Latest Odisha News

BREAKING NEWS

Browsing Category

ଫିଚର

ସ୍ୱର୍ଗଠାରୁ କିଛି କମ ନୁହେଁ ନନ୍ଦନକାନନ

ବାରଙ୍ଗ : ନନ୍ଦନକାନନ ପରିଦର୍ଶନ କଲେ  । ନବଜାତ ବାଘ ଛୁଆ ଓ ସିଂହ ଛୁଆର ନାମକରଣ କଲେ । ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଜଙ୍ଗଲ-ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ନନ୍ଦନକାନନ ଚିଡ଼ିଆଖାନା ପରିଦର୍ଶନ କରିବା ସହ  ନନ୍ଦନକାନନକୁ ପ୍ରଶଂସା କରି ଏହାକୁ ପଶୁଙ୍କ ସ୍ୱର୍ଗ ବୋଲି…

ଏସିଆ କପ ଫାଇନାଲ: ପାକିସ୍ତାନ ସମ୍ମୁଖରେ ୧୭୧ ରନର ଟାର୍ଗେଟ, ଭାନୁକାଙ୍କ ଚମତ୍କାର ଅର୍ଦ୍ଧଶତକ

ଦୁବାଇ: ଚଳିତ ଏସିଆ କପ କ୍ରିକେଟ ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୧୭୧ ରନର ଟାର୍ଗେଟ ପାକିସ୍ତାନ ସମ୍ମୁଖରେ ରଖିଛି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ବିଶେଷ କରି ଭାନୁକା ରାଜପାକ୍ଷେ ଚମତ୍କାର ଅପରାଜିତ ଅର୍ଦ୍ଧଶତକ ହାସଲ କରି ଦଳକୁ…

ମନମୁଣ୍ଡାରୁ ୬୪୦ ବୋତଲ କଫ ସିରଫ ଜବତ, ଜଣେ ଗିରଫ

ବୌଦ୍ଧ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା  ନିକଟ ତେଳନଦୀ ପାର୍ଶ୍ବ ଗାନ୍ଧୀ ଛକ ଠାରେ ୬୪୦ ବୋତଲ କଫ ସିରଫ ଜବତ କରିଛି ପୋଲିସ । ଗାଡି ମଟର ପୋଲିସ  ଯାଞ୍ଚ କରୁଥିବା ସମୟରେ ବୌଦ୍ଧ ପଟରୁ ଆସୁଥିବା ଏକ ଧଳା ରଙ୍ଗ ର ସୁଇପ୍ଟ କାର ପୋଲିସ କୁ ଦେଖି ଚମ୍ପଟ ମାରୁଥିବା ବେଳେ ପୋଲିସ ଉକ୍ତ ଗାଡି…

ବିଷ ପିଇଥିବା ଆଇଟିଆଇ ଛାତ୍ରଙ୍କ ଏସସିବିରେ ମୃତ୍ୟୁ !

ଭଦ୍ରକ: ବିଷ ପିଇ ଗୁରୁତର ଆଇଟିଆଇ ଛାତ୍ର ଆଶୁତୋଷ ମଲ୍ଲିକଙ୍କ କଟକ ଏସ୍‌ସିବିରେ ମୃତ୍ୟୁ ହୋଇଛି । ଶୁକ୍ରବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ଆଇଟିଆଇ ଛାତ୍ର । ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତକ ଛାତ୍ର ତିହିଡ଼ି ଅଞ୍ଚଳର ଏକ ଘରୋଇ ଆଇଟିଆଇ ଛାତ୍ର…

ଡକାୟତି ଯୋଜନା କରୁଥିବା ବେଳେ ମାଡିବସିଲା ପୋଲିସ

ଭୁବନେଶ୍ୱର: ଡକାୟତି ଯୋଜନା କରୁଥିବା ବେଳେ ମାଡିବସିଲା ପୋଲିସ।  ଡ଼କାୟତି ଯୋଜନା କୁ ବିଫଳ  କରିବା ସହିତ ୫ ଜଣିଆ ଡ଼କାୟତି ଗ୍ୟାଙ୍ଗକୁ ଗିରଫ କରିଛି ପାହାଳ ପୋଲିସ । ପାହାଳ ନିକଟ ଅଟଳା ଗାଁ ନିକଟରେ ଥିବା ଏକ ନିର୍ମାଣାଧୀନ ବ୍ରିଜ୍ ଉପରେ ସଶସ୍ତ୍ର ଡ଼କାୟତି ନିମନ୍ତେ ଯୋଜନା କରୁଥିବା ନେଇ…

ପୂର୍ବାଂଚଳ ଆନ୍ତଃରାଜ୍ୟ ବ୍ୟାଡମିଂଟନ: ଇତିହାସ ରଚିଲେ ଓଡିଆ ଖେଳାଳି

ଭୁବନେଶ୍ୱର: ଓଡିଶାର ବ୍ୟାଡମିଂଟନ ଖେଳାଳିମାନେ ପୂର୍ବାଂଚଳ ଆନ୍ତଃ ରାଜ୍ୟ ବ୍ୟାଡମିଂଟନରେ ଇତିହାସ ରଚିଛନ୍ତି । ଉତରପ୍ରଦେଶର ଗୋରଖପୁର ଲାଭନିସ ଏକାଡେମୀରେ ଅନୁଷ୍ଠିତ ପ୍ରତିଯୋଗିତାରେ ସେମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଆୟୂଷ ପଟ୍ଟନାୟକ ଓ ଅବିନାଶ ମହାନ୍ତି ଯୋଡି ପୁରୁଷ ଡବଲ୍ସରେ…

ଟ୍ରେଣ୍ଡ କରୁଛି BoycottMarriage, କାହିଁକି ଜାଣିଛନ୍ତି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ସକାଳଠୁ ସୋସିଆଲ ମିଡିଆରେ #BoycottMarriage ଟ୍ରେଣ୍ଡ କରୁଛି। ଆଉ ଯିଏ ଦେଖିବ ସେ ଭାବିବ ବୋଧେ ବିବାହ କରିବାକୁ କେହି ଆଉ ଚାହୁଁନ ନାହାନ୍ତି। ଏହା ଭାବିବା ବି ସ୍ବାଭାବିକ । ନିକଟରେ ବଲିଉଡର 'ବ୍ରହ୍ମାସ୍ତ୍ର' ଫିଲ୍ମ ରିଲିଜ ହୋଇଛି ତେଣୁ ଆକଳନ…

ଏସିଆ କପ୍ : ଶ୍ରୀଲଙ୍କା ୬ ଓଭରରେ ୪୨ /୩

ଏସିଆ କପ୍‌-୨୦୨୨ ଫାଇନାଲରେ ପ୍ରଥମେ ବ୍ୟାଟିଂ କରୁଛି ଶ୍ରୀଲଙ୍କା । ଟସ୍ ଜିଣି ପାକିସ୍ତାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଓଭରରୁ ଶ୍ରୀଲଙ୍କାର ଉଇକେଟ ପତନ ପରେ କ୍ରମାଗତ ଉଇକେଟ ହରାଇ ଚାଲିଛି ଶ୍ରୀଲଙ୍କା । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଏହି ମ୍ୟାଚ…

ଆପ୍ ପାଇଁ ପୁଣି ସିବିଆଇ ଅଡୁଆ! ଉପ ରାଜ୍ୟପାଳଙ୍କୁ ଦୋଷ ଦେଲା ଆପ୍

ନୂଆ ଦିଲ୍ଲୀ: ପୁଣି ଦିଲ୍ଲୀରେ ଆପ୍ ସରକାର ନାମରେ ଆସିଛି ଦୁର୍ନୀତି ଅଭିଯୋଗ । କେଜରିଓ୍ବାଲ ସରକାରଙ୍କ ଆଉ ଏକ ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ ହେବ ବୋଲି ଉପରାଜ୍ୟପାଳ ତଦନ୍ତ ଦେବା ପରେ ଏବେ ଦୁର୍ନୀତି କୁ ନେଇ ବିଜେପି ଏବଂ ଆପ ମଧ୍ୟରେ କଥାକଟି ଆରମ୍ଭ ହୋଇଯାଇଛି ।…

ରୁଷ କବଜାରୁ ଇଜିୟମ ସହର ଛଡେଇ ନେଲ ୟୁକ୍ରେନ ସେନା

କୀଭ: ରୁଷ-ୟୁକ୍ରେନ ଯୁଦ୍ଧ ୨୦୦ ଦିନ ପାଖାପାଖି ପଂହଚିଲାଣି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡିମିର ଜେଲେଁସ୍କି ଏବଂ ସୈନ୍ୟ ବାହିନୀର ଉଚିତ ରଣନୀତି ଯୋଗୁ ଯୁଦ୍ଧରେ ସେମାନେ ତିଷ୍ଠି ରହିଛନ୍ତି । ଖାରକିଭ ଅଂଚଳକୁ ରୁଷ କବଜାକୁ ନେବା ପରେ କିଛି ମାତ୍ରାରେ ହାଲକା ହୋଇ ଯାଇଥିଲା । ଏହାର ଫାଇଦା…