Latest Odisha News

BREAKING NEWS

Browsing Category

ଫିଚର

[ଦେଖନ୍ତୁ ଭିଡିଓ] SI ସ୍ୱାଗତିକାଙ୍କ ଆତ୍ମହତ୍ୟା ପାଇଁ ଥାନା ଅଧିକାରୀଙ୍କୁ ଦାୟୀ କରି ଏତଲା

ବାଲିଗୁଡ଼ା: ପୋଲିସ୍ ଏସ୍ଆଇ ସ୍ୱାଗତିକାଙ୍କ ଆତ୍ମହତ୍ୟା ପାଇଁ ପରିବାର ଲୋକେ ଥାନା ଅଧିକାରୀଙ୍କୁ ଦାୟୀ କରିଛନ୍ତି । ଘୁ. ଉଦୟଗିରି ଥାନା ଅଧିକାରୀ ରେବତୀ ଶବରଙ୍କୁ ସ୍ୱାଗତିକାଙ୍କ ଆତ୍ମହତ୍ୟା ପାଇଁ ଦାୟୀ କରି ଏତଲା ଦେଇଛନ୍ତି ପରିବାର ଲୋକେ । ଗତକାଲି ସରକାରୀ କ୍ୱାର୍ଟରରୁ ଏସ୍ଆଇ…

ଅପରାହ୍ନରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ: ସଭାପତି ନିର୍ବାଚନ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ: ଆଜି ଅପରାହ୍ନରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଅଧ୍ୟକ୍ଷତା କରିବେ । ଅପରାହ୍ନ ୩ଟା ୩୦ରେ ଏହି ବୈଠକ ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ହେବ । ଦଳର ସମସ୍ତ ବରିଷ୍ଠ ନେତା ଏଥିରେ ସାମିଲ ହୋଇ ଦଳର ଆଗାମୀ…

ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍, ୫ ଜଣଙ୍କ ମୃତ୍ୟୁ

କାମାକ୍ଷାନଗର: ଛାତି ଥରା ଦୁର୍ଘଟଣା । ଚାଲିଗଲା ୫ ଜଣଙ୍କ ଜୀବନ । ପେଟ ପୋଷିବା ଆଶାରେ ସକାଳୁ ଅଟୋରେ ସମସ୍ତେ ଘରୁ ବାହାରି ଥିଲେ । ଭୋରର ଝାପସା ଆଲୁଅରେ ଅଟୋ ଆଗକୁ ମାଡ଼ି ଚାଲିଥିଲା । ହେଲେ କିଏ ଜାଣିଥିଲା ଏମିତି ହେବ ବୋଲି । ସାମ୍ନାରୁ ଆସୁଥିବା ଏକ କୋଇଲା ବୋଝେଇ କାଳରୂପୀ ଟ୍ରକ୍ ଅଟୋକୁ…

ଆଜି ଭାରତ ପାକିସ୍ତାନ ମହାମୁକାବିଲା : କିଏ ଜିତିବ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ସଂଧ୍ୟାରେ ହେବ ଭାରତ- ପାକିସ୍ତାନ ମହାମୁକାବିଲା । ଦୁବାଇରେ ଦର୍ଶକଙ୍କ ଖଚାଖଚ୍‌ ଭିଡ ମଧ୍ୟରେ ଆଜି ଖେଳାଯିବ ହାଇ ଭୋଲଟେଜ ମ୍ୟାଚ । ଉଦଘାଟନୀ ମ୍ୟାଚରେ ଗତକାଲି ଶ୍ରୀଲଙ୍କାକୁ ହରାଇଛି ଆଫଗାନିସ୍ତାନ । କିନ୍ତୁ କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ନଜର ରହିଛି…

ସାର କଳି: କିଏ କହୁଛି ସତ, କିଏ କରୁଛି ନାଟ ?

ଭୁବନେଶ୍ୱର: ଧାନ ବିଲରେ ସାର ପକାଇବାକୁ ସମୟ ଆସିଗଲାଣି। ଆଉ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ଆବଶ୍ୟକ ସାର ଯୋଗାଇ ଦେବାକୁ କେନ୍ଦ୍ର ସାର ଓ ରସାୟନିକ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟକୁ ଚିଠି ଲେଖିଥିଲେ। ସଂଯୋଗବଶତଃ ଠିକ୍ ଏହି ସମୟରେ ଓଡ଼ିଶା…

ନୂଆଖାଇ ପାଇଁ ଛୁଟି ଦିନ ଅବଧି ବଢ଼ାଇବାକୁ ଜୋର ଧରିଲା ଦାବି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସେପ୍ଟେମ୍ବର ୧ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆ ଖାଇ । ଏଥିପାଇଁ ରାଜ୍ୟ ସରକାର ଦିନିକିଆ ଛୁଟି ଘୋଷଣା କରିଛନ୍ତି ପଶ୍ଚିମ ଓଡ଼ିଶାରେ। ହେଲେ ଏବେ ଏହି ଛୁଟି ଦୁଇ ଦିନରୁ ତିନି ଦିନ କରିବାକୁ ଦାବି ହୋଇଛି। ଦିନେ ନୁହେଁ ତିନି ଦିନ ଛୁଟି ଘୋଷଣା କରିବାକୁ ରାଜ୍ୟ…

ଦର ଦାମ ବଢୁଛି, ଭାରି ବାଧୁଛି: ନଜର ପକାନ୍ତୁ କେମିତି ବଢିଛି ଦର?

ଭୁବନେଶ୍ୱର: ବଡ଼ ବାଧିଲାଣି ଦର ବୃଦ୍ଧି । ବଜାରକୁ ମାର୍କେଟିଂ କରିବାକୁ ଯିବାକୁ ହେଲେ ହଜାରେ ଟଙ୍କାରେ ବି ଅଣ୍ଟୁନି ଗ୍ରୋସରୀ ଓ ପରିବା ବ୍ୟାଗ । ଯାହାକୁ ନେଇ ସାଧାରଣ ଲୋକ ଏବେ ଚିନ୍ତାରେ। ଯଦିଓ ଏବେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି ହେଲେ ବିଭିନ୍ନ ଆର୍ଥିକ ନୀତିରେ ପରିବର୍ତ୍ତନ…

ବିଏମସିକୁ ଅଡୁଆ ଅଳିଆ: ବୈଠକ ପରେ ବି ଛିଣ୍ଡିଲାନି ବିବାଦ

ଭୁବନେଶ୍ୱର: ଦାରୁଠେଙ୍ଗ ଡମ୍ପିଂୟାର୍ଡ ସମସ୍ୟା ନେଇ ସ୍ଥାନୀୟ ଲୋକ ଏବଂ ବିଏମସି ମେୟର, କମିଶନର ଏବଂ ଅନ୍ୟ ଅଧିକାରୀଙ୍କୁ ନେଇ ବସିଥିବା ବୈଠକ ସଫଳ ହୋଇପାରିନି। ଦୀର୍ଘ ଦିନ ଧରି ଅଳିଆ ଫିଙ୍ଗିବାକୁ ନେଇ ଜାରି ରହିଥିବା ବିବାଦ ଏବେ ଜୋର ଧରିଛି। ତେଣୁ ବିବାଦର ସମାଧାନ କରିବାକୁ ବୈଠକ…

ଗଣେଷ ପୂଜା ଚାନ୍ଦା ମାଗିଲେ ଅପରାଧିକ ମାମଲା:ବ୍ରହ୍ମପୁର ଏସ୍‌ପି

ବ୍ରହ୍ମପୁର:ଗଣେଷ ପୂଜା ନାଁରେ ବଳପୂର୍ବକ ଚାନ୍ଦା ମାଗିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ। ଯିଏ ଚାନ୍ଦା ମାଗୁଥିବା ତା’ ନାଁରେ ଅପରାଧୀକ ମାମଲା ରୁଜୁ କରାଯିବା ସହ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ୍‌ କହିଛନ୍ତି। ଆଗକୁ ଗଣେଷ ପୂଜା…

ନାଗାବଳୀରେ ଭାସିଯାଇଥିବା ନାବାଳକର ଶବ ଉଦ୍ଧାର ହେଲା

ରାୟଗଡ଼ା: ସାମ୍ନାକୁ ଆସିଲା ନାଗାବଳୀରେ ନାବାଳକ ଭାସିଯିବା ପୂର୍ବର ଦୃଶ୍ୟ ।  ପାର୍ବତୀପୁରମ ଜିଲ୍ଲାର ଚଲାପଦା ଗ୍ରାମ ନିକଟରୁ ଉଦ୍ଧାର ହେଲା  ଏ. ଅମରେଶର ଶବ । ମିଳିଲା ନାଗାବଳୀ ନଦୀରେ ନିଖୋଜ ବାଳକ ଏ. ଅମରେଶର ଶବ। ଆନ୍ଧ୍ରପ୍ରଦେଶ  ପାର୍ବତୀପୁରମ ଜିଲ୍ଲାର ଚଲାପଦା ଗ୍ରାମ ନିକଟରେ ଶବ…