Latest Odisha News

BREAKING NEWS

Browsing Category

ଫିଚର

ରାଜସ୍ଥାନରେ ଲୋକାର୍ପଣ ହେବ ବିଶ୍ୱର ସର୍ବୋଚ୍ଚ ଶିବ ମୂର୍ତି

ଜୟପୁର: ରାଜସ୍ଥାନରେ ବିଶ୍ୱର ସର୍ବୋଚ୍ଚ ଶିବ ମୂର୍ତିର ଲୋକାର୍ପଣ ୨୯ ଅକ୍ଟୋବରରେ ହେବ । ନାଥୱାର ସହରରେ ଭଗବାନଙ୍କ ୩୬୯ ଫୁଟର ବିଶାଳ ମୂର୍ତି ନିର୍ମାଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏହାକୁ ଉଦଘାଟନ କରିବେ । ଉଦୟପୁରଠାରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ ଏହି ପ୍ରତିମୂର୍ତିକୁ…

ଲୋକମାନେ ଟଙ୍କା ଦେଇ ମାଟିରେ କାହିଁକି ପୋତା ହେଉଛନ୍ତି ? କଣ ରହିଛି ରହସ୍ୟ ?

ନୂଆଦିଲ୍ଲୀ : ଅନେକ ସମୟରେ ଆମେ ମାନସିକ ସ୍ତରରେ ଶାନ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର ଯୋଗ କରିଥାଉ। କିନ୍ତୁ ଆପଣ କଣ କେବେ ଜାଣିଛନ୍ତି ଚିନ୍ତାରୁ ମୁ୍କ୍ତି ପାଇଁ ଲୋକେ ଟଙ୍କା ଖର୍ଚ୍ଚ କରି ମାଟି ତଳେ ପୋତି ହେଉଛନ୍ତି । ମଣିଷ ଜୀବନ୍ତ ଅବସ୍ଥାରେ ମାଟି ଭିତରେ ପୋତା ହେବା ଦ୍ବାରା…

କମେଣ୍ଟ ମାରିବା ଅଭିଯୋଗରେ ଯୁବକଙ୍କୁ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଲେ ଗ୍ରାମବାସୀ

ଅନୁଗୁଳ : ଯୁବକଙ୍କୁ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଲେ ଗ୍ରାମବାସୀ । ଏଭଳି ଅମାନୁଷିକ ଦୃଶ୍ୟ ଅନୁଗୁଳ ଜିଲ୍ଲା ତାଳଚେର ବାଲୁଙ୍ଗା ଗାଁରେ ଦେଖିବାକୁ ମିଳିଛି । ଝିଅଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ଗ୍ରାମବାସୀ ମାନେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ବାଳୁଙ୍ଗା ଗାଁର…

ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚ ବାତିଲ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲା ବର୍ଷା ଯୋଗୁ ବାତିଲ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁ ଗୋଟିଏ ବି ବଲ ଖେଳାଯିବା ସମ୍ଭବପର ହୋଇ ନ ଥିଲା । ଉଭୟ ଟିମ ଗୋଟିଏ ଲେଖାଁଏ ମ୍ୟାଚ ହାରିଥିବାରୁ ଏହା ସେମାନଙ୍କ…

ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨ ପ୍ରଦର୍ଶନୀ ଉଦ୍‌ଘାଟନ କଲେ ପର୍ଯ୍ୟଟନ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଟ୍ରାଭେଲ ବଜାର ୨୦୨୨ର ପ୍ରଦର୍ଶନୀ ଉଦଘାଟିତ ହୋଇଛି । ଆଜି ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଶୁଭ ଉଦଘାଟନ୍ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ‘କୋଭିଡ୍…

ଆଫଗାନିସ୍ତାନ-ଆୟର୍ଲାଣ୍ଡ ମ୍ୟାଚ ବର୍ଷା ଯୋଗୁ ବାତିଲ, ପଏଣ୍ଟ ଭାଗ କଲେ ଉଭୟ ଦଳ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ବର୍ଷା ଖଳନାୟକ ସାଜିଛି । ସୁପର ୧୨ର ଏକ ମୁକାବିଲାରେ ଆଫଗାନିସ୍ତାନ-ଆୟର୍ଲାଣ୍ଡ ପରସ୍ପରକୁ ଭେଟିଥାନ୍ତେ । ତେବେ ଏହି ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଫଳରେ ଉଭୟ ଦଳ ନିୟମ ଅନୁସାରେ ଗୋଟିଏ ଲେଖାଁଏ ପଂଏଟ ହାସଲ କରିଛନ୍ତି ।…

ବଙ୍ଗୋପସାଗରରେ ଭାସିଗଲେ ୬୨ ମତ୍ସ୍ୟଜୀବୀ, ୩ ଜଣ ଉଦ୍ଧାର

ପାରାଦୀପ: ବଙ୍ଗୋପସାଗରରେ ବଡ଼ ଅଘଟଣ । ବାତ୍ୟା ବେଳେ ଭାସିଗଲେ ୬୨ ଜଣ ମତ୍ସ୍ୟଜୀବୀ । ୨୪ ତାରିଖ ବିଳମ୍ବିତ ରାତିରେ ବାଂଲାଦେଶର ବରିଷଲରେ ଉପକୂଳ ଛୁଇଁଥିଲା ବାତ୍ୟା ସିତ୍ରଙ୍ଗ । ଏହି ସମୟରେ ଜୋରରେ ପବନ ବହିବା ସହ ହୋଇଥିଲା ବର୍ଷା । ବାତ୍ୟା ବାଂଲାଦେଶ ଉପକୂଳରେ ତାଣ୍ଡବ ରଚୁଥିବା ବେଳେ ୫ଟି…

କେହି ବନ୍ଧୁକ ଧରି ଆଉ କେହି କଲମ ଧରି ନକ୍ସଲବାଦକୁ ବଢାଉଛନ୍ତି: ମୋଦୀ

ନୂଆଦିଲ୍ଲୀ: ହରିଆଣାର ସୁରଜକୁଣ୍ଡରେ ବିଭିନ୍ନ ରାଜ୍ୟର ଗୃହମନ୍ତ୍ରୀ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଉପରାଜ୍ୟପାଳ ଓ ପ୍ରଶାସିନକ ଅଧିକାରୀଙ୍କୁ ନେଇ ଚାଲିଥିବା ଦୁଇ ଦିନିଆ 'ଚିନ୍ତନ ଶିବିର'ର ଆଜି ଶେଷ ଦିନ। ଏହି ସମୟରେ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବାକୁ ଭିଡିଓ କନଫରେନ୍ସିଂ…

ସୁନକଙ୍କ ସହ କଥା ହେଲେ ମୋଦୀ, ଖୁବଶୀଘ୍ର ହେବ ଏଫଟିଏ ଚୁକ୍ତି!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ସହ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରି ନିଜେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି “ରୁଷି ସୁନକଙ୍କ ସହ କଥା ହେବା ଅତ୍ୟନ୍ତ ଆନନ୍ଦଦାୟକ। ବ୍ରିଟେନର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ…

ଟ୍ୱିଟରରୁ ବହିଷ୍କୃତ ହେବା ପରେ ଆହୁରି ଧନୀ ହେବେ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରଓ୍ୱାଲ

ନୂଆଦିଲ୍ଲୀ: ଟେସଲା ମୁଖ୍ୟ ଏଲୋନ୍ ମସ୍କ ଟ୍ୱିଟରର ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପରେ ସେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି। ଟ୍ୱିଟର ସହ ଚୁକ୍ତି କରିବାକୁ ଶୁକ୍ରବାର ପର୍ଯ୍ୟନ୍ତ ଏଲୋନ୍ ମସ୍କଙ୍କୁ ସମୟ ଦିଆଯାଇଥିଲା। ଆଉ ସେ ଏହି…