Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତା ବର୍ଷ ଆରମ୍ଭ ହେବ ମହିଳା ଆଇପିଏଲ

ମୁମ୍ବାଇ: ମହିଳା ଇଣ୍ଡିଆନ ପ୍ରିମିୟର ଲିଗ ଆସନ୍ତା ବର୍ଷ ଆରମ୍ଭ ହେବ । ମହିଳା ଟି୨୦ ବିଶ୍ୱକପ ପରେ ଫେବୃୟାରୀ ୨୬ରୁ ଏହା ଆରମ୍ଭ ହେବ ବୋଲି ଚୂଡାନ୍ତ ହୋଇଛି । ପ୍ରଥମ ସିଜନରେ ଏହା ୨ଟି ଭେନ୍ୟୁରେ ଓଭରାଲ ୨୨ ମ୍ୟାଚ ଖେଳାଯିବ । ଗୋଟିଏ ଟିମ ପାଖରେ ୬ ବିଦେଶୀଙ୍କ ସମେତ ୧୮ ଖେଳାଳି ରହିବେ ।…

ରିଲିଜ ହେଲା ଫିଲ୍ମ ‘ଫୋନ୍ ଭୁତ୍’ର ପ୍ରଥମ ଗୀତ

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଇଶାନ ଖଟ୍ଟରଙ୍କ ଆଗାମୀ ଫିଲ୍ମ 'ଫୋନ୍ ଭୁତ୍'ର ଟ୍ରେଲର ମୁକ୍ତିଲାଭ କରିଛି। ଟ୍ରେଲରକୁ ଲୋକଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ମିଳିଥିଲା । ଦର୍ଶକଙ୍କ ଉତ୍ସାହକୁ ବଜାୟ ରଖିବା ପାଇଁ ନିର୍ମାତାମାନେ ସମସ୍ତ…

ଲିକ୍ୱିଡ ନାଇଟ୍ରୋଜେନରେ ରଖାଯାଇଛି ୧୯୯ ଜଣଙ୍କ ଶରୀର, ଭବିଷ୍ୟତରେ ହେବେ ଜୀବନ୍ତ !

ଓଡ଼ିଶା ସମ୍ୱାଦ ବ୍ୟୁରୋ: ଜନ୍ମ ପରେ ମୃତ୍ୟୁ ସୃଷ୍ଟିର ନିୟମ। ଭାବିଲେ ଯଦି ଜନ୍ମ ପରେ ମୃତ୍ୟୁ କେବେ ବି ଆସିନଥାନ୍ତା, ତେବେ କିପରି ହୁଅନ୍ତା? ଆଜିର ବିଜ୍ଞାନ ଅସମ୍ଭବକୁ ସମ୍ଭବ କରୁଛି। ଆମେରିକାରେ ଏପରି ଏକ ପ୍ରକଳ୍ପ ତିଆରି ହୋଇଛି ଯେଉଁଠି ଲୋକଙ୍କର ମୃତ୍ୟୁ ଆସିବ ନାହିଁ ଏବଂ ସେମାନଙ୍କ…

ମୁହଁ ଖୋଲିଲେ ଗାଙ୍ଗୁଲି

କୋଲକାତା: ବିସିସିଆଇ ସଭାପତି ପଦରୁ ହଟିବା ପରେ ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚାର ଜୋର ଧରିଥିଲା । ଗୁରୁବାର ଗାଙ୍ଗୁଲି ମୁହଁ ଖୋଲିଛନ୍ତି । ସେ ପରୋକ୍ଷରେ ସ୍ପଷ୍ଟ କରିଛନ୍ତି ଯେ, ବିସିସିଆଇରେ ଆଉ ଦ୍ୱିତୀୟ ଇନିଂସ ଖେଳିବେ ନାହିଁ । ଜଣେ ପ୍ରଶାସକ ଭାବେ ସବୁ ଦିନ ରହିବା ସମ୍ଭବପର ନୁହେଁ ।…

ସୂର୍ଯ୍ୟବଂଶୀଙ୍କ ପାଇଁ ପ୍ରଚାର କରିବେ ୩ କେନ୍ଦ୍ରମନ୍ତ୍ରୀ, ଅବନ୍ତୀଙ୍କ ପାଇଁ ମୈଦାନକୁ ଓହ୍ଲାଇବେ କି ନବୀନ ?

ଭୁବନେଶ୍ୱର: ଧାମନଗର ପାଇଁ ବିଜେପି, ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛନ୍ତି । ବିଜେପି ଓ କଂଗ୍ରେସ କେନ୍ଦ୍ରୀୟ ନେତାଙ୍କୁ ଆଣି ପ୍ରଚାର ପାଇଁ ଅଣ୍ଟା ଭିଡ଼ିଛନ୍ତି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ଧାମନଗରରେ ୩ ଜଣ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିବେ । ଏନେଇ…

ଭାରତର ସ୍କଟଲ୍ୟାଣ୍ଡକୁ କେବେ ବୁଲିଯାଇଛନ୍ତି କି ?

ଓଡ଼ିଶା ସମ୍ୱାଦ ବ୍ୟୁରୋ: ଭ୍ରମଣ କରିବାକୁ ଭଲପାଉଥିବା ଲୋକେ ପ୍ରାୟତଃ ସୁନ୍ଦର ସ୍ଥାନ ଖୋଜନ୍ତି। ଆଜି ଆମେ ଭ୍ରମଣକାରୀଙ୍କୁ ଏକ ସୁନ୍ଦର ସ୍ଥାନ ବିଷୟରେ କହିବାକୁ ଯାଉଛୁ। ଏହି ସ୍ଥାନଟି ଏତେ ସୁନ୍ଦର ଯେ ଏହାକୁ ‘ସ୍କଟଲ୍ୟାଣ୍ଡ୍ ଅଫ୍ ଇଣ୍ଡିଆ’ର ମାନ୍ୟତା ଦିଆଯାଇଛି। ଏହି ସ୍ଥାନଟି…

ଚାଲିଛି ‘ୱାର୍କ ଫ୍ରମ ପବ୍’ର ଟ୍ରେଣ୍ଡ, ମିଳୁଛି ଅନଲିମିଟେଡ ଖାଦ୍ୟ

ଓଡ଼ିଶା ସମ୍ୱାଦ ବ୍ୟୁରୋ: କୋଭିଡ଼ ସଙ୍କଟ ପରଠୁ ସାରା ବିଶ୍ୱରେ ଲକଡାଉନ ପରିସ୍ଥିତି ସୃଷ୍ଟି ହେଲା। ଆଉ ଏହି ସମୟରେ କର୍ମଚାରୀମାନେ ଘରେ ବସି ଅଫିସ କାମ କରିବାକୁ ଲାଗିଲେ। ଯଦିଓ ଆଇଟି କମ୍ପାନୀମାନଙ୍କରେ ପୂର୍ବରୁ ୱାର୍କ ଫ୍ରମ ହୋମ ନିୟମ ଥିଲା, କିନ୍ତୁ କୋରୋନା ପରଠାରୁ ଏହାକୁ ଜାରି…

ମାଆଙ୍କ ମୂର୍ତ୍ତି ବିସର୍ଜନ ବେଳେ ଭାସିଗଲେ ୪ ଜଣ

କଟକ: ଗଜଲକ୍ଷ୍ମୀ ପୂଜା ଶେଷ ପରେ ମାଆଙ୍କ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ ଘଟିଛି । ବୁଧବାର ବିଳମ୍ବିତ ରାତିରେ ମାଆଙ୍କ ମୂର୍ଣ୍ମୟୀ ମୂର୍ତ୍ତି ବିସର୍ଜନ ବେଳେ ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସି ଯାଇଥିଲେ ୪ ଜଣ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଜଣଙ୍କୁ ଉଦ୍ଧାର କରିଥିଲେ । ସୂଚନା…

ମହିଳା ଏସିଆ କପ କ୍ରିକେଟ: ଫାଇନାଲରେ ଭାରତ

ସିଆଲହେଟ: ଚଳିତ ମହିଳା ଏସିଆ କପ କ୍ରିକେଟରେ ଭାରତ ଗୁରୁବାର ଥାଇଲାଣ୍ଡକୁ ୭୪ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୪୮ ରନ କରିଥିଲା । ଶେଫାଳୀ ବର୍ମା ୪୨ ଏବଂ ଅଧିନାୟିକା ହରମନପ୍ରୀତ କୌର ୩୬ ରନର ଇନିଂସ ଖେଳିଥିଲେ…

ନବୀନଙ୍କ ମହିଳା କାର୍ଡକୁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ କାଉଣ୍ଟର !

ଭୁବନେଶ୍ୱର: ଧାମନଗରରେ ପ୍ରଚାର ଜମିବ । ବିଜେଡିକୁ ଗୋଡ଼େ ଗୋଡ଼େ ଜଗିବ ବିଜେପି । ନାମାଙ୍କନ ସରିନି କି ପ୍ରଚାର ଆରମ୍ଭ ହୋଇନି । କିନ୍ତୁ ଧାମନଗର ଉପନିର୍ବାଚନକୁ ନେଇ ଆରମ୍ଭ ହେଲାଣି କାଉଣ୍ଟର ରାଜନୀତି । ବୁଧବାର ବିଜେଡି ମହିଳା କାର୍ଡ ଖେଳି ଅବନ୍ତୀ ଦାସଙ୍କୁ ଉପନିର୍ବାଚନ ପାଇଁ ପ୍ରାର୍ଥୀ…