Latest Odisha News
Browsing Category

ଫିଚର

ପୋଲ ତଳୁ ନାବାଳକର କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର: ପୋଲ ତଳୁ ଏକ ରକ୍ତ ଜୁଡୁବୁଡୁ ହୋଇଥିବା ମୃତଦେହ ଉଦ୍ଧାର କରାଯାଇଛି । ଉକ୍ତ ମୃତଦେହଟି ଜଣେ ନାବାଳକର ବୋଲି ଜଣାପଡିଛି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କୋହ୍ଲ ହୁଣ୍ଡୁଳା ଗାଆଁ ନିକଟରେ । ନାବାଳକ ଜଣକ ହେଲେ ଜାମୁକୁଣ୍ଡିଆ ଗାଁର ୧୫ ବର୍ଷୀୟ ଶୁକଦେବ…

ଖଣି ମାଫିଆଙ୍କ ଆତଙ୍କ ରାଜ୍, ଚଢ଼ାଉବେଳେ ମାଇନିଙ୍ଗ ଅଫିସରଙ୍କୁ ମରଣାନ୍ତକ ଆକ୍ରମଣ

ଖୋର୍ଦ୍ଧା: ଖୋର୍ଦ୍ଧାରେ ଖଣି ମାଫିଆଙ୍କ ଆତଙ୍କରାଜ । ଖୋର୍ଦ୍ଧା ଟାଉନ ଥାନା ଗୁଡୁମ ପଥର ଖଣିରେ ବେଆଇନ ଖଣି ଖନନ ଉପରେ ଚଢାଉ ବେଳେ ମାଇନିଂ ଅଫିସରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କଲେ ଖଣି ମାଫିଆ । ଆକ୍ରମଣରେ ଗୁରୁତର ହୋଇଛନ୍ତି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

ପ୍ରସବ ଯନ୍ତ୍ରଣା କମାଇବା ପାଇଁ ପତ୍ନୀ ଗାଇଲେ ଭଜନ ଆଉ ପତି ବଜାଇଲେ ଗୀଟାର

ନୂଆଦିଲ୍ଲୀ: ଆମେରିକାର ସିଏଟେଲରେ ଜଣେ ମହିଳା ତାଙ୍କ ପ୍ରସବ ଯନ୍ତ୍ରଣା କମାଇବା ପାଇଁ ଅଭିନବ ଉପାୟ ବାହାର କରିଥିଲେ । ଯାହା କି ଚର୍ଚ୍ଚାର କାରଣ ସାଜିଛି । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ଯନ୍ତ୍ରଣା ଅସହ୍ୟ ହେବାରୁ ୩୧ ବର୍ଷୀୟା ବିଫି ହେଲ ଭଜନ ଗାଇବା ଆରମ୍ଭ କରିଥିଲେ । ସେ…

ଜୀବିତ ଥାଇ ନିଜର କ୍ରିୟା କର୍ମ କଲେ ୭୦ ବର୍ଷୀୟ ବୃଦ୍ଧ

ଏଟା: ଉତରପ୍ରଦେଶର ଏଟା ଜିଲ୍ଲାରେ ଏକ ଅଦ୍ଭୁତପୂର୍ବ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ୭୦ ବର୍ଷୀୟ ବୃ୍‌ଦ୍ଧ ଜୀବିତ ଥିବା ସତ୍ୱେ ନିଜର ମୃତ୍ୟୁପରର ସମସ୍ତ କ୍ରିୟା କର୍ମ କରିଛନ୍ତି । ହାକିମ ସିଂ ନାମକ ଏହି ବୃଦ୍ଧ ଗ୍ରାମବାସୀଙ୍କୁ ଦଶାହ ଓ ଏକାଦଶହ ଭୋଜି ମଧ୍ୟ ପ୍ରଦାନ କରିଛନ୍ତି ।…

ପ୍ରକାଶ ପାଇଲା ଜୁନିଅର ଟିଚର (ସ୍କିମାଟିକ) ରେଜଲ୍ଟ

ଭୁବନେଶ୍ବର: ପ୍ରକାଶ ପାଇଲା ଜୁନିଅର ଟିଚର ( ସ୍କିମାଟିକ ) ରେଜଲ୍ଟ ।ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ୱେବସାଇଟ osepa.odisha.gov.in ରେ ପ୍ରକାଶ ପାଇଛି ପରୀକ୍ଷା ଫଳ ।ମୋଟ ୧୮ ହଜାର ୭୮୮ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦୀର୍ଘ ୭ ବର୍ଷ ପରେ ନିଯୁକ୍ତି…

ଅଷ୍ଟ୍ରେଲିଆନ ଓପନ ପ୍ରଥମ ରାଉଣ୍ଡରୁ ବିଦା ହେଲେ ମୁରେ, ପରୋକ୍ଷରେ ଅବସର ସମ୍ପର୍କରେ ଦେଲେ ସୂଚନା

ମେଲବୋର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ବଡ ବିପର‌୍ୟ୍ୟୟ ଦେଖିବାକୁ ମିଳିଛି । ୩ଥର ଗ୍ରାଣ୍ଡ ସ୍ଲାମ ବିଜେତା ବ୍ରିଟେନର ଆଣ୍ଡି ମୁରେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ଆର୍ଜେଂଟିନାର ଥମାସ ମାର୍ଟିନ ଇଚଭେରୀଙ୍କ ନିକଟରୁ ସେ ୬-୪, ୬-୨, ୬-୨ ସେଟରେ ପରାଜିତ…

୫ବର୍ଷରେ ଶିକ୍ଷା ଋଣ ଆବେଦନ ଦ୍ୱିଗୁଣିତ ହୋଇଛି: ୪୫% ଛାତ୍ର କେବଳ ଏହି ୫ଟି ରାଜ୍ୟର

ନୂଆଦିଲ୍ଲୀ: ଦେଶରେ ଶିକ୍ଷା ଋଣ ନେଉଥିବା ଛାତ୍ରଙ୍କ ସଂଖ୍ୟା ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିଗୁଣିତ ହୋଇଛି। ୨୦୧୮-୧୯ବର୍ଷରେ, ଦେଶର ମୋଟ ୨,୬୮,୪୩୯ ଛାତ୍ର ଉଚ୍ଚଶିକ୍ଷା ପାଇଁ ଋଣ ନେଇଥିଲେ । ୨୦୨୨-୨୩ ମସିହାରେ ଏହି ସଂଖ୍ୟା ୫,୭୪,୮୩୨କୁ ବୃଦ୍ଧି ପାଇଛି। ପଶ୍ଚିମବଙ୍ଗରେ ୨୦୧୮-୧୯ରେ କେବଳ ୧୦,୬୫୦…

କୁଚ ବିହାର ଟ୍ରଫିରେ ଇତିହାସ ରଚିଲେ ପ୍ରଖର ଚର୍ତୁବେଦୀ

ବାଙ୍ଗାଲୋର: କର୍ଣ୍ଣାଟକ ବ୍ୟାଟ୍ସମ୍ୟାନ ପ୍ରଖର ଚର୍ତୁବେଦୀ କୁଚ ବିହାର ଟ୍ରଫିରେ ଇତିହାସ ରଚିଛନ୍ତି । ସେ ମୁମ୍ବାଇ ବିପକ୍ଷ ଫାଇନାଲ ମ୍ୟାଚରେ ୪୦୪ ରନର ସ୍ମରଣୀୟ ଇନିଂସ ଖେଳି ଅପରାଜିତ ରହିଛନ୍ତି । ୧୯ ବର୍ଷରୁ କମ କ୍ରିକେଟରେ ସେ ପ୍ରଥମ ଖେଳାଳି ଭାବେ ଏହି ସଫଳତା ହାସଲ କରିଛନ୍ତି ।…

ରଣଜୀ ଟ୍ରଫି: ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚରେ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଓଡିଶା ହାସଲ କଲା ୩ ପଂଏଟ

ଭୁବନେଶ୍ୱର: ଓଡିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଓଡିଶା ୩ ପଂଏଟ ହାସଲ କରିଛି । ପ୍ରଥମ ଇନିଂସରେ ଶୁଭ୍ରାଂଶୁ ସେନାପତିଙ୍କ ଚମତ୍କାର ଦ୍ୱିଶତକ ବଳରେ ଓଡିଶା ୪୯୮ ରନ କରିଥିଲା । ଏହାର ଜବାବରେ…

ଅଯୋଧ୍ୟାରୁ ବିମାନ ସେବା ଆରମ୍ଭ କରିବ ସ୍ପାଇସଜେଟ୍: ଯୋଡି ହେବ ଚେନ୍ନାଇ, ବେଙ୍ଗାଲୁରୁ ଓ ମୁମ୍ବାଇ 

ଲକ୍ଷ୍ନୌ: ଆସନ୍ତା ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ। ଏହା ପୂର୍ବରୁ ସଜେଇ ହେଲାଣି ଅଯୋଧ୍ୟା ନଗରୀ। ରାମଲାଲାଙ୍କ ଭବ୍ୟ ଉତ୍ସବରେ କୋଣ ଅନୁକୋଣରୁ ଲୋକ ଯୋଗଦେବେ । ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି। ଆସନ୍ତା ଫେବୃଆରୀ ୧ ତାରିଖରୁ…