Latest Odisha News

BREAKING NEWS

Browsing Category

ଫିଚର

ଅବସର ଘୋଷଣା କଲେ ଅନ୍ତର୍ଜାତୀୟ ମହିଳା ବକ୍ସର ମେରି କମ

ନୂଆଦିଲ୍ଲୀ: ଭାରତର ଅନ୍ତର୍ଜାତୀୟସ୍ତରର ଷ୍ଟାର ମହିଳା ବକ୍ସର ମେରି କମ ଅବସର ଘୋଷଣା କରିଛନ୍ତି। ମେରି କମଙ୍କ ଏହି ଘୋଷଣା ପ୍ରଶଂସକଙ୍କୁ ଝଟକା ଦେଇଛି। ଅତ୍ୟଧିକ ବୟସକୁ ଅବସରର କାରଣ ଦର୍ଶାଇଛନ୍ତି ମେରି। ମେରି କମ୍ ୬ଥର ବିଶ୍ୱ ଚାମ୍ପିଅନ୍ ଏବଂ ୨୦୧୨ ଅଲିମ୍ପିକ୍ ପଦକ ବିଜେତା। ତାଙ୍କର…

ରାମଲଲାଙ୍କ ଜୀବନ୍ତ ଆଖି ଓ ହସର ରହସ୍ୟ ଖୋଲିଲେ ଯୋଗୀରାଜ

ଅଯୋଧ୍ୟା: ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଭକ୍ତମାନେ ପ୍ରଭୂଙ୍କ ଚେହେରା ଦେଖି ବିଭୋର ହୋଇ ଉଠିଛନ୍ତି । ଶ୍ରରାମଙ୍କ ବାଳସ୍ୱରୂପ ମୂର୍ତିର ଜୀବନ୍ତ ଆଖି ଓ ହସ ଅନେକଙ୍କୁ ଭାବପ୍ରବଣ କରି ଦେଇଛି । ମୂର୍ତି ତିଆରି କରିଥିବା କାରୀଗର ଅରୁଣ ଯୋଗୀରାଜ ଢ଼ଳଢ଼ଳ ଆଖିର ରହସ୍ୟ ଖୋଲିଛନ୍ତି । ସେ…

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ୨୫ରୁ, ମନେ ଅଛି ତ ଭେସଲିନ ବିବାଦ..

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜ ୨୫ରୁ ଆରମ୍ଭ ହେବ । ଯେବେ ବି ଏହି ଦୁଇ ଦେଶ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୁଏ ସେତେବେଳେ ଇଂଲଣ୍ଡ ଟିମର ଭେସଲିନ ବିବାଦ ମନେ ପଡି ଯାଇଥାଏ । ୧୯୭୬ରେ ଇଂଲଣ୍ଡ ଟିମ ଭାରତ ଗସ୍ତରେ ୫ ମ୍ୟାଚ ବିଶିଷ୍ଟ ସିରିଜ…

୬ସହକର୍ମୀଙ୍କୁ ଗୁଳିକରି ନିଜକୁ ଗୁଳି ମାରିଦେଲେ ଯବାନ

ନୂଆଦିଲ୍ଲୀ: ୬ ସହକର୍ମୀ ଯବାନଙ୍କୁ ଗୁଳିକଲେ ଆସାମ ରାଇଫଲ୍‌ର ଯବାନ।ଏହାପରେ ନିଜକୁ ଗୁଳି ମାରି ଦେଇଛନ୍ତି ଯବାନ। ଦକ୍ଷିଣ ମଣିଲୁର ସାଜିକ୍ ଚମ୍ପକ ଅଞ୍ଚଳରେ ଘଟିଛି ଏଇ ଘଟଣା। ଯବାନ ଜଣକ ନିଜ ବନ୍ଧୁକରୁ ସହକର୍ମୀଙ୍କୁ ଗୁଳି କରିଛନ୍ତି। ଆହତମାନଙ୍କ ମଧ୍ୟରୁ କେହି ବି ମଣିପୁରର ହୋଇନଥିବା ବେଳେ…

ଯୁଦ୍ଧବନ୍ଦୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ, ଜଳିଗଲେ ୭୪ ଯାତ୍ରୀ

ନୂଆଦିଲ୍ଲୀ: ଯୁଦ୍ଧବନ୍ଦୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ। ୭୪ ଜଣ ୟୁକ୍ରେନ ଯୁଦ୍ଧବନ୍ଦୀଙ୍କୁ ନେଇ ଆସୁଥିବା ଋଷ ବିମାନ ଆଇଏଲ-୬୭ ୟୁକ୍ରେନ ସୀମା ନିକଟ ପଶ୍ଚିମ ବେଲଗୁଡ ଠାରେ କ୍ରାସ ହୋଇଥିବା ସୂଚନା ମିଳିଛି। ଅଦଳ ବଦଳ ଚୁକ୍ତି ମୁତାବକ ୟୁକ୍ରେନକୁ ନିଆଯାଉଥିବା ବେଳେ ଏଭଳି…

ଫେବୃଆରୀ ୧୬ରୁ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସଂପଦ ସମାବେଶ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ତିନିଦିନିଆ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀ ସଂପଦ ସମାବେଶ।ଜନତା ମଇଦାନଠାରେ ଚାଲିବ ଏହି ସମାବେଶ। ଏହା ପୂର୍ବରୁ ମତ୍ସ୍ୟ ଓ ପ୍ରାଣୀସଂପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଅଧିକ ରିଲ୍ସରେ ରେକର୍ଡ କଲା ରାମ ଆୟେଂଗି ଗୀତ

ଅଯୋଧ୍ୟା: ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ସାରା ଭାରତକୁ ଏକ ଭକ୍ତି ଭାବନାରେ ଯୋଡି ଦେଇଛି । ଆଉ ଭାବନାକୁ ବ୍ୟକ୍ତ କରିବା ପାଇଁ ଗୀତ ଏବଂ ସଙ୍ଗୀତର ବିଶେଷ ଭୂମିକା ରହିଛି । ଏହି ଅବସରରେ ଅନେକ ଗୀତ ସୋସିଆଲ ମିଡିଆରେ ଆସିଥିଲା । ତେବେ ରାମ ଆୟେଂଗି ଗୀତ ବେଶ ଲୋକପ୍ରିୟ ହୋଇଥିଲା । ଏହାର କାରଣ…

ରଣବୀର, ଆଲିୟା, ଭିକ୍କିଙ୍କୁ ନେଇ ସଞ୍ଜୟ ଲୀଲା ଭନ୍ସାଲି କରିବେ ଲଭ ଅଣ୍ଡ ୱାର

ମୁମ୍ବାଇ: ସଞ୍ଜୟ ଲୀଲା ଭନ୍ସାଲି ତାଙ୍କ ଆଗାମୀ ଫିଲ୍ମ ଲଭ ଆଣ୍ଡ ୱାରର ଘୋଷଣା କରିଛନ୍ତି । ଏଥିରେ ରଣବୀର କାପୁର, ଆଲିୟା ଭଟ୍ଟ ଓ ଭିକ୍କି କୌଶଲ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ଯୁଦ୍ଧର ପୃଷ୍ଠଭୂମି ଉପରେ ଏହି ପ୍ରେମ କାହାଣୀ ଆଧାରିତ । ୨୦୨୪ରେ ମାରାଥନ ସିଡ୍ୟୁଲରେ କାମ ଆରମ୍ଭ ହେବ…

5T ସ୍କୁଲ ରୂପାନ୍ତରଣ: ୨୮୬ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୮୬ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କରିଛନ୍ତି । ଖୋର୍ଦ୍ଧା, ସୁବର୍ଣ୍ଣପୁର, ପୁରୀ, ନୟାଗଡ଼, ବୌଦ୍ଧ ଓ ନବରଙ୍ଗପୁରରରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇଛି । ଖୋର୍ଦ୍ଧା…

IPS ସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ପୋଲିସ କମିଶନର, ସଞ୍ଜୀବ ପଣ୍ଡା ହେଲେ ନୂଆ ସିପି

ଭୁବନେଶ୍ୱର: IPS ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ।ଭୁବନେଶ୍ବର-କଟକ ଟ୍ବିନ୍‌ ସିଟିର ପୋଲିସ କମିଶନରଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ସଞ୍ଜୀବ ପଣ୍ଡାଙ୍କୁ ଦାୟିତ୍ଵ ଦିଆଯାଇଛି। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଭାବେ ଦାୟିତ୍ବ…