Latest Odisha News

BREAKING NEWS

Browsing Category

ଫିଚର

ଆଜିଠୁ ଲାଗୁ ହେଲା ଓମଫେଡ କ୍ଷୀରର ବର୍ଦ୍ଧିତ ଦର , ଲିଟର ପିଛା ୨ଟଙ୍କା ବୃଦ୍ଧି

 ଭୁବନେଶ୍ୱର : ଆଜିଠୁ ଲାଗୁ ହେଲା ଓମଫେଡ କ୍ଷୀରର ବର୍ଦ୍ଧିତ ଦର । ଓମଫେଡ କ୍ଷୀରର ଦର ବଢିଛି । ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି କମ୍ପାନୀ । ଚାଷୀଙ୍କ ଲାଭକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଓମଫେଡ ଗୋଲ୍ଡ ମୂଲ୍ୟ ୫ମିଲି ଲିଟିର ପ୍ରତି ୨୪ ଟଙ୍କା ଏବଂ ଓମଫେଡ ପ୍ରିମିୟମ…

ଆଠ ବର୍ଷ ସରକାରର ସଫଳତା ତାଲିକା ଜାରି କରିବ ବିଜେପି

ନୂଆଦିଲ୍ଲୀ: ମେ ୨୬ରେ ମୋଦୀ ସରକାର ତାଙ୍କ ଆଠ ବର୍ଷର ଶାସନରେ ସଫଳତାର ଏକ ତାଲିକା ଜାରି କରିବ। ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହେବ ବୋଲି ସୂଚନା ରହିଛି । ୨୦୧୪ ମେ ୨୬ରେ ଦେଶର ୧୪ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ନରେନ୍ଦ୍ର…

ଟ୍ୱିଟରରେ ଶଶୀ ଥରୁର ଲେଖିଥିବା ଇଂଲିଶ ଶବ୍ଦର ଅର୍ଥ ଜାଣିଛନ୍ତି କି ?

ନୂଆଦିଲ୍ଲୀ: କେରଳ ଥିରୁଅନନ୍ତପୁରମ ସାଂସଦ ତଥା କଂଗ୍ରେସ ନେତାଙ୍କ ଶଶି ଥରୁରଙ୍କର ଆଉ ଏକ ପରିଚୟ ରହିଛି । ତାହା ହେଉଛି ଥରୁର ବ୍ରାଣ୍ଡ ଇଂରାଜୀ । ଯାହାକୁ ବୁଝିବା ବହୁତ କଷ୍ଚକର । ଅନେକ ଥର ତାଙ୍କ ଇଂରାଜୀ ଭାଷାକୁ ନେଇ ସେ ଚର୍ଚ୍ଚାରେ ରୁହନ୍ତି । ମନମୋହନ ସିଂହ ସରକାରରେ ଥିବା ବେଳେ ସେ…

ତିନି ଦିନରେ ତିନି ଥର ସୋନିଆ-ପ୍ରଶାନ୍ତ ଭେଟଘାଟ, କ’ଣ କହୁଛନ୍ତି କଂଗ୍ରେସ ନେତା ?

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଆଉ ଥରେ ଭେଟିଛନ୍ତି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର (ପିକେ)। ତିନି ଦିନରେ ତିନି ଥର ପରସ୍ପରକୁ ଭେଟିଛନ୍ତି । ଇତିମଧ୍ୟରେ ତିନିଟି ପର୍ଯ୍ୟାୟରେ ବୈଠକ ସରିଛି ଏବଂ ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ…

ରାଜଧାନୀରେ ଭଙ୍ଗାରୁଜା, ବିଶୃଙ୍ଖଳା; ପୁଲିସ ଜାଣିଶୁଣି ସାଜିଥିଲା ଜଳକା

ଭୁବନେଶ୍ୱର: ସୋମବାର ହଠାତ ୪୦ ହଜାରରୁ ଅଧିକ ଡ୍ରାଇଭର ଭୁବନେଶ୍ୱରରେ ଏକତ୍ରିତ ହେବେ ବୋଲି ରାଜ୍ୟ ସରକାର ଓ  ପୁଲିସ ପ୍ରଶାସନ ସମ୍ପୂର୍ଣ୍ଣ ଅବଗତ ଥିଲେ। ତଥାପି, ସେମାନେ ବିକ୍ଷୋଭକାରୀଙ୍କୁ ରାଜଧାନୀରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ । ଯେଉଁଥିପାଇଁ ଭଙ୍ଗାରୁଜା, ବିଶୃଙ୍ଖଳା ଏବଂ…

ବିଶ୍ୱ ଗଞ୍ଜେଇ ଦିବସ ପାଳିତ; ଧୂଆଁମୟ କରିଦେଲେ ପୁରା ସହର

ଭୁବନେଶ୍ୱର: ନିଶାସକ୍ତ ଯୁବପୀଢ଼ି । ଅଧା ବିଶ୍ୱ ମଧ୍ୟ ଆଗେଇଲାଣି ଏହି ଦିଗରେ । କିଛି ନିଶାକୁ ରାଜସ୍ୱ ପାଇଁ ବିଭିନ୍ନ ଦେଶ ଆଇନସିଦ୍ଧ କରିଛନ୍ତି । ସେ ଭିତରେ ମଦ ଏବଂ ଆଲକୋହଲ ଜନିତ ପାନୀୟ ଦ୍ରବ୍ୟ ପ୍ରାଥମିକ । ସକ୍ରିୟ ନିଶା ନହେଲେ ବି ସିଗାରେଟ୍, ସିଗାର ଆଦି ଧୂମ୍ରପାନ ସାମାନ୍ୟ…

ମନ୍ତ୍ରୀ ନବ ଦାସଙ୍କ ରୋଷେୟାଙ୍କ ଶବକୁ ରାତିରେ ବ୍ୟବଛେଦ କରାଇବା ପଛରେ କାରଣ କ’ଣ?

ଝାରସୁଗୁଡା: ରୋଷେୟା ଲଳିତ ସାହୁଙ୍କ ମୃତ୍ୟୁ ମାମଲେ ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଯଦିଓ ଲଳିତ ସାହୁ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଛି ହେଲେ ଶବ ବ୍ୟବଚ୍ଛେଦ ରାତିରେ କେଉଁ ପରିସ୍ଥିତିରେ ହେଲା ତାକୁ ନେଇ ବିଜେପି ନେତା ଟଙ୍କଧର ତ୍ରିପାଠୀ…

ଭାରତୀୟ ମହିଳା ଫୁଟବଲ ଲିଗ: ମାତା ରୁକୁମଣିକୁ ହରାଇଲା ଓଡିଶା ପୋଲିସ

ଭୁବନେଶ୍ୱର: ଚଳିତ ଭାରତୀୟ ମହିଳା ଫୁଟବଲ ଲିଗରେ ବୁଧବାର ଅନୁଷ୍ଠିତ ଏକ ରୋମାଂଚକ ମୁକାବିଲାରେ ଓଡିଶା ପୋଲିସ ୧-୦ ଗୋଲରେ ମାତା ରୁକୁମଣିକୁ ପରାସ୍ତ କରିଛି । ୭ମ ବ୍ୟାଟାଲିୟନ ଗ୍ରାଉଣ୍ଡରେ ଚାଲିଥିବାର ଏହି ମ୍ୟାଚର ୮୪ତମ ମିନିଟରେ ଯଶମାନି ସମାଦ ବିଜୟସୂଚକ ଗୋଲଟି ସ୍କୋର କରିଥିଲେ । ୫ମ…

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଲରାଉଣ୍ଡର ପୋଲାର୍ଡ

ନୂଆଦିଲ୍ଲୀ: ଓ୍ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ତଥା ବିଧ୍ୱଂସୀ ବ୍ୟାଟସମ୍ୟାନ କିରଣ ପୋଲାର୍ଡ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଦୀର୍ଘ ୧୫ ବର୍ଷ ହେବ ପୋଲାର୍ଡ ଅନ୍ତର୍ଜାତୀୟ କ୍ରିକେଟ ସହ ଜଡିତ ରହିଛନ୍ତି । ପୋଲାର୍ଡ ଏବେ ୨୦୨୨ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ…

ୱିମ୍ବେଲଡନ ଟେନିସ: ରୁଷ, ବେଲାରୁଷ ଖେଳାଳିଙ୍କୁ ମନା

ଲଣ୍ଡନ: ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟରେ ଏଥର ରୁଷିଆ ଓ ବେଲାରୁଷ ଖେଳାଳିଙ୍କ ଉପରେ କଟକଣା ଲଗାଯାଇଛି । ୟୁକ୍ରେନ ଉପରେ ରୁଷର ଆକ୍ରମଣ ୟୁରୋପୀୟ ଦେଶଗୁଡିକ ସମ୍ପୂର୍ଣ୍ଣ ଭାବେ ବିରୋଧ କରୁଛନ୍ତି । ଏଥର ଏହି ନିଷ୍ପତି ଯୋଗୁ ଅନେକ ଷ୍ଟାର ଖେଳାଳି ଏହି ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ…