Latest Odisha News

BREAKING NEWS

Browsing Category

ଫିଚର

ଶ୍ରୀଦେବୀ ମୃତ୍ୟୁ ମାମଲା, ସିବିଆଇ ଚାର୍ଜସିଟରେ ଭୁବନେଶ୍ବରର ୟୁଟ୍ୟୁବର

ନୂଆଦିଲ୍ଲୀ: ପାଞ୍ଚ ବର୍ଷ ତଳେ ଦୁବାଇରେ ବାଥଟବରେ ବୁଡ଼ି ମୃତ୍ୟୁ ବରଣ କରିଥିବା ବଲିଉଡ୍ ସୁପରଷ୍ଟାର ଶ୍ରୀଦେବୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସିବିଆଇ ଏକ ଚାର୍ଜସିଟ୍ ଦାଖଲ କରିଛି। ଏହି ମାମଲାରେ ଭୁବନେଶ୍ୱରସ୍ଥିତ ୟୁଟ୍ୟୁବର ଦୀପ୍ତି ଆର ପିନିତି ମିଥ୍ୟା ଦାବି କରି ଏକ ଭିଡିଓ ତିଆରି…

ଆତ୍ମସମର୍ପଣ କଲେ ୩ ମାଓବାଦୀ, ସମାଜର ମୁଖ୍ୟ ସ୍ରୋତରେ ହେବେ ସାମିଲ

ମାଲକାନଗିରି: ଛତିଶଗଡ଼ ସୁକୁମା ଜିଲ୍ଲା ପୋଲିସ ନିକଟରେ ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପିଡମେଲ ଆର୍‌ପିସି ମିଲିସିୟା ଡେପୁଟି କମାଣ୍ଡର ମଡକମ୍‌ ସୁକ୍କା, ମିଲିସିୟା ସଦସ୍ୟ ବଂଜାମ ସୋମା ଏବଂ କବାସୀ ଭିମା । ମାଓବାଦୀ ମଡକମ୍‌ ସୁକ୍କାଙ୍କ ନାମରେ ପେଲମପଲ୍ଲୀ ଥାନାରେ ବିଭିନ୍ନ…

ବଜେଟ୍ ଅଧିବେଶନ ପାଇଁ ସହଯୋଗ ଲୋଡ଼ିଲେ ବାଚସ୍ପତି

ଭୁବନେଶ୍ୱର: ସୋମବାରଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ବଜେଟ୍ ଅଧିବେଶନ ସୁରୁଖୁରୁରେ ଚାଲିବ ବୋଲି ଆଶା କରାଯାଉଥିବା ବେଳେ ବାଚସ୍ପତି ପ୍ରମିଳା ମଲ୍ଲିକ ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଛନ୍ତି। ରବିବାର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା।…

୩ ହଜାରରୁ ଅଧିକ ଛଟେଇ କରିବ ବିଶ୍ୱର ଏହି ବଡ଼ ବ୍ୟାଙ୍କ !

ନୂଆଦିଲ୍ଲୀ: ଜର୍ମାନୀର ଅନ୍ୟତମ ବୃହତ୍ତମ ବ୍ୟାଙ୍କ ଡଏଚ୍ ବ୍ୟାଙ୍କ ଗୁରୁବାର ଦିନ ୩୫୦୦ କର୍ମଚାରୀଙ୍କ ଛଟେଇ ଘୋଷଣା କରିଛି। ୨୦୨୩ ଆର୍ଥିକ ବର୍ଷରେ ଏହାର ନିଟ୍ ଲାଭରେ ବ୍ୟାପକ ହ୍ରାସ ପରେ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି। ତେବେ କେଉଁ କର୍ମଚାରୀଙ୍କୁ ଚାକିରିରୁ ହଟାଯିବ ତାହା ବ୍ୟାଙ୍କ…

ବଞ୍ଜାରି ଆଶ୍ରମ ସ୍କୁଲରେ ବ୍ୟାପୁଛି ଝାଡ଼ାବାନ୍ତି, ୪୩ ଆକ୍ରାନ୍ତ ଚିହ୍ନଟ

ଝାରସୁଗୁଡ଼ା: ବଞ୍ଜାରି ଆଶ୍ରମ ସ୍କୁଲରେ ବ୍ୟାପୁଛି ଝାଡ଼ାବାନ୍ତି । ଗତ ୧ ତାରିଖରୁ ସ୍କୁଲର ଛାତ୍ରୀନିବାସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ ଏହା ୪୩ରେ ପହଞ୍ଚିଛି। ସ୍ଥିତି ଗୁରୁତର ହେବାରୁ ସ୍କୁଲ ପରିସରରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କ୍ୟାମ୍ପ କରି ଆକ୍ରାନ୍ତଙ୍କର ଚିକିତ୍ସା…

ମଙ୍କି ଗେଟ ବିବାଦ: ହରଭଜନଙ୍କୁ ସାଇମଣ୍ଡସ କହିଥିଲେ ତୁମ ମୁଣ୍ଡରେ…..

୨୦୦୮ରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ଅବସରରେ ମଙ୍କି ଗେଟ ବିବାଦ କ୍ରିକେଟରେ କଳଙ୍କର ଛିଟା ପକାଇଥିଲା । ହରଭଜନ ସିଂ ଓ ଆର ପାରିରେ ଥିବା ଆଣ୍ଡ୍ର‌୍ୟୁ ସାଇମଣ୍ଡସଙ୍କ ଏହି ବିବାଦ ସେ ସମୟରେ ବେଶ ଆଲୋଡନ ସୃଷ୍ଟି କରିଥିଲା । ଭାରତୀୟ ଇନିଂସର ୧୧୬ତମ ଓଭରର ସମାପ୍ତି ପରେ ହରଭଜନ ଓ…

ଭାରତ ଗସ୍ତରେ ଫିଜି ଉପପ୍ରଧାନମନ୍ତ୍ରୀ, ପ୍ରଥମ ବିଦେଶୀ ନେତା ଭାବେ ଯିବେ ଅଯୋଧ୍ୟା

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିବେ ଫିଜିର ଉପ-ପ୍ରଧାନମନ୍ତ୍ରୀ । ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁସାରେ ଫିଜିର ଉପ-ପ୍ରଧାନମନ୍ତ୍ରୀ ବିମାନ ପ୍ରସାଦ ଆଜିଠାରୁ ଏକ ସପ୍ତାହ ପାଇଁ ଭାରତ ଗସ୍ତରେ ଆସିବେ। ଗତ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦଘାଟନ ପରେ ଅଯୋଧ୍ୟାକୁ ଗସ୍ତ…

ପାକିସ୍ତାନରେ ପୋଲିଓ ଆତଙ୍କ, ମାସକରେ ୨୮ସଂକ୍ରମିତ ଚିହ୍ନଟ

ଇସଲାମାବାଦ: ପାକିସ୍ତାନରେ ୱାଇଲ୍ଡ ପୋଲିଓ ଭାଇରସର ନୂଆ ମାମଲା ସାମନାକୁ ଆସିଛି । ଡନ୍ ନ୍ୟୁଜ୍ ଅନୁଯାୟୀ, ଜାନୁଆରୀରେ ପାକିସ୍ତାନର ୧୯ଟି ଜିଲ୍ଲାରୁ ୨୮ ଟି ନମୁନା ନିଆଯାଇଥିବା ବେଳେ ଡିସେମ୍ବରରେ କ୍ୱେଟା ଏବଂ ଖୁଜଦାରରୁ ଦୁଇଟି ନମୁନା ନିଆଯାଇଥିଲା। । ଏହି ସମସ୍ତ ମାମଲା ପଜିଟିଭ ବୋଲି…

୮ମାସ ପରେ ମୁକ୍ତ ହେଲା ପାରା, ଚୀନ ଗୁପ୍ତଚର ସନ୍ଦେହରେ ଥିଲା ବନ୍ଦୀ

ମୁମ୍ବାଇ: ଦୀର୍ଘ ୮ମାସ ପରେ ମୁକୁଳିଲା ବନ୍ଦୀ ଥିବା କଳାପାରା। ଚୀନରେ ଗୁପ୍ତଚର ସନ୍ଦେହରେ ବନ୍ଦୀ ଥିବା ପାରା ଶେଷରେ ମୁକ୍ତ ହୋଇଛି। ମୁମ୍ବାଇର ଏକ ପ୍ରାଣୀ ଚିକିତ୍ସାଳୟରେ ୮ ମାସ ଧରି ପୋରାଟିକୁ କଏଦ କରି ରଖାଯାଇଥିଲା। ପ୍ରାଣୀ ଅଧିକାର ସଙ୍ଗଠନ ‘ପେଟା’ ଓ ପ୍ରାଣୀ ଚିକିତ୍ସାଳୟ ଉଦ୍ୟମରେ…

ରଣଜୀ ଟ୍ରଫି: ଓଡିଶା ୧୬୦ ରନରେ ଅଗ୍ରଣୀ

କଟକ: ଓଡିଶା ଓ ପଣ୍ଡିଚେରୀ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ରୋମାଂଚକ ସ୍ଥିତିରେ ପଂହଚିଛି । ଏଲିଟ ଗ୍ରୁପ ଡିର ଏହି ମୁକାବିଲାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ୧୬୦ ରନର ଅଗ୍ରଣୀ ହାସଲ କରିଛି । ଅନ୍ତିମ ଦିବସରେ ଉଭୟ ଦଳ ନିକଟରେ ମ୍ୟାଚକୁ ଜିତିବା ସୁଯୋଗ ରହିଛି । ଷ୍ଟମ୍ପସ…