Latest Odisha News
Browsing Category

ଫିଚର

ଜିମ୍ବାୱେକୁ ୭୧ ରନରେ ହରାଇଲା ଭାରତ: ସେମିରେ ଇଂଲଣ୍ଡ ସହ ମୁକାବିଲା

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ ସୁପର ୧୨ର ଶେଷ ମୁକାବିଲାରେ ଭାରତ ୭୧ ରନରେ ଜିମ୍ବାୱେକୁ ପରାସ୍ତ କରି ଟେବୁଲ ଟପର ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ୧୦ ନଭେମ୍ବରରେ ଭାରତ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ । ଏହାର ପୂର୍ବ ଦିନ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଉ ଏକ…

ଧାମନଗର : ବିଜୟ ଟିକା ପିନ୍ଧିବେ ସୂର୍ଯ୍ୟବଂଶୀ !

ଧାମନଗର : ଭଦ୍ରକ ଜିଲ୍ଲାର ଧାମନଗର ଉପନିର୍ବାଚନ ଭୋଟ୍ ଗଣତି ସରିବା ଉପରେ  । ତେଣେ ଧାମନଗରବାସୀଙ୍କ ଉତ୍କଣ୍ଠା ବଢିଚାଲିଛି । ୧୭ ତମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୮୮୨୫ ଭୋଟରେ ଆଗୁଆ ରହିଛନ୍ତି । ସୂର୍ଯ୍ୟଙ୍କୁ ୭୫,୨୩୯ ଖଣ୍ଡ ଭୋଟ୍ ମିଳିଛି । ବିଜେଡି ପ୍ରାର୍ଥୀ…

୨ ରାଉଣ୍ଡ ଗଣତି ପରେ ଧାମନଗର ଉପନିର୍ବାଚନ ଫଳାଫଳ, ବଢୁଛି ଉତ୍କଣ୍ଠା

ଧାମନଗର: ଆଉ ରହିଲା ୨ ରାଉଣ୍ଡ । ୪୬ ନମ୍ୱର ନିର୍ବାଚନମଣ୍ଡଳୀ ଭଦ୍ରକ ଜିଲ୍ଲାର ଧାମନଗର ଉପନିର୍ବାଚନ ଭୋଟ୍ ଗଣତି ରାଉଣ୍ଡ ସରି ସରି ଆସୁଥିବା ବେଳେ ଧାମନଗରବାସୀଙ୍କ ଉତ୍କଣ୍ଠା ବଢିଚାଲିଛି । ୧୬ ତମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୭୯୭୨ ଭୋଟରେ ଆଗୁଆ ରହିଛନ୍ତି ।…

ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦରେ ଖସି ପଡ଼ିଲା ଯାତ୍ରୀବାହୀ ବିମାନ

ନୂଆଦିଲ୍ଲୀ: ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦରେ ଖସି ପଡ଼ିଲା ଯାତ୍ରୀବାହୀ ବିମାନ। ବିମାନଟି ନିୟନ୍ତ୍ରଣ ହରାଇ ହ୍ରଦ ଭିତରକୁ ଖସିପଡ଼ିଥିଲା। ଉତ୍ତର ପଶ୍ଚିମ ବୁକୋବା ସହରରେ ଅବତରଣ କରିବାର କିଛି ସମୟ ପୂର୍ବରୁ ଖରାପ ପାଣିପାଗ କାରଣରୁ ବିମାନଟି ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦକୁ ଖସିପଡିଥିଲା…

ଧାମନଗର ରାୟ: ସୂରଜ ୭୬୬୩  ଭୋଟରେ ଆଗୁଆ, ଆଉ ୩ ରାଉଣ୍ଡ ବାକି

ଧାମନଗର: ଧାମନଗର ଉପନିର୍ବାଚନ ଭୋଟ୍ ଗଣତି ରାଉଣ୍ଡ ସରି ସରି ଆସୁଥିବା ବେଳେ ଧାମନଗରବାସୀଙ୍କ ଉତ୍କଣ୍ଠା ବଢିଚାଲିଛି । ୧୫ତମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୭୬୬୩  ଭୋଟରେ ଆଗୁଆ ରହିଛନ୍ତି । ତାଙ୍କୁ ୬୭,୦୫୬ ଖଣ୍ଡ ଭୋଟ୍ ମିଳିଛି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ…

ଧାମନଗର ରାୟ : ବିଜୟମୁହାଁ ସୂର୍ଯ୍ୟବଂଶୀ ସୂରଜ

ଧାମନଗର: ଧାମନଗର ଉପନିର୍ବାଚନ ଭୋଟ୍ ଗଣତି ରାଉଣ୍ଡ ସରି ସରି ଆସୁଥିବା ବେଳେ ଧାମନଗରବାସୀଙ୍କ ଉତ୍କଣ୍ଠା ବଢିଚାଲିଛି । ୧୪ତମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୭୬୬୧  ଭୋଟରେ ଆଗୁଆ ରହିଛନ୍ତି । ତାଙ୍କୁ ୬୩,୦୩୧  ଖଣ୍ଡ ଭୋଟ୍ ମିଳିଛି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ…

ଶିଶୁ କନ୍ୟାକୁ ଜନ୍ମ ଦେଲେ ଆଲିଆ

ମୁମ୍ଵାଇ: ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଆଲିଆ । ଶିଶୁ କନ୍ୟାର ପିତାମାତା ହୋଇଛନ୍ତି ରଣବୀର-ଆଲିଆ। ଏନେଇ ଆଲିଆ ଭଟ୍ଟ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଛନ୍ତି, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। କିଛି ସମୟ ପୂର୍ବରୁ ଆଲିଆ ଭଟ୍ଟ ଇନଷ୍ଟାରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି…

ଜିମ୍ବାୱେ ସମ୍ମୁଖରେ ୧୮୭ ରନର ଟାର୍ଗେଟ ରଖିଲା ଭାରତ, ସ୍କାଏଙ୍କ ଆଉ ଏକ ଅର୍ଦ୍ଧଶତକ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ ସୁପର ୧୨ ପର୍ଯ୍ୟାୟର ଶେଷ ମୁକାବିଲାରେ ଭାରତ ୧୮୭ ରନର ବିଜୟ ଲକ୍ଷ୍ୟ ଜିମ୍ବାୱେ ସମ୍ମୁଖରେ ରଖିଛି । ସେମିଫାଇନାଲରେ ୪ଟି ଟିମ ପ୍ରବେଶ କରି ସାରିଥିବାରୁ ଏହି ମ୍ୟାଚର ଗୁରୁତ୍ୱ କମି ଯାଇଛି । ଭାରତ ବିଜୟ ସହ ଟେବୁଲ ଟପର ହେବାକୁ ଚାହିଁବ । ଇଂଲଣ୍ଡ,…

ସାହିତ୍ୟ ରଚନା ପାଇଁ ଅନୁଭୂତି ଓ କଳ୍ପନା ଅଙ୍ଗାଙ୍ଗୀ ଭାବରେ ଜଡ଼ିତ : ପ୍ରଶାନ୍ତ ନନ୍ଦ

ଏକାଧାରରେ ସେ ଜଣେ ଚଳଚ୍ଚିତ୍ର ଅଭିନେତା, ନିର୍ଦ୍ଦେଶକ, ସଂଳାପ ଲେଖକ, ଗୀତିକାର, ରାଜନୀତିଜ୍ଞ ତଥା ସାହିତ୍ୟିକ। ନିଜର ବହୁମୂଖୀ ପ୍ରତିଭା ସହ ସେ ଅନନ୍ୟ ଏବଂ ଅସାଧାରଣ। ଯେଉଁ କ୍ଷେତ୍ରରେ ସେ ପାଦ ଦେଇଛନ୍ତି ସେଇଠି ସଫଳତାର ଶୀର୍ଷରେ ପହଞ୍ଚି ଉଦାହରଣ ସୃଷ୍ଟି କରିଛନ୍ତି। ଓଡ଼ିଆ ଭାଷା…

ଧାମନଗର ଉପନିର୍ବାଚନ ରାୟ : ବିଜୟ ନିକଟତର ବିଜେପି

ଧାମନଗର: ଆଉ କିଛି ସମୟର ଅପେକ୍ଷା । ଆସିବ ଧାମନଗରବାସୀଙ୍କ ରାୟ ।  ଫଳାଫଳ ପୂର୍ବରୁ ବିଜେପି ସମର୍ଥକ ଯେଉଁଭଳି ଉଲ୍ଲାସ ମନାଉଛନ୍ତି, ତାକୁ ଦେଖିଲେ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତି ତାଙ୍କର ଭଲପାଇବା ଜଣାପଡୁଛି । ୧୩ ରାଉଣ୍ଡ ସୁଦ୍ଧା ସୂରଜ ଆଗୁଆ ରହିଆସିଛନ୍ତି । ସୂର୍ଯ୍ୟବଂଶୀ ସୂରଜ ୬୭୫୫ …