Latest Odisha News

BREAKING NEWS

Browsing Category

ଫିଚର

ଉଦ୍ଧବ ଶିବିର ପରେ ସୁପ୍ରିମକୋର୍ଟ ପହଞ୍ଚିଲେ ସିନ୍ଦେ ଶିବିର

ମୁମ୍ବାଇ: ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ବା ଶିବିର ପରେ ଏବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସିନ୍ଦେ କୋର୍ଟରେ ଏକ ନୂଆ ଆଫିଡେଭିଟ୍ ବା ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ଉଦ୍ଧବ ଶିବିର ଦାଖଲ କରିଥିବା ଆବେଦନକୁ ଖାରଜ…

ବିରୋଧୀଙ୍କ ପାଇଁ ମୁଲତବି ହେଲା ବିଧାନସଭା

ଭୁବନେଶ୍ୱର: ଆଜି ବିଧାନସଭାରେ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ହୋହଲ୍ଲା ଦେଖିବାକୁ ମିଳିଛି । ଫଳରେ ବାଚସ୍ପତି ବିଧାନସଭାକୁ ଦିନ ୧୧ଟା ୩୦ ଯାଏ ମୁଲତବି ଘୋଷଣା କରିଛନ୍ତି । ପ୍ରଶ୍ନକାଳ ଆରମ୍ଭରୁ ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିଜେପି, କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ । ଫଳରେ ଦିନ ସାଢ଼େ…

‘ସମୟ ଆସିବ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିବେ ଲୋକେ’

ଜୟପୁର: ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓଓ୍ୱେସି କହିଛନ୍ତି ଯେ ଶ୍ରୀଲଙ୍କାରେ ଲୋକମାନେ ରାଷ୍ଟ୍ରପତିଙ୍କ ବାସଭବନରେ ପ୍ରବେଶ କରିଥିଲେ। ସେହିଭଳି ଭାରତର ଲୋକମାନେ ଦିନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିବେ । ଶ୍ରୀଲଙ୍କାରେ ସରକାର ବେକାରୀ, ମୁଦ୍ରାସ୍ଫୀତି…

ତିନି କଂଗ୍ରେସ ବିଧାୟକଙ୍କଠୁ ନଗଦ ଟଙ୍କା ଜବତ ପରେ ଇଡି କାହିଁକି ନୀରବ? ପ୍ରଶ୍ନ କଲା ଟିଏମସି

କୋଲକାତା: ଝାଡଖଣ୍ଡର କଂଗ୍ରେସ ବିଧାୟକଙ୍କ ଗାଡିରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିରବତା ଉପରେ ତୃଣମୂଳ କଂଗ୍ରେସ ପ୍ରଶ୍ନ ଉଠାଇଛି। ଶନିବାର ପଶ୍ଚିମବଙ୍ଗ ପୋଲିସ ଝାଡଖଣ୍ଡର ତିନି ଜଣ କଂଗ୍ରେସ ବିଧାୟକଙ୍କୁ ହାୱଡାରେ ପ୍ରାୟ ୪୯ ଲକ୍ଷ ଟଙ୍କା ସହ ଗିରଫ…

ସଞ୍ଜୟ ରାଉତ ଗିରଫ, ମୁମ୍ବାଇରେ ହୋଇପାରେ ଜୋରଦାର ବିକ୍ଷୋଭ

ମୁମ୍ବାଇ: ପାତ୍ରା ଚାଲ୍ ଜମି ଦୁର୍ନୀତି ମାମଲାରେ ଶିବସେନା ନେତା ସଞ୍ଜୟ ରାଉତ ଗିରଫ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଳମ୍ବିତ ରାତିରେ ଗିରଫ କରିବା ପରେ ଆଜି ତାଙ୍କୁ ପିଏମଏଲଏ ସ୍ପେଶାଲ କୋର୍ଟରେ ହାଜର କରିବ ବୋଲି ସୂଚନା ମିଳିଛି। ସେପଟେ ଏପରି ଗିରଫଦାରୀ ରାଜନୈତିକ ଉଦ୍ଦେଶ୍ୟ ପ୍ରୋଣଦିତ…

କମିଲା ଏଲପିଜି ସିଲିଣ୍ଡରର ଦାମ୍, ଆପଣଙ୍କ ପକେଟରୁ କେତେ ସଞ୍ଚିତ ହେବ ?

ନୂଆଦିଲ୍ଲୀ: ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ଦର କମିଛି। ସିଲିଣ୍ଡର ପିଛା ୩୬ ଟଙ୍କା ଶସ୍ତା ହୋଇଛି। ଦର କମିବା ପରେ ଏବେ ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ମୂଲ୍ୟ ୧୯୭୬ ଟଙ୍କା ରହିଛି । ଯାହା ପୂର୍ବରୁ ୨୦୧୨.୫୦ ଟଙ୍କା ଥିଲା। ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର…

ଅଚିନ୍ତା ଶୁଲି ଜିତିଲେ ସୋର୍ଣ୍ଣ ପଦକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପୁରୁଷ ଭାରୋତ୍ତୋଳନକାରୀ ଅଚିନ୍ତା ସୁଲି  ପୁରୁଷ  ବିଭାଗ 73 କିଲୋଗ୍ରାମ ଭାରୋତ୍ତୋଳନ ଫାଇନାଲରେ ମୋଟ 313 କେଜି ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ବର୍ମିଂହାମରେ ଭାରତର ତୃତୀୟ ସ୍ୱର୍ଣ୍ଣ ପଦକ । ରାଉଣ୍ଡର ପ୍ରଥମ ପ୍ରୟାସରେ ଅଚିନ୍ତା 137 କିଲୋଗ୍ରାମ…

ସଂଜୟ ରାଉତଙ୍କୁ ଗିରଫ କଲା ଇଡି

ମୁମ୍ବାଇ:  ସଞ୍ଜୟ ରାଉତଙ୍କୁ ଗିରଫ କରିଛି ଇଡି । ଏହା ତାଙ୍କ ଭାଇ ସ୍ପଷ୍ଟ କରିଛନ୍ତି । ଇଡି  ଶିବସେନା ନେତା ସଞ୍ଜୟ ରାଉତଙ୍କ ଦିନସାରା ପଚରାଉଚୁରା କରିଥିଲା ।  ଏକ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ପୂର୍ବରୁ ସଞ୍ଜୟକୁ ଦୁଇ ଦୁଇ ଥର ଇଡି ସମନ କରିଥିଲା । ହେଲେ ସଞ୍ଜୟ…

ୟୋନୋ ଆକାଉଣ୍ଟ ଅପଟୁଡେଟ୍‌ ବାହାନାରେ ଠକିନେଲେ ୩.୩୫ ଲକ୍ଷ ଟଙ୍କା

ବ୍ରହ୍ମପୁର: ବ୍ରହ୍ମପୁରରେ କ୍ରମାଗତ ଭାବେ କିଛି ଦିନ ହେଲା ସାଇବର ଜନିତ ଘଟଣାରେ ବୃଦ୍ଧି ଦେଖିବାକୁ ମିଳିଛି । ଷ୍ଟେଟ୍‌ ବ୍ୟାଙ୍କର ୟୋନୋ ଆପକୁ ଅପଟୁଡେଟ୍‌ କରିବା ବାହାନାରେ ୩.୩୫ ଲକ୍ଷ ଟଙ୍କା ଠକିନେଇଛନ୍ତି ସାଇବର୍ ଠକ । ଏକ ସପ୍ତାହ ମଧ୍ୟରେ ସାଇବର ଠକମାନେ ବ୍ରହ୍ମପୁର ସହରର ୩ ଜଣଙ୍କ…

କେରଳରେ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତଙ୍କ ମୃତ୍ୟୁ !

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ମଙ୍କିପକ୍ସ ବିପଦ । କେରଳରେ ଶନିବାର ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ୟୁଏଇରୁ ଫେରିଥିବା ଉକ୍ତ ଯୁବକ ଜଣଙ୍କ ସେଠାରେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ଟେଷ୍ଟ ରିପୋର୍ଟ ମଙ୍କିପକ୍ସ ପଜିଟିଭ୍ ଆସିଛି । ତେବେ ଏବେ ଯାଏ ସ୍ପଷ୍ଟ ହୋଇନାହିଁ…