Latest Odisha News

BREAKING NEWS

Browsing Category

ଫିଚର

ଡିସେମ୍ବର ପହିଲା ସୁଦ୍ଧା ପେନସନ୍ ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡ଼ିବା ଆରମ୍ଭ ହୋଇ ଗଲାଣି । କୋରାପୁଟ, କନ୍ଧମାଳ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରାରେ ବିଶେଷ ହ୍ରାସ ଘଟିବା ସହିତ ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟରେ ଶୀତ…

ଫିପା ବିଶ୍ୱକପ: ୱେଲ୍ସକୁ ହରାଇଲା ଇରାନ

ଦୋହା: ଚଳିତ ଫିଫା ବିଶ୍ୱକପରେ ପୁନର୍ବାର ଆଉ ଏକ ଏସୀୟ ଟିମ କମାଲ କରିଛି । ଶୁକ୍ରବାର ଅନୁଷ୍ଠିତ ଗ୍ରୁପ ବିର ଏକ ମୁକାବିଲାରେ ଇରାନ ୨-୦ ଗୋଲରେ ୱେଲ୍ସକୁ ପରାସ୍ତ କରିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ଉଭୟ ଟିମ ଆକ୍ରମଣାତ୍ମକ…

ଉପନିର୍ବାଚନ ପ୍ରଚାର ପାଇଁ ପଦ୍ମପୁର ଆସିବେ ୨ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଧାମନଗର ପରେ ପଦ୍ମପୁର ଉପନିର୍ବାଚନରେ ପ୍ରଚାର କରିବେ କେନ୍ଦ୍ରୀ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବା ଲାଗି ଆସନ୍ତା ୨୭ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆସିବେ । ୨୭ ତାରିଖ ସକାଳ…

ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଗବେଷଣା କେନ୍ଦ୍ର ଏମ୍ସ ଭୁବନେଶ୍ୱରରେ ଉଦଘାଟିତ

ଭୁବନେଶ୍ୱର: କବକ ସଂକ୍ରମଣ ଓ ନିରାକରଣ ନିମନ୍ତେ ଅତ୍ୟାଧୁନିକ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଗବେଷଣା କେନ୍ଦ୍ର ଏମ୍ସ ଭୁବନେଶ୍ୱରରେ ଉଦଘାଟିତ ହୋଇଯାଇଛି । କବକ ଚିହ୍ନଟ, ଏନେଇ ହେଉଥିବା ସଂକ୍ରମଣ ଏବଂ ଏହାର ନିରାକରଣ ନେଇ ଆଜି ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଏପରି ଅନୁସନ୍ଧାନକେନ୍ଦ୍ର…

ଭାରତ ବାୟୋଟେକର ଇଂଟ୍ରାନାଜାଲ କୋଭିଡ-୧୯ ବୁଷ୍ଟର ଡୋଜକୁ ଡିସିଜିଆଇ ମଂଜୁରୀ

ନୂଆଦିଲ୍ଲୀ: ଭାରତ ବାୟୋଟେକର ଇଂଟ୍ରାନାଜାଲ କୋଭିଡ ୧୯ ବୁଷ୍ଟର ଡୋଜକୁ ଶୁକ୍ରବାର ଡିସିଜିଆଇ ଅନୁମତି ପ୍ରଦାନ କରାଯାଇଛି । କୋଭାକ୍ସିନ ଓ କୋଭାଶୀଲ୍ଡର ଟୀକା ନେଇଥିବା ବ୍ୟକ୍ତି ଜରୁରୀକାଳୀନ ପରିସ୍ଥିତିରେ ଇନକୋଭାକର ବୁଷ୍ଟର ଡୋଜକୁୁ ବ୍ୟବହାର କରିପାରିବ । ଏହା ଏବେ କେବଳ ବୟସ୍କଙ୍କ ପାଇଁ…

ଯୁବତୀଙ୍କ ମୁହଁରେ ପୁରୁଷଙ୍କ ପରି ଦାଢି, ଦିନକୁ ୨ ଥର କରନ୍ତି ସେଭିଙ୍ଗ

ନ୍ୟୁୟର୍କ: ନିଶ ଦାଢି ପୁରୁଷଙ୍କ ସୌନ୍ଦର୍ଯ୍ୟ । ତେବେ କେତେକ  ମହିଳାଙ୍କ ମୁହଁରେ ନିଶଦାଢି ଉଠିବା ଆମେ ଦେଖିଛୁ ।  ହରମୋନାଲ ଇମବାଲାନ୍ସ ହେବା କାରଣରୁ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଥାଏ ।  ତେବେ ମହିଳାଙ୍କ ମୁହଁରେ ଏପରି  ଦାଢି କେବେ ଦେଖି ନ ଥିବେ  । ଦାଢି ଥିବା ମହିଳା…

ନା ଉଚ୍ଛେଦ ଭୟ ନା ଜାଗା ଚିନ୍ତା..ଚାଲିଛି ଦୋକାନ

ଲକ୍ଷ୍ନୌ:କୌଣସି ଜିନିଷର ଜୁଗାଡ କରିବାରେ ଭାରତୀୟମାନେ ସବୁବେଳେ ଆଗରେ  । ଆଜିକାଲି ଲୋକଙ୍କର ଭିନ୍ନ ଭିନ୍ନ ଜୁଗାଡ ଆପଣ ମାନେ ସୋସିାଲ ମିଡିଆରେ ଦେଖୁଥିବେ । ଏହାକୁ ଦେଖିଲେ ମୁହଁରୁ ବାହାରି ଆସେ Amazing idea ! ଏମିତି ଏକ ଜୁଗାଡ ବିଷୟରେ ଆମେ ଆପଣଙ୍କୁ ଏଠି କହିବୁ । ଏ ବ୍ୟକ୍ତିଙ୍କର…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ସିବିଆଇର ଚାର୍ଜଶିଟ ଦାଖଲ, ସିସୋଡିଆଙ୍କ ନାମ ନାହିଁ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ସିବିଆଇ ରାଉଜ ଏଭେନ୍ୟୁ କୋର୍ଟରେ ଚାର୍ଜଶିଟ ଦାଖଲ କରିଛି । ଏଥିରେ ୭ଜଣ ଅଭିଯୁକ୍ତ ବିରୋଧରେ ୧୦ ହଜାର ପୃଷ୍ଠାର ଚାର୍ଜଶିଟ ଦାଖଲ କରାଯାଇଥିଲେ ମଧ୍ୟ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ମନୀଷ…

ଦୁର୍ବ୍ୟବହାରକୁ ନେଇ ଭଦ୍ରକ ପୌର ପାଳିକାରେ କାମ ଠପ୍, ଧାରଣାରେ କର୍ମଚାରୀ

ଭଦ୍ରକ: ହିତାଧିକାରୀଙ୍କ ଖାତାକୁ ଯିବ ଭତ୍ତା ଟଙ୍କା । ହେଲେ କାଉନସିଲରଙ୍କ କ’ଣ ଯାଉଛି ? ଏବେ ଏହି ପ୍ରଶ୍ନ ପଚାରୁଛନ୍ତି ଭଦ୍ରକ ପୌରପାଳିକାର ପୌର କର୍ମଚାରୀ । ଅନଲାଇନରେ ଭତ୍ତା ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି । ହେଲେ କିଛି କାଉନସିଲର୍ ଓ ବାହାର ଲୋକ କେତେଜଣ…

ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର: ପ୍ରକଳ୍ପ କାନ୍ଧରେ ବୋହି ଭୁବନେଶ୍ୱରକୁ ପଦଯାତ୍ରା

ଝାରସୁଗୁଡା:  ବିଭିନ୍ନ ସରକାରୀ ପ୍ରକଳ୍ପ ନେଇ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ସରକାର । ହେଲେ ଏଯାଏଁ ତାହ ପୂରଣ ହେଲାନି । ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ପ୍ରତିଶ୍ରୁତି ମନେ ପକାଇ ଦେବା ପାଇଁ ଅଭିନବ ପ୍ରୟାସ । ବାହୁଙ୍ଗାରେ ଶିକା ବାନ୍ଧି ଓ ସେଥିରେ ସେହି ସବୁ ପ୍ରକଳ୍ପଗୁଡିକର…