Latest Odisha News

BREAKING NEWS

Browsing Category

ଫିଚର

ବନ୍ଧାହେଲେ ରାହୁଲ, ଧରିବା ପାଇଁ ପୋଲିସ କ‘ଣ କରିଥିଲା ପ୍ଲାନିଂ ?

ମୁମ୍ବାଇ : ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ମୃତ୍ୟୁ ପାଇଁ ଦାୟୀ ରାହୁଲ । ଡାଏରୀରୁ ଖୁଲାସା ହୋଇଥିଲା ରାହୁଲଙ୍କ ନାଁ। ବୈଶାଳୀ ତାଙ୍କ ମୃତ୍ୟୁ ପୂର୍ବରୁ ଡାଏରୀ ରେ ପୋଲିସକୁ ଦେଇଥିଲେ କିଛି ଏଭଳି ତଥ୍ୟ । ଫ୍ୟାନ୍ସ  ମାନେ ବୈଶାଳୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନଥିବା…

୧ ନମ୍ବର ହାଟରେ ପୋଲିସର ରେଡ୍, ବିପୁଳ ବାଣ ଜବତ

ଭୁବନେଶ୍ୱର: ଆଉ ୪ ଦିନ ପରେ ଦୀପାବଳି । ବାଣ ଫୁଟାଇବା ପାଇଁ ସମସ୍ତେ ଉତ୍ସୁକ ଥିବାବେଳେ ବଜାରରେ ବାଣର ପସରା ମେଲିଛି । ଏଣେ ବିଭିନ୍ନ ସ୍ଥାନରେ ବେଆଇନ୍ ଭାବେ ବାଣ ନିର୍ମାଣ ସହ ବିକ୍ରି କରାଯାଉଛି । ଦିନକ ତଳେ କଟକରେ ବେଆଇନ୍ ବାଣ ନିର୍ମାଣ କରୁଥିବା ୬ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଆଜି…

ଅନିଦ୍ରାର କାରଣ ଏବଂ ଏହାର ଉପଚାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ନିଦ ନ ହେବା ଲୋକଙ୍କର ଏକ ପ୍ରମୁଖ ସମସ୍ୟା ପାଲଟିଛି। ସେ ଅଫିସ ଚିନ୍ତାରେ ହେଉ କିମ୍ବା ଘର ଚିନ୍ତା, ପ୍ରତ୍ୟେକ ବ୍ୟକ୍ତି ଅତ୍ୟଧିକ ଚିନ୍ତା କରିବାରୁ ଆସ୍ତେ ଆସ୍ତେ ନିଦ କମିଯାଏ। ପୁରୁଷଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଦିଏ। ଠିକ୍…

ଟି୨୦ ବିଶ୍ୱକପ କ୍ରିକେଟ: ସୁପର ୧୨ରେ ପ୍ରବେଶ କଲା ଶ୍ରୀଲଙ୍କା

ଗୀଲଙ୍ଗ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଗୁରୁବାର ଶ୍ରୀଲଙ୍କା ଚମତ୍କାର ପ୍ରଦର୍ଶନ କରି ସୁପର ୧୨ରେ ପ୍ରବେଶ କରିଛି । ଆଜି ଖେଳା ଯାଇଥିବା ମୁକାବିଲାରେ ଶ୍ରୀଲଙ୍କା ୧୬ ରନରେ ନେଦରଲାଣ୍ଡସକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୬ ୱିକେଟ ହରାଇ ୧୬୨ ରନ…

ଚର୍ମକୁ ଚମକ ପ୍ରଦାନ କରେ ନଡ଼ିଆ ତେଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯେତେବେଳେ ଆମେ ଚର୍ମର ଯତ୍ନ ବିଷୟରେ ଆଲୋଚନା କରୁ, ଆମେ ସାଧାରଣତଃ ତ୍ୱଚାର ସୌନ୍ଦର୍ଯ୍ୟ ବିଷୟରେ ଚିନ୍ତା କରୁ। କିନ୍ତୁ ହାତ, ଗୋଡ଼ ଏବଂ ପାଦର ସମାନ ଯତ୍ନ ନେବା ଜରୁରୀ। ଯେତେବେଳେ ଆପଣ ଏକ ସୁନ୍ଦର ପୋଷାକ ପିନ୍ଧନ୍ତି, ଶରୀରର ଅବଶିଷ୍ଟ ଅଂଶ ମଧ୍ୟ ଆପଣଙ୍କ ଚେହେରା…

ତ୍ୱଚାର ଡେଡ୍ ସ୍କିନକୁ ହଟାଇବେ କିପରି ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶୀତ ଋତୁରେ ମୁହଁରେ ଡେଡ୍ ସ୍କିନ୍ ହେଉଥିବା ନଜର ଆସେ। ଯେଉଁ କାରଣରୁ ଜଣେ ବ୍ୟକ୍ତିଙ୍କର ସୌନ୍ଦର୍ଯ୍ୟ ମଳିନ ପଡିଯାଏ। ଯେଉଁମାନଙ୍କର ସେନ୍ସଟିଭ ତ୍ୱଚା ଏବଂ ଶୁଷ୍କ ଚର୍ମ ଥାଏ, ସେମାନଙ୍କୁ ନିଜର ତ୍ୱଚାର ବିଶେଷ ଭାବେ ଯତ୍ନ ଆବଶ୍ୟକ। କାରଣ ଶୀତ ଋତୁରେ ସେନ୍ସଟିଭ…

ହ୍ୟାଙ୍ଗଓଭରରୁ କିପରି ପାଇବେ ମୁକ୍ତି ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲିର ଯୁବପିଢି ହୁଅନ୍ତୁ କିମ୍ବା ବୟସ୍କ ବ୍ୟକ୍ତି, ସମସ୍ତେ ମଦ୍ୟପାନ କରନ୍ତି। ମଜା ମଜିଲିସ ପାଇଁ କିମ୍ବା ଖୁସି ମନେବା ପାଇଁ ସମସ୍ତେ ସାଙ୍ଗସାଥିଙ୍କ ସହ ମଦ୍ୟପାନ କରନ୍ତି। କହିବାକୁ ଗଲେ ଏହା ଆଜିକାଲି ଟ୍ରେଣ୍ଡ ହେଲାଣି। ଆଜିକାଲି ଯେକୌଣସି ଛୋଟ-ବଡ଼…

ନବୋଦୟ ଛାତ୍ର ମୃତ୍ୟୁ ଘଟଣା, ୧୧ ବର୍ଷ ପରେ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ୨୦୧୧ ନଭେମ୍ବର ୩ ତାରିଖ । ପୁରୀ ନବୋଦୟ ବିଦ୍ୟାଳୟ କ୍ୟାମ୍ପସ ଭିତରେ କ୍ରିକେଟ୍ ଖେଳିବା ବେଳେ ଆହତ ହୋଇଥିଲେ ଦ୍ୱାଦଶ ଶ୍ରେଣୀ ଛାତ୍ର ଜୟରାମ ଜେନା । ଜଣେ ଖେଳାଳିଙ୍କ ହାତରୁ ବ୍ୟାଟ୍ ଖସିଯାଇ ଜୟରାମଙ୍କ ମୁହଁରେ ବାଜିଥିଲା । ଫଳରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ତୁରନ୍ତ ତାଙ୍କୁ…

ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ‘ପଦ୍ମ ଭୂଷଣ’ ଗ୍ରହଣ କଲେ ସତ୍ୟ ନାଡେଲା

ନୂଆଦିଲ୍ଲୀ: ସଫ୍ଟଓ୍ୱୟାର କମ୍ପାନୀ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କୁ ମିଳିଲା ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ଭୂଷଣ । ଗତ ସପ୍ତାହରେ ସାନ୍ ଫ୍ରାନ୍ସିସ୍କୋ ସ୍ଥିତ ଭାରତୀୟ କନ୍ସୁଲେଟ୍ ଜେନେରାଲ୍ ଡ. ଟି. ଭି. ନଗେନ୍ଦ୍ର ପ୍ରସାଦଙ୍କଠାରୁ ଆନୁଷ୍ଠାନିକ ଭାବେ ଏହି…

ଏଣିିକି ସମସ୍ତ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବର ୧୦୮

ଭୁବନେଶ୍ୱର: ଏଣିକି ୧୦୮ ନମ୍ବରକୁ କଲ୍ କଲେ ମିଳିବ ଉଭୟ ସରକାର ଏବଂ ବେସରକାରୀ ଆମ୍ବୁଲାନ୍ସ ସେବା। ୧୦୮କୁ ଫୋନ୍ କଲେ ଆମ୍ବୁଲାନ୍ସ ସେବା ମିଳୁନଥିବା ନେଇ ଅଭିଯୋଗ ହେଉଥିଲା। ଏହାପରେ ରାଜ୍ୟ ସରକାର ଅଭିଯୋଗର ସମାଧାନ କରିବାକୁ ଚାହିଁ ଏପରି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ପ୍ରାୟ ୫…