାଲିଛି ଉଚ୍ଛେଦ । ଅଭଡ଼ା ଯୋଜନା ଅନ୍ତର୍ଗତ ବିଚ୍ ଫ୍ରଣ୍ଟ ଡେଭେଲପମେଣ୍ଟ ଯୋଜନାରେ ପୁରୀ ବେଳାଭୂମି ମାର୍ଗକୁ ପ୍ରଶସ୍ତିକରଣ କରାଯାଉଛି । ପର୍ଯ୍ୟଟକ ମାନଙ୍କ ଚଳପ୍ରଚଳ ଓ ବେଳାଭୂମି ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ସୌନ୍ଦର୍ଯ୍ୟକରଣ କରାଯାଉଛି । ଗତ…

ପତ୍ନୀ ଏଡସରେ ଆକ୍ରାନ୍ତ ହୋଇଛି କହି ଛାଡପତ୍ର ମାଗି କୋର୍ଟରେ ସ୍ବାମୀ ହଟହଟା

ମୁମ୍ବାଇ: ମୋ ପତ୍ନୀ ଏଚଆଇଭି ଏଡସରେ ଆକ୍ରାନ୍ତ। ମୁଁ ଆଉ ଏହି ବିବାହ ବନ୍ଧନରେ ରହିବାକୁ ଚାହୁଁନାହିଁ। ତେଣୁ ମୁଁ ଛାଡ଼ପତ୍ର ଚାହୁଁଛି। ଏଭଳି ଏକ ଆବେଦନ କରିଥିଲେ ଜଣେ ପତି। ଯାହାକି ମିଛ ବୋଲି କୋର୍ଟରେ ଜଣାପଡ଼ିଛି। ଜଣେ ଡାକ୍ତରଙ୍କ ଦ୍ବାରା ତାଙ୍କ ପତ୍ନୀ ଏଡସରେ ଆକ୍ରାନ୍ତ କହି ବମ୍ବେ…

ରାଜଧାନୀରେ ତେଜିଲା ଚାଷୀ ପ୍ରସଙ୍ଗ, ବିଜେଡି-ବିଜେପି ମୁହାଁମୁହିଁ

ଭୁବନେଶ୍ୱର: ଡିସେମ୍ବର ୫ ତାରିଖରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ପଡ଼ିବ। ଏହା ପୂର୍ବରୁ ରାଜ୍ୟର ଶାସକ ଦଳ ବିଜେଡି ଏବଂ ବିଜେପି ଚାଷୀ ପ୍ରସଙ୍ଗ ଉଠାଇ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ କରିଆସୁଛନ୍ତି। ଚାଷୀ ସମସ୍ୟାକୁ ନେଇ ବିଧାନସଭା ଅଚଳ ହେବା ପରେ ଉଭୟ ଦଳର ବିଧାୟକମାନେ…