Latest Odisha News

BREAKING NEWS

Browsing Category

ଫିଚର

ଚାପୁଡା କାଣ୍ଡ ପରେ ଅଲଗା ହେବେ କି ୱିଲ ସ୍ମିଥ ଓ ଜେଡା !

ନୂଆଦିଲ୍ଲୀ: ହଲିଉଡରୁ ଏକ ଅବିଶ୍ୱସନୀୟ ଖବର ସମ୍ମୁଖକୁ ଆସିଛି । ୱିଲ ସ୍ମିଥ ଏବଂ ଜେଡା ପିଂକେଟ ପରସ୍ପରକୁ ଛାଡପତ୍ର ଦେବା ପାଇଁ ଚିନ୍ତା କରୁଛନ୍ତି ବୋଲି ଦି ନ୍ୟୁଜ ଇଂଟରନ୍ୟାଶନାଲର ଖବର ପ୍ରକାଶ ପାଇଛି । ଓସ୍କାର ପୁରସ୍କାର ବିତରଣ କାର୍ଯ୍ୟକ୍ରମର ଚାପୁଡା କାଣ୍ଡ ଯୋଗୁ ଏହି ତିକ୍ତତା…

[ଭିଡିଓ] ପୋଲିସ କବଜାରେ କଟୁରୀ ଗ୍ୟାଙ୍ଗ, ୫ ଗିରଫ

ଭୁବନେଶ୍ୱର : ରାଜଧାନୀରେ କ୍ରିମିିନାଲ ମାନଙ୍କ ଆତଙ୍କ ବଢିବାରେ ଲାଗିଛି । କମ୍ପିଟେଟିଭ୍ ଛାତ୍ର ଏବେ ପାଲଟିଛନ୍ତି ହାର୍ଡକୋର କ୍ରିମିନାଲ । କଟୁରୀ ଗ୍ୟାଙ୍ଗ ସହ ମିଶି ଭୁବନେଶ୍ୱରରେ ଲୋକଙ୍କୁ ଲୁଟୁଛନ୍ତି ଛାତ୍ର । ଆଉ ଏହି ଗ୍ୟାଙ୍ଗର ୫ ଜଣଙ୍କୁ ଧରିଛି କମିଶନରେଟ ପୋଲିସ । ଜଣେ ନାବାଳକ ସହ…

ଆସନ୍ତୁ ଜାଣିବା କାଠରେ କେଉଁଠାରେ ତିଆରି ହେବ ସବୁଠାରୁ ବଡ ବିଲ୍ଡିଂ

ଜ୍ୟୁରିକ:ସୁଇଜରଲାଣ୍ଡର ୱିଂଟରଥୁର ସହରରେ ନିର୍ମିତ ହେବାକୁ ଯାଉଛି କାଠର ସବୁଠାରୁ ବଡ ବିଲ୍ଡିଂ । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ଏଥିରେ କୌଣସି ପ୍ରକାରର ସିମେଂଟ, ପଥର କିମ୍ବା ବାଲି ବ୍ୟବହାର କରାଯିବ ନାହିଁ । ୩୨୮ ଫୁଟ ଉଚ୍ଚତା ବିଶିଷ୍ଟ ଏହି ବିଲ୍ଡିଂରେ କେବଳ କାଠ ବ୍ୟବହାର କରାଯିବ ।…

ବିବାହ କଲେ ଆତ୍ମସମର୍ପିତ ମାଓ ପ୍ରେମୀ ଯୁଗଳ

ଭବାନିପାଟଣା: ମାଓବାଦ ରାସ୍ତା ଛାଡ଼ି ମୁଖ୍ୟସ୍ରୋତକୁ ଫେରିଥିବା ପ୍ରେମୀ ଯୁଗଳଙ୍କୁ ବାହା କରାଇଛି କଳାହାଣ୍ଡି ପୋଲିସ । ୨୦୧୬ରେ ଆତ୍ମସମର୍ପଣ କରିଥିବା କଲମଦେଇ ଏବଂ ୨୦୨୦ରେ ମାଓବାଦ ରାସ୍ତା ଛାଡ଼ିଥିବା ରାମଦାସ ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଶୁକ୍ରବାର ଭବାନିପାଟଣା…

ରିଲିଜ ହେଲା ସାହିଦ କପୁରଙ୍କ ଫିଲ୍ମ ‘ଜର୍ସି’

ମୁମ୍ବାଇ : ସାହିଦ କପୁରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ଜର୍ସି' ଆଜି ରିଲିଜ ହୋଇଛି । ବଲିଉଡ ଆକ୍ଟର ସାହିଦ କପୁର ନିଜ ଫିଲ୍ମ 'ଜର୍ସି' ରିଲିଜକୁ ନେଇ ବହୁ ଦିନ ହେଲେ ଅପେକ୍ଷା କରିଥିଲେ ।ହେଲେ ଆଜି ପ୍ରତୀକ୍ଷାର ଅନ୍ତ ଘଟିଛି । କରୋନା କଟକଣା କାରଣରୁ ଏହି ଫିଲ୍ମ ରିଲିଜ ହୋଇପାରିନଥିଲା ।…

ରାଜସ୍ଥାନ ବିପକ୍ଷ ମ୍ୟାଚରେ ଷ୍ଟାଡିୟମରେ ରହିବେନି ଦିଲ୍ଲୀ କୋଚ

ମୁମ୍ବାଇ: ଚଳିତ ଆଇପିଏଲରେ ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ । ତେବେ ଏହି ମ୍ୟାଚରେ ଦିଲ୍ଲୀ କୋଚ ରିକି ପୋଟିଂ ଷ୍ଟାଡିୟମରେ ରହିବେ ନାହିଁ । ଏହାର କାରଣ ହେଲା ତାଙ୍କର ଜଣେ ପରିବାର ସଦସ୍ୟ କରୋନା ସଂକ୍ରମିତ ହୋଇଥିବାରୁ ଏହି ପଦକ୍ଷେପ ଗ୍ରହଣ…

କର୍ଣ୍ଣାଟକରେ ହିଜାବ ପାଇଁ ପରୀକ୍ଷାରୁ ବଞ୍ଚିତ ହେଲେ ଦୁଇ ଛାତ୍ରୀ

ଉଡୁପି: କଲେଜ କୁ ହିଜାବ ପିନ୍ଧି ଯିବାରୁ ଦୁଇ ଛାତ୍ରୀଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯାଇଛି । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଦ୍ୱାଦଶ ଶ୍ରେଣୀ ଫାଇନାଲ ପରୀକ୍ଷାରେ ବିଦ୍ୟୋଦୟ ପିୟୁ କଲେଜରୁ ଆଲିଆ ଅସଦି ଓ ରେଶମଙ୍କୁ ପରୀକ୍ଷା ହଲ ଭିତରକୁ ପ୍ରବେଶ ମିଳିନି । କର୍ଣ୍ଣାଟକ ହାଇକୋର୍ଟ ହିଜାବ…

ଉମର ଖାଲିଦଙ୍କୁ ତାଗିଦ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ଜେଏନୟୁର ପୂର୍ବତନ ଛାତ୍ର ନେତା ଉମର ଖାଲିଦଙ୍କୁ ଆଜି ଦିଲ୍ଲୀ ହାଇକୋର୍ଟ ତାଗିଦ କରିଛନ୍ତି ।  ୨୦୨୦ରେ ସିଏଏ/ଏନଆରସିକୁ ନେଇ ଖାଲିଦ ଉତେଜନାପୂର୍ଣ୍ଣ ଭାଷଣ ଦେବା ପରିପ୍ରେକ୍ଷୀରେ କୋର୍ଟ ଏହା କହିଛନ୍ତି । ଆପଣ ବାରମ୍ବାର ପୂର୍ବପୂରୁଷ ଇଂଗ୍ରେଜଙ୍କ ଗୋଲାମୀ କରୁଥିଲେ ବୋଲି…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ୭ ଦିନ ପାଇଁ ଆନ୍ତରୀଣ ଜାମିନ ଦେଲେ ହାଇକୋର୍ଟ

କଟକ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ । ୭ ଦିନ ପାଇଁ ଜାମିମ ମଞ୍ଜୁର କଲେ ହାଇକୋର୍ଟ । ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଜାମିନ ମିଳିଛି ।୭ ଦିନ ପରେ ପୁଣି ଅଦାଲତରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସୂଚନା ଅନୁସାରେ ବାଣପୁର…

[ଭିଡିଓ] ମାଲକାନଗିରି –ଭଦ୍ରାଚଲମ୍ ରେଳ ଲାଇନ ପ୍ରକଳ୍ପ ଅଗ୍ରଗତି ସମ୍ବଦ୍ଧରେ ସମୀକ୍ଷା କଲେ କେନ୍ଦ୍ର ରେଳମନ୍ତ୍ରୀ…

ମାଲକାନଗିରି : କେନ୍ଦ୍ର ରେଳବାଇ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ମାଲକାନଗିରି ଗସ୍ତରେ ଯାଇଛନ୍ତି । ମାଲକାନଗିରି ଗସ୍ତ ସମୟରେ ରେଳବାଇ ଅଧିକାରୀ ଏବଂ ସ୍ଥାନୀୟ ଜନ ପ୍ରତିନିଧିମାନଙ୍କ ସହିତ ପ୍ରସ୍ତାବିତ ମାଲକାନଗିରି -ଭଦ୍ରାଚଳମ୍ ରେଳ ଲାଇନ…