Latest Odisha News

BREAKING NEWS

Browsing Category

ଫିଚର

ରଥଯାତ୍ରା ଦେଖିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ  ଆଜି ରଥଯାତ୍ରା ଦେଖୁଛନ୍ତି  ।   ପୁରୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କୁ ରଥରେ ଦର୍ଶନ କରିଛନ୍ତି । ମୁଖଞମନ୍ତ୍ରୀ ପ୍ରଥମେ ପରିକ୍ରମା ମାର୍ଗ ବୁଲି ଦେଖିଛନ୍ତି ।  । https://www.youtube.com/watch?v=FC7IceAS8-s

LIVE ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା

ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା।  ନିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କ ସମସ୍ତ ରୀତିନୀତି  ଆରମ୍ଭ ହୋଇଛି  । https://twitter.com/ani_digital/status/1542726562344501248 ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଶ୍ରୀଜିଉ।…

ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ

ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ ଘଟିଛି । ଆଜି ସକାଳେ ମହାପ୍ରଭୁଙ୍କ ରଥଯାତ୍ରା ଖବର ସଂଗ୍ରହ ପାଇଁ ଯାଉଥିବା ବେଳେ  ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ ହୋଇଛି । ଏନେଇ ସାମ୍ବାଦିକ ଜଗତରେ ଶୋକପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ବି ଗଭୀର…

ଛାତ୍ରୀଙ୍କୁ ଅସଦଚାରଣ ଅଭିଯୋଗରେ ବିଶ୍ୱବିଦ୍ୟାଳୟର ପ୍ରଫେସର ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗର ଛାତ୍ରୀଙ୍କୁ ଅସଦାଚରଣ କରିଥିବା ମାମଲାରେ ଓଡ଼ିଆ ବିଭାଗର ପ୍ରଫେସର ସଦାନନ୍ଦ ନାୟକଙ୍କୁ ଗୋପାଳପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ ଗତ ମେ’ ୨୧ତାରିଖ ଦିନ ଯାଜପୁର ଜିଲ୍ଲା…

ଜୁଲାଇ ୧୮ ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଗୁରୁବାର ଲୋକସଭା ସଚିବାଳୟ ଦ୍ୱାରା ଏକ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ କୁହାଯାଇଛି ଯେ ଚଳିତ ବର୍ଷର ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୮ ରୁ ଆରମ୍ଭ ହେବ। ସଂସଦର ଉଭୟ ଗୃହ ଜୁଲାଇ ୧୮ରୁ ଆରମ୍ଭ ହେବ ଏବଂ ଅଗଷ୍ଟ ୧୩ ରେ ଶେଷ ହେବ । ମୌସୁମୀ ସାଧାରଣତଃ ଜୁଲାଇର ତୃତୀୟ…

ନୂଆ ସରକାର ଗଠନ ପରେ ଏନସିପି ସୁପ୍ରିମୋଙ୍କୁ ଆୟକର ବିଭାଗର ନୋଟିସ୍

ମୁମ୍ବାଇ: ମହାରାଷ୍ଟ୍ର ଆରମ୍ଭ ହେବ କି ପ୍ରତିଶୋଧ ରାଜନୀତି ? ରାଜ୍ୟରେ ଶିବସେନାରେ ବିଦ୍ରୋହ ଭିତରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଇଡି ନୋଟିସ କରି ହାଜର ହେବାକୁ କହିଥିଲା। ଏହି ସମୟରେ ମନ୍ତ୍ରୀଥିବା ଅନୀଲ ପରବ ଇଡିରେ ହାଜର ହୋଇ ବେଆଇନ କାରବାର ସଂପର୍କିତ ମାମଲାର ଉତ୍ତର…

ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ ନୂଆ ବିଲଡିଂର ଲୋକାର୍ପଣ

ଖୋର୍ଦ୍ଧା : ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ ନୂଆ ବିଲଡିଂର ଲୋକାର୍ପଣ ।   କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରିବା ଅବସରରେ  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ଏହା ସହ …

ରଥ ଯାତ୍ରା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି  ଏମ ଭେଙ୍କୟା ନାଇଡୁ ରଥ ଯାତ୍ରା ଅବସରରେ  ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି  ।  ରଥଯାତ୍ରାର ଶୁଭ ଅବସରରେ ଆମ ଦେଶର ଲୋକମାନଙ୍କୁ ମୁଁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବିବେଚନା କରାଯାଉଥିବା…

କାହିଁକି ମୁଖ୍ୟମନ୍ତ୍ରୀ ହେଲେନି ଫଡନାଭିସ

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପିର ସବୁଠୁ ଅଧିକ ବିଧାୟକ ଥିବାବେଳେ ଦେବେନ୍ଦ୍ର ଫଡନାଭିସ କାହିଁକି ମୁଖ୍ୟମନ୍ତ୍ରୀ ହେଲେନି? ଏହି ଚର୍ଚା ଏବେ ସବୁଠି । ସବୁ ସଂଭାବନା ଥିବା ବେଳେ ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ହୋଇନାହାଁନ୍ତି ।  ତେବେ ଉତ୍ତର ଖୋଜିବାକୁ ଗଲେ ଆମକୁ ଗତ ଦୁଇବର୍ଷର ରାଜନୈତିକ…

PSLV-C 53 ସଫଳତା : 3 ଉପଗ୍ରହ କକ୍ଷପଥରେ ସ୍ଥାପିତ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଶ୍ରୀହାରିକୋଟା ଦ୍ୱିତୀୟ ଲଞ୍ଚିଂ ପ୍ୟାଡରୁ ଏକକାଳୀନ ମହାକାଶକୁ 3 ଟି ଉପଗ୍ରହ ଉତକ୍ଷେପଣ କରିଛି ଇସ୍ରୋ । ଏହି ଉତକ୍ଷେପଣ ସଫଳ ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଏହି ତିନୋଟି ଉପଗ୍ରହ ଠିକ୍ ସମୟରେ ମହାକାଶରେ ସେମାନଙ୍କର କକ୍ଷପଥରେ ପହଞ୍ଚି ଥିବା ଇସ୍ରାେ…