Latest Odisha News

BREAKING NEWS

Browsing Category

ଫିଚର

ହେଲମେଟ ଫିତା ଲାଗି ନଥିଲେ ହଜାରେ ଟଙ୍କା ଜରିମନା

ଭୁବନେଶ୍ୱର: ମୋଟର ଯାନ ଆକ୍ଟ- ୨୦୧୯ରେ ଆସିଥିବା ଜରିମନା ନିୟମକୁ ଗ୍ରହଣ କରିବା ସାଧାରଣ ଲୋକଙ୍କ ପକ୍ଷେ ଭାରି କଷ୍ଟକର ହୋଇପଡ଼ିଥିଲା । ଏବେ ସେଥରେ କିଛି ଉନ୍ନତି ଆସିଛି । ପୂର୍ବରୁ ହେଲମେଟ ପିନ୍ଧି ନଥିଲେ ୧ ହଜାର ଟଙ୍କା ଜରିମନା ପାଇଁ ଚାଲାଣ କଟୁଥିଲା । ଏବେ ହେଲମେଟର ସଠିକ୍ ବ୍ୟବହାରକୁ…

[ଦେଖନ୍ତୁ ଭିଡିଓ] ଭଦ୍ରକରୁ ଜବତ ହେଲା ବ୍ରାଉନସୁଗର : ସମ୍ପୃକ୍ତି ନେଇ ୩ ଅଭିଯୁକ୍ତ ଗିରଫ

ଭଦ୍ରକ : ଭଦ୍ରକରୁ ଜବତ ହେଲା ବ୍ରାଉନ ସୁଗର। ଏଥିରେ ସମ୍ପୃକ୍ତି ନେଇ ୩ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି। ଭଦ୍ରକ ଅର୍ଣ୍ଣପାଳ ଛକ ନିକଟରେ ପୁଲିସର କଡାକଡି ଚେକିଂ କରାଯାଉଥିବା ବେଳେ ଏହି ବ୍ରାଉନସୁଗର ଜବତ ହୋଇଛି। ଏକ ବାଇକରେ କିଛି ଯୁବକ ବିନା ହେଲମେଟରେ ଯାଉଥିବା ବେଳ ପୁଲିସ ହାତରେ…

ନବଜୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୧୯୮୮ ରୋଡ୍ ରେଜ୍ ମାମଲାରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ । ସୁପ୍ରିମକୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି । ନବଜୋତ ସିଂହ ସିଦ୍ଧୁ ପଟିଆଲାରେ ପାର୍କିଂକୁ ନେଇ ଜଣେ ବୃଦ୍ଧଙ୍କ ସହ ଝଗଡ଼ା କରିଥିଲେ। ଏହାପରେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ…

ହାତ ପାର୍ଟି ଛାଡିବା ପରେ ପଦ୍ମ ପୋଖରୀରେ ବୁଡ଼ ପକାଇଲେ ସୁନୀଲ ଜାଖର

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୁନୀଲ ଜାଖର ଆଜି ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ସ୍ଥିତ ବିଜେପି ପାର୍ଟି ଅଫିସରେ ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ଦଳରେ ସେ 50 ବର୍ଷ ରହିବା ପରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ…

ବର୍ଷାଙ୍କ ସହ ବିବାଦ ପରେ ଅନୁଭବ ବଖାଣିଲେ ଅନୁଭୂତି, ‘ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିଲି’

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତି ତଥା ଓଲିଓଡ କଳାକାର ମର୍ମାହତ । ନିଜ ପତ୍ନୀଙ୍କ ସହ ବିବାଦ ପରେ ମର୍ମାହତ ହୋଇଛନ୍ତି ଏବଂ ଥରେ ସେ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ ବୋଲି ନିଜର ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି । ଯାହା ତାଙ୍କ ସହ ଘଟିଛି ସେଥିପାଇଁ ସେ ଅନୁତପ୍ତ । ସେ ଓ ତାଙ୍କ…

ତାଜ ହୋଟେଲକୁ ନାନୋ କାରରେ ଆସିଲେ ରତନ ଟାଟା

ମୁମ୍ବାଇ: ଦେଶ ନିର୍ମାଣରେ ସର୍ବାଧିକ ଅବଦାନ ରଖିଥିବା ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ ଶିଳ୍ପପତି ରତନ ଟାଟା । ନିଜର ନମ୍ର ବ୍ୟବହାର ଏବଂ ମିଷ୍ଟଭାଷା ପାଇଁ ସବୁବେଳେ ଲୋକଙ୍କ ପାଖରେ ଗ୍ରହଣୀୟତା ହୋଇପାରୁଥିବା ଏହି ବ୍ୟକ୍ତି ପୁଣିଥରେ ଚର୍ଚ୍ଚାରେ । ଏକ ଭିଡିଓ ଭାଇରାଲ ହୋଇଛି…

ନୂଆ ନିୟମ ଅନୁଯାୟୀ କଂଗ୍ରେସର ପ୍ରମୁଖ ପଦରେ ଥିବା ରଣଦୀପ, ମୁକୁଲ ପଦ ହରାଇବେ !

ନୂଆଦିଲ୍ଲୀ: କଂଗ୍ରେସ ପୁଣିଥରେ ଆଗକୁ ବଢ଼ିବ । ଏହି ଚିନ୍ତାଧାରା ନେଇ ଦଳ ଏବେ ଆମୁଳଚୁଳ ପରିବର୍ତ୍ତନ କରିବ ବୋଲି ସୂଚନା ରହିଛି। ଉଦୟପୁରରେ ଚାଲିଥିବା ଚିନ୍ତନ ଶିବରରେ ଏ  ନେଇ ସ୍ଥିର ହୋଇଛି । ଯେ କୌଣସି ବ୍ୟକ୍ତି ପାଞ୍ଚ ବର୍ଷରୁ ଅଧିକ ସମୟ ଧରି କୌଣସି ପଦବୀରେ ରହିପାରିବେ ନାହିଁ। ଏଭଳି…

ଶ୍ରୀଲଙ୍କାରେ ବିଦେଶୀ ମୁଦ୍ରା ଅଭାବ ଇନ୍ଧନ ସଂକଟର କାରଣ

ଭୁବନେଶ୍ୱର : ପେଟ୍ରୋଲ ବୋଝେଇ ଜାହାଜ ପ୍ରାୟ ଦୁଇମାସ ଧରି ଶ୍ରୀଲଙ୍କା କୂଳରେ ଲାଗିଛି। କିନ୍ତୁ ଏହାର ଦେୟ ଦେବା ପାଇଁ ଶ୍ରୀଲଙ୍କା ନିକଟରେ ବିଦେଶୀ ମୁଦ୍ରା ନାହିଁ। ତେବେ ଦେଶରେ ଡିଜେଲର ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍‌ ଥିବା ସରକାର କହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଶକ୍ତି ମନ୍ତ୍ରୀ…

ବିବାହ ପାଇଁ ଅର୍ଜୁନ ଆଶ୍ଚର୍ଯ୍ଯ

ଭୁବନେଶ୍ୱର : ବଲିଉଡରେ ସବୁଠାରୁ ଅଧିକ ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରୁ ଅର୍ଜୁନ କପୁର ଏବଂ ମଲାଇକା ଏବେ ଆଗରେ। ମଲାଇକା ଏବଂ ଅର୍ଜୁନ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ କରୁଛନ୍ତି। ଉଭୟ ଆନୁଷ୍ଠାନିକ ଭାବରେ ୨୦୧୯ରେ ସେମାନଙ୍କର ସମ୍ପର୍କ ଘୋଷଣା କରିଥିଲେ। ଦୁହେଁ ଖୁବ୍‌ଶୀଘ୍ର ବିବାହ କରିବେ…

ଛାତ୍ର କଂଗ୍ରେସର ମନେ ନାହିଁ ବ୍ରଜରାଜନଗର ବିଧାନସଭା ମତଦାନ ତାରିଖ

ଭୁବନେଶ୍ୱର: ପିଲା ପରୀକ୍ଷା ତାରିଖ କେବେ ଭୁଲନ୍ତି ନାହିଁ । ରାଜନେତା ଏବଂ ରାଜନୈତିକ ଦଳ ଭୁଲନ୍ତି ନାହିଁ କେବେ କେଉଁଠି ଭୋଟ୍ ପଡ଼ିବ । କାରଣ ଏହି ଗୋଟିଏ ଦିନରେ ହିଁ ଲୋକଙ୍କ ମତଦାନ ସାବ୍ୟସ୍ତ କରି ଦେବ ସେମାନେ କ୍ଷମତାରେ ରହିବେ କି ନାହିଁ । ତେବେ ରାଜ୍ୟର ଛାତ୍ର କଂଗ୍ରେସ ଏକ…