Latest Odisha News

BREAKING NEWS

Browsing Category

ଫିଚର

ଜେଲରୁ ବାହାରକୁ ଆସିଲେ ଇନ୍ଦ୍ରାଣୀ

ମୁମ୍ବାଇ: ବହୁ ଚର୍ଚ୍ଚିତ ଶିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁର୍ଖାଜୀ ଦୀର୍ଘ ଦିନ ପରେ ଜେଲ ବାହାରକୁ ଆସିଛନ୍ତି । ସିବିଆଇ ଅଦାଲତ ୨ ଲକ୍ଷ ଟଙ୍କାର ବଣ୍ଡ ବିନିମୟରେ ଜାମିନ ଦେଇଥିଲା । ଏହି ପୂର୍ବତନ ଗଣମାଧ୍ୟମ କାର୍ଯ୍ୟନିର୍ବାହୀ ତାଙ୍କ ଝିଅ ଶିନା ବୋରାଙ୍କୁ ୨୦୧୨ରେ…

ବ୍ରହ୍ମପୁରରେ ନିର୍ମାଣ ହେବ ୨ହଜାର ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ; ବଢ଼ିବ ଭୂତଳ ଜଳ ସ୍ତର

ବ୍ରହ୍ମପୁର: ଗତ କିଛି ବର୍ଷ ହେଲା ବ୍ରହ୍ମପୁର ସହରରେ ଭୂତଳ ଜଳ ସ୍ତର ହ୍ରାସ ପାଇବାରେ ଲାଗିଛି । ଆପାର୍ଟମେଣ୍ଟ ଗୁଡ଼ିକ ମାତ୍ରାଧିକ ଜଳ ଶୋଷୁଥିବା ଏବଂ ପୋଖରୀ ପୋତି ହେବା ଯୋଗୁଁ ଭୂତଳ ଜଳ ସ୍ତର କମିବାରେ ଲାଗିଛି । ଏହି ସମସ୍ୟାର ସମାଧାନ ପାଇଁ ବର୍ଷା ଜଳ ସଂରକ୍ଷଣ ଉପରେ ବିଶେଷଜ୍ଞମାନେ…

[ଦେଖନ୍ତୁ ଭିଡିଓ] ୭ ବର୍ଷ ହେଲା ଶିକୁଳିରେ ବନ୍ଧା ଜୀବନ

ସୁବର୍ଣ୍ଣପୁର  : ଘରର ଏକ ମାତ୍ର ରୋଜଗାରିଆ ପୁଅ । ବୟସ ଅଧା ବି ହୋଇନି । ହେଲେ ଶିକୁଳିରେ ବନ୍ଧା ହୋଇପଡ଼ିରହିଛନ୍ତି । ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୭ବର୍ଷ ହେଲା ଶିକୁଳିରେ ବନ୍ଧା ହୋଇରହିଛନ୍ତି । ଏ ହେଉଛନ୍ତି ସୁବର୍ଣ୍ଣପୁରର ଖାରି ପଂଚାୟତ ଉପରଫବସୀ ଗାଁର କିଶୋର ବିିନ୍ଧାଣୀ। ଅଭାବ…

ପୁନମ ଢ଼ିଲୋଁଙ୍କ ଝିଅ ପଲୋମା, ସନ୍ନୀ ଦେଓଲଙ୍କ ପୁଅ ରାଜବୀରଙ୍କୁ ନେଇ ଫିଲ୍ମ କରିବ ରାଜଶ୍ରୀ ପ୍ରଡକ୍ସନ

ମୁମ୍ବାଇ: ରାଜଶ୍ରୀ ପ୍ରଡକ୍ସନ ସନ୍ନି ଦେଓଲଙ୍କ ପୁତ୍ର ରାଜବୀର ଦେଓଲ ଓ ପୁନମ ଢ଼ିଲୋଁଙ୍କ ଝିଅ ପଲୋମାଙ୍କୁ ନେଇ ଏକ ଫିଲ୍ମ କରିବାକୁ ଯାଉଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏହି ଫିଲ୍ମର ନିର୍ଦ୍ଦେଶନା ସୁରଜ ବଡଜାତ୍ୟାଙ୍କ ପୁତ୍ର ଅବନୀଶ ଦେବେ । ଫିଲ୍ମର ଟାଇଟଲ ଘୋଷଣା କରାଯାଇ ନ…

ଜନ୍ମ ଦିନରେ କେଜିଏଫ ଫେମ ପ୍ରଶାନ୍ତଙ୍କ ଫିଲ୍ମ ସାଇନ କଲେ ଜୁନିୟର ଏନଟିଆର

ମୁମ୍ବାଇ: ଫିଲ୍ମ ପ୍ରେମୀମାନଙ୍କ ପାଇଁ ଖୁସି ଖବର । ଆରଆରଆର ଓ କେଜିଏଫ ଚ୍ୟାପ୍ଟର ୨ ଫିଲ୍ମର ସଫଳତା ପରେ ଜୁନିୟର ଏନଟିଆର ଓ ପ୍ରଶାନ୍ତ ନୀଲ ଏକତ୍ର ହୋଇଛନ୍ତି । ଜୁନିୟର ଏନଟିଆରଙ୍କ ଜନ୍ମ ଦିିବସ ଅବସରରେ ଏହି ଫିଲ୍ମର ଘୋଷଣା କରାଯାଇଥିଲା । ଏନଟିଆର ୩୧ ଲେଖା ସହ ଏହାର ଫାର୍ଷ୍ଟ ଲୁକ ଜାରୀ…

ଓଡିଶାରେ ଡିଜନୀ ଷ୍ଟାର୍ ଲଂଚ କଲା ମନୋରଂଜନ ଟିଭି ଚ୍ୟାନେଲ୍ “ଷ୍ଟାର୍ କିରଣ”

ଭୁବନେଶ୍ୱର: ବିଶ୍ୱର ଅନ୍ୟତମ ବୃହତ ତଥା ମନୋରଂଜନ ଧର୍ମୀ ଟିଭି ନେଟୱାର୍କ ଡିଜନୀ ଷ୍ଟାର୍ । ଏହି ସଂସ୍ଥା ଓଡିଶାରେ ଏଣ୍ଟରଟେନମେଣ୍ଟ ଟିଭି ଚ୍ୟାନେଲ୍ ଷ୍ଟାର୍ କିରଣ ଲଂଚ କରିବା ନେଇ ଗତକାଲି ଘୋଷଣା କରିଥିଲା । ଆସନ୍ତା ମାସ ତଥା ଜୁନ୍ ୬ ତାରିଖଠୁ ଏହି ଟିଭି ଚ୍ୟାନେଲ୍ ଜରିଆରେ ଦର୍ଶକମାନେ…

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ସେମିରେ ସିନ୍ଧୁ

ନୂଆଦିଲ୍ଲୀ: ଥାଇଲାଣ୍ଡ ଓପନ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ । ଶୁକ୍ରବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମୁକାବିଲାରେ ବିଶ୍ୱର ଏକ ନମ୍ବର ଖେଳାଳି ଅକାନେ ୟାମାଗୁଚିଙ୍କୁ ସେ ୨୧-୧୫, ୨୦-୨୨ ଓ ୨୧-୧୩ରେ…

ଆସନ୍ତୁ ଜାଣିବା କେଉଁ ଗ୍ରାମର ସମସ୍ତ ଲୋକଙ୍କ ସାଜ୍ଞା ସମାନ

ଯୋଧପୁର: ରାଜସ୍ଥାନର କରୌଲୀ, ଯୋଧପୁର ଓ ଭୀଲୱାଡା ଗ୍ରାମରେ ସାମ୍ପ୍ରଦାୟିକ ହିଂସା ବେଳେ ଏଠାରେ ଏପରି ଏକ ଗ୍ରାମ ଅଛି ଯାହାକି ସମସ୍ତ ଜାତିର ଲୋକଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିଛି । ଏହି ଗ୍ରାମର ଲୋକମାନେ ନିଜ ନାମ ଆଗରେ କୌଣସି ଜାତିର ସାଜ୍ଞା ଲଗାନ୍ତି ନାହିଁ । ସମସ୍ତଙ୍କ ନାମ ଶେଷରେ…

ଟମାଟୋ ଫ୍ଲୁ ଭୟ: ଖୁବଶୀଘ୍ର ଜାରି ହେବ ନମୁନା ସଂଗ୍ରହ ଗାଇଡଲାଇନ୍

ଭୁବନେଶ୍ବର : ଟମାଟୋ ଫ୍ଲୁକୁ ନେଇ ଆଗୁଆ ସତର୍କ ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।  ଗତକାଲି ଏ ସଂପର୍କରେ ରାଜ୍ୟର ଶିଶୁରୋଗ ବିଶେଜ୍ଞମାନଙ୍କ ସହିତ ବିସ୍ତୃତ ଆଲୋଚନା ପରେ ଜିଲ୍ଲାମାନଙ୍କୁ ଏହି ଆକ୍ରାନ୍ତ ଶିଶୁଙ୍କ ନମୁନା ପଠାଇବାକୁ ନିର୍ଦେଶ ଦିଆଯାଇଛି। ତେବେ କିଭଳି ଢଙ୍ଗରେ ନମୁନା…

ରାଜଧାନୀରେ ପୁଣି ଫୁଟିଲା ବୋମା

ଭୁବନେଶ୍ୱର: ଅଶାନ୍ତ ହୋଇପଡ଼ିଛି ରାଜଧାନୀ । ଭୁବନେଶ୍ୱରରେ ପୁଣି ଫୁଟିଲା ବୋମା । ଗତକାଲି ବିଳମ୍ବିତ ରାତିରେ ପଳାଶୁଣୀ ଜଗନ୍ନାଥ ବିହାରରେ ଥିବା ନିର୍ମାଣାଧୀନ ଆପାର୍ଟମେଣ୍ଟ ଉପରେ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ସେମାନେ ୩ଟି ବୋମା ମାଡ଼ କରିଥିବା ସୂଚନା ମିଳିଛି । ତେବେ ଏଥିରେ କାହାର…