Latest Odisha News

BREAKING NEWS

Browsing Category

ଫିଚର

ଧାମନଗର ପରେ ପଦ୍ମପୁର ପାଇଁ ମିଳିଲା ବିଜେପିକୁ ବିଜୟର ସୂତ୍ର?

ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ବିଜୟୀ ହେବା ପରେ ରାଜ୍ୟ ବିଜେପି ଶିବିର। ୨୦୦୮ ପରେ ପ୍ରଥମ ଥର ପାଇଁ ବିଜେପି ଉପନିର୍ବାଚନରେ ବିଜୟୀ ହୋଇଛି। ତେଣୁ ବିଜେଡି ଭଳି ଦଳକୁ ହରାଇବା ନାମୁମକିନ ବା ଅସମ୍ଭବ ନୁହେଁ ବରଂ ସମ୍ଭବ ବୋଲି ହେଜିଛି ବିଜେପି। ଉତ୍ସାହିତ ରାଜ୍ୟ ବିଜେପି ସମୀର…

ପଦ୍ମପୁର ପାଇଁ ପ୍ରସ୍ତୁତି ଆରମ୍ଭ, ସିଇଓଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ୱର : ବରଗଡ ଜିଲ୍ଲାର ପଦ୍ମପୁର ବିଧାନସଭା ଆସନ ପାଇଁ ଆସନ୍ତା ୫ ତାରିଖରେ ଉପନିର୍ବାଚନ ହେବ । ଏଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଗତକାଲି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରସ୍ତୁତି ବୈଠକ କରିଥିଲେ । ଏହି ବୈଠକରେ ଭର୍ଚୁଆଲ ମୋଡରେ ଉପସ୍ଥିତ ଥିଲେ । ବରଗଡ…

ଧାମନଗରର ଭୁଲ୍ ପଦ୍ମପୁରରେ ଦୋହରାଇବ କି ବିଜେଡି?

ଭୁବନେଶ୍ୱର: ଭଦ୍ରକ ଧାମନଗର ବିଧାନସଭା ଉପନିର୍ବାଚନ ପରେ ଏବେ ନେତାଙ୍କ ନଜର ରହିଛି ପଦ୍ମପୁର ପଲିଟିକ୍ସ ଉପରେ। ବରଗଡ ଜିଲ୍ଲାର ଏହି ଆସନରେ ଉପନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହାରି ଭିତରେ ବିଜେପି ଓ…

ପୁରୀ ଆସୁଥିଲେ ତାରିଣୀ ଛକରେ ହୋଇଗଲା ଦୁର୍ଘଟଣା: ୩ ମୃତ, ୪ ଗୁରୁତର

ବାଲେଶ୍ୱର: କାଳିଆ ଦର୍ଶନ ପାଇଁ କାରରେ ପୁରୀ ଆସୁଥିଲେ ପଶ୍ଚିମବଙ୍ଗରୁ। ହେଲେ ବାଲେଶ୍ୱର ଜିଲ୍ଲା ଶିମୁଳିଆ ଥାନା ଅନ୍ତର୍ଗତ ତାରିଣୀ ଛକରେ କାରଟି ଦୁର୍ଘଟଣା ଶିକାର ହୋଇଛି। ସକାଳ ୬ ରୁ ୬.୩୦ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଏକ ତେଲ ଟାଙ୍କି ଟ୍ରକଟି ଧକ୍କା ଦେବାରୁ କାରଟି ଦୁର୍ଘଟଣାର…

ଅନ୍ଧେରୀ ଇଷ୍ଟରେ ଉଦ୍ଧବ ଗୋଷ୍ଠୀ ଦେଲେ ବିଜେପି-ଏକନାଥ ଗୋଷ୍ଠୀଙ୍କୁ ଚକମା

ମୁମ୍ବାଇ: ମହାରାଷ୍ଟ୍ର ଅନ୍ଧେରୀ ଇଷ୍ଟ (ପୂର୍ବ) ଉପନିର୍ବାଚନରେ ଉଦ୍ଧବ ଗୋଷ୍ଠୀର ପ୍ରାର୍ଥୀ ରିତୁଜା ଲଟକେ ବିଜୟୀ ହୋଇଛନ୍ତି। ଏହି ବିଜୟ ପରେ ଦଳର ସଭାପତି ଉଦ୍ଧବ ଠାକରେ କହିଛନ୍ତି ଯେ ଅନ୍ଧେରୀ ପୂର୍ବ ବିଧାନସଭା ଆସନକୁ ଉପ-ନିର୍ବାଚନରେ ​​ରିତୁଜା ଲଟେଙ୍କ ବିଜୟ ଦର୍ଶାଉଛି ଯେ ଲୋକମାନେ…

୨୦୦୯ ପରେ ପ୍ରଥମ ଥର ହାରିଲା ବିଜେଡି, ନବୀନ ମାନିଲେ

ଭୁବନେଶ୍ୱର: ଏବେକାର ରାଜନୀତିରେ ରାଜନେତା ଏବଂ କର୍ମୀଙ୍କ ମଧ୍ୟରେ ଲୋକସେବା ଅପେକ୍ଷା ଅଧିକା ପାଗଳାମୀ ଦେଖିବାକୁ ମିଳୁଛି । ଗତ କେତେକ ନିର୍ବାଚନରେ ନିର୍ବାଚନ ସମୟରେ ହିଂସାକାଣ୍ଡ ଯେଉଁଭଳି ବ୍ୟାପୁଛି ତାହାକୁ ଦେଖିଲେ ମାନବିକତା ଓ ମଣିଷପଣିଆ ବି ବାଟହୁଡି ଯାଉଛି  । ଜିତିବା ପାଇଁ…

ଲାଲୁଙ୍କ ହୋମ ଗ୍ରାଉଣ୍ଡରେ ଖେଳ ବିଗାଡିଦେଲେ ଓଓ୍ୱେସୀ

ପାଟଣା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ତଥା ତାଙ୍କ ପତ୍ନୀ ରାବ୍ରି ଦେବୀଙ୍କ ଘର ଜିଲ୍ଲା ଗୋପାଳଗଞ୍ଜରେ ପୁଣି ଜିତିଲା ବିଜେପି। ଆରଜେଡିର ଖେଳ ବିଗାଡିଦେଲା ଅସଦୁଦ୍ଦିନ ଓଓ୍ୱେସୀଙ୍କ ପାର୍ଟି ଏଆଇଏମଆଇଏମ। ବିହାରରେ ମେଣ୍ଟ ଭାଙ୍ଗିବା ପରେ ପ୍ରଥମ ଥର ପାଇଁ ନିର୍ବାଚନ ହୋଇଥିଲା। ଦୁଇଟି…

ହ୍ରଦରେ ଖସିପଡିଲା ବିମାନ, ୧୯ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଏକ ଛୋଟିଆ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ଶିକାର। ତାନଜାନିଆର ଏହି ବିମାନ ଭିକ୍ଟୋରିଆ ହ୍ରଦକୁ ଖସିପଡିଛି। ଦେଶର ପ୍ରଧାନମନ୍ତ୍ରୀ କାସିମ ମଜାଲିୱା କହିଛନ୍ତି ଯେ ବିମାନ ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ସକାଳେ ଏହି ଦୁର୍ଘଟଣା ଘଟିଥିଲା। ଏହାପୂର୍ବରୁ…

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜୟ ଉତ୍ସବ

ଭୁବନେଶ୍ୱର : ଇତିହାସର ପୁନରାବୃତ୍ତି କରି ନୂତନ ଓଡ଼ିଶା ଗଠନର ମୂଳଦୂଆ ପକାଇଛନ୍ତି ସ୍ୱାଭିମାନୀ ଧାମନଗରବାସୀ। ଏହା କହିଛନ୍ତି ସମୀର ମହାନ୍ତି। ଏନେଇ ବିଜେପି ଅଫିସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ଧାମନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟ ଲାଭ କରିବା ପରେ…

2024 ପୂର୍ବରୁ ପ୍ରି ଟେଷ୍ଟ ଫଳାଫଳ: ସାତରୁ ବିଜେପି ଜିତିଲା ଚାରି

ନୂଆଦିଲ୍ଲୀ:  6 ଟି ରାଜ୍ୟରେ 7 ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ଏହି ନିର୍ବାଚନ ଏକପ୍ରକାର ସମ୍ମାନ ପାଇଁ ଯୁଦ୍ଧ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଶା, ବିହାର, ୟୁପି,ମହାରାଷ୍ଟ୍ର, ହରିୟାନା ଏବଂ ତେଲେଙ୍ଗାନାରେ ହୋଇଥିବା ନିର୍ବାଚନରେ କିଏ ଜିତିବ…