Latest Odisha News

BREAKING NEWS

Browsing Category

ଫିଚର

‘କଫି ୱିଥ୍ କରନ’ରେ ନଜର ଆସିବେ ଅନିଲ କପୁର ଏବଂ ବରୁଣ ଧାୱନ

ମୁମ୍ବାଇ: ଗ୍ଲାମର ୱାର୍ଲଡରେ ଯିଏ ଯେତେ ୟଙ୍ଗ ରୁହେ ତାର ଚାହିଦା ସେତେ ବଢେ। ବିଶେଷ କରି ଫିଲ୍ମି ଦୁନିଆରେ ଲୁକ ଉପରେ ଚାଲିଛି ବହୁତ ଚର୍ଚ୍ଚା। ଏଥର ଅନିଲ କପୁର ଏବଂ ବରୁଣ ଧାୱନ 'କଫି ୱିଥ୍ କରନ' ଶୋ'ରେ କରନ ଜୋହରଙ୍କ ଅତିଥି ହେବାକୁ ଯାଉଛନ୍ତି। ଆଉ ଏହି ଶୋରେ ଅନିଲଙ୍କ ୟଙ୍ଗ ରହିବା ଉପରେ…

ସ୍ୱାମୀ ସ୍ୱରୂପାନନ୍ଦଙ୍କ ଉତରାଧିକାରୀଙ୍କ ନାମ ଘୋଷଣା

ଭୋପାଳ: ଦ୍ୱାରକା ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ନିଧନ ପରେ କିଏ ତାଙ୍କ ଉତରାଧିକାରୀ ହେବ ସେ ନେଇ କଳ୍ପନା ଜଳ୍ପନା ଚାଲିଥିଲା । ସୋମବାର ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ଭାବେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ଓ ସ୍ୱାମୀ ସଦାନନ୍ଦ ସରସ୍ୱତୀଙ୍କୁ ଶାରଦା ପୀଠର…

ବିଳମ୍ବରେ ବିବାହ, ସମ୍ପର୍କରେ ଆଣେ ଏହିସବୁ ଅଭାବ

ଓଡିଶା ସମ୍ବାଦ ବ୍ୟୁରୋ: ବିବାହ ଏକ ନୈସର୍ଗିକ ଅନୁଭବ, ଏକ ପ୍ରଥା, ଏକ ପବିତ୍ର ବନ୍ଧନ । ସଂସାର ରଥକୁ ଆଗକୁ ଅଗ୍ରସର ନିମନ୍ତେ ପୁରୁଷ-ନାରୀ ବାନ୍ଧି ହୁଅନ୍ତି ବିବାହ ରୂପକ ସାଂସର ବନ୍ଧନରେ। ତେବେ ବିବାହର ନିଷ୍ପତ୍ତି ସମସ୍ତଙ୍କର ବ୍ୟକ୍ତିଗତ, କିନ୍ତୁ ଆମ ସମାଜରେ ଏକ ବୟସ ପରେ ବିବାହର ଚାପ…

ସେପ୍ଟେମ୍ବର ୧୪ରେ ମୁମ୍ବାଇ ଠାରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାରେ ହେବ ପୁଞ୍ଜିନିବେଶ  । ସେପ୍ଟେମ୍ବର ୧୪ରେ ମୁମ୍ବାଇରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଏଥିରେ ଦେଶ ବିଦେଶର ଶିଳ୍ପପତିମାନେ ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅନୁରୋଧ…

ଡାକ୍ତର ହେବ ତ ଏମିତି…ରୋଗୀର ଜୀବନ ବଂଚାଇବେ ପାଇଁ ଦୌଡିଲେ ୩ କିଲେମିଟର

ବାଙ୍ଗାଲୋର: ଡାକ୍ତରଙ୍କୁ ଭଗବାନ ଏକ ରୂପ ଭାବେ ବିବେଚନା କରାଯାଏ । ଅବଶ୍ୟ ଏବେ ଅଥଲୋଭରେ କେତେଜଣଙ୍କ ପାଖରେ ବ୍ୟତୀକ୍ରମ ଦେଖିବାକୁ ମିଳିଛି । ତେବେ ବାଙ୍ଗାଲୋରର ଜଣେ ଡାକ୍ତର ରୋଗୀ ବଂଚାଇବା ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କଲେ ତାହାକୁ ଯେତେ ପ୍ରଶଂସା କରାଯିବ କମ ହେବ । ମଣିପାଲ ହସପିଟାଲର…

ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଗଣ୍ଡଗୋଳ, ଫାଟିଲା ସରପଞ୍ଚଙ୍କ ମୁଣ୍ଡ

ବାଲେଶ୍ୱର: ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ହାତାହାତି । ଗଣ୍ଡଗୋଳ ଓ ମାରପିଟରେ ସରପଞ୍ଚଙ୍କ ମୁଣ୍ଡ ଫାଟି ଯାଇଛି । ତେଣ୍ଟେଇ ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ବଦଳି ବାତିଲ୍ ଦାବି କରି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଗଣ୍ଡଗୋଳ ହୋଇଥିଲା । ହାତାହାତିରେ ସରପଞ୍ଚଙ୍କ ସହ ୩ ଜଣ ଆହତ…

୫ଟି ସାଧାରଣ ମେକଅପ୍ ତ୍ରୁଟି, ଯାହା ଆପଣଙ୍କ ମୁଡ଼ ସହ ଚେହେରାକୁ କରିବ ଖରାପ!

ଓଡିଶା ସମ୍ବାଦ ବ୍ୟୁରୋ: ନାରୀ ନିଜ ପାଇଁ ସୁନ୍ଦରତା ବହୁତ ମହତ୍ତ୍ଵ ରଖିଥାଏ । ସମସ୍ତେ ଚାହିଁଥାନ୍ତି ସେମାନେ ସୁନ୍ଦର ଓ ଆକର୍ଷକ ଦେଖାଯିବେ। ମହିଳାମାନେ ସଜେଇ ହେବା ପାଇଁ ବିଭିନ୍ନ ପ୍ରକାରର ଜିନିଷ ପରିଧାନ କରନ୍ତି। ସେ ବିବାହ ପାଇଁ ହେଉ କି ପାର୍ଟି ପାଇଁ। ପର୍ବପର୍ବାଣୀରେ ମଧ୍ୟ ନୂଆ…

୮୯ ବର୍ଷରେ ବି ବୃଦ୍ଧଙ୍କ ମନ ମାନୁନି…..ଅଭିଯୋଗ କଲେ ୮୭ ବର୍ଷୀୟା ପତ୍ନୀ

ପ୍ରେମ କିଛି ମାନେନା । ଏହା ଶାଶ୍ୱତ । ତେବେ ଏଥିରେ ଯଦି ଶାରୀରିକ ତୃଷ୍ଣା ମେଂଟାଇବା ଅତି ମାତ୍ରାରେ ଭରିଯାଏ...ତାହା ଏକ ପ୍ରକାର ଯନ୍ତ୍ରଣା ପାଲଟିଯାଏ । ସେ ଆଉ ପ୍ରେମ ହୋଇ ରହେନା । ତାହାଏକ ରୋଗ ପାଲଟିଯାଏ କହିଲେ ଭୁଲ ହେବନି । ଏ ଭଳି ଏକ ଘଟଣା ଗୁଜରାଟ ଭଦୋଦରାରେ ସମ୍ମୁଖକୁ ଆସିଛି ।…

ଜ୍ଞାନବାପୀ କାହାର? ଶୁଣାଣି ଜାରି ରଖିବେ ବାରଣାସୀ କୋର୍ଟ

ବାରଣାସୀ: ଜ୍ଞାନବାପୀ ମସଜିଦ ଉପରେ ଶୁଣାଣି ଚାଲିବ ବୋଲି ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ବାରଣାସୀ ଜିଲ୍ଲା କୋର୍ଟ । ଜ୍ଞାନବାପୀ ମସଜିଦ ପରିସରରେ ଶୃଙ୍ଗାର ଗୈାରୀ ପୂଜା ପାଇଁ ଚାଲିଥିବା କେସର ଶୁଣାଣି ହେବ ବୋଲି ବାରଣାସୀ କୋର୍ଟ କହିଛନ୍ତି । ଏହି ରାୟ ପରେ ହିନ୍ଦୁ ପକ୍ଷ ଖୁସି…

ନକଲି ଔଷଧ ମାମଲା, ଆତ୍ମସମର୍ପଣ କଲେ ୨ ଡିଷ୍ଟ୍ରିବ୍ୟୁଟର

କଟକ: ନକଲି ଔଷଧ ମାମଲାରେ କଟକ ପୋଲିସ ନିକଟରେ ୨ ଜଣ ଡିଷ୍ଟ୍ରିବ୍ୟୁଟର ଆତ୍ମସମର୍ପଣ କରିଛନ୍ତି । ଉଚ୍ଚ ରକ୍ତଚାପ ପାଇଁ ବ୍ୟବହୃତ ଟେଲମା-୪୦ ଟାବଲେଟ ନକଲି ନେଇ ଟ୍ୱିନସିଟି ସହ ଏକାଧିକ ସ୍ଥାନରେ ରେଡ୍ ହୋଇଥିଲା । ଏନେଇ ଡ୍ରଗ୍ସ ଇନ୍ସପେକ୍ଟର ମଧ୍ୟ ଡିଷ୍ଟ୍ରିବ୍ୟୁଟରଙ୍କ ବିରୋଧରେ ଏତଲା…