Latest Odisha News

BREAKING NEWS

Browsing Category

ଫିଚର

ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ନଭେମ୍ବର ୧୩ରେ ଜଳପରୀଙ୍କ ସନ୍ତରଣ

ଭୁବନେଶ୍ୱର : ଶୀତଋତୁରେ ଏସିଆର ବୃହତ୍ତମ ହ୍ରଦ ଚିଲିକାକୁ ଦେଶ ବିଦେଶରୁ ନାନା ଜାତି ପ୍ରଜାତିର ପକ୍ଷୀ ଉଡ଼ି ଆସନ୍ତି ଏବଂ ଶୀତ ଦୁଇ ମାସ ପରେ ନିଜ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଚିଲିକା ହ୍ରଦ ର ବାତାବରଣ ଭିତରେ ସେମାନଙ୍କର ଏହି ଦୁଇ ମାସର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସାରା…

୧୦ ଦିନିଆ ଇଡି ରିମାଣ୍ଡରେ ଜଗବନ୍ଧୁଙ୍କ ବନ୍ଧୁ ଖଗେଶ୍ୱର, ଖୋଲିବ କି ଗୁମର ?

ଭୁବନେଶ୍ୱର: ଖଗେଶ୍ୱର ଖୋଲିବ ଗୁମର । କେଉଁଠୁ ଆସୁଥିଲା କଳା ଟଙ୍କା ? କେମିତି ହନିଟ୍ରାପରେ ଫସାଇ ଅର୍ଚ୍ଚନା ଓ ଜଗବନ୍ଧୁ ଠୁଳ କରୁଥିଲେ ବ୍ଲାକମନି । ଗିରଫ ପରେ ଆଜି ଖଗେଶ୍ୱର ପାତ୍ରଙ୍କୁ ଇଡି ଖୋର୍ଦ୍ଧା ଜିଲ୍ଲା ଅଦାଲତରେ ହାଜର କରିଥିଲା । ଖଗେଶ୍ୱର ପାତ୍ରଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ…

 ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମାମଲା, ରାୟ ସଂରକ୍ଷିତ ରଖିଲେ କୋର୍ଟ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ସ୍ବତନ୍ତ୍ର କୋର୍ଟ ନଭେମ୍ବର 16 ରେ ରାୟ ଘୋଷଣା କରିବାର ସମ୍ଭାବନା ରହିଛି। ସିବିଆଇ ଓକିଲ ଏବଂ ସତ୍ୟେନ୍ଦ୍ରଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ…

ଯୁଦ୍ଧ ଭିତରେ ଆଲୋଚନା ଚାହୁଁଛନ୍ତି ପୁଟିନ, କିଏ କରିବ ମଧ୍ୟସ୍ଥି ?

ମସ୍କାେ: ଦକ୍ଷିଣ ୟୁକ୍ରେନର ଖେରସନ ସହରରେ ତିନି ଦିନ ହେଲେ ଗୁଳି ଫୁଟିନ । ବାରୁଦ ଗନ୍ଧ ନାହିଁ । ୟୁକ୍ରେନ ସେନା ସରକାରୀ କାର୍ଯ୍ୟାଳୟରେ ନିଜ ପତାକା ଉଡାଇବା ସହ ଜାତୀୟ ସଂଗୀତ ଗାନ କରୁଥିବା ଭିଡିଓ ଭାଇରାଲ ହେଉଛି । ଏହାରି ଭିତରେ ବିଦେଶୀ ଗଣମାଧ୍ୟମରେ ଗୋଟିଏ ଆଲୋଚନା ହେଉଛି ଯେ ପୁଟିନ…

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ମୃତ

କୋରାପୁଟ: ବୈପାରୀହୁଡ଼ା ଥାନା ମାଳି ପଦର ଜଙ୍ଗଲରେ ପୋଲିସ, ଏସଓଜି ଯବାନଙ୍କ ମିଳିତ କମ୍ବିଂ ଅପରେସନରେ ୨ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ୩ଟି ବନ୍ଧୁକ, ଗୋଟିଏ ଟିଫିନ୍ ବୋମା, ୫ଟି ଡିଟୋନେଟର, ଗୁଳି ସହ ତେଲୁଗୁ, ହିନ୍ଦୀ ଓ ଓଡ଼ିଆ ପୁସ୍ତକ ଏବଂ ଗଞ୍ଜେଇ ଜବତ ହୋଇଛି । ରାମଗିରି…

କର୍ମଚାରୀଙ୍କୁ ଏଲନ୍ ମସ୍କଙ୍କ ଚେତାବନୀ, ୮୦ଘଣ୍ଟା କର୍ମ ସପ୍ତାହ ବାଧ୍ୟତାମୂଳକ

ସାନ୍ ଫ୍ରାନ୍ସିସ୍କୋ : ଟ୍ୱିଟର କର୍ମଚାରୀଙ୍କୁ ସିଇଓ ଏଲନ୍ ମସ୍କଙ୍କ ଚେତାବନୀ ।  ସୋସିଆଲ ମିଡିଆ ଦୁନିଆରେ ରାଜ୍ କରୁଥିବା ଟ୍ୱିଟର ବ୍ୟବହାର ପାଇଁ ବାରମ୍ବାର କମ୍ପାନୀ ଚାର୍ଜ ଲଗାଇବାକୁ ଘୋଷଣା କରିସାରିଛି । ଏହା ସହିତ କର୍ମଚାରୀଙ୍କୁ ଚାକିରୀର ସମୟ ନିର୍ଘଣ୍ଟ ବଢାଇବାକୁ କହିଛନ୍ତି ।  …

ଫିରୋଜାବାଦରେ ଜର୍ମାନ ସେଫାର୍ଡ ଆକ୍ରମଣରେ ଶିଶୁ ଗୁରୁତର

ଫିରୋଜାବାଦ: ଫିରୋଜାବାଦରେ ୭ ବର୍ଷର ଶିଶୁକୁ ଜର୍ମାନ ସେଫର୍ଡ କୁକୁରର ଆକ୍ରମଣ । ଶିଶୁଟି ଗୁରୁତର ଭାବେ ଆହତ ହୋଇଛି । ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁଟି ଘର ବାହାରେ ଖେଳୁଥିବାବେଳେ କୁକୁରଟି ଆକ୍ରମଣ କରିଥିଲା । ପୋଷା କୁକୁରଙ୍କ ଆକ୍ରମଣ ଘଟଣା ଥମିବାର ନାଁ…

ବ୍ୟାୟାମ କରୁ କରୁ ଟଳି ପଡ଼ିଲେ ଟେଲି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ

ଆଉ ନାହାନ୍ତି ଟେଲି ଭିଜନର ଜଣାଶୁଣା ଅଭିନେତା  ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ।  ସକାଳୁ ସକାଳୁ ଜିମ୍ ଯାଇଥିଲେ  । ବ୍ୟାୟାମ କରୁଥିଲେ, ହଠାତ୍ ଟଳିପଡିଲେ । ପରେ ତାଙ୍କୁ ଡାକ୍ତରଖାନା ନିଅ ଯାଇଥିଲା  । ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତର ପ୍ରାୟ ୪୫ ମିନିଟ ଧରି  ଚେଷ୍ଟା କରିଥିଲେ ।…

ଚର୍ଚ୍ଚାରେ ମାଡାମ୍ ପ୍ରେସିଡେଣ୍ଟଙ୍କ ଶାଢୀ

ଭୁବନେଶ୍ୱର: ବିଗତ ଦୁଇ ଦିନ ଓଡ଼ିଶାବାସୀଙ୍କ ପାଇଁ ଥିଲା ମହତ୍ୱପୂର୍ଣ୍ଣ । ଓଡ଼ିଶାକୁ ଆସିଥିଲେ ଦେଶର ପ୍ରଥମ ନାଗରିକ । ସବୁ ମିଡିଆର ଖବର ମୁଖ୍ୟାଂଶ ଥିଲେ ମାଡାମ୍ ଦ୍ରୌପଦୀ ମୁର୍ମୁ । ଓଡିଶା ମାଟିରେ ୨ ଦିନ ରହଣୀ ମଧ୍ୟରେ ରାଷ୍ଟ୍ରପତିଙ୍କ ଶାଢୀକୁ ନେଇ ଲୋକେ ଅନେକ ଚର୍ଚ୍ଚା କରିଥିଲେ ।…

ଷ୍ଟେନୋଗ୍ରାଫର ନିଯୁକ୍ତି ଲାଗି UPSCର ବିଜ୍ଞପ୍ତି, ଜାଣନ୍ତୁ କେମିତି କରିବେ ଆବେଦନ…

ନୂଆଦିଲ୍ଲୀ: ୟୁନିଅନ୍ ପବ୍ଲିକ ସର୍ଭିସ କମିଶନ (UPSC) ପକ୍ଷରୁ ଷ୍ଟେନୋଗ୍ରାଫର ପଦରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଆଗ୍ରହୀ ଆଶାୟୀ ବିଭାଗୀୟ ୱେବସାଇଟ୍ upsc.gov.inରେ ଆବେଦନ କରି ପାରିବେ । ଆବେଦନର ଶେଷ ତାରିଖ ହେଉଛି ନଭେମ୍ବର ୨୯, ସନ୍ଧ୍ୟା ୬ଟା । ଷ୍ଟେନୋଗ୍ରାଫର…