Latest Odisha News

BREAKING NEWS

Browsing Category

ଫିଚର

ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ସରବଜିତ ସିଂଙ୍କ ପତ୍ନୀ

ଅମ୍ରିତସର: ପାକିସ୍ତାନରେ ଜେଲରେ ବନ୍ଦୀ ରହି ଅକଥନୀୟ ଅତ୍ୟାଚାର ସହିଥିବା ସରବଜିତ ସିଂଙ୍କ ପତ୍ନୀ ସୁଖପ୍ରୀତ କୌର ଆଜି ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ସୁଖପ୍ରୀତ ତାଙ୍କ ଝିଅ ସ୍ୱପ୍ନଦୀପଙ୍କୁ ଭେଟିବା ପାଇଁ ଜଣେ ପଡୋଶୀଙ୍କ ସହ ମୋଟର ସାଇକେଲରେ ଯାଉଥିଲେ । ରାସ୍ତାରେ ଦୁର୍ଘଟଣା…

ସହରରେ ବନ୍ୟା ପରେ ବେଙ୍ଗାଲୁରରୁ ହଟିବ ସମସ୍ତ ଜବରଦଖଲ

ବେଙ୍ଗାଲୁର: ଲଗାଣ ବର୍ଷା ପରେ ବେଙ୍ଗାଲୁର ସହରରେ ବନ୍ୟାକୁ ନେଇ ଚାରିଆଡୁ ସମାଲୋଚନା ହେବା ପରେ ଏବେ ଚେତିଛନ୍ତି କର୍ଣ୍ଣାଟକ ସରକାର । ସହରର ଯେଉଁସ୍ଥାନମାନଙ୍କରେ ଲୋକମାନେ ଜବରଦଖଲ କରିଥିଲେ ଏବେ ସେ ସ୍ଥାନ ଭଙ୍ଗାଯିବ ବୋଲି ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ…

୪ଜିଲ୍ଲା ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ୪ଜିଲ୍ଲା ମିଶନ ଶକ୍ତି ମା ମାନଙ୍କୁ ଭେଟିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସ ଠାରେ ଢେଙ୍କାନାଳ, ମୟୁରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ  ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଥିଲେ । ୭୫ତମ ସ୍ବାଧୀନତା ଦିବସ ପାଳନ…

ଟି୨୦ ବିଶ୍ୱକପ କ୍ରିକେଟ: କୋହଲି, ରୋହିତଙ୍କ ପାଇଁ ଅଗ୍ନିପରୀକ୍ଷା

ମୁମ୍ବାଇ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳର ଘୋଷଣା ହୋଇଯାଇଛି । ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପାଇଁ ଏହି ବିଶ୍ୱକପ ଅଗ୍ନିପରୀକ୍ଷା ସଦୃଶ । ତେବେ ଆସନ୍ତୁ ନଜର ପକାଇବା ଟିମ ଇଣ୍ଡିଆର ପଜିଟିଭ ଏବଂ ନେଗେଟିଭ ଦିଗ ପ୍ରତି ।…

ଶିକ୍ଷାମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆମରଣ ଅନଶନ

ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଯୁକ୍ତ ସମୀର ରଞ୍ଜନ ଦାସଙ୍କ ୟୁନିଟ ୧ ସ୍ଥିତ ବାସଭବନ ସମ୍ମୁଖରେ ଓଡିଶା ଅଭିଭାବକ ମହାସଂଘ ତରଫରୁ ସାତ ଦଫା ଦାବୀ ନେଇ ଆମରଣ ଅନଶନ କରା ଯାଇଥିଲା  । ଦାବୀ ଗୁଡିକ ହେଲା ୧ ସ୍କୁଲରେ ଯେଉଁ ସୁବିଧା ଯୋଗାଉଛନ୍ତି, ସେହି ଅନୁସାରେ ଫିସ ନିର୍ଧାରଣ …

ଆରଏସଏସ ପୋଷାକରେ ନିଆଁ ଲଗାଇ ଟୁଇଟ କଲା କଂଗ୍ରେସ

ଭୁବନେଶ୍ୱର :  ଦେଶ ରାଜନୀତିରେ କଂଗ୍ରେସର ଭାରତ  ଯୋଡ଼ୋ ଯାତ୍ରା କୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି  ।  ଏହି ଯାତ୍ରା ଦିନକୁ ଦିନ ଯେତେ ଆଗକୁ ଯାଉଛି କଂଗ୍ରେସ ନିଜ ସ୍ଥିତିକୁ ସେତେ ଶକ୍ତିଶାଳୀ କରିବାରେ ଲାଗିଛି  । କଂଗ୍ରେସର ମୁଖ୍ୟ ପ୍ରତିଦ୍ବନ୍ଦୀ ବିଜେପି ଏହି ପଦଯାତ୍ରାକୁ ନେଇ…

ଅଙ୍ଗନୱାଡ଼ି କେନ୍ଦ୍ର ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ, ବିପଦରେ ବସୁଛନ୍ତି କୁନି ଛୁଆ

କାମକ୍ଷାନଗର: ଅଧା ଛପର ନଥିବା ଚାଳ ଘର । ଚାଳ ଛପର ଅଧା ଉଡ଼ି ଯାଇଥିବା ବେଳେ କାନ୍ଥରେ ବି ବଳ ନାହିଁ । କେତେବେଳେ ଭୁଶୁଡ଼ି ପଡ଼ିବ କହିବା ମୁସ୍କିଲ୍ । ତଥାପି ଏଭଳି ବିପଦସଂକୁଳ ଅବସ୍ଥାରେ ଅଙ୍ଗନୱାଡ଼ି ପିଲାଙ୍କୁ ପଢ଼ା ଯାଉଛି । ଆଉ ୟେ ହେଉଛି ପିଲାଙ୍କ ପାଇଁ ୭ ଲକ୍ଷ ଟଙ୍କାରେ ନିର୍ମାଣ…

ଇଂଲଣ୍ଡରୁ କୋହିନୂର ହୀରା ଫେରାଇ ଆଣିବା ଲାଗି ଜୋର୍ ଧରିଲା ଦାବି

ପୁରୀ: ଫେରିବ କି କୋହିନୂର ହୀରା ? ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ମସ୍ତକରେ ଶୋଭା ପାଇବ କି ଦୁର୍ମୂଲ୍ୟ କୋହିନୂର ହୀରା ? ସଫଳ ହେବ କି ଓଡ଼ିଶାବାସୀଙ୍କ ଦୀର୍ଘଦିନର ଦାବି ? ବ୍ରିଟେନ୍ ରାଣୀଙ୍କ ଦେହାନ୍ତ ପରେ ଏବେ ଏଭଳି ଅନେକ ଅସମାହିତ ପ୍ରଶ୍ନ ଉଙ୍କି ମାରୁଛି ଅଗଣିତ ଜଗନ୍ନାଥ…

ତାମିଲ ଫିଲ୍ମରେ ଡେବ୍ୟୁ କରିବେ ସଞ୍ଜୟ

ମାଡ୍ରାସ: ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଲୋକେଶ କନଗରାଜ ତାଙ୍କର ଆଗାମୀ ଫିଲ୍ମ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଥାଲାପତି ବିଜୟ ଅଭିନୀତ ଏହି ଫିଲ୍ମରେ ସଞ୍ଜୟ ଦତ ଗ୍ୟାଙ୍ଗଷ୍ଟାର ଭୂମିକା କରୁଛନ୍ତି । ସଞ୍ଜୟଙ୍କ ଏହା ପ୍ରଥମ ତାମିଲ ଫିଲ୍ମ ହେବାକୁ ଯାଉଛି ।…

ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୨ ପାଇଁ ଭାରତୀୟ ଦଳ ଘୋଷଣା

ମୁମ୍ବାଇ: ଆସନ୍ତାମାସରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଭାରତୀୟ ଦଳରେ ରୋହିତ ଶର୍ମା ଅଧିନାୟକ ଥିବାବେଳେ, କେ.ଏଲ୍ ରାହୁଲଙ୍କୁ ଉପ-ଅଧିନାୟକ ଦାୟିତ୍ବ ଦେଇଛି ବିସିସିଆଇ ।…