Latest Odisha News

BREAKING NEWS

Browsing Category

ଫିଚର

ରାୟଗଡା ପିତାମହଲ ନିକଟରେ ଅଘଟଣ : ୩୦ରୁ ଉର୍ଦ୍ଧ୍ବ ମଇଁଷି ପଲଙ୍କ ଉପରେ ମାଡିଗଲା ଟ୍ରେନ

ରାୟଗଡା : ରାୟଗଡା ପିତାମହଲ ନିକଟ ରେଳ ଟ୍ରାକରେ ଅଘଟଣ । ୩୦ରୁ ଅଧିକ ମଇଁଷି ଉପରେ ମାଡିଗଲା ଟ୍ରେନ । ଘଟଣା ସ୍ଥଳରେ ପ୍ରାୟ ୩୦ରୁ ଅଧିକ ମଇଁଷିଙ୍କ ଜୀବନ ଚାଲିଯାଇଛିା ରାୟଗଡା ପିତାମହଲ ଗାଁରେ ଏପରି ଦୁଃଖଦ ଘଟଣା ଘଟିଛି । ଶନିବାର ସନ୍ଧ୍ୟା ସମୟରେ ପିତାମହଲ ଗାଁରେ ରେଳ ଧାରଣା ଦେଇ ମଇଁଷି…

ଇସ୍ରୋ ବୈଜ୍ଞାନିକ ପ୍ରସ୍ତୁତ କଲେ ମହାକାଶରେ ବ୍ୟବହାର ହୋଇ ପାରୁଥିବା ଇଟା

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ଘର କରିବା ସ୍ୱପ୍ନ ଧିରେ ଧିରେ ସାକାର ହେବାରେ ଲାଗିଛି । ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ମହାକାଶରେ ବ୍ୟବହାର ହୋଇ ପାରୁଥିବା ଇଟା ପ୍ରସ୍ତୁତ କରିଛନ୍ତି । ଏଥିରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଭରପୂର ସହଯୋଗ କରିଛି । ଏହି ସ୍ପେସ…

ଟିଭି ବିତର୍କରେ ଅଶାଳୀନ ଭାଷା ବ୍ୟବହାର ଓ ମନଗଢା ଦାବି କରୁଥିବା ସାମ୍ବାଦିକଙ୍କ ପାଇଁ ସୂଚନା ଓ ପ୍ରସାରଣ…

ଦିଲ୍ଲୀ : ଟିଭି ବତର୍କରେ ଆଶାଳୀନ ଭାଷା ବ୍ୟବହାର ଓ ମନଗଢା ଦାବି କରୁଥିବା ସାମ୍ବାଦିକ ମାନଙ୍କ ପାଇଁ ମନ୍ତ୍ରାଳୟର ଜରୁରୀ ପରାମର୍ଶ । ଚାଞ୍ଚଲ୍ୟକର ଓ ଶୀର୍ଷକ ବ୍ୟବହାର ନକରିବାକୁ ଘରୋଇ ଚାନେଲମାନଙ୍କୁ ସତର୍କ କରାଇଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ଘରୋଇ ଟିଭି ସମାଚାର ଚ୍ୟାନେଲ ଗୁଡିକରେ…

ଆତ୍ମଘାତୀ ଆଇଟି ସେଲ୍: ରାଜ୍ୟ ମହିଳା ମୋର୍ଚ୍ଚା ଟାର୍ଗେଟରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା !

:ଦେବଦତ୍ତ ରଥ ଭୁବନେଶ୍ୱର: ରାଜ୍ୟ ମହିଳା ମୋର୍ଚ୍ଚା ଆଇଟି ସେଲ୍ ଟାର୍ଗେଟରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା। ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ କରିଛନ୍ତି ରାଜ୍ୟ ମହିଳା ମୋର୍ଚ୍ଚା ଆଇଟି ସେଲ୍ ସଂଯୋଜିକା ସତରୂପା ମିଶ୍ର। ନିଜ…

ଶାହାରୁଖଙ୍କ ଡଙ୍କି ସହ ବକ୍ସ ଅଫିସରେ ସାମ୍ନା ସାମ୍ନି ହେବ ଅକ୍ଷୟ,ଟାଇଗରଙ୍କ ବଡେ ମିଆଁ ଛୋଟେ ମିଆଁ

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାଁ ରାଜକୁମାର ହିରାନୀଙ୍କ ଆଗାମୀ ଫିଲ୍ମରେ କାମ କରୁଛନ୍ତି । ଏହି ଫିଲ୍ମର ନାମ ଡଙ୍କି ରଖାଯାଇଛି । ଗତବର୍ଷ କ୍ରିଷ୍ଟମାସ ଶାହାରୁଖଙ୍କ ଡଙ୍କି ଏବଂ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ଅଭିନୀତ ବଡ ମିଆଁ ଓ ଛୋଟେ ମିଆଁ ଆମ୍ନା ସାମ୍ନି ହେବେ । ୧୯୯୮ରେ ଆସିଥିବା…

[ଭିଡିଓ] ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଆତ୍ମହତ୍ୟା ମାମଲା : ତଦନ୍ତକୁ ନେଇ ୧୨ଟି ପ୍ରଶ୍ନ ପଚାରିଲା ବିଜେପି

ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଆତ୍ମହତ୍ୟା ଘଟଣାକୁ ନେଇ ଝାରସୁଗୁଡାରେ ଜୋର ଧରଛି ରାଜନୀତି । ଜିଲ୍ଲା ବିଜେପି ତରଫରୁ ଆଜି ସାମ୍ବାଦିକ ସମ୍ମିଳନୀରେ ୧୨ଟି ପ୍ରଶ୍ନ ଉପରେ ଆଲୋକ ପାତ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ତ୍ରିନାଥ ଗୁଆଲ, ଦିନେଶ ଜୈନ, ନରେଶ ନାଏକ ଓ…

ବଲାଙ୍ଗୀର ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣା : ରାଗିଂ ଯୋଗୁଁ ପୁଅ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର

ବଲାଙ୍ଗୀର : ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣା । ଏନେଇ ଆଜି ବଲାଙ୍ଗୀର ମେଡିକାଲ କଲେଜରେ ପହଁଞ୍ଚିଛନ୍ତି ମୃତ ଛାତ୍ରର ବାପ ମା’ ଓ ସମ୍ପର୍କୀୟ । ରାଗିଂ କରି ପୁଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ବାପା ଓ ମାଆ । ହରିୟାଣାର ମୃତକ ଛାତ୍ର…

ନିର୍ବାଚନରେ ଦଳ ପ୍ରଦର୍ଶନ ରିପୋର୍ଟ ୧୦ ଦିନ ଭିତରେ ଦାଖଲ କରିବା ପାଇଁ ପର୍ଯ୍ୟବେକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର : ଆକ୍ସନ ମୋଡରେ ବିଜେଡି । ତୃଣମୂଳ ସ୍ତରରେ ଦଳକୁ ସଜାଡିବା ପାଇଁ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପ୍ରସ୍ତୁତି ଏବେଠାରୁ ଆରମ୍ଭ କରିସାରିଲାଣି । ଜିଲ୍ଲାର ପର୍ଯ୍ୟବେକ୍ଷକ ମାନଙ୍କ ସହ ଆଜି ୱାନ ଟୁ ୱାନ ସମୀକ୍ଷା ବୈଠକ କରିଛନ୍ତି ଦଳର…

[ଭିଡିଓ] ଶ୍ରୀମନ୍ଦିର ଉନ୍ନତିକରଣ ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ନେଇ ମୁହଁ ଖୋଲିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ବିକାଶରେ ମୋର ବାଧା ନାହିଁ ।ଶ୍ରୀମନ୍ଦିର ଉନ୍ନତି କରଣ ହେବା ଦରକାର । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇବା ସହ ବିକାଶ କାମକୁ ଆଗେଇ…

ନୋ ବଲ ବିବାଦ : ରିଷଭ ପନ୍ତ ଦଣ୍ଡିତ

ମୁମ୍ବାଇ: ରାଜସ୍ଥାନ ରୟାଲ୍ସ ବିପକ୍ଷ ଆଇପିଏଲ ମ୍ୟାଚରେ ବିଶୃଙ୍ଖଳିତ ଆଚରଣ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଦଣ୍ଡିତ ହୋଇଛନ୍ତି । ପନ୍ତଙ୍କ ମ୍ୟାଚ ଫିର ଶତ ପ୍ରତିଶତ ଅର୍ଥ ଜରିମାନା ବାବଦକୁ କଟା ଯାଇଛି । ପ୍ରବୀଣ ଆମ୍ରେଙ୍କ ଉପରେ ଗୋଟିଏ ମ୍ୟାଚର ପ୍ରତିବନ୍ଧ ଲଗା ଯାଇଥିବା…