Latest Odisha News

BREAKING NEWS

Browsing Category

ଫିଚର

ଦେଶରେ ୩୫ କୋଟି ଲୋକଙ୍କ ପାଖରେ ୩ଜି-୪ଜି ଫୋନ୍ ରହିଛି, ୫ଜି ଆସିବା ପରେ କଦଣ କରିବେ ଏମାନେ?

ନୂଆଦିଲ୍ଲୀ: ଭାରତରେ ୫ଜି ସେବା ଆରମ୍ଭ ହୋଇଛି, ଏଭଳି ପରିସ୍ଥିତିରେ ସରକାର ୫ଜି ୟୁଜରଙ୍କ ସଂଖ୍ୟା ଶୀଘ୍ର ବୃଦ୍ଧି କରିବା ପାଇଁ ଅନେକ ବଡ ପଦକ୍ଷେପ ନେଉଛନ୍ତି। ନିକଟରେ ସରକାର ସମସ୍ତ ସ୍ମାର୍ଟଫୋନ ନିର୍ମାତାମାନଙ୍କୁ ଯଥାଶୀଘ୍ର ୫ଜି ସ୍ମାର୍ଟଫୋନରେ ୫ଜି ସେବା ସହାୟତା ଦେବାକୁ କହିଛନ୍ତି।…

ରୋହିତଙ୍କ ଫ୍ୟାନକୁ ହତ୍ୟା କଲେ ବିରାଟଙ୍କ ଫ୍ୟାନ୍ !

ଓଡ଼ିଶା ସମ୍ବାଦ ବ୍ୟୁରୋ: କ୍ରିକେଟ ପ୍ରେମୀମାନେ ନିଜ ନିଜ ପସନ୍ଦର ଖେଳାଳିଙ୍କ ପାଇଁ ନିଆରା କାମ କରନ୍ତି। ହେଲେ ଆପଣ କେବେ ଶୁଣିନଥିବେ ଯେ ଟିମ୍ ଇଣ୍ଡିଆର ଦୁଇ ଆଗ ଧାଡିର କ୍ରିକେଟରଙ୍କ ଫ୍ୟାନ ପରସ୍ପର ସହିତ ଯୁକ୍ତିତର୍କ କରିବା ପରେ ଜଣେ ଅନ୍ୟ ଜଣଙ୍କୁ ହତ୍ୟା କରିଛି। ଇଣ୍ଡିଆନ୍…

ଅର୍ଚ୍ଚନାଙ୍କ ଜାମିନ ଆବେଦନ ରାୟ ସଂରକ୍ଷିତ, ବେଲ୍ ମିଳିବ କି ଜେଲ୍?

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲାକୁ ନେଇ ଆଲୋଚନା ଚାଲିଥିବା ବେଳେ ତାଙ୍କୁ ବେଲ ମିଳିବ କି ଜେଲ ଯିବେ ତାକୁ ନେଇ ଚର୍ଚା ଜୋର ଧରିଛି । ଅର୍ଚ୍ଚନାଙ୍କ ଜାମିନ ଆବେଦନ ଉପରେ  ଶୁଣାଣି ଶେଷ ହୋଇଥିବା ବେଳେ ରାୟକୁ ସଂରକ୍ଷିତ ରଖିଛନ୍ତି ଜଜ୍ । ଓକିଲଙ୍କ ଯୁକ୍ତି…

୧୬ରେ ଦେଶର ୭୫ ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୬, ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ (ଡିବିୟୁ)କୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ଅବସରରେ ସେ ସମାବେଶକୁ ସମ୍ବୋଧିତ କରିବେ । ୨୦୨୨-୨୩ କେନ୍ଦ୍ର ବଜେଟ…

ଆଇଏନଏସ ଅରିହନ୍ତରୁ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଆଇଏନଏସ ଅରିହନ୍ତରୁ ବୁଡ଼ାଜାହାଜରୁ ନିକ୍ଷେପ କରାଯାଇ ପାରୁଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ର (ଏସଏଲବିଏମ)ର ସଫଳ ପରୀକ୍ଷଣ କରାଯାଇଛି । ଏକ ନିର୍ଦ୍ଧାରିତ ଦୂରତାରେ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିଲା ଏବଂ ଏହା ଉଚ୍ଚ ସଠିକତା ସହିତ ବଙ୍ଗୋପସାଗରରେ ଥିବା ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ…

ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକପାଳ ଅଫିସ ତରଫରୁ ସଚେତନତା କାର୍ଯ୍ୟକ୍ରମ

ବାଲେଶ୍ବର: ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକପାଳ ଅଫିସ ଦ୍ୱାରା ୟୁକୋ ବ୍ୟାଙ୍କର ଏଲ.ଡି.ଏମ୍ ବିଶ୍ଵଜିତ ଶତପଥୀ ଙ୍କ ସକ୍ରିୟ ସହଯୋଗରେ ବାଲେଶ୍ଵରରେ ଏକ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କ ର ଓଡିଶା ର ଲୋକପାଳ(Ombudsman)  ପଙ୍କଜ…

ଏନ୍‌ଆଇଏଲ୍‌ଡିର ନିର୍ଦ୍ଦେଶକ ଦାୟିତ୍ବ ନେଲେ ଡ. ପତିତପାବନ ମହାନ୍ତି 

କଟକ: କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନ କୋଲକାତାସ୍ଥିତ ରାଷ୍ଟ୍ରୀୟ ଗତିଶୀଳ ଦିବ୍ୟାଙ୍ଗଜନ ସଂସ୍ଥାନ (ଏନ୍‌ଆଇଏଲ୍‌ଡି)ର ନିର୍ଦ୍ଦେଶକ ଦାୟିତ୍ୱ ଡକ୍ଟର ପତିତପାବନ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି। କଟକ ଜିଲ୍ଲାର ଓଲଟପୁରସ୍ଥିତ ସ୍ବାମୀ ବିବେକାନନ୍ଦ…

ଅଣ୍ଡର ୧୭ ମହିଳା ଫିଫା ବିଶ୍ୱକପ: ଭାରତ 0-3 ଗୋଲରେ ମରକ୍କୋଠାରୁ ହାରିଲା

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିୟମରେ ପୁଣି ଭାରତ ପରାଜିତ ହୋଇଛି । ଅଣ୍ଡର ୧୭ ମହିଳା ଫିଫା ବିଶ୍ୱକପରେ ରାତି ୮ଟାରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ମହିଳା ଫୁଟବଲ ଟିମ୍ ମରକ୍କୋଠାରୁ 0- 3 ଗୋଲ ରେ ପରାସ୍ତ ହୋଇଛି । ଉଭୟ ଟିମ୍  ପ୍ରଥମ ହାଫ୍ ଟାଇମ ଭିତରେ କୈାଣସି ଗୋଲ ସ୍କୋର…

୧୨ ଦିନ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ; ଭୟରେ ଗ୍ରାମବାସୀ

ନବରଙ୍ଗପୁର: ଗାଁର ଗୋଟିଏ ସାହିରେ ଗତ ୧୨ ଦିନ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଖଣ୍ଡିଆଗୁଡା ଗାଁରେ ଦେଖା ଦେଇଛି ଏପରି ଅଭାବନୀୟ ଘଟଣା। ଗାଁରେ ମେଡ଼ିକାଲ ଟିମ୍ ପହଁଚି ମୃତ୍ୟୁର କାରଣ ଖୋଜୁଥିବାବେଳେ ଗ୍ରାମବାସୀ ମାନେ…

ଧାମନଗରରେ ଅବନ୍ତୀଙ୍କ ଭୋଟକୁ ହାଇଜାକ କରିବେ କି ରାଜୁ ଦାସ ?

ଭଦ୍ରକ: ଧାମନଗର ଉପନିର୍ବାଚନ ନାମାଙ୍କନର ଶେଷ ଦିନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଥାଟବାଟ ଧରି ବିଜେଡି ଧାମନଗରରେ ଶକ୍ତି ପ୍ରଦର୍ଶନ କରିଛି । ସେପଟେ ବିଜେଡି ଟିକେଟ୍ ନପାଇ ରାଜୁ ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରି ବିଜେଡିକୁ ଝଟକା…