Latest Odisha News

BREAKING NEWS

Browsing Category

ଫିଚର

ରାଜସ୍ଥାନ କୋର୍ଟ ପରିସରରେ ଗ୍ୟାଙ୍ଗଷ୍ଟାର ସନ୍ଦୀପ ବିଶ୍ନୋଇଙ୍କୁ ଗୁଳି କରି ହତ୍ୟା

ନାଗୌର: ରାଜସ୍ଥାନର ନାଗୌର କୋର୍ଟ ପରିସରରେ ଆଜି ଗ୍ୟାଙ୍ଗଷ୍ଟାର ସନ୍ଦୀପ ବିଶ୍ନୋଇଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସ୍ଥାନୀୟ ପୋଲିସ ସନ୍ଦୀପଙ୍କୁ କୋର୍ଟରେ ହାଜର କରାଇବା ପାଇଁ ନେଉଥିବା ବେଳେ ଏକ କଳା କାରରେ ଶୁଟରମାନେ ଆସି ଆଖି ବୁଜା ଗୁଳି ଚାଳନା କରିଥିଲେ । ଏଥିରେ ସନ୍ଦୀପ ଘଟଣା…

ବିଜେପିରେ ମିଶିବେ କ୍ୟାପଟେନ୍

ଚଣ୍ଡିଗଡ: ପଞ୍ଜାବ କଂଗ୍ରେସର ଟାଣୁଆ ନେତା ବୋଲାଉଥିବା କ୍ୟାପଟେନ୍ ଅମରିନ୍ଦର ସିଂହ ଆଜି ଧରିବେ ପଦ୍ମ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସର ପ୍ରମୁଖ କ୍ୟାପଟେନ୍ ଅମରିନ୍ଦର ସିଂହ ଆଜି ବିଜେପି ରେ ଯୋଗ ଦେବେ । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାଙ୍କ…

କଟକ ବଡ଼ ଡାକ୍ତରଖାନା ଓ ତାଳଦଣ୍ଡା କେନାଲ ରୂପାନ୍ତରଣ କାମ ସମୀକ୍ଷା କଲେ 5T ସଚିବ

ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ କେବଳ ଓଡ଼ିଶା ନୁହେଁ, ଆଖପାଖ ରାଜ୍ୟର ଲୋକମାନଙ୍କ ପାଇଁ ଭରସାଯୋଗ୍ୟ ଚିକିତ୍ସା କେନ୍ଦ୍ରର ସୁନାମ ଲାଭ କରିଛି । ତେଣୁ ୭୫ ବର୍ଷ ତଳେ ନିର୍ମିତ ହୋଇଥିବା ଏହି ବିରାଟ ଅନୁଷ୍ଠାନର ରୂପାନ୍ତରଣ ସହିତ ଏଠାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା…

ବିଷ୍ଣୁଙ୍କ ଶେଷ କବିତା !

ଭୁବନେଶ୍ୱର :  ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେଇଥିଲେ । ସେଥିପାଇଁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଥାଏ ।ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେଇଥିବାରୁ ଓଡ଼ିଆ ମାନଙ୍କ ପାଇଁ ଗର୍ବ ଓ ଗୌରବର ଦିନଥାଏ  । ସେଥିପାଇଁ ଓଡ଼ିଆ ଝିଅ ଦ୍ରୌପଦୀ…

ନବୀନଙ୍କ ପୂଜା ଭେଟି, ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି ।…

ଖପ୍ରାଖୋଲ ବ୍ଲକରେ ପୁଣି ଲାଗିଲା ମାଓ ପୋଷ୍ଟର

ପାଟଣାଗଡ଼: ପୁଣି ଲାଗିଲା ମାଓ ପୋଷ୍ଟର । ଦୀର୍ଘ ଦିନ ପରେ ବଲାଙ୍ଗିର ଜିଲ୍ଲା ମାଓ ଅଧ୍ୟୁଷିତ ଖପ୍ରାଖୋଲ ବ୍ଳକରେ ଲାଲବାହିନୀ ପୁଣି ଉପସ୍ଥିତି ଜାହିର୍ କରିଛନ୍ତି । ଖପ୍ରାଖୋଲ ଥାନା ଠାରୁ ୬ କିଲୋମିଟର ଦୂର ଘୁନସର ବଜାରରେ ମାଓବାଦୀ ବଡ଼ ବଡ଼ ବ୍ଯାନର ଲଗାଇ ଥିବା ଦେଖିବାକୁ ମିଳିଛି ।…

ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବ, ଆସନ୍ତାକାଲି ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ତତସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ତଥା ଓଡିଶା-ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ରାଷ୍ଟ୍ରପତି ଜୋ ବାଇଡେନ ପରସ୍ପରକୁ ଅଭିବାଦନ ଜଣାଇଲେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କର ଅନ୍ତିମ ସଂସ୍କାର ହେବ। ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ବ୍ରିଟେନରେ ପହଞ୍ଚିଥିଲେ। ବ୍ରିଟେନର ବକିଙ୍ଗହମ୍ ପ୍ୟାଲେସରେ ଅନ୍ତିମ ସଂସ୍କାର ପୂର୍ବରୁ ଆୟୋଜିତ ଏକ ଶୋକସଭାର ଆୟୋଜନ ହୋଇଥିଲା। ଏଥିରେ…

ତାଇଓ୍ୱାନରେ ଶକ୍ତିଶାଳୀ ଭୂମିକମ୍ପ: ପତ୍ର ଭଳି ଦୋହଲିଲା ଟ୍ରେନ୍, କୋଠା; ସୁନାମୀ ଆଶଙ୍କା

ଓଡ଼ିଶା ସମ୍ବାଦ ବ୍ୟୁରୋ: ରବିବାର ତାଇୱାନର ଦକ୍ଷିଣ ପୂର୍ବ ଉପକୂଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଚର ସ୍କେଲରେ ଏହି ଭୂକମ୍ପ ୬.୯ ରହିଛି। ଏହାପୂର୍ବରୁ ଶନିବାର ଏଠାରେ ୬.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା। ତାଇୱାନର ତାଇତୁଙ୍ଗ ସହରଠାରୁ ପ୍ରାୟ ୫୦ କିଲୋମିଟର ଉତ୍ତରରେ ଭୂକମ୍ପ…

ବିଜେପି ବିରୋଧୀ ମେଳିରେ ସାମିଲ ହେବେ କି ନାହିଁ ସ୍ପଷ୍ଟ କଲେ କେଜ୍ରିଓ୍ୱାଲ୍

ନୂଆଦିଲ୍ଲୀ: ମିଶନ ୨୦୨୪ ପାଇଁ ମୋଦୀ ବିରୋଧୀ ଦଳ ଅର୍ଥାତ ବିଜେପି ବିରୋଧୀ ଦଳ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି। ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଏବେ ଅଧିକ ସକ୍ରିୟ ହୋଇଛନ୍ତି। ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ଭେଟି ସେ ବଳ…