Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶାରେ କେତେ ରୂପାନ୍ତରୀକରଣ ହୋଇଛି?: ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ ପରେ ତେଜିଲା ବୟାନବାଜି

ଭୁବନେଶ୍ୱର: ଦୀର୍ଘ ୨୫ ବର୍ଷ ସରକାରରେ ରାଜ୍ୟରେ ଅନେକ ରୂପାନ୍ତରୀକରଣ ହୋଇଛି। ଶାସକ ଦଳ ବିଜେଡିର ଏହି ଦାବିକୁ ନେଇ ଏବେ ବିରୋଧୀ ଘେରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ କରିଛନ୍ତି ଯେ ଏଥିପାଇଁ ଏକ ମଞ୍ଚ ପ୍ରସ୍ତୁତ ହେଉ।…

କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ, କାରଣ ଅସ୍ପଷ୍ଟ

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଆଉ ଏକ ଦୁଃଖଦ ଖବର ସାମ୍ନା କୁ ଆସିଛି । ନାମିବିଆରୁ ଭାରତ ଆସିଥିବା ଆଉ ଏକ ଚିତା 'ଶୌର୍ଯ୍ୟ'ର ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କୁନୋ ଜାତୀୟ ଉଦ୍ୟାନରେ ୧୦ ଟି ଚିତାବାଘଙ୍କର ମୃତ୍ୟୁ ଘଟିଛି । ଏଥିରେ ୭ ଟି ଚିତାବାଘ ଏବଂ ୩ ଟି ଛୁଆ…

ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦଗାହ ବିବାଦ ମାମଲା: ମସଜିଦ୍ ସର୍ଭେ ନିଷ୍ପତ୍ତିକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଥୁରା ଶାହି ଇଦଗାହ ମସଜିଦରେ ସର୍ଭେ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସୁପ୍ରିମକୋର୍ଟ । ବର୍ତ୍ତମାନ ଶାହି ଇଦଗାହ ​​ମସ୍‌ଜିଦ୍‌ରେ କୌଣସି ସର୍ବେକ୍ଷଣ ହେବନାହିଁ। କୋର୍ଟ କମିଶନରଙ୍କ ନିଯୁକ୍ତି ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ…

ଫେବୃଆରୀରେ ପର୍ସନାଲ ଲୋନ୍ ନେବାକୁ ଚାହୁଁଛନ୍ତି କି?

ଭୁବନେଶ୍ୱର: ଫେବ୍ରୁଆରିରୁ ବ୍ୟକ୍ତିଗତ ଋଣ ବା ପର୍ସନାଲ ଲୋନ୍ ନେବାକୁ ଚାହୁଁଛନ୍ତି କି? ତାହେଲେ ନଜର ପକାନ୍ତୁ ଏହି ରିପୋର୍ଟ ଉପରେ। କାରଣ ଏହି ପର୍ସନାଲ ଲୋନ୍ ମହଙ୍ଗା ହେବାକୁ ଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଉପଭୋକ୍ତା ଋଣ ଉପରେ ରିସ୍କ ହାର କୁ ୧୦୦%ରୁ ୧୨୫%କୁ ବୃଦ୍ଧି…

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବେ ବିରାଟ ଓ ଅନୁଷ୍କା, ମିଳିଲା ନିମନ୍ତ୍ରଣ ପତ୍ର 

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବେ ଭାରତୀୟ କ୍ରିକେଟର ବିରାଟ କୋହଲି ଓ ପତ୍ନୀ ଅନୁଷ୍କା। କ୍ରିକେଟର ବିରାଟ କୋହଲି ଓ ଅନୁଷ୍କାଙ୍କୁ ନିମନ୍ତ୍ରଣ ପତ୍ର ମିଳିଛି।ସୋସିଆଲ ମିଡିଆରେ ଏକ ଫଟୋ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଫଟୋରେ…

ପୁଅ-ଝିଅଙ୍କୁ ଧରି କୂଅକୁ ଡେଇଁଥିବା ମହିଳାଙ୍କୁ ୮ବର୍ଷ ଜେଲ୍, ଆତ୍ମହତ୍ୟା ପାଇଁ ଉସକାଇଥିବା ସ୍ୱାମୀଙ୍କୁ ୫ ବର୍ଷ…

ବାଲିଗୁଡା: ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ୨୦୨୧ ମସିହାରେ ରାଇକିଆ ଅଞ୍ଚଳରେ କୂଅକୁ ଠେଲି ନିଜେ କୁଅ କୁ ଡେଇଁବା ଘଟଣାରେ ମହିଳାଙ୍କୁ ୮ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି କନ୍ଧମାଳ ଜିଲ୍ଲାର ବାଲିଗୁଡା ଅତିରିକ୍ତ ଜିଲ୍ଲା ଜଜ୍ । ଏହାସହ…

୧୫ ଦିନ ମଧ୍ୟରେ ଜାପାନରେ ଦ୍ୱିତୀୟ ବିମାନ ଦୁର୍ଘଟଣା, ଏଠି ବି ହେଲା ଚମତ୍କାର

ନୂଆଦିଲ୍ଲୀ: ଜାପାନର ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଦୁଇଟି ବିମାନ ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଛି। ଏଠାରେ କିନ୍ତୁ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ସ୍ଥାନୀୟ ସମୟ ଅପରାହ୍ନ ସାଢ଼େ ୫ଟାରେ ହୋକାଇଡୋର ନ୍ୟୁ ଚିଟୋଜ୍ ବିମାନବନ୍ଦରରେ କୋରିଆବାୟୁ ଓ କାଥେ ପ୍ୟାସିଫିକ୍ ବିମାନ…

ଶିଖର ଧାୱନ କହିଲେ ରୋହିତଙ୍କ ଯୋଗୁ ମୋ କ୍ୟାରିୟର….

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ସିନିୟର ବ୍ୟାଟ୍ସମ୍ୟାନ ଶିଖର ଧାୱନ ପ୍ରାୟ ବର୍ଷେ ହେବ ଟିମରୁ ବାହାରେ ଅଛନ୍ତି । ରୋହିତ ଶର୍ମାଙ୍କ ସହ ସେ ଓପନିଂ କରି ଅନେକ ଥର ଭଲ ପ୍ରଦର୍ଶନ କରିଛନ୍ତି । ୨୦୧୩ରୁ ୨୦୨୨ ପର୍ଯ୍ୟନ୍ତ ଉଭୟ ଓପନିଂ କରି ୫୧୪୮ ରନ ସଂଗ୍ରହ କରିଛନ୍ତି । ଏହାର ଫାଇଦା ମଧ୍ୟ…

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଲା ଖାଲିସ୍ତାନୀ ଆତଙ୍କୀ ପନ୍ନୁ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ହତ୍ୟା ଧମକ । ଖାଲିସ୍ତାନୀ ଆତଙ୍କୀ ଏବଂ ଶିଖ୍ ଫର୍ ଜଷ୍ଟିସର ସଂସ୍ଥାପକ ଗୁରୁପତୱନ୍ତ ସିଂ ପନ୍ନୁ ଏହି ହତ୍ୟା ଧମକ ଦେଇଛି । ଆଗାମୀ ୨୬ ଜାନୁଆରୀ ସାଧାରଣତନ୍ତ୍ରରେ ଭଗବନ୍ତଙ୍କ ଉପରେ ଆକ୍ରମଣ କରାଯିବା ସହ ପଞ୍ଜାବର ଡିଜିପି ଗୌରବ…

ଅଷ୍ଟ୍ରେଲିଆନ ଓପନ ଟେନିସ: ଦ୍ୱିତୀୟ ରାଉଣ୍ଡରେ ସୁମିତ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ସୁମିତ ନାଗଲ ବଡ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ସେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରି କୀର୍ତିମାନ ସ୍ଥାପନ କରିଛନ୍ତି । ପ୍ରଥମ ରାଉଣ୍ଡ ମୁକାବିଲାରେ ସୁମିତ ୩୧ତମ ର‌୍ୟାଙ୍କିଙ୍ଗ ପ୍ରାପ୍ତ ଆଲେକଜାଣ୍ଡର ବାବଲିକଙ୍କୁ ୬-୪,…