Latest Odisha News

BREAKING NEWS

Browsing Category

ଫିଚର

ଗଞ୍ଜାମରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ

ଗଞ୍ଜାମ : ଗଞ୍ଜାମରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଶୁକ୍ରବାର ଦିନ ୧୧ଟା ବାଜି ୧୯ ମିନିଟରେ ଗଞ୍ଜମରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରେକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୩.୫ ରହିଛି । ଏନେଇ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ମିଳିଛି । ନୟାଗଡରେ…

ଭୂମିକମ୍ପ ଝଟକାରେ ଥରିଲା ନୟାଗଡ , ଲୋକେ ଛାନିଆ

ନୟାଗଡ : ଭୂମିକମ୍ପ ଝଟକାରେ ଥରିଲା ନୟାଗଡ । ଛାନିଆ ହୋଇଗଲେ ଲୋକମାନେ । ନୟାଗଡ ଜିଲ୍ଲା ଦଶପଲ୍ଲା ଓ ସହରର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଫଳରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଶୁକ୍ରବାର ସକାଳ ୧୧.୨୦ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଭୂମିକମ୍ପର…

ଜିତନରାମ ମାଂଝୀ କହିଲେ ଶ୍ରୀରାମ ଭଗବାନ ନୁହନ୍ତି

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଂଝୀ ପୁଣି ଭଗବାନ ଶ୍ରୀରାମଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ରାମ ଭଗବାନ ନୁହନ୍ତି । ତୁଳସୀଦାସଙ୍କ ଓ ବାଲ୍ମିକୀ ରାମାୟଣୀ ଏକ ପାତ୍ର ଅଟନ୍ତି ଜମୁଇରେ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ…

ରାଜ୍ୟରେ ସୋନପୁର ସବୁଠାରୁ ଉତ୍ତପ୍ତ ସହର, ତାପମାତ୍ରା ୪୪ ଡିଗ୍ରୀ ଛୁଇଁଲା

ସୋନପୁର : ତାତିରେ ଜଳୁଛି ସାରା ଓଡିଶା । ହେଲେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ସୋନପୁର । ଗତ କିଛି ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହେଉଛି । ଦିନବେଳେ ତାପମାତ୍ରା ୪୪ଡିଗ୍ରୀ ଉପରକୁ ଯାଇଥିବା ବେଳେ ରାତିରେ ତାପମାତ୍ରା ୩୨ଡିଗ୍ରୀ ତଳକୁ ଖସୁନାହିଁ । ପ୍ରବଳ…

ଚିଲିକା ଗସ୍ତରେ ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି, ମା’କାଳୀଜାଇଙ୍କୁ ଦର୍ଶନ ସହ ନୌସେନାର ସମରାଭ୍ୟାସରେ ଯୋଗଦେବେ

ଭୁବନେଶ୍ୱର : ଚିଲିକା ଗସ୍ତରେ  ସମସ୍ତ ମନ୍ତ୍ରୀ ବିଧାୟକ ଓ ବାଚସ୍ପତି । ଓଟିଡିସି ପକ୍ଷରୁ ୪ ଟି ସ୍ୱତନ୍ତ୍ର ବସରେ ବିଧାନସଭାରୁ ଚିଲିକା ଗସ୍ତ କରିଛନ୍ତି ସମସ୍ତେ । ମା କାଳୀଜାଇଙ୍କୁ ଦର୍ଶନ କରିବେ ମନ୍ତ୍ରୀ ଓ ବିଧାୟକମାନେ । ନାଭାଲ ବେସରୁ ସିଡିଏ ଏବଂ ଓଟିଡିସି ବୋଟ ସାହାର୍ଯ୍ୟ ରେ ମା…

ଦେଶରେ ଉପର ତଳ ହେଉଛି କୋଭିଡ ଗ୍ରାଫ୍ , ୨୪ ଘଣ୍ଟାରେ ୯୪୯ ସଂକ୍ରମିତ,୬ ମୃତ

ଦିଲ୍ଲୀ : ଦେଶରେ କରୋନା ଭାଇରସ୍ ସଂକ୍ରମଣ ଉପର ମୁହାଁ ହେବାରେ ଲାଗିଛି । କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରାଳାୟ  ରିପୋର୍ଟ ଅନୁସାରେ ଶୁକ୍ରବାର ସକାଳ ୮ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ୯୪୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି ବୋଲି ରିପୋର୍ଟ ସାମ୍ନାକୁ ଆସିଛି । ଦେଶରେ…

ଜାମଶେଦପୁରରେ ନିବେଶକଙ୍କୁ ଓଡି଼ଶା ନିମନ୍ତ୍ରଣ, ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ

ଭୁବନେଶ୍ୱର: ଦେଶର ଏକ ଅଗ୍ରଣୀ ଶିଳ୍ପଖଣ୍ଡ ହେବାର ନିରନ୍ତର ପ୍ରୟାସରେ ଓଡ଼ିଶା ସରକାର ଏବଂ କନଫେଡେରେସନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ସହ ଏକ ମିଳିତ ନିବେଶକ ବୈଠକ ଆୟୋଜିତ ହୋଇଯାଇଛି। ଏପ୍ରିଲ ୧୩ ଏବଂ ୧୪ରେ ଜାମଶେଦପୁର ଠାରେ ଦୁଇ ଦିନିଆକାର୍ଯ୍ୟକ୍ରମରେ ଝାଡ଼ଖଣ୍ଡର ୧୨୦ରୁ ଅଧିକ…

ଚିନ୍ତାଜନକ: କୋଭିଡ ଦୁର୍ବଳ ବେଳେ ବଢୁଛି ବେରୋଜଗାରୀ

ନୂଆଦିଲ୍ଲୀ: ସୁଧୁରିନି ଦେଶର ବେରୋଜଗାରୀ ସ୍ଥିତି । ଅଧିକାଂଶ ସ୍ଥାନରେ କରୋନା ମହାମାରୀ କଟକଣା ହଟିବା ପରେ ବି ବେରୋଜଗାରୀ ସଂଖ୍ୟା ବଢିବା ଏବଂ ଦେଶର ଶ୍ରମ ଶକ୍ତି ବା ଶ୍ରମିକ ସଂଖ୍ୟା କମିଚାଲିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଏପରି କିଛି…

ଦିନ ଗଡ଼ୁଛି ରାଜଧାନୀରେ କରୋନା ସଂକ୍ରମଣ ବଢ଼ୁଛି

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ କରୋନା ନିୟମ ହଟାଯାଉଥିବା ବେଳେ ପୁଣିଥରେ ଏକ ଚିନ୍ତାଜନକ ସ୍ଥିତି ଆସିଛି । ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ିପାରେ ଲାଗିଛି। ଗୁରୁବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩୨୫ ଜଣ ନୂଆ…

ପୁଅ ଆଗରେ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ

ମେରଟ: ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ । ଆଗରେ ପୁଅ ଠିଆ ହେଇ କାକୁତି ମିନତୀ ହେଉଥିଲା । ହାତୁଡ଼ିରେ ମୁଣ୍ଡକୁ ଛେଚି ମାରିଦେଲା ସ୍ୱାମୀ । ହତ୍ୟା କରିବା ପରେ ଥାନାରେ ଯାଇ ଆତ୍ମସମର୍ପଣ କରିଛି ଏହି ବ୍ୟକ୍ତି । ଶିବଲୋକପୁରୀରେ ରହୁଥିବା ଦେବେନ୍ଦ୍ର ସିଂ…