Latest Odisha News

BREAKING NEWS

Browsing Category

ଫିଚର

ବୁମରାହ ହେଲେ ଭାରତର ୩୬ତମ ଟେଷ୍ଟ ଅଧିନାୟକ

ବର୍ମିଂହାମ: ପେସ ବୋଲର ଯଶପ୍ରୀତ ବୁମରାହଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ରିଷଭ ପନ୍ତ ଉପଅଧିନାୟକ ଦାୟିତ୍ୱ ତୁଲାଇବେ । ଜୁଲାଇ ୧ରୁ ଏହି ଏକମାତ୍ର ଟେଷ୍ଟଟି ଖେଳାଯିବ । ବୁମରାହ ଆନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ଭାରତର ୩୬ତମ…

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ । ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ତାଙ୍କୁ ଶପଥପାଠ କରାଇଛନ୍ତି । ବାଲାସାହେବ ଠାକରେଙ୍କ ନାମ ନେଇ ମୁଖ୍ୟମନ୍ତ୍ରୀ ଭାବେ  ଶପଥ ନେଇଛନ୍ତି  ସିନ୍ଦେ ।  ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ…

ମହାରାଷ୍ଟ୍ରର ନୂଆ ଚାଣକ୍ୟ :ଦେବେନ୍ଦ୍ର ଫଡନାଭିସ ହେଲେ ଉପ-ମୁଖ୍ୟମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ:   ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।  ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଦେବେନ୍ଦ୍ରଙ୍କ ସହ ଆଲୋଚନା କରିବା ପରେ ଦେବେନ୍ଦ୍ର ମନ ବଳାଇଥିଲେ । ପୂର୍ବରୁ ଦେବେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହେବେନାହିଁ…

୪୦ ଟଙ୍କିକିଆ ଔଷଧରେ ଚିକିତ୍ସିତ ହେଉଛନ୍ତି ଧୋନୀ

ରାଂଚୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଚିକିତ୍ସା ଏବେ ଚର୍ଚ୍ଚାର କାରଣ ସାଜିଛି । ଧୋନୀ ଏବେ କିଛି ଦିନ ହେବ ଆଣ୍ଠୁ ସମସ୍ୟାରେ ପୀଡିତ । ସେ ଏହାର ଚିକିତ୍ସା ବଡ ଡାକ୍ତରଖାନା ଓ ଚିକିତ୍ସକଙ୍କ ପାଖରେ କରିବା ବଦଳରେ ରାଂଚୀର ଜଙ୍ଗଲକୁ ଦୌଡୁଛନ୍ତି । ଆଜ୍ଞା…

ବିଚାର ବିଭାଗୀୟ ହାଜତକୁ ଗଲେ ଠକେଇ ଅଭିଯୋଗରେ ଗିରଫ ଘରୋଇ ନ୍ୟୁଜ୍ ଚ୍ୟାନେଲ୍ ସମ୍ପାଦକ

ଭୁବନେଶ୍ୱର: ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(EOW) ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛି । ଗିରଫ ପରେ ଅର୍ଦ୍ଧେନ୍ଦୁଙ୍କୁ ଇଓଡବ୍ଲୁ କୋର୍ଟ ଚାଲାଣ କରିଥିଲା । ଜାମିନ୍ ନାମଞ୍ଜୁର ହେବାରୁ କୋର୍ଟ ଜୁଲାଇ ୧୩ ପର୍ଯ୍ୟନ୍ତ…

‘ସୁଶ୍ରୁତ- ଦ ହେଲଥ୍ କନକ୍ଲେଭ : ମହାମାରୀ ସହ ଲଢ଼େଇ କରିବାକୁ ହେବ; ଡୋଷ୍ଟାରିଲିମାବ ଆଶା ହୋଇପାରିବ

ଭୁବନେଶ୍ୱର: ଅଗ୍ରଣୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ‘ଓଡ଼ିଶା ବାଇଟ୍ସ ଏବଂ ଓଡ଼ିଶା ସମ୍ବାଦ’ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି ‘ସୁଶ୍ରୁତ : ଦ ହେଲଥ୍ କନକ୍ଲେଭ’ । ଗୁରୁବାର ସ୍ଥାନୀୟ ମେ ଫେୟାର କନଭେନସନ ଠାରେ ଏହି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି ।…

ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ବାଇ:  ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ଆଜି ସଂଧ୍ୟା 7ଟାରେ ଶପଥ ଗ୍ରହଣ କରିବେ ଏକନାଥ । ଆଜି କେବଳ ଏକା ସେ ଶପଥ ନେବେ ବୋଲି କହିଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ । https://twitter.com/ANI/status/1542464779222405120 ଶିବସେନାର…

ପୁଣି ଚର୍ଚ୍ଚାରେ ବ୍ୟାଡମିଂଟନ ଖେଳାଳି ସୟେଦ ମୋଦୀଙ୍କ ହତ୍ୟାକାଣ୍ଡ

ଲକ୍ଷ୍ନୌ: ଭାରତର ପ୍ରତିଷ୍ଠିତ ଓ ଲୋକପ୍ରିୟ ବ୍ୟାଡମିଂଟନ ଖେଳାଳି ସୟେଦ ମୋଦିଙ୍କ ହତ୍ୟାକାଣ୍ଡ ଏବେ ପୁନର୍ବାର ଚର୍ଚ୍ଚାର କାରଣ ସାଜିଛି । ବୁଧବାର ହତ୍ୟା ଅଭିଯୁକ୍ତ ଭାଗୱତୀ ସିଂଙ୍କ ଆଜୀବନ ସଜ୍ଜା ବିରୋଧରେ କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ବିଚାରପତି ରମେଶ ସିହ୍ନା…

ଉଦୟପୁର ଯିବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉଦୟପୁରରେ ତଣ୍ଟିକାଟି ହତ୍ୟାକାଣ୍ଡ ଘଟଣାରେ ସାରା ଦେଶରେ ପ୍ରତିବାଦର ସ୍ବର ଉଠିଛି । ସମସ୍ତେ ଏହି ଘଟଣାକୁ ନିନ୍ଦା କରିବା ସହ ଏହା ବିରୋଧରେ ରାଜସ୍ଥାନ ସରକାର କଠୋର ଦଣ୍ଡ ଅପରାଧୀଙ୍କୁ ଦିଅନ୍ତୁ ବୋଲି ଦାବି ହେଉଛି । ଏପରିକି ରାଜ୍ୟ ସରକାର ତୁଷ୍ଟିକରଣ…

ବିଲ୍ଡର ଘର ଦେଖି ପୋଲିସ ଡରିଲା, ଘରେ ନ ପଶି ଘର ବାହାରୁ ଫେରିଲା

ଭୁବନେଶ୍ୱର: ଯୌତୁକ ସାମଗ୍ରୀ ସିଜ କରିବାକୁ ଯାଇ ପୋଲିସ ହେଲା ଅପଦସ୍ତ। ବିଲ୍ଡର ଘର ଦେଖି ଭୟରେ ଫେରିଲା ଖାଲି ହାତରେ ! ଘରେ ପଶିବା ତ ଦୂରର କଥା ଘରର ଗେଟ ଖୋଲିବାକୁ ସାହାସ କଲାନି। ଏମିତି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ସୂର୍ଯ୍ୟନଗରରେ ଥିବା ବିଲ୍ଡର ପ୍ରିୟବ୍ରତ ମିଶ୍ରଙ୍କ ଘର…