Latest Odisha News

BREAKING NEWS

Browsing Category

ଫିଚର

ଉପ ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ମହିଳାଙ୍କ ପ୍ରବେଶ କଟକଣା ଉଠାଇଲେ ଜାମା ମସଜିଦ

ନୂଆଦିଲ୍ଲୀ: ଜାମା ମସଜିଦ ମଧ୍ୟକୁ ଏକୁଟିଆ ମହିଳାଙ୍କ ପ୍ରବେଶ ଉପରେ ଗୁରୁବାର ଏହାର ମ୍ୟାନେଜମେଂଟ କମିଟି କଟକଣା ଲଗାଇଥିଲେ । ତେବେ ଏହି ନିଷ୍ପତିକୁ ତୀବ୍ର ବିରୋଧ ହୋଇଥିଲା । ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ଏ ନେଇ ଜାମା ମସଜିଦ କମିଟି ସହ ଆଲୋଚନା କରିଥିଲେ । ଏହା ପରେ ଶାହି ଇମାମ…

ଧାୱନଙ୍କ ନେତୃତ୍ୱରେ ଭାରତ ହାରିନି ଦିନିକିଆ କ୍ରିକେଟ ସିରିଜ

ଅକଲାଣ୍ଡ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ଶୁକ୍ରବାରଠାରୁ ଅକଲାଣ୍ଡରେ ହାରିବ । ଟି୨୦ ସିିରିଜ ଜିତିବା ପରେ ଭାରତର ନଜର ଏହା ଉପରେ ରହିଛି । ଭାରତର ଅଧିନାୟକ ଶିଖର ଧାୱନ ଦଳର ନେତୃତ୍ୱ ସୁଚାରରୁରୂପେ ତୁଲାଇ ଆସିଛନ୍ତି । ତାଙ୍କ ନେତୃତ୍ୱରେ ଭାରତ…

ବିଧାନସଭାରେ ୧୬, ୮୦୦ କୋଟିର ଅତିରିକ୍ତ ବଜେଟ୍ ଆଗତ

ଭୁବନେଶ୍ୱର: ଶୀତ ଅଧିବେଶନର ପ୍ରଥମ ଦିନରେ ବିଧାନସଭାରେ ଆଗତ ହୋଇଛି ଅତିରିକ୍ତ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅନୁପସ୍ଥିତିରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୧୬ ହଜାର ୮୦୦ କୋଟିର ଅତିରିକ୍ତ…

ଗନ୍ଧମାର୍ଦ୍ଦନରେ ଏସଓଜି-ମାଓବାଦୀ ଗୁଳି ବିନିମୟ, ୨ ମାଓବାଦୀ ନିହତ

ବଲାଙ୍ଗିର: ଏନକାଉଣ୍ଟରରେ ଟଳିଲେ ୨ ମାଓବାଦୀ । ଗୁରୁବାର ବଲାଙ୍ଗିରର ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ ଜଣ ମହିଳା ମାଓବାଦୀ ନିହତ ହୋଇଛନ୍ତି । ଏନେଇ ପ୍ରେସମିଟରେ ବିସ୍ତୃତ ସୂଚନା ଦେଇଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଗୁଇନ୍ଦା…

ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇପାରେ ଇଡି, ହାଜର ପାଇଁ କୋର୍ଟରେ ଆବେଦନ

ଭୁବନେଶ୍ୱର: ଆହୁରି ଜୋରଦାର ହେବ ଇଡି ତଦନ୍ତ । ସାମ୍ନାକୁ ଆସିବ ଆହୁରି ଅନେକ ଲୁଚି ରହିଥିବା ସତ । ଖଗେଶ୍ୱର, ଶ୍ରଦ୍ଧାଞ୍ଜଳି, ଅମୀୟକାନ୍ତ, ଅକ୍ଷୟ ପରିଜା ଓ ଗଙ୍ଗାଧର ସାମଲଙ୍କୁ ପଚରାଉଚରା ପରେ ଇଡି ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣିବାକୁ ପ୍ରସ୍ତୁତ…

ଫିଫା ବିଶ୍ୱକପ: କାମେରୁନକୁ ହରାଇଲା ସୁଇଜରଲାଣ୍ଡ

ଦୋହା: ଚଳିତ ଫିଫା ବିଶ୍ୱକପ ଫୁଟବଲରେ ଆଜି ସୁଇଜରଲାଣ୍ଡ ୧-୦ ଗୋଲରେ କାମେରୁନକୁ ପରାସ୍ତ କରିଛି । ଗ୍ରୁପ ଜିର ଏହି ମୁକାବିଲା ବେଶ ରୋମାଂଚକପୂର୍ଣ୍ଣ ଥିଲା । ପ୍ରଥମାର୍ଦ୍ଧରେ କେହି କାହା ବିପକ୍ଷରେ ଗୋଲ କରିବାରେ ସଫଳ ହୋଇ ନ ଥିଲେ । ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ବ୍ରିଲ ଏମ୍ବୋଲୋ ୪୮ତମ…

ଆଲିଆ ଭଟ୍ଟ ଦୀପିକା ପାଦୁକୋନଙ୍କୁ ପଛରେ ପକାଇଲେ ସାମନ୍ଥା

ନୂଆାଦିଲ୍ଲୀ : ଚର୍ଚ୍ଚାରେ ଅଛନ୍ତି ସାମନ୍ଥା ରୁଥ। ବଲିଉଡର ସମସ୍ତ ଅଭିନେତ୍ରୀମାନଙ୍କୁ ପଛରେ ପକାଇଛନ୍ତି ସାମନ୍ଥା। ଓରମାକ୍ସ ମିଡିଆ ଅକ୍ଟୋବର ୨୦୨୨ରେ ଲୋକପ୍ରିୟ ମହିଳା ଷ୍ଟାରର ତାଲିକାରେ ଶୀର୍ଷରେ ସାମନ୍ଥାଙ୍କ ନାଁ ରହିଛି । ଏହି ତାଲିକାରେ ସାମନ୍ଥା ପ୍ରଥମ ସ୍ଥାନରେ ଥିବାବେଳେ ଆଲିଆ…

ମହିଳାମାନେ ଏକୁଟିଆ ଜାମା ମସଜିଦ ପରିସରକୁ ଯାଇପାରିବେନି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ଜାମା ମସଜିଦ ପ୍ରଶାସନ ଗୁରୁବାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗକୁ ଝିଅ/ମହିଳାମାନେ ଏକୁଟିଆ ଜାମା ମସଜିଦ ପରିସରକୁ ଯାଇପାରିବେ ନାହିଁ । ଏଥିପାଇଁ ସେମାନଙ୍କୁ ପରିବାରବର୍ଗ କିମ୍ବା ପତି ସହିତ ଆସିବାକୁ ପଡିବ । ସେହିପରି ମସଜିଦ ପରିସରରେ…

ଆପଣ ଅଧିକ ଭାତ ଖାଉଛନ୍ତି କି ! ଶରୀର ଉପରେ ପଡ଼ିପାରେ କୁପ୍ରଭାବ ଜାଣନ୍ତୁ…..

ଓଡ଼ିଶା ସମ୍ବାଦ ବ୍ୟୁରୋ : ଭାତ ବିନା ଆମର ଖାଦ୍ୟ ଅସମ୍ପୂର୍ଣ୍ଣ  । ଭାତ ନ ଖାଇଲେ ଆମର ଦିନ ଭଲରେ କଟିନଥାଏ ବୋଲି ଆମେ ଭାବିଥାଉ  । ସାଧାରଣତଃ ପ୍ରତ୍ୟେକ ଘରେ ଭାତ, ଡାଲି, ତରକାରୀ,ରୁଟିକୁ ସମ୍ପୂର୍ଣ୍ଣ ଭୋଜନ ବୋଲି କୁହାଯାଇଥାଏ । କିଛି ଲୋକେ ରୁଟି ଖାଇବାକୁ ପସନ୍ଦ କରନ୍ତି ତ କିଛି ଭାତ…