Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ୱରରେ ସୁଧୁରିବ ଟ୍ରାଫିକ ସମସ୍ୟା ! ସ୍ଥିତି ଅନୁଧ୍ୟାନ କଲେ 5T ସଚିବ

ଭୁବନେଶ୍ୱର: ରାଜଧାନୀରେ ଲୋକସଂଖ୍ୟା ସହ ଦିନକୁ ଦିନ ବୃଦ୍ଧି ପାଉଛି ଗାଡ଼ି ମୋଟର ସଂଖ୍ୟା । ଫଳରେ ସହରରେ ଟ୍ରାଫିକ୍ ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ରୂପେ ମୁଣ୍ଡ ଟେକିଛି । ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ…

ବାରମ୍ବାର ସରକାର ପରିବର୍ତ୍ତନ କରାଇ ନୀତୀଶ ବିଶ୍ୱସନୀୟତା ହରାଉଛନ୍ତି: ପିକେ

ପାଟଣା: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଓରଫ ପିକେ ବିହାରରେ ବାରମ୍ବାର ଦେଖାଦେଇଥିବା ରାଜନୈତିକ ଅସ୍ଥିରତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଏପରି ଅସ୍ଥିରିତା କିଛି ନୂଆ ନୁହେଁ ବୋଲି କହିବା ସହିତ ବାରମ୍ବାର କ୍ଷମତା ପାଇଁ ମେଣ୍ଟ ପରିବର୍ତ୍ତନ ନୀତୀଶଙ୍କ ବିଶ୍ୱସନୀୟତାକୁ ହ୍ରାସ…

ପାଟ୍ରୋଲିଂ ବେଳେ ଧରା ପଡ଼ିଲା ଚୋରା ସୁନା ବେପାର, ନଗଦ ଏକ କୋଟି ୨୨ ଲକ୍ଷ ଟଙ୍କା ସହ ୨୦ଟି ସୁନା ବିସ୍କୁଟ ଜବତ

ବ୍ରହ୍ମପୁର: ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଚାଲିଥିଲା ପାଟ୍ରୋଲିଂ । ବେଲେ ଧରା ପଡ଼ିଲା ଚୋରା ସୁନା ଚାଲାଣ । ବ୍ରହ୍ମପୁର ସହରରେ ଘଟିଛି ଏଭଳି କିଛି ଘଟଣା । ମଙ୍ଗଳବାର ଅପରାହ୍ଣରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ହୃଦୟାନନ୍ଦ ସାମନ୍ତ ଏବଂ ତାଙ୍କ ଟିମ୍ ଲାଞ୍ଜିପଲ୍ଲୀ ବାଇପାସ୍…

କରୋନା ପରେ ଚୀନରେ ଚିହ୍ନଟ ହେଲେ ଆଉ ଏକ ନୂଆ ଭାଇରସ !

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ଏବେ ଆଉ ଏକ ନୂଆ ଭାଇରାସ ବା ଭୂତାଣୁ ବିଶ୍ୱକୁ ଟେନସେନ ଦେଇପାରେ। ବୈଜ୍ଞାନିକମାନେ ପୁଣି ଥରେ ଏକ ନୂଆ ଭାଇରସ ପାଇଛନ୍ତି, ଯେଉଁଥିପାଇଁ ୩୫ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ବିଶେଷ କଥା ହେଉଛି ଏହି ଭାଇରାସ ଚାଇନାରେ ଦେଖିବାକୁ ମିଳିଛି। ଯେଉଁଠାରେ କରୋନା…

ଅଷ୍ଟମ ଥର ପାଇଁ ଶପଥ ନେବେ ନୀତୀଶ : ତେଜସ୍ୱୀ ଦ୍ୱିତୀୟ ଥର ପାଇଁ ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟରେ ସାମିଲ ହେବେ ୩୫…

ପାଟଣା: ଆଜି ବୁଧବାର ବିହାରରେ ମହାମେଣ୍ଟ ସରକାର ଶପଥ ନେବ । ବିହାରରେ ବିଜେପି-ଜେଡିୟୁ ଏନଡିଏ ସରକାର ଭାଙ୍ଗିବା ପରେ ୨୦୧୫ ଶୈଳୀରେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ଅପରାହ୍ନ ୨ ଟାରେ ନୀତୀଶ କୁମାର ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ…

ସାଧାରଣ ନିର୍ବାଚନ ପୂର୍ବରୁ ଏନଡିଏରୁ ନୀତୀଶ ଓହରିବା ପଛର ଉଦ୍ଦେଶ୍ୟ କ’ଣ ହୋଇପାରେ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିହାରରେ ବଦଳିଛି ରାଜନୈତିକ ସମୀକରଣ। ନୀତୀଶ କୁମାର ପୁଣିଥରେ ପଟ୍ଟ ପରିବର୍ତ୍ତନ କରି ଆରଜେଡି ସହିତ ସରକାର ଗଠନ କରିବାକୁ ଯାଉଛନ୍ତି। ଆସନ୍ତାକାଲି (ବୁଧବାର) ଶପଥ ଗ୍ରହଣ ଉତ୍ସବ ରହିଛି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ନୀତୀଶ କେଉଁ ପରିସ୍ଥିତିରେ ଏପରି…

କେବେ କେବେ ପଟ୍ଟ ପରିବର୍ତ୍ତନ କରିଛନ୍ତି ‘ବିହାରୀ ବାବୁ’, ଜାଣନ୍ତୁ ସଂକ୍ଷେପରେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିଛନ୍ତି। କିନ୍ତୁ ଏପରି ମେଣ୍ଟ ଭାଙ୍ଗିବା ତାଙ୍କ ପାଇଁ କିମ୍ବା ଦେଶର ରାଜନୀତିରେ କିଛି ନୂଆ ନୁହେଁ। ତେବେ ବାରମ୍ବାର ପଟ୍ଟ ପରିବର୍ତ୍ତନ କରି କ୍ଷମତାରେ ରହିଥିବା ଏହି ନେତାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଭିତରେ ଜେଡିୟୁ…

ଲେଖକ ଗଣେଶ୍ବର ମିଶ୍ରଙ୍କ ସ୍ମାରକୀ ବକ୍ତୃତା : ଓଡ଼ିଆ ସିନେମାରୁ ଅପସରି ଗଲାଣି ସାହିତ୍ୟ କହିଲେ ସୂର୍ଯ୍ୟ ଦେଓ

ଭୁବନେଶ୍ବର: ଓଡ଼ିଆ ସାହିତ୍ୟର ବିଶିଷ୍ଟ କଥାକାର, କବି ତଥା ଲେଖକ ଗଣେଶ୍ବର ମିଶ୍ରଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ  ଏକ ସ୍ମୃତିସଭା ଗୀ ମଙ୍ଗଳବାର ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ପ୍ରଦାନ କରି ବରିଷ୍ଠ…

୭୦ ବର୍ଷରେ ମାଆ ହେଲେ ଚନ୍ଦ୍ରାବତୀ

ଅଲଭର: ବିଶ୍ୱାସ ନ ହେଲେ ବି ସତ୍ୟ । ଅତ୍ୟାଧୂନିକ ଚିକିତ୍ସା ବ୍ୟବସ୍ଥା ଏବଂ ବିଶ୍ୱାସ ବଳରେ ରାଜସ୍ଥାନର ଚନ୍ଦ୍ରାବତୀ ୭୦ ବର୍ଷ ବୟସରେ ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଗୋପୀଚାନ୍ଦ (୭୫ ବର୍ଷ)ଏବଂ ଚନ୍ଦ୍ରାବତୀ ୫୪ ବର୍ଷ ତଳେ ବିବାହ କରିଥିଲେ । ଗୋପୀଚାନ୍ଦ ଜଣେ ପୂର୍ବତନ ସୈନିକ…

ୟୁଏସ ଓପନ ପରେ ଟେନିସକୁ ଅଲବିଦା କହିବେ ସେରେନା

ନ୍ୟୁୟର୍କ: ଟେନିସକୁ ଅଲବିଦା କହିବାକୁ ଯାଉଛନ୍ତି ବିଶ୍ୱର ମହାନ ମହିଳା ଟେନିସ ଖେଳାଳି ସେରେନା ୱିଲିୟମ୍ସ । ଆମେରିକାର ଏହି ୪୦ ବର୍ଷୀୟା ଷ୍ଟାର ଖେଳାଳି ୟୁଏସ ଓପନ ପରେ ଟେନିସରୁ ଅବସର ନେବେ ବୋଲି ପ୍ରଶଂସକଙ୍କୁ ଜଣାଇଛନ୍ତି । ଅଗଷ୍ଟ ୨୯ରୁ ୟୁଏସ ଓପନ ଆରମ୍ଭ ହେବ । ଭୋଗ୍ୟୁ ପତ୍ରିକାରେ…