Latest Odisha News

BREAKING NEWS

Browsing Category

ଫିଚର

ବିଜେଡି ନେତାଙ୍କ କାର ଉପରକୁ ବୋମା ମାଡ଼, ପୋଲିସର ତନାଘନା ଜାରି

ଢେଙ୍କାନାଳ: ବିଜେଡି ନେତାଙ୍କ କାର ଉପରକୁ ବୋମା ମାଡ଼। କାମାକ୍ଷାନଗର ମଢିସାହିରେ ଥିବା ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି କାହ୍ନୁଚରଣ ସାହୁଙ୍କ କାର ଉପରକୁ ଗତ ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୁତ୍ତ ବୋମାମାଡ଼ କରିଛନ୍ତି। ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି। ପ୍ରଥମେ ଦୁଇ ଜଣ…

ଆଇଆରସିଟିସି ଘୋଟାଲା: କୋର୍ଟରେ ହାଜର ହେବେ ତେଜସ୍ୱୀ, ଖାରଜ ହେବ କି ଜାମିନ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଇଆରସିଟିସି ଘୋଟାଲା ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆଜି ଦିଲ୍ଲୀ କୋର୍ଟରେ ହାଜର ହେବେ। ଏହି ସମୟରେ ଯଦି ତେଜାଶ୍ୱୀଙ୍କ ଜାମିନ ବାତିଲ ହୁଏ, ତେବେ ସେ ଜେଲ ଯିବାର ସମ୍ଭାବନା ରହିଛି। ସେପଟେ ସିବିଆଇ ତାଙ୍କ ଜାମିନ ବାତିଲ କରିବା ପାଇଁ କୋର୍ଟରେ…

ସଲମାନ ଖାନ୍ ଡ୍ରଗ୍ସ ନିଅନ୍ତି, ଆମୀରଙ୍କ ବାବଦରେ ଜଣାନାହିଁ: ରାମଦେବ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବାବାରୁ ବ୍ୟବସାୟୀ ପାଲଟିଥିବା ଯୋଗଗୁରୁ ବାବା ରାମଦେବ। ବଲିଉଡରେ ଡ୍ରଗ୍ସ କାରବାରକୁ ନେଇ ସେ ଏକ ବୟାନ ଦେଇଛନ୍ତି। ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସେ କହିଛନ୍ତି ବଲିଉଡ କଳାକାର ତଥା ସଲମାନ ଖାନ୍ ଡ୍ରଗ୍ସ ସେବନ କରନ୍ତି। କିନ୍ତୁ ଅନ୍ୟତମ…

ଆଜିଠୁ ଜାତିସଂଘ ମୁଖ୍ୟଙ୍କ ୩ ଦିନିଆ ଭାରତ ଗସ୍ତ

ନୂଆଦିଲ୍ଲୀ: ମିଳିତ ଜାତିସଂଘ (ୟୁଏନ) ର ସେକ୍ରେଟେରୀ ଜେନେରାଲ୍ ତଥା ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଆଜିଠାରୁ ୩ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ଏହା ପ୍ରଥମ ଗସ୍ତ ହେବ। ବୈଦେଶିକ ମନ୍ତ୍ରଣାଳୟ ତାଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି। ଗୁଟେରସ ଭାରତ…

ସ୍କୁଟିରେ ବାନ୍ଧି ଯୁବକଙ୍କୁ ଦୌଡ଼ାଇବା ଘଟଣା, ସୁଟିଂ ହେଉଛି ଭାବି ଦେଖଣାହାରୀ ସାଜିଥିଲେ କନେଷ୍ଟବଲ

କଟକ: ଧାର ଟଙ୍କା ଆଦାୟ କରିବାକୁ ଯାଇ ସ୍କୁଟିରେ ବାନ୍ଧି ଯୁବକଙ୍କୁ ଦୌଡାଇବା ଘଟଣାରେ ତିନି ପୁଲିସ କର୍ମଚାରୀଙ୍କୁ ନୋଟିସ୍ ହୋଇଛି। ଟ୍ରାଫିକ ଡ୍ୟୁଟିରେ ନିୟୋଜିତ ଥିବା ବେଳେ ଏମାନେ କଣ କରୁଥିଲେ ବୋଲି ଉତ୍ତର ମଗାଯାଇଥିବା ସୂଚନା ରହିଛି। କଟକର ଏହି ଅମାନବୀୟ କାଣ୍ଡକୁ ନେଇ ଏବେ…

ଧନୁଯାତ୍ରା ପାଇଁ ଭୋଟ ମାଧ୍ୟମରେ ହେବ ନୂତନ କଳାକାର ଚୟନ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ର ୭୫ତମ ଧନୁଯାତ୍ରାରେ କଂସଠୁ ଆରମ୍ଭ କରି ଅନ୍ୟ ବିଶିଷ୍ଟ ଭୂମିକାର କଳାକାରଙ୍କର ନୂତନ ଭାବେ ଚୟନ ନିମନ୍ତେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଧନୁଯାତ୍ରା ପାଇଁ ନୂତନ କଳାକାର ଚୟନ ହେବ। ଭୋଟ ମାଧ୍ୟମରେ କାର୍ଯ୍ୟକାରୀ କମିଟିରେ ହେଲା ନିଷ୍ପତ୍ତି। ୭୫ତମ…

ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ବିରୋଧରେ ଆଜିଠୁ ସ୍ପେଶାଲ୍ ଡ୍ରାଇଭ୍

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ଟ୍ରାଫିକ ଧରପଗଡ। ନିୟମ ଉଲଂଘନ କଲେ ଦେବାକୁ ପଡିବ ଜୋରିମାନା, ହୋଇପାରେ ଡ୍ରାଇଭିଂ ଲାଇସେନ୍ସ ବାତିଲ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ରାଜ୍ୟ ପରିବହନ କତ୍ତୃପକ୍ଷ ଟ୍ରାଫିକ୍ ନିୟମ…

ମାଗଣା ଯୋଜନାକୁ ନେଇ ବିତର୍କ କରୁଥିବା ବିଜେପି ସରକାର ଦେବ ପ୍ରତିବର୍ଷ ଦୁଇଟି ସିଲିଣ୍ଡର

ଗୁଜରାଟ: ଦୀପାବଳି ପୂର୍ବରୁ ଗୁଜରାଟ ସରକାର ସିଏନଜି, ପିଏନଜିରେ 10 ପ୍ରତିଶତ ଭାଟ୍ ପ୍ରତ୍ୟାହାର କରିଛନ୍ତି। ଏଥିସହ ପ୍ରତିବର୍ଷ 38 ଲକ୍ଷ ହିତାଧିକାରୀଙ୍କୁ ଦୁଇଟି ରୋଷେଇ ଗ୍ୟାସ୍ ସିଲିଣ୍ଡର ମାଗଣାରେ ଦିଆଯିବ। ଯେଉଁମାନେ କେନ୍ଦ୍ରର ଉଜ୍ଜଳା ଯୋଜନାରେ ସିଲିଣ୍ଡର ନେଇଛନ୍ତି ସେମାନେ…

ଔଷଧ ଦୋକାନ ବାହାରେ ଲାଗିଲା ଡ୍ରଗ୍ସ ଇନସପେକ୍ଟରଙ୍କ ନମ୍ବର, ଗ୍ରାହକ କରିପାରିବେ ଅଭିଯୋଗ

ଭୁବନେଶ୍ୱର: ନକଲି ଔଷଧ କାରବାର ରୋକିବାକୁ ଡ୍ରଗ୍ସ କଣ୍ଟ୍ରୋଲର କଠୋର ହୋଇଛନ୍ତି। ଏଣିକି ଗ୍ରାହକ ମଧ୍ୟ ଔଷଧକୁ ନେଇ ସନ୍ଦେହ ପ୍ରକାଶ କଲେ ସଂପୃକ୍ତ ଔଷଧ ବ୍ୟବସାୟୀ ବା ଦୋକାନୀ ବିରୋଧରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଜଣାଇପାରିବେ। ତେଣୁ ରାଜଧାନୀରେ ଗତକାଲିଠୁ ଔଷଧ ଦୋକାନ ବାହାରେ…

୪ କୋଟି ଚାଷୀ ପାଇଲେନି ପିଏମ୍ କିସାନ ଟଙ୍କା, ଜାଣନ୍ତୁ କାରଣ କ’ଣ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଚାଷୀ ପାଇପାରିଲେନି ନିଜ ଟଙ୍କା। ସୋମବାର ୧୨ତମ କିସ୍ତିରେ କେନ୍ଦ୍ର ସରକାର ୧୬ ହଜାର କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଥିଲେ।ଏହାପୂର୍ବରୁ ୧୧ତମ କିସ୍ତିରେ କେନ୍ଦ୍ର ସରକାର ୨୧ ହଜାର କୋଟି ଟଙ୍କା ପଠାଇଥିଲେ। ଅର୍ଥାତ୍…