Latest Odisha News

BREAKING NEWS

Browsing Category

ଫିଚର

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା : ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର ହେଲେ ୮ ଅଭିଯୁକ୍ତ

ଭଦ୍ରକ : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର ହେଲେ ଶର୍ମିଷ୍ଠାଙ୍କ ସମେତ ୮ ଅଭିଯୁକ୍ତ । ନିରଞ୍ଜନ ସେଠୀ, ରଞ୍ଜନ ନାୟକ,ଝୁନା ଭୋଇ, ସମେତ ୮ ଜଣ ଅଭିଯୁକ୍ତ ଆଜି ହାଜର ହୋଇଥିଲେ । ପୋଲିସ କୋର୍ଟରେ କାଗଜପତ୍ର କାମ ସବୁ ସାରିବା ପରେ…

୩୦୦ ବର୍ଷ ତଳର ଶିବ ମନ୍ଦିର ଉପରେ ଚଢ଼ିଲା ବୁଲଡୋଜର

ଜୟପୁର: ଜୟପୁରର ଅଲୱାରରେ ୩୦୦ ବର୍ଷ ପୁରୁଣା ଶିବ ମନ୍ଦିର ଉପରେ ଚଢ଼ିଛି ବୁଲଡୋଜର । ଏହାକୁ ନେଇ ସେଠାରେ ଜନସାଧାରଣ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ଘଟଣା ନେଇ କଂଗ୍ରେସ ସରକାରକୁ ଘେରିଛି ବିଜେପି । ଯେଉଁମାନେ ଏଥି ସହିତ ସମ୍ପୃକ୍ତ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି…

ବିବାହ ପରେ ସମୂଦ୍ରକୂଳିଆ ଆପାର୍ଟମେଂଟରେ ରହିବେ ରାହୁଲ-ଆଥିୟା

ମୁମ୍ବାଇ: କ୍ରିକେଟର କେଏଲ ରାହୁଲ ଓ ଅଭିନେତ୍ରୀ ଆଥିୟା ଶେଟ୍ଟୀ ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଂଟ ଭଡାରେ ନେଇଥିବା ରିପୋର୍ଟ ପ୍ରକାଶ ପାଇଛି । ବିବାହ ପରେ ଉଭୟ ଏଠାରେ ରହିବାକୁ ମନ ବଳାଇଛନ୍ତି । ଏହା ସି ଫେସିଂ ଏବଂ ୪ ବିଏଚକେ ଆପାର୍ଟମେଂଟ ଅଟେ । ବିଲ୍ଡିଂରେ ୮ମ ଫ୍ଲୋରରେ ଥିବା…

ଖରା ଛୁଟି ସମୟ ପରିବର୍ତ୍ତନ ନେଇ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଛି, ସ୍ଥିତି ଦେଖି ନିଆଯିବ ନିଷ୍ପତ୍ତି : ବିଦ୍ୟାଳୟ ଓ…

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହା ଭିତରେ ସ୍କୁଲ ଗୁଡିକରେ ଖରାଛୁଟି ଘୋଷଣା ହୋଇଛି । ଏନେଇ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଜୁନ ବଦଳରେ ମେ…

କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ , ଜଳସେଚନ ପ୍ରକଳ୍ପ କାମର ତଦାରଖ କଲେ

କେନ୍ଦୁଝର : କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫ଟି ସଚିବ ଭିକେ ପାଣ୍ଡିଆନ୍ । ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ । ମୁଖ୍ୟତଃ ଦୁଇ ହଜାର ୪ଶହ ୩୮ କୋଟି ଟଙ୍କାରେ ନିର୍ମାଣା ଧିନ କାନପୁର ଜଳ ସେଚନ ପ୍ରକଳ୍ପ ଓ ଅନ୍ୟ…

କଂଗ୍ରେସ ବିଧାୟକ ସାଲୁଜାଙ୍କ ଉପରେ ବର୍ଷିଲେ ଦଳୀୟ ମୁଖପାତ୍ର

ଭୁବନେଶ୍ୱର: କଂଗ୍ରେସ ଦଳରେ ଶୃଙ୍ଖଳା ନାହିଁ । ଯେଉଁଥିପାଇଁ ଦଳରେ କନ୍ଦଳ ଭରି ରହିଛି । ତେଣୁ ଦଳ ଆଗକୁ ବଢି ପାରୁନାହିଁ । ଯଦି ସନ୍ତୋଷ ସିଂହ ଭଳି ବିଧାୟକ ନିଜର ଅସନ୍ତୋଷକୁ ମିଡିଆ ଆଗରେ କହିବା ପରିବର୍ତ୍ତେ ଦଳୀୟ ଫୋରମରେ କହିବେ ତାହେଲେ ଭଲ ହୁଅନ୍ତା । ଏକଥା କହିଛନ୍ତି କଂଗ୍ରେସ…

ବିନା ଡିପିଆରରେ ଐତିହ୍ୟ ପ୍ରକଳ୍ପ କାମ କରିବା ଠିକ୍ ନୁହେଁ: ସଂସଦୀୟ କମିଟି

ପୁରୀ: ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ବିନା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ନିର୍ମାଣ କାମ ଜାରି ରଖିବା ଠିକ୍ ନୁହେଁ । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟ ଅଧୀନରେ ଥିବା ସଂସଦୀୟ କମିଟିର ସଦସ୍ୟ ସାମ୍ଭାଜୀ ରାଜେ ଛତ୍ରପତି ପୁରୀ ଗସ୍ତରେ ଆସି ଏହା କହିଛନ୍ତି ।…

କିମିଆ କଲା ଡ୍ରାଇଭର ପ୍ରେମ, ସ୍ୱାମୀକୁ ହଟାଇବାକୁ ସ୍ତ୍ରୀ ଯୋଗାଡ କରିଥିଲା ସୁପାରି କିଲର

ଭୁବନେଶ୍ୱର: ଅନୈତିକ ସମ୍ପର୍କର ଦୟନୀୟ ଚିତ୍ର। ଫିଟିଛି ଡ୍ରାଇଭର ପ୍ରେମରେ ପାଗଳ ପତ୍ନୀର ହତ୍ୟା ଷଡଯନ୍ତ୍ରର ଗୁମର। ମଞ୍ଚେଶ୍ୱର ରେଲୱେ ଇଞ୍ଜିନିୟରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଡ୍ରାଇଭର ହୋଇଛି ଗିରଫ। ତାଳଚେରର ହାତତୋଟାର‌ ଅଶୋକ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି…

ଓଡ଼ିଶା ଗସ୍ତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ; ବିଶାଖାପାଟଣା-କୋରାପୁଟର ସ୍ପେଶାଲ ପାସେଞ୍ଜର କରିବେ ଉଦଘାଟନ

ଭୁବନେଶ୍ୱର: ଶୁକ୍ରବାର ଓଡ଼ିଶା ଆସୁଛନ୍ତି ରେଳ, କମ୍ୟୁନିକେସନ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବିଭିନ୍ନ ପ୍ରକଳ୍ପ ଉଦଘାଟନ ସହ ସମୀକ୍ଷା କରିବେ ଅଶ୍ୱିନୀ । ବିଶାଖାପାଟଣା-କୋରାପୁଟ ଦୈନିକ ପାସେଞ୍ଜର ଉଦଘାଟନ କରିବେ । ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପର ସମୀକ୍ଷା କରିବେ । ଏହା…

ଏପ୍ରିଲ ୨୪ରୁ ରାଜ୍ୟରେ ବଢ଼ିବ ଗରମ

ଭୁବେନେଶ୍ୱର : ଏପ୍ରିଲ୍ ୨୪ ତାରିଖ ପରେ ରାଜ୍ୟରେ ବଢ଼ିବ ଖରା । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ତାତି ୪୩ ଡିଗ୍ରୀରୁ ୪୬ ଡିଗ୍ରୀ ସେଲ୍‌ସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଥିବା ବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍ ଉପରେ ରହିବାର ଆଶଙ୍କା କରାଯାଉଛି ।…