Latest Odisha News

BREAKING NEWS

Browsing Category

ଫିଚର

ତାମିଲ ଝିଅ ଙ୍କୁ ବିବାହ କରିବା କୁ ଆସିଲା ରାହୁଲଙ୍କୁ ପ୍ରସ୍ତାବ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦଳର ଅନ୍ୟ ସଦସ୍ୟମାନେ ବର୍ତ୍ତମାନ ୧୫୦ଦିନିଆ 'ଭାରତ ଯୋଡୋ' ଯାତ୍ରାରେ ଅଛନ୍ତି। ସେ ଏହି ପଦ ଯାତ୍ରା କୁ ତାଙ୍କର ତପସ୍ୟା ବୋଲି କହିଛନ୍ତି। ତୃଣମୂଳ ସ୍ତରରେ ପହଞ୍ଚି କିପରି ଲୋକ ମାନଙ୍କ ସହ ସେ ଯୋଡି ହୋଇ ପାରିବେ ତାହା ଉପରେ ସେ ବିଶେଷ…

ଦୀପାବଳୀ ରେ ଉପହାରରେ ଦିଅନ୍ତୁ ସ୍ୱାଧୀନତା ସ୍ମୃତି

ନୂଆଦିଲ୍ଲୀ : ଲୋକ ମାନଙ୍କ ମନରେ ଦେଶାତ୍ମକ ବୋଧ ଭରିବା ପାଇଁ ପୁଣି ଏକ ନୂତନ ଅଭିଯାନ ମୁଣ୍ଡ ଟେକିଛି । ଆଜାଦି କା ଅମୃତ ମହୋତ୍ସବ ଅଭିଯାନର ପରେ ଏବେ ପରବର୍ତ୍ତୀ ପର୍ଯ୍ୟାୟରେ, କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ(CAIT) କେଟ ସ୍ୱାଧୀନତା ବସ୍ତୁକୁ ଦ୍ୱାର ରୁ ଦ୍ୱାର ପହଞ୍ଚେଇବା ପାଇଁ…

[ଦେଖନ୍ତୁ ଭିଡିଓ] ଲଜରେ ହାତ କାଟିବା ପରେ ଫ୍ୟାନରେ କାହିଁକି ଝୁଲି ପଡ଼ିଲେ ଛାତ୍ରୀ ?

ପୁରୀ: ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା । ଆଜି ପୁରୀ ବଡ଼ଶଙ୍ଖ ସ୍ଥିତ ଏକ ଲଜରୁ ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି । ଛାତ୍ରୀ ଜଣଙ୍କ ନିଜ ହାତ କାଟିବା ପରେ ବେକରେ ଓଢ଼ଣୀ ଲଗାଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀ ଜଣଙ୍କ ଭୁବନେଶ୍ୱର ଗଙ୍ଗନଗରର କଳ୍ପତରୁ…

ଦ୍ୱାରକା ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦଙ୍କ ପରଲୋକ

ଭୋପାଳ: ହିନ୍ଦୁ ଧର୍ମର ବଡ ଧର୍ମଗୁରୁ ଓ ଦ୍ୱାରକା ଏବଂ ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅରୂପାନନ୍ଦଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା । ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲା ସ୍ଥିତ ଗାଟେଗାଁଓ ନିକଟସ୍ଥ ଜ୍ଞାତେଶ୍ୱର ଧାମରେ ତାଙ୍କ ନିଧନ ହୋଇଥିଲା ।…

ଫିଟ ହେଲେ ବୁମରାହ, ହର୍ଷଲ

ବାଙ୍ଗାଲୋର: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଟି୨୦ ବିଶ୍ୱକପ ପୂର୍ବରୁ ଦୁଇ ଆଘାତପ୍ରାପ୍ତ ବୋଲି ଯଶପ୍ରୀତ ବୁମରାହ ଓ ହର୍ଷଲ ପଟେଲ ଫିଟ ହୋଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ସେମାନେ ଫିଟନେସ ଟେଷ୍ଟ କ୍ଲିୟର କରିଛନ୍ତି । ବାଙ୍ଗାଲୋରରେ ଏନସିଏରେ ସେମାନେ ବୋଲିଂ ଅଭ୍ୟାସ ମଧ୍ୟ…

ଓଦା ମୁଣ୍ଡ ଥିଲେ ଏହି ଭୁଲ କରନ୍ତୁନି, ନଚେତ ଝଡିଯିବ କେଶ

ଓଡିଶା ସମ୍ବାଦ ବ୍ୟୁରୋ: ନାରୀର ସୌନ୍ଦର୍ଯ୍ୟ ବଢାଏ ନିଜର କେଶ। ଆଜିକାଲି ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ କେଶ ସମସ୍ୟା ବହୁ ସଂଖ୍ୟାରେ ଦେଖାଯାଉଛି  ତେଣୁ କେଶକୁ ସଠିକ ଭାବେ ଯତ୍ନ ନେବା ଉଚିତ୍। ତେବେ ଆସନ୍ତୁ ଜାଣିବା କେଶକୁ କିପରି ଯତ୍ନ ନେବା। ଯେତେବେଳେ ବି ଆମେ ମୁଣ୍ଡ ଧୋଇଥାଉ, କୋଶକୁ…

ସମାନ କାମକୁ ସମାନ ଦରମା ଦାବିରେ ବର୍ଷାରେ ଭିଜି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଲଘୁଚାପ ବର୍ଷାରେ ସାରା ରାଜ୍ୟ ଭିଜୁଛି  ।  ହେଲେ ରାଜଧାନୀ ଭୁବନେଶ୍ୱର ବିଧାନସଭା ସମ୍ମୁଖର ଗାନ୍ଧୀ ମାର୍ଗରେ ହଜାର ହଜାର ଚୁକ୍ତି ଭିତ୍ତିକ କର୍ମଚାରୀ ନିଜର ହକ ପାଇଁ ଭିଜୁଥିଲେ  । ପ୍ରବଳ ବର୍ଷା ହେଉଥିଲେ ମଧ୍ୟ , ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥାକୁ ଉଚ୍ଛେଦ କରି ସ୍ଥାୟୀ…

ରୋଷେଇ ବେଳେ ପ୍ରେସର କୁକର କାମ ନକଲେ ଆପଣାନ୍ତୁ ଏହି ଟିପ୍ସ !

ଓଡିଶା ସମ୍ୱାଦ ବ୍ୟୁରୋ: ସମସ୍ତଙ୍କ ରୋଷେଇ ଘରେ ପ୍ରେସର କୁକର ଏକ ଗୁରୁତ୍ୱପୂର୍ଣ୍ଣ ରୋଷେଇ ପାତ୍ର। ଏହା ବିନା ଅନେକ ରେସିପି ତିଆରି କରିବା କଷ୍ଟକର। ପ୍ରେସର କୁକର ଗ୍ୟାସ୍ ଏବଂ ସମୟକୁ ବହୁ ପରିମାଣରେ ସଞ୍ଚୟ କରିଥାଏ। କିନ୍ତୁ ପ୍ରାୟ ସମୟରେ ଦେଖାଯାଏ ପ୍ରେସର କୁକରରେ ରୋଷେଇ କରୁଥିବା ବେଳେ…

ପେଟ୍ରୋଲ, ଡିଜେଲ ଦରକୁ ନେଇ ମୋଦି ସରକାରଙ୍କୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଖସୁଛି । ହେଲେ ଦେଶରେ କାହିଁକି କମୁନି ପେଟ୍ରୋଲ ଓ ଡିଜେଲ୍ ଦର । ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରର ମୋଦି ସରକାଙ୍କୁ ଘେରିଛି କଂଗ୍ରେସ । ଦଳୀୟ ମୁଖପାତ୍ର ଗୌରବ ବଲ୍ଲଭ କହିଛନ୍ତି ଦେଶର ବିକାଶ ଦର ବଢ଼ୁ ନାହିଁ କି ଗ୍ୟାସ୍ ଓ ପେଟ୍ରୋଲ,…

୫ ରୁ ୧୮ ବର୍ଷର ପିଲାମାନଙ୍କ ଖୁବଶୀଘ୍ର ବଜାରକୁ ଆସିବ ନାଜାଲ କୋଭିଡ ଟୀକା

ନୂଆଦିଲ୍ଲୀ : କୋରନା ଭାଇରସ୍  ରୁ ସାରା ବିଶ୍ୱ ଏଯାବତ ସମ୍ପୂର୍ଣ ଭାବେ ରକ୍ଷା ପାଇନାହିଁ ।  ବର୍ତ୍ତମାନ  ସୁଦ୍ଧା ଏହାକୁ କିପରି ମାତ  ଦେଇ ହେବ ତାହା ଉପରେ ଅଧୟନ ପରୀକ୍ଷଣ ଚାଲିଛି । ତେବେ କିଛି  ଦିନ ତଳେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ୧୮ ବର୍ଷରୁ ଅଧିକ ଲୋକଙ୍କ…