Latest Odisha News

BREAKING NEWS

Browsing Category

ଫିଚର

ଏସିଆନ କପ ଟିଟିରେ ଇତିହାସ ରଚିଲେ ଭାରତର ମାନିକା

ବ୍ୟାଙ୍କକ: ଚଳିତ ଏସିଆନ କପ ଟେବୁଲ ଟେନିସ ଟୁର୍ଣ୍ଣାମେଂଟରେ ଇତିହାସ ରଚିଛନ୍ତି ଭାରତର ଷ୍ଟାର ମହିଳା ଖେଳାଳି ମାନିକା ବାତ୍ରା । ସେ ପ୍ରଥମ ଭାରତୀୟ ମହିଳା ଭାବେ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିବା ଗୌରବ ଅର୍ଜନ କରିଛନ୍ତି । କ୍ୱାର୍ଟର ଫାଇନାଲରେ ସେ ଚାଇନିଜ ତାଇପେର ଚେନ ସୁ…

ଷଡଯନ୍ତ୍ର: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଗୁପ୍ତ ସୂଚନା ପାକିସ୍ତାନକୁ ଯୋଗାଉଥିଲା କାର୍ଯ୍ୟରତ ଡ୍ରାଇଭର

ନୂଆଦିଲ୍ଲୀ: ଭାରତର ସୁରକ୍ଷା ଏଜେନ୍ସି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ଜଣେ ଡ୍ରାଇଭରକୁ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଗିରଫ କରିଛନ୍ତି । ପାକିସ୍ତାନର ଆଇଏସଆଇ ତାଙ୍କୁ ପ୍ରଥମେ ହନୀ ଟ୍ରାପରେ ଫସାଇଥିଲା । ଏହା ପରେ ଗୁପ୍ତ ତଥ୍ୟ ଯୋଗାଇବାକୁ ବାଧ୍ୟ କରାଇଥିଲା ।…

‘ଦମନ’ ଚଳଚ୍ଚିତ୍ର ପ୍ରଦର୍ଶନକୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଚଳଚ୍ଚିତ୍ର ‘ଦମନ’ ହେଲା ଟିକସ ମୁକ୍ତ । ଓଡ଼ିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ  କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଦମନ’ର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି । ବାସ୍ତବ ଜୀବନରେ ମାଲକାନଗିରିର…

ପ୍ରେୟସୀଙ୍କ ମୁଦିରେ ସାରା ବ୍ରହ୍ମାଣ୍ଡ ରଖିଦେଲେ ପ୍ରେମିକ; ଫଟୋ ଭାଇରାଲ

ଗହଣା ପୁଣି ୟୁନିକ୍ ଷ୍ଟାଇଲର  । କାହାକୁ ବା ଭଲ ନ ଲାଗିବ ? ବିଶେଷକରି ଡିଜାଇନର ମୁଦି ସମସ୍ତଙ୍କର ପସନ୍ଦ । ଆଉ ସେ ଯଦି ନିର୍ବନ୍ଧ ମୁଦି ହୋଇଥାଏ ତେବେ ତାର ଡିଜାଇନ କେମିତି ହେବ, କେଉଁ ଡାଇମଣ୍ଡ ଲାଗିବ ସେଥିନେଇ ସମସ୍ତଙ୍କର ଉତ୍କଣ୍ଠା ଥାଏ । ସେଥିପାଇଁ ମୁଦିର ଡିଜାଇନ ବାଛିବା ପାଇଁ…

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦ ବର୍ଷା ଯୋଗୁ ବାତିଲ

ୱେଲିଂଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି୨୦ କ୍ରିକେଟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଟି୨୦ ବିଶ୍ୱକପ ପରେ ଏହି ସିରିଜ ଆରମ୍ଭ ହେଉଛି । ପ୍ରବଳ ବର୍ଷା ଯୋଗୁ ଖେଳାଳିମାନେ ଡ୍ରେସିଂ ରୁମରେ ବସି ସମୟ କାଟୁଥିବା ଦେଖିବାକୁ ମିଳିଛି । ଉଭୟ ଦେଶର କେତେକ…

ପୋଷା ଜନ୍ତୁ ରଖିଲେ ନେବାକୁ ପଡିବ ବିଏମସିର ଅନୁମତି

ଭୁବନେଶ୍ୱର: ରାଜଧାନୀରେ କୁକୁର କାମୁଡାକୁ ନେଇ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇଛି ବିଏମସି । ଜଣେ ଶିଶୁ କୁକୁର କାମୁଡାରେ ଗୁରୁତର ଆହତ ହେବା ପରେ ବିବାଦ ଘନେଇଥିଲା । ତେଣୁ ଭୁବନେଶ୍ୱର ମହାନଗର ନିଗମର କଡ଼ା ନିୟମ କରିଛନ୍ତି । ପୋଷା ଜନ୍ତୁ ରଖିଲେ ଏଣିକି ବିଏମସିର ଅନୁମତି ନେବାକୁ ପଡିବ ।…

ବ୍ୟାସନଗର ପୌର ନିର୍ବାହୀ ଅଧିକାରୀଙ୍କ ନାଁରେ ସଫେଇ ସୁପରଭାଇଜରଙ୍କ ଏତଲା

ଯାଜପୁର: ବ୍ୟାସନଗରର ଚର୍ଚ୍ଚିତ ପୌର ନିର୍ବାହୀ ଅଧିକାରୀଙ୍କ ନାଁରେ ଯାଜପୁର ରୋଡ ଥାନାରେ ଏତଲା । ସଫେଇ ସୁପରଭାଇଜର ଦେଇଛନ୍ତି ଏତଲା । ନିର୍ବାହୀ ଅଧିକାରୀ ସୁପରଭାଇଜରଙ୍କୁ ଦୁର୍ବ୍ୟବହାର କରିବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଦୁଇଦିନ ତଳେ ପୌର ସଂସ୍ଥାର ସଫେଇ କାର୍ଯ୍ୟ…

ସାମ୍ନାରେ ଗଜରାଜ, ୮କିମି ପଛୁଆ ବସ୍ ଚଲାଇ ଡ୍ରାଇଭର୍ ପ୍ରଶଂସିତ

କେରଳ: ସାମ୍ନାରେ ଗଜରାଜକୁ ଦେଖି ରାସ୍ତାରୁ ହଟିଗଲେ ବସ୍ ଚାଳକ । ପଶୁ ସୁରକ୍ଷା ହେଉ ଅବା ପଶୁ ଭୟରେ ହେଉ ହାତୀ ଭଳି ବିରାଟକାୟ ପଶୁକୁ ଦେଖିଲେ ଯେକେହି ହଟିବା ପାଇଁ ବାଧ୍ୟ । ଠିକ୍ ତାହାହିଁ କରିଥିଲେ କେରଳର ଜଣେ ବସ ଡ୍ରାଇଭର । ସାମ୍ନାରୁ ହାତୀ ଆସୁଥିବା ଦେଖି ଡ୍ରାଇଭର ଜଣକ ବସ୍ ପଛକୁ…

ବାଲିଯାତ୍ରା ବୟାନବାଜି: ପ୍ରଭାତଙ୍କ ପ୍ରତ୍ୟକ୍ଷ ଆରୋପ

ଭୁବନେଶ୍ୱର: ବାଲିଯାତ୍ରାକୁ ନେଇ ମୁହଁ ଖୋଲିଲେ ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ । ଆୟବ୍ୟୟକୁ ନେଇ ତାଙ୍କର ବିସ୍ଫୋରକ ବୟାନ । ଜାତୀୟ ମାନ୍ୟତା ପାଇବାକୁ ଯାଉଛି ବାଲିଯାତ୍ରା । ହେଲେ ବାଲିଯାତ୍ରାର ଆୟବ୍ୟୟକୁ ନେଇ ସେ ଉଠାଇଛନ୍ତି ପ୍ରଶ୍ନ । ୨୦୨୨ ମସିହାର ସମ୍ପୂର୍ଣ୍ଣ ଆୟବ୍ୟୟର…

ପ୍ରଥମ ଘରୋଇ ରକେଟ୍ ‘ବିକ୍ରମ-ଏସ୍’ର ସଫଳ ଉତକ୍ଷେପଣ

ଚେନ୍ନାଇ : ମହାକାଶ ଅଭିଯାନ କ୍ଷେତ୍ରରେ ଭାରତର ଏକ ନୂଆ ଇତିହାସ । ଶ୍ରୀହରିକୋଟା ଇସ୍ରୋ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ ହୋଇଛି ଦେଶର ପ୍ରଥମ ଘରୋଇ କମ୍ପାନୀ ନିର୍ମିତ ରକେଟ୍ ବିକ୍ରମ-ଏସ୍ । ୨୦୨୦ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନ୍ତରୀକ୍ଷ ଉଦ୍ୟୋଗକୁ ଘରୋଇ କ୍ଷେତ୍ର ପାଇଁ ଖୋଲାଯାଇଥିଲା ।…