Latest Odisha News

BREAKING NEWS

Browsing Category

ଫିଚର

ରଣଜୀ ଟ୍ରଫିରେ ରେକର୍ଡ କଲେ ବିଧୂ ବିନୋଦ ଚୋପ୍ରାଙ୍କ ପୁଅ ଅଗ୍ନି

ମୁମ୍ବାଇ: ଖ୍ୟାତନାମା ନିର୍ଦ୍ଦେଶକ ବିଧୂ ବିନୋଦ ଚୋପ୍ରାଙ୍କ ପୁଅ ଅଗ୍ନି ଚୋପ୍ରା ରଣଜୀ ଟ୍ରଫି କ୍ରିକେଟରେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି । କ୍ୟାରିୟରର ପ୍ରଥମ ୪ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ସେ ୫ଟ ଶତକ ହାସଲ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି…

ଇସ୍ତଫା ଦେଲେ ହେମନ୍ତ, ଚମ୍ପାଇ ସୋରେନ ହେବେ ଝାଡ଼ଖଣ୍ତର ନୂଆ ମୁଖ୍ୟମନ୍ତ୍ରୀ; ଜାଣନ୍ତୁ କିଏ ଏହି ନେତା

ରାଞ୍ଚି: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ କ୍ୟାବିନେଟ ମନ୍ତ୍ରୀ ଥିବା ଚମ୍ପାଇ ସୋରେନ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବର୍ତ୍ତମାନ ଇଡ଼ି ଜେରାର ସମ୍ମୁଖିନ ହେଉଛନ୍ତି। ଖବର ଲେଖାଯିବା ବେଳକୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ…

୪୭ ଲକ୍ଷ କୋଟି ଟଙ୍କାର ମାଲିକ ଇବ୍ରାହିମ ଇସ୍କନ୍ଦର ହେଲେ ମାଲେସିଆର ନୂଆ ରାଜା

କୁଆଲଲମ୍ପୁର: ମାଲସିଆର ଜୋହାର ରାଜ୍ୟର ସୁଲତାନ ଇବ୍ରାହିମ ଇସ୍କନ୍ଦର ଦେଶର ନୂଆ ରାଜା ହୋଇଛନ୍ତି । ବୁଧବାର ଶପଥ ଗ୍ରହଣ ସମାରୋହ ମହା ଧୂମଧାମରେ ଆୟୋଜିତ ହୋଇଯାଇଛି । ସେ ୫ବର୍ଷ ପାଇଁ ରାଜା ନିଯୁକ୍ତ ହୋଇଛନ୍ତି । ୧୯୫୭ରେ ବ୍ରିଟେନ କବଳରୁ ମୁକ୍ତ ହେବା ପରେ ମାଲେସିଆରେ ମଳୟ ରାଜ୍ୟ ଶାସକ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ପଞ୍ଚମ ଡାକରା

ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପୁଣି ସମନ୍ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମଦ ଘୋଟାଲାରେ ଇଡି କେଜ୍ରିଓ୍ବାଲଙ୍କୁ ପଚରାଉଚରା ପାଇଁ ୫ମ ଥର ସମନ ପଠାଇଛି । ଏହା ପୂର୍ବରୁ ଇଡି ୧୭ ଜାନୁୟାରୀ, ୩ ଜାନୁୟାରୀ, ୨୧ ଡିସେମ୍ବର ଏବଂ ୨ ନଭେମ୍ବରରେ ଦିଲ୍ଲୀ…

ଚୀନ ପାଇଁ ଗୋଇନ୍ଦାଗିରି କରୁଥିବା ସନ୍ଦେହରେ ଅଟକ ପାରାକୁ ଶେଷରେ ଛଡାଗଲା

ମୁମ୍ବାଇ: ୮ ମାସ ତଳେ ଚୀନ ପାଇଁ ଗୋଇନ୍ଦାଗିରି କରୁଥିବା ଅଭିଯୋଗରେ ଗୋଟିଏ ପାରାକୁ ଅଟକ ରଖାଯାଇଥିଲା । ସମସ୍ତ ପ୍ରକାର ତଦନ୍ତ ସରିବା ପରେ ଏବେ ଏହି ପାରାକୁ ଶେଷରେ ମୁକ୍ତ କରାଯାଇଛି । ଗତ ବର୍ଷ ମେ ମାସରେ ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ ଫର୍ଟିଲାଇଜର ପୋଲିସ ଗୋଟିଏ ପାରାକୁ ଧରିଥିଲେ । ଏହାର…

ଫେବୃଆରୀ ୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ଭାରତ ଯୋଡ ନ୍ୟାୟ ଯାତ୍ରାରେ ଦେବେ ଯୋଗ

ଭୁବନେଶ୍ବର: ଫେବୃଆରୀ ୬ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ପହଞ୍ଚିବେ ରାହୁଲ । ୬ ତାରିଖ ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରରେ ତାଙ୍କୁ ସ୍ୱାଗତ କରାଯିବ । ଏନେଇ ସୂଚନା ଦେଇଛନ୍ତି କହିଲେ ପିସିସି ସଭାପତି ଶରତ…

ଆସନ୍ତୁ ଜାଣିବା କ୍ରିକେଟରେ ଶୂନରେ ଆଉଟ ହେବାରେ ରହିଛି କେତେ ପ୍ରକାରର ଅଲଗା ଅଲଗା ନାମ

କ୍ରିକେଟ ସହ ଜଡିତ ବ୍ୟକ୍ତି ଡକରେ ଆଉଟ ହେବାକୁ ଭଲ ଭାବେ ବୁଝି ପାରିଥାଏ । ଏହାର ମାନେ ଜଣେ ବ୍ୟାଟ୍ସମ୍ୟାନ ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରିଯିବା । ତେବେ ଏହି ଆଉଟର ଅନେକ ନାମ ରହିଛି । ଶୂନ ଦେଖିବାକୁ ବତକ ଅଣ୍ଡା ପରି ହୋଇଥିବାରୁ ଏହାକୁ ଡକ କୁହାଯାଏ । ଗୋଲ୍ଡେନ ଡକ: ପ୍ରଥମ ବଲରେ…

‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’: ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନରେ ସମ୍ମାନିତ ହେବେ ବିଶିଷ୍ଟ…

ଭୁବନେଶ୍ଵର: ଆସନ୍ତା ଫେବୃଆରୀ ୩ ରୁ ୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ “ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ” । ଏହି ସମ୍ମିଳନୀ ଅବସରରେ ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ମିଳିବ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନ । ଏହି ସମ୍ମିଳନୀ ଅବସରରେ ପଦ୍ମଶ୍ରୀ ଡକ୍ଟର…

ପହରିଆପଡ଼ା ପାଇଁ ସାତ ସପନ ପାଲଟିଛି ବିକାଶ, ଯୋଜନ ଦୂରରେ ସରକାରୀ ଯୋଜନା

ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ରୁ ମାତ୍ର କିଛି ଦୂର ରେ ଅବସ୍ଥିତ ବୋଇରଗାଁ ଗ୍ରାମପଞ୍ଚାୟତର ପହରିଆପଡ଼ା ଗାଁ । ପଞ୍ଚାୟତ ମୁଖ୍ୟାଳୟ ଠାରୁ ମାତ୍ର କିଛି ଦୂର ରେ ରହିଥିବା ଏହି ପଡ଼ା ରେ କାହିଁ କେଉଁ ଅମଳରୁ ବସବାସ କରି ଆସୁଛନ୍ତି ଆଦିମ ଜନଜାତି ପହରିଆ ସମ୍ପ୍ରଦାୟର ୧୦ ରୁ ୧୫ ପରିବାର ।…

ଇଣ୍ଡିଆ ମେଣ୍ଟକୁ ଉପଦେଶ ଦେଲା ଟିଏମସି, କହିଲା ପଶ୍ଚିମ ବଙ୍ଗ ପାଇଁ କରନି ଚିନ୍ତା

କୋଲକାତା:ପାଖେଇ ଆସୁଛି ଲୋକସଭା ନିର୍ବାଚନର ଦିନ। କିନ୍ତୁ ଛିଡୁନି ଇଣ୍ଡିଆ ମେଣ୍ଟରେ ସିଟ ବଣ୍ଟା। ଯାହାକୁ ନେଇ ଏବେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ତାଙ୍କରି ମେଣ୍ଟ ଦଳକୁ କରିଛନ୍ତି ଟାର୍ଗେଟ।  ଆସନ ବାଣ୍ଟିବା ନେଇ ତୃଣ ମୂଳ କଂଗ୍ରେସ ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛି।  ଟିଏମସି…