Latest Odisha News

BREAKING NEWS

Browsing Category

ଫିଚର

ବିହାରରେ ନାବାଳିକା ହତ୍ୟା; ୧୩ ବର୍ଷ ପରେ ୭ ମହିଳାଙ୍କୁ ଆଜୀବନ କାରାଦଣ୍ଡ

ଦରଭଙ୍ଗା: ବୁଧବାର ଦରଭଙ୍ଗା ଜିଲ୍ଲା କୋର୍ଟ ଏକ ଐତିହାସିକ ରାୟ ଶୁଣାଣି କରିଛନ୍ତି । ଜଣେ ୧୦ ବର୍ଷୀୟା ନାବାଳିକା ହତ୍ୟା ମାମଲାରେ ୧୩ ବର୍ଷ ପରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସମସ୍ତ ସାତ ଜଣ ଅଭିଯୁକ୍ତ ହେଉଛନ୍ତି ମହିଳା । ଆଜକୁ ୧୩ ବର୍ଷ ପୂର୍ବେ ଏକ ଜମିଜମା ଗଣ୍ଡଗୋଳରେ…

ଶାହାରୁଖ ଅଭିନୀତ ହିରାନୀଙ୍କ ଆଗାମୀ ଫିଲ୍ମର ନାମ ଡଙ୍କି !

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ତାଙ୍କ ଆଗାମୀ ଫିଲ୍ମ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ରାଜକୁମାର ହିରାନୀଙ୍କ ଏହି ଫିଲ୍ମ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର କାରଣ ସାଜିଛି । ରିପୋର୍ଟ ମୁତାବକ ଏହି ଫିଲ୍ମର ନାମ ଡଙ୍କି ରଖାଯାଇଛି । ତେବେ ଏ ନେଇ ମେକର୍ସ କିମ୍ବା…

ବୁଲ ଡୋଜରକୁ ବିଜେପି ଦଳୀୟ ଚିହ୍ନ କରିଦେବା ଦରକାର: ଅଖିଳେଶ ଯାଦବ

ନୂଆଦିଲ୍ଲୀ: ବିଜେପି ତାର ଦଳୀୟ ଚିହ୍ନ ବୁଲ୍ ଡୋଜର କରି ଦେବା ଉଚିତ୍ । ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ବିଜେପିକୁ ଏଭଳି ସମାଲୋଚନା କରିଛନ୍ତି । ବୁଧବାର ଜାହାଙ୍ଗିରପୁରୀ ଅଞ୍ଚଳରେ ବେଆଇ ନିର୍ମାଣ ଭଙ୍ଗା ଘଟଣାକୁ ନେଇ ଅଖିଳେଶ ଏଭଳି ମନ୍ତବ୍ୟ ଟ୍ୱିଟରରେ ରଖିଛନ୍ତି । ହନୁମାନ…

ଭୁଲରେ କଚରା ଗାଡିରେ ପକାଇ ଦେଲେ ସ୍ୱର୍ଣ୍ଣ ଆଭୂଷଣ ଆସନ୍ତୁ ଜାଣିବା ଏହା ପରେ କଣ ହେଲା

ଫିରୋଜାବାଦ: ଆଗ୍ରାରେ ଦୁଇ ଭଉଣୀଙ୍କ ସାମାନ୍ୟ ଭୁଲ ଯୋଗୁ ଲକ୍ଷ ଲକ୍ଷ ଟଙ୍କାର ସ୍ୱର୍ଣ୍ଣ ଆଭୂଷଣ ହାତରୁ ଏକପ୍ରକାର ଯାଇଥିଲା । ତେବେ ସେମାନଙ୍କ ଦୃଢ଼ ବିଶ୍ୱାସ ଓ କଠିନ ପରିଶ୍ରମ ଯୋଗୁ ଶେଷରେ ଏହାକୁ ଫେରି ପାଇଥିଲେ । ଘଟଣାଟି ଏହିପରି ଫିରୋଜାବାଦର ଏକ ଭଡା ଘରେ ରୁଚି ଓ ଅନୁଷ୍କା ଯାଦବ…

ମୋବାଇଲ ଫୋନ ଯୋଗୁ ୟୁକ୍ରେନ ସୈନିକଙ୍କ ବଂଚିଲା ଜୀବନ

କୀଭ: ମୋବାଇଲ ଫୋନ ଯୋଗୁ ୟୁକ୍ରେନ ସେନାର ଜଣେ ସୈନିକଙ୍କ ଜୀବନ ବଂଚି ଯାଇଛି । ରୁଷ ସେନା ପକ୍ଷରୁ ଘନ ଘନ ଗୁଳିମାଡ କରାଯାଉଥିବା ବେଳେ ହଠାତ ଗୋଟିଏ ଗୁଳି ଆସି ସୈନିକଙ୍କ ଛାତିରେ ବାଜିଲା । ତେବେ ଏହି ଗୁଳିଟି ମୋବାଇଲରେ ବାଜିବାରୁ ସେ ବଂଚି ଯାଇଥିଲେ । ୭.୬୨ ସେଂଟିମିଟରର ଏହି ଗୁଳି…

ପୁରୁଣା ପେନସନ ଆନ୍ଦୋଳନର ପ୍ରଚାର ଓ ପ୍ରସାର ନିମନ୍ତେ ବିଜୟ ମଲ୍ଲ ରାଜ୍ୟ ଆବାହକ ଭାବେ ନିଯୁକ୍ତ

ଭୁବନେଶ୍ୱର : ବିଜୟ ମଲ୍ଲ ହେଲେ ଏନଏମଓପିଏସର ରାଜ୍ୟ ଆବାହକ । ପୁରୁଣା ପେନସନ ଯୋଜନା ପାଇଁ ଜାତୀୟ ଆନ୍ଦୋଳନ ତରଫରୁ ଓଡିଶାରେ ପୁରୁଣା ପେନସନ ଆନ୍ଦୋଳନର ପ୍ରଚାର ଓ ପ୍ରସାର କରିବା ପାଇଁ ବିଜୟ ମଲ୍ଲଙ୍କୁ ରାଜ୍ୟ ଆବାହକ ଭାବେ ନିଯୁକ୍ତ କରାଯାଇଛି । ସେହପରି ଇଫତେଖାର ଅହମ୍ମଦଙ୍କୁ ରାଜ୍ୟ…

ଟି୨୦ ବିଶ୍ୱକପ ପରେ ବିବାହ କରିବେ ରାହୁଲ-ଆଥିୟା !

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି କେଏଲ ରାହୁଲ ଓ ବଲିଉଡ ଅଭିନେତ୍ରୀ ଆଥିୟା ଶେଟ୍ଟୀ ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ଅକ୍ଟୋବରରେ ହେବାକୁ ଥିବା ଟି୨୦ ବିଶ୍ୱକପ ପରେ ସେମାନେ ବିବାହ କରିବେ । ସୁନୀଲ ସେଟ୍ଟୀ ଏବଂ ତାଙ୍କ ସମ୍ପୂର୍ଣ୍ଣ…

କ୍ରିମିନାଲ ପ୍ରୋସିଜର ଆକ୍ଟ-୨୦୨୨ ବିରୋଧରେ ଜନସ୍ୱାର୍ଥ ମାମଲା: ଉଚ୍ଛେଦ କରିବାକୁ ଅନୁରୋଧ

ନୂଆଦିଲ୍ଲୀ: ସୋମବାର ରାଷ୍ଟ୍ରପତିଙ୍କ ଅନୁମୋଦିତ କ୍ରମିନାଲ ପ୍ରୋସିଜର ଆଇନ୍-୨୦୨୨କୁ ନେଇ ଦିଲ୍ଲୀ ହାଇକୋର୍ଟରେ ହୋଇଛି ଜନସ୍ୱାର୍ଥ ମାମଲା । ବରିଷ୍ଠ ଓକିଲ ଯଶୱନ୍ତ ସିଂ, ହର୍ଷିତ ଆନନ୍ଦ ଏବଂ ଅମନ ନକବ୍ୱି ଏହି ପିଟିସନ ବୁଧବାର ହାଇକୋର୍ଟରେ ଦାଖଲ କରିଛନ୍ତି । ଗତ ବଜେଟ୍ ଅଧିବେଶନରେ ଏହି…

୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା ,୧୩ ଜିଲ୍ଲାରେ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଗରମରୁ ମିଳିବ ଆଶ୍ୱସ୍ତି । ଆସନ୍ତା ୨୪ ଘଣ୍ଟା ଭିତରେ କିଛି ଜିଲ୍ଲାରେ କାଳ ବୈଶୀଖୀ ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସମ୍ବଲପୁର,ସୁନ୍ଦରଗଡ, ଦେଓଗଡ,ଅନୁଗଳ , ଢେଙ୍କାନାଳ, କେନ୍ଦୁଝର,…

ଡେପୁଟି ରେଞ୍ଜରଙ୍କ ସନ୍ଦେହଜନକ ମୃତ୍ୟୁ ,ପୋଲିସର ଛାନଭିନ ଜାରି

ରାୟଗଡା : ଡେପୁଟି ରେଞ୍ଜରଙ୍କ ସନ୍ଦେହ ଜନକ ମୃତ୍ୟୁ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବନାଞ୍ଚଳରେ କାର୍ଯ୍ୟରତ ଡେପୁଟି ରେଞ୍ଜର ଜଗମୋହନ ଭୋଇଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । ଡେପୁଟି ରେଞ୍ଜରଙ୍କ ସରକାରୀ ବାସ ଭବନରୁ ତାଙ୍କ ମୃତ ଦେହ ଜବତ କରିଛି ପୋଲିସ । ଘଟଣା ସ୍ଥଳରେ…