Latest Odisha News

BREAKING NEWS

Browsing Category

ଫିଚର

ଧୁମଧାମରେ ପାଳିତ ହେଲା ରାମ ନବମୀ, ନଗର ସଂକୀର୍ତ୍ତନରେ କମ୍ପିଲା ଭଦ୍ରକ ସହର

ଆଜି ଶ୍ରୀରାମ ନବମୀ ସାରା ରାଜ୍ୟରେ ପାଳିତ ହୋଇଯାଇଛି । ଭଦ୍ରକର ଐତିହାସିକ ଶ୍ରୀରାମ ନବମୀରେ ଭଦ୍ରକ ଆଜି ଗେରୁଆ ରଙ୍ଗରେ ସଜେଇ ହୋଇଛି। ଜିଲ୍ଲାର କୋଣ ଅନୁକୋଣରୁ ସୁସଜ୍ଜିତ ମେଢ଼ ନଗର ସଂକୀର୍ତ୍ତନରେ ସାମିଲ ହୋଇଥିଲେ। ଲକ୍ଷଲକ୍ଷ ଭକ୍ତଙ୍କ 'ଜୟ ଶ୍ରୀରାମ' ଧୋନୀରେ ପ୍ରକମ୍ପିତ ହୋଇଛି ଭଦ୍ରକ…

ଫ୍ଲାଇଟରେ ଏୟାର ହୋଷ୍ଟେସଙ୍କୁ ଖରାପ ବ୍ୟବହାର, ତିନି ଯାତ୍ରୀ ଗିରଫ

ନୂଆଦିଲ୍ଲୀ: ରବିବାର ଫ୍ଲାଇଟରେ ଏୟାର ହୋଷ୍ଟେସଙ୍କୁ ଖରାପ ବ୍ୟବହାର କରି ତିନି ଜଣ ଗିରଫ ହୋଇଛନ୍ତି । ହାଇଦ୍ରାବାଦରୁ ଲକ୍ଷେ୍ନø ଯିବା ବାଟରେ ତିନି ଜଣ ପୁରୁଷ ଯାତ୍ରୀ ଜଣେ ଏୟାର ହୋଷ୍ଟେସଙ୍କୁ ମଦ ପିଇ ଖରାପ ବ୍ୟବହାର ଦେଖାଇଥିଲେ । ଥରେ ନୁହେଁ, ପୁରା ଯାତ୍ରା ମଧ୍ୟରେ ବାରମ୍ବାର ଏହା…

ରହସ୍ୟ ଖୋଲିଲେ ମୁନାୱର ଫାରୁକି, ସେ ବିବାହିତ ଆଉ ଗୋଟିଏ ପୁଅର ବାପା

ଭୁବନେଶ୍ୱର: ମୁନାୱର ଫାରୁକି ମାନିଲେ ସତ । ସେ ବାହା ହୋଇଛନ୍ତି । ତାଙ୍କର ଗୋଟିଏ ପୁଅ ଅଛି । କମେଡିଆନ ମୁନାୱର ଫାରୁକି ରିୟଲିଟି ଶୋ ଲକ୍ ଅପ୍ରେ ଏକ ରହସ୍ୟ ଖୋଲିଛନ୍ତି । କଙ୍ଗନା ରନାୱତ ହୋଷ୍ଟ କରୁଥିବା ଏହି ଶୋ’ରେ ସେ ଏଭଳି ତିକ୍ତ ସତ କହିଛନ୍ତି । ସେ ଗତ ଦେଢ଼ ବର୍ଷ ହେବ ସ୍ତ୍ର ଏବଂ…

ମହେଶ ବାବୁଙ୍କ ପାଇଁ ୨ କାହାଣୀ ପ୍ରସ୍ତୁତ ରଖିଛନ୍ତି ରାଜମୌଲୀ

ମୁମ୍ବାଇ: ଆରଆରଆରର ଅଦ୍ଭୁତପୂର୍ବ ସଫଳତା ପରେ ଏସଏସ ରାଜମୌଲୀଙ୍କ ଆଗାମୀ ପ୍ରୋଜେକ୍ଟ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଇତି ମଧ୍ୟରେ ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ପାଇଁ ୨ଟି କାହାଣୀ ପ୍ରସ୍ତୁତ ଅଛି ବୋଲି ରାଜମୌଲୀ କହିଛନ୍ତି । ଓମ୍ରିକନ ଭ୍ୟାରିଂଆଟ ତାର ଉତ୍ପାତ ରଚୁଥିବା ବେଳେ ମୁଁ…

ସୋମବାର ମୋଦି-ବାଇଡେନ ଭିଡିଓ କନଫରେନ୍ସ ଜରିଆରେ କରିବେ ଆଲୋଚନା

ନୂଆଦିଲ୍ଲୀ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା କରିବେ । ରବିବାର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦ୍ୱିପାକ୍ଷିକ ସହଯୋଗ ଏବଂ ଦକ୍ଷିଣ ଏସିଆ ଇଣ୍ଡୋ-ପାସିଫିକ ବିଷୟକୁ ନେଇ ଆଲୋଚନା…

ପାକିସ୍ତାନରେ ଭାରତର ମିସାଇଲ ପଡିବା ଘଟଣାରେ ଏକାଧିକ ଆଇଏଏଫ ଅଧିକାରୀ ଦୋଷୀ

ନୂଆଦିଲ୍ଲୀ: ପାକିସ୍ତାନ ସୀମାକୁ ଭୁଲ ବଶତଃ ଭାରତର ମିସାଇଲ ପଡିବା ଘଟଣାର ତଦନ୍ତ ଶେଷ ହୋଇଛି । ଏଥିରେ ଭାରତୀୟ ବାୟୁସେନାର ଏକାଧିକ ଅଧିକାରୀ ଦୋଷୀ ଅଛନ୍ତି ବୋଲି ଭାଇସ ଏୟାର ମାର୍ଶାଲ ଆରକେ ସିହ୍ନା କହିଛନ୍ତି । ପାକିସ୍ତାନ ଏହି ଘଟଣା ନେଇ ଭାରତକୁ ଟାର୍ଗେଟ କରିଥିଲା ଏବଂ ପରୋକ୍ଷରେ ଧମକ…

କୋଲକାତାକୁ ହରାଇଲା ଦିଲ୍ଲୀ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ରବିବାର  ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୪୪ ରନରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି କୋଲକାତା ୫ ୱିକେଟ ବିନିମୟରେ ୨୧୫ ରନ ସଂଗ୍ରହ କରିଥିଲା । ପୃଥ୍ୱୀ ଶ ୫୧, ଡେଭିଡ ୱାର୍ଣ୍ଣର ୬୧ ରନର ଇନିଂସ ଖେଳିଥିଲେ । ରିଷଭ…

ଆସନ୍ତୁ ଜାଣିବା କେଉଁଠାରେ ରହିଛି ଚୋର, ଡାକୁଙ୍କ ପ୍ରିୟ ମନ୍ଦିର

ଚିତୋରଗଡ: ରାଜସ୍ଥାନର ଚିତୋରଗଡରେ ଏ ଭଳି ଏକ ମନ୍ଦିର ଅଛି ଯେଉଁଠାରେ ହାତକଡି ଦେଇ ମାନସିକ ପୂରଣ କରା ଯାଇଥାଏ । ବେଗୁ ତହସିଲର ମାତା ଜୋଗାଣିଆ ମନ୍ଦିର ଏଥିପାଇଁ ବିଶେଷ କରି ଚୋର, ଡାକୁଙ୍କ ପ୍ରିୟ ମନ୍ଦିର ହୋଇ ରହିଛି । ଚୈତ୍ର ନବରାତ୍ରିରେ ପୋଲିସ ହାତରେ ଯେପରି ଧରା ନ ପଡିବେ ସେଥିପାଇଁ…

ଦୂର ହେବ ପରୀକ୍ଷା ଚିନ୍ତା, କାଲିଠୁ ଆରମ୍ଭ ହେବ ‘ପରୀକ୍ଷା ପର୍ବ-୪.୦’

ଭୁବନେଶ୍ୱର: ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (ଏନସିପିସିଆର) ଆସନ୍ତା କାଲିଠୁ ଆରମ୍ଭ କରିବେ ‘ପରୀକ୍ଷା ପର୍ବ-୪.୦’ । ପରୀକ୍ଷା ସମୟରେ ପିଲାଙ୍କ ମୁଣ୍ଡରୁ ଭାର ହାଲୁକା କରିବାକୁ ଏହି ଅଭିଯାନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ରୁ ଅନୁପ୍ରାଣିତ…

ଇମ୍ରାନଙ୍କ ପରେ ବିଦା ହେବେ ରମିଜ

ଇସଲାମବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ବିଦା ହେବା ପରେ ଏବେ ତାଙ୍କ ପ୍ରିୟ ବନ୍ଧୁଙ୍କ ଉପରେ ସମସ୍ତଙ୍କ ନଜର । ସେ ହେଲେ କ୍ରିକେଟର ରମିଜ ରାଜା । ଯିଏ ଏବେ ପାକିସ୍ତାନ କ୍ରିକେଟବୋର୍ଡ ଚେୟାରମ୍ୟାନ ଦାୟିତ୍ୱରେ ରହିଛନ୍ତି । ଇମ୍ରାନଙ୍କ ପରେ ଖୁବ ଶୀଘ୍ର ତାଙ୍କ ପାଳି ପଡିବାକୁ…