Latest Odisha News

BREAKING NEWS

Browsing Category

ଫିଚର

କୁତୁବ ମୀନାର ପ୍ରକୃତରେ ବିଷ୍ଣୁ ସ୍ତମ୍ଭ ଥିଲା, କହିଲା ବିଶ୍ୱ ହିନ୍ଦୁ ପରିଷଦ

ଦିଲ୍ଲୀ: ପ୍ରକୃତରେ କୁତୁବ ମୀନାର ବିଷ୍ଣୁ ସ୍ତମ୍ଭ ଥିଲା । ୨୭ଟି ହିନ୍ଦୁ ଏବଂ ଜୈନ ମନ୍ଦିର ଭାଙ୍ଗି ବିଷ୍ଣୁ ସ୍ତମ୍ଭ ତିଆରି ହୋଇଛି । ସେହି ମନ୍ଦିର ଗୁଡ଼ିକ ଭାଙ୍ଗି ଏହି ସ୍ତମ୍ଭ ତିଆରି କରାଯାଇଛି । ଭାଙ୍ଗିବା ପରେ ଭଗ୍ନାଂଶ ପଥରରେ କୁତୁବ ମୀନାର ତିଆରି କରାଯାଇଛି । ଋବିବାର, ବିଶ୍ୱ…

ଭଉଣୀଙ୍କ ମୃତ୍ୟୁ ଖବର ଶୁଣି ଆଇପିଏଲ ବାୟୋ ବବଲ ଛାଡି ଘରକୁ ଗଲେ ହର୍ଷଲ

ମୁମ୍ବାଇ: ଚଳିତ ଆଇପିଏଲ ଅବସରରେ ଏକ ଦୁଃଖଦ ଖବର ହସ୍ତଗତ ହୋଇଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପେସ ବୋଲର ହର୍ଷଲ ପଟେଲଙ୍କ ଭଉଣୀଙ୍କ ଅସୁସ୍ଥତା କାରଣରୁ ପରଲୋକ ହୋଇଯାଇଛି । ଏହି ଖବର ଶୁଣିବା ମାତ୍ରେ ହର୍ଷଲ ବାୟୋବବଲ ଛାଡି ଘରକୁ ପ୍ରତ୍ୟାବର୍ତନ କରିଛନ୍ତି । ତାଙ୍କ ଭଉଣୀ ଦୀର୍ଘ ଦିନ…

ତେଲ, ଗ୍ୟାସ୍ ଦର ପାଇଁ ଫ୍ଲାଇଟରେ ଭିଡିଓ ବନେଇ ମୁହାଁମୁହିଁ ଘେରିଗଲେ ସ୍ମୃତି ଈରାନୀ ଏବଂ ମହିଳା କଂଗ୍ରେସ ମୁଖ୍ୟ…

ନୂଆଦିଲ୍ଲୀ: ବିଗତ କିଛି ଦିନ ହେବ ଗୋଟିଏ ଧାରା ସୃଷ୍ଟି ହୋଇଛି । ଫ୍ଲାଇଟ ବା ବିମାନ ଯାତ୍ରା ବେଳେ ଯିଏ ଯାହାକୁ ପାରୁଛି କିଛି ସାମାଜିକ, ରାଜନୈତିକ ବିଷୟକୁ ନେଇ ମୋବାଇଲ ଭିଡିଓ କରି ଗୁଡ଼େ ପ୍ରଶ୍ନ ପଚାରୁଛି । ସାମ୍ବାଦିକ, କଳାକାର, ରାଜନେତା । ଏମାନେ ବିଶେଷ କରି ଏମିତି ଭିଡିଓର ମୁଖ୍ୟ…

ଓସିଏର ବିଚିଚ୍ର ଚୟନ : ହଠାତ କିପରି ଅଣଦେଖା ହୋଇଗଲେ ସୋମନାଥ

ଭୁବନେଶ୍ୱର: ଓଡିଶା କ୍ରିକେଟ ଆସୋସିଏଶନ ଆଗାମୀ ସିଜନ ପାଇଁ ଜୁନିୟର ଓ ସିନିୟର ଚୟନ କମିଟିଙ୍କ ନାମ ଘୋଷଣା କରିଛି । ତେବେ ଆଶ୍ଚର୍ଯ୍ୟଜନକ ଭାବେ ସୋମନାଥ ସାହୁଙ୍କୁ ସିନିୟର ବଦଳରେ କାହିଁକି ଜୁନିୟର ଚୟନ କମିଟି ସଦସ୍ୟ କରାଗଲା ତାହା ବୁଝା ପଡୁ ନାହିଁ । ଓଡିଶା କ୍ରିକେଟର ଏହି ପୂର୍ବତନ…

ରିକଭର ହେଲା ପାଣିପାଗ ବିଭାଗ ଟ୍ୱିଟର ଏକାଉଣ୍ଟ

ଭୁବନେଶ୍ୱର : ଶନିବାର ବିଳମ୍ବିତ ସନ୍ଧ୍ୟାରୁ ପାଣିପାଗ ବିଭାଗ ଟ୍ୱିଟର ଏକାଉଣ୍ଟ ହ୍ୟାକ ହୋଇଯାଇଥିଲା । କୌଣସି ବଡ କ୍ରିପ୍ଟୋ ହ୍ୟାକର ଏହି ଏକାଉଣ୍ଟର ସିକ୍ୟୁରିଟି ଭାଙ୍ଗିଥିଲା । ପାଖାପାଖି ସଂଧ୍ୟା ୮ଟା ବେଳକୁ ଏହି ଏକାଉଣ୍ଟ ହ୍ୟାକ ହୋଇଥିବା ଜଣାପଡି଼ଥିଲା। ଏଥିରୁ ହଜାର ହଜାର କ୍ରିପ୍ଟୋ…

ହିନ୍ଦୀକୁ ବିକଳ୍ପ ଭାଷା ପାଇଁ ଅମିତ ଶାହାଙ୍କ ଆହ୍ୱାନ ହେଉଛି ସାଂସ୍କୃତିକ ଆତଙ୍କବାଦ: ଅଧୀର ରଂଜନ ଚୌଧୁରୀ

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ହିନ୍ଦୀକୁ ବିକଳ୍ପ ଭାଷା ପାଇଁ ଆହ୍ୱାନ କରିବା ପରେ ବିଭିନ୍ନ ମହଲରୁ କଡା ସମାଲୋଚନା ଦେଖିବାକୁମିଳିଛି। ଶନିବାର ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଏହାକୁ ଆତଙ୍କବାଦ କହିଛନ୍ତି।ସେ କହିଛନ୍ତି ଯେ, ଏଭଳି ଆହ୍ୱାନ …

ମଧ୍ୟରାତ୍ରୀରେ ପାକିସ୍ତାନର କ୍ଷମତା ପିଚରୁ ଇମ୍ରାନ୍ ଆଉଟ, ଶେହବାଜ ଇନ୍

ଇସଲାମାବାଦ: ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ଭୋଟିଂ ରବିବାର ବିଳମ୍ବିତ ରାତିରେ ହୋଇଛି। ୩୪୨ ସାଂସଦଙ୍କ ମଧ୍ୟରୁ ୧୭୪ ଜଣ ସାଂସଦ ଇମ୍ରାନଙ୍କ ବିରୋଧରେ ଭୋଟ ଦେଇଥିଲେ। ଏହି ସମୟରେ ଗୃହର ଅଧ୍ୟକ୍ଷତା କରୁଥିଲେ ପିଏମ୍ଏଲ୍-ଏନର ସାଂସଦ ଆୟାଜ ସାଦିକ୍ । ସେ…

ମାର୍ଚ୍ଚ ୧୦-ଏପ୍ରିଲ ୧୦: ମାସକ ଭିତରେ ବଦଳିଗଲା ଦୁଇ ବନ୍ଧୁଙ୍କ ରାଜନୀତିକ ଭବିଷ୍ୟତ

ଓଡ଼ିଶା ସମ୍ବାଦ ବ୍ୟୁରୋ: କ୍ରିକେଟରରୁ ରାଜନେତା ଅନେକ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ପାକିସ୍ତାନର ଇମ୍ରାନ ଖାନ୍ ଏବଂ ଭାରତର ନବଜୋତ ସିଂହ ସିଦ୍ଧୁ ଅନ୍ୟତମ । ଭାରତ ପାକିସ୍ତାନ ମଧ୍ୟରେ ଶତ୍ରୁତା ଚରମସୀମାରେ ଥିବା ବେଳେ ଏହି ଦୁଇ ନେତା କିନ୍ତୁ ପରସ୍ପରର ବନ୍ଧୁତା ଭୁଲିନଥିଲେ। ଗତବର୍ଷ…

ପ୍ରଧାନମନ୍ତ୍ରୀ ପଦ ହରାଇଲେ ଇମ୍ରାନ ଖାନ୍, ଶାହବାଜ ସରିଫ ହୋଇପାରନ୍ତି ପିଏମ୍

ଇସଲାମାବାଦ: ପ୍ରଧାନମନ୍ତ୍ରୀ ପଦ ହରାଇଲେ ଇମ୍ରାନ ଖାନ୍ । ଅନାସ୍ଥା ପ୍ରସ୍ତାବର ଭୋଟ ଫଳାଫଳ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ବାସଭବନ ଖାଲି କରିଛନ୍ତି ଇମ୍ରାନ ଖାନ । ଏବେ ଇମ୍ରାନ ଖାନ୍ ଜେଲ ଯାଇପାରନ୍ତି ବୋଲି ସୂଚନା ରହିଛି। ଇମ୍ରାନଙ୍କ ବିରୋଧରେ ଦୂର୍ନୀତି ସହିତ ବିଭିନ୍ନ ଅଭିଯୋଗ…

ପାକିସ୍ତାନ ସଂସଦରେ ସୁପର ଓଭର: ଫ୍ଲୋର ଟେଷ୍ଟ ପୂର୍ବରୁ ବାଚସ୍ପତି ଦେଲେ ଇସ୍ତଫା

ଇସଲାମାବାଦ: ପାକିସ୍ତାନ ସଂସଦରେ ଫ୍ଲୋର ଟେଷ୍ଟ ହେବା ପୂର୍ବରୁ ବାଚସ୍ପତି ଅସଦ କୈସର ଇସ୍ତଫା ଦେଇଛନ୍ତି । ଫ୍ଲୋର ଟେଷ୍ଟ କରିବାକୁ ବିରୋଧୀ ଦାବି କରୁଥିବା ବେଳେ ଶାସକ ଦଳ ପିଟିଆଇ ଏହାକୁ ନେଇ ପଛଘୁଞ୍ଚା ଦେଉଥିଲେ। କିନ୍ତୁ ସୁୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ଫ୍ଲୋର ଟେଷ୍ଟ ହେବ…