Latest Odisha News
Browsing Category

ଫିଚର

୭୫୪୦ ଶିକ୍ଷକ ନିଯୁକ୍ତି ପୂରଣ କରିବାକୁ ରାଜ୍ୟ ସରକାର ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର: ହାଇସ୍କୁଲରେ ଖାଲିଥିବା ୭୫୪୦ ଶିକ୍ଷକ ପଦବୀ ପୂରଣ ହେବ। ଏ ନେଇ ରାଜ୍ୟ ସରକାର ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ୪୮୪୮ ସରକାରୀ ହାଇସ୍କୁଲରେ ଏହି ସବୁ ଖାଲି ଥିବା ଶିକ୍ଷକ ପଦବୀ ପୂରଣ କରାଯିବ।ଖାଲି ଥିବା ଶିକ୍ଷକ ପଦବୀ ଆର୍ଟସ, ବିଜ୍ଞାନ,…

ଡିସେମ୍ବର ୭ରୁ ସଂସଦର ଶୀତକାଳୀନ ଅଧିବେଶନ!

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହେବାର ସମ୍ଭାବନା ରହିଛି। ତାରିଖ ଅନୁଯାୟୀ ଚୂଡ଼ାନ୍ତ ନିଷ୍ପତ୍ତି ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ଗ୍ରହଣ କରିବ ବୋଲି ସୂଚନା ରହିଛି। କିନ୍ତୁ ଯାହା ସୂଚନା ରହିଛି ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୭ ରୁ…

ଯାହା ପୋଲିସକୁ ଦେଖା ଗଲାନାହିଁ, ଇଡି ଆଖିରେ ଧରା ପଡ଼ିଗଲା

ଭୁବନେଶ୍ୱର: ଛାଡିଦେଇଥିଲା କମିଶନରେଟ ପୋଲିସ। ଭିଡ଼ି ଆଣିଲା ଇଡି। ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ଉଠିଲା ପ୍ରଶ୍ନ। ଗୋଟିଏ ମାସରୁ ଅଧିକ ଦିନ ହେବ ଧର୍ମେନ୍ଦ୍ର ସାହୁ ଓ ଅର୍ଚ୍ଚନା ନାଗ ମାମଲାରେ ପୋଲିସର କାର୍ଯ୍ୟଶୈଳୀ ଉପରେ ଥିଲା ନଜର। ପୁଲିସର ନୀରବତା ଦର୍ଶାଉଥିଲା ଯେମିତି ସେମିତି…

ପଦ୍ମପୁରରେ ତିନି ପ୍ରମୁଖ ଦଳ କେଉଁ ପ୍ରସଙ୍ଗରେ ମାଗିବେ ଭୋଟ୍?

ଭୁବନେଶ୍ୱର: ପଦ୍ମପୁରରେ କିଏ ହେବେ କେଉଁ ଦଳର ପ୍ରାର୍ଥୀ? ଉପନିର୍ବାଚନ ପାଇଁ କିଏ କେଉଁ ପ୍ରସଙ୍ଗରେ ମାଗିବେ ଭୋଟ୍? ରାଜଧାନୀରୁ ସୁଦୂରରେ ଥିବା ପଦ୍ମପୁର ବାସିନ୍ଦାଙ୍କ ମୁଖ୍ୟ ମୁଦ୍ଦା କ'ଣ? ଏବେ ଏପରି କିଛି ପ୍ରସଙ୍ଗକୁ ନେଇ ରାଜଧାନୀରେ ଥିବା ତିନି ପ୍ରମୁଖ ଦଳର କାର୍ଯ୍ୟାଳୟରେ କସରତ…

ସେବା ଗ୍ରୁପ୍‌କୁ ଶବବାହକ ଭ୍ୟାନ ଯୋଗାଇଲା ଜେଏସ୍‌ଡବ୍ଲ୍ୟୁ

ବଡ଼ବିଲ: ଗୋଷ୍ଠୀସେବାର ଏକ ଅଂଶବିଶେଷ ଭାବେ ଜେଏସ୍‌ଡବ୍ଲ୍ୟୁ ବଡ଼ବିଲର ଏକ କମ୍ୟୁନିଟି ସେଣ୍ଟର ସେବା ଗ୍ରୁପ୍‌କୁ ଗୁରୁବାର ଏକ ମର୍ଚୁରୀ ଭ୍ୟାନ ବା ଶବବାହକ ଗା଼ଡ଼ି ପ୍ରଦାନ କରିଛି । ଏହି ଅବସରରେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଉପସ୍ଥିତ ଥିଲେ । କମ୍ପାନୀର ଏହି ସେବାମୂଳକ…

୧୧ରୁ ଭାରତୀୟ କର୍ଣ୍ଣ ବିଜ୍ଞାନ ସଂଘର ୩୦ତମ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଭାରତୀୟ କର୍ଣ୍ଣ ବିଜ୍ଞାନ ସଂଘ (ଇଣ୍ଡିଆନ୍‍ ସୋସାଇଟି ଅଫ୍‍ ଓଟୋଲୋଜି)ର ୩୦ତମ ଜାତୀୟ ସମ୍ମିଳନୀ ଆଇସୋକନ୍‍ ଆସନ୍ତା ନଭେମ୍ବର୧୧ରୁ ନଭେମ୍ବର୧୩ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍‍ସେସ୍‍ ସହଯୋଗରେ ଏହି ସମ୍ମିଳନୀ…

ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ନଭେମ୍ବର ୧୩ରେ ଜଳପରୀଙ୍କ ସନ୍ତରଣ

ଭୁବନେଶ୍ୱର : ଶୀତଋତୁରେ ଏସିଆର ବୃହତ୍ତମ ହ୍ରଦ ଚିଲିକାକୁ ଦେଶ ବିଦେଶରୁ ନାନା ଜାତି ପ୍ରଜାତିର ପକ୍ଷୀ ଉଡ଼ି ଆସନ୍ତି ଏବଂ ଶୀତ ଦୁଇ ମାସ ପରେ ନିଜ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଚିଲିକା ହ୍ରଦ ର ବାତାବରଣ ଭିତରେ ସେମାନଙ୍କର ଏହି ଦୁଇ ମାସର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସାରା…

୧୦ ଦିନିଆ ଇଡି ରିମାଣ୍ଡରେ ଜଗବନ୍ଧୁଙ୍କ ବନ୍ଧୁ ଖଗେଶ୍ୱର, ଖୋଲିବ କି ଗୁମର ?

ଭୁବନେଶ୍ୱର: ଖଗେଶ୍ୱର ଖୋଲିବ ଗୁମର । କେଉଁଠୁ ଆସୁଥିଲା କଳା ଟଙ୍କା ? କେମିତି ହନିଟ୍ରାପରେ ଫସାଇ ଅର୍ଚ୍ଚନା ଓ ଜଗବନ୍ଧୁ ଠୁଳ କରୁଥିଲେ ବ୍ଲାକମନି । ଗିରଫ ପରେ ଆଜି ଖଗେଶ୍ୱର ପାତ୍ରଙ୍କୁ ଇଡି ଖୋର୍ଦ୍ଧା ଜିଲ୍ଲା ଅଦାଲତରେ ହାଜର କରିଥିଲା । ଖଗେଶ୍ୱର ପାତ୍ରଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ…

 ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମାମଲା, ରାୟ ସଂରକ୍ଷିତ ରଖିଲେ କୋର୍ଟ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ସ୍ବତନ୍ତ୍ର କୋର୍ଟ ନଭେମ୍ବର 16 ରେ ରାୟ ଘୋଷଣା କରିବାର ସମ୍ଭାବନା ରହିଛି। ସିବିଆଇ ଓକିଲ ଏବଂ ସତ୍ୟେନ୍ଦ୍ରଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ…

ଯୁଦ୍ଧ ଭିତରେ ଆଲୋଚନା ଚାହୁଁଛନ୍ତି ପୁଟିନ, କିଏ କରିବ ମଧ୍ୟସ୍ଥି ?

ମସ୍କାେ: ଦକ୍ଷିଣ ୟୁକ୍ରେନର ଖେରସନ ସହରରେ ତିନି ଦିନ ହେଲେ ଗୁଳି ଫୁଟିନ । ବାରୁଦ ଗନ୍ଧ ନାହିଁ । ୟୁକ୍ରେନ ସେନା ସରକାରୀ କାର୍ଯ୍ୟାଳୟରେ ନିଜ ପତାକା ଉଡାଇବା ସହ ଜାତୀୟ ସଂଗୀତ ଗାନ କରୁଥିବା ଭିଡିଓ ଭାଇରାଲ ହେଉଛି । ଏହାରି ଭିତରେ ବିଦେଶୀ ଗଣମାଧ୍ୟମରେ ଗୋଟିଏ ଆଲୋଚନା ହେଉଛି ଯେ ପୁଟିନ…