Latest Odisha News

BREAKING NEWS

Browsing Category

ଫିଚର

ଏପ୍ରିଲ ୨୪ରେ ଜମ୍ମୁ ଓ କଶ୍ମୀରରୁ ଦେଶର ସମସ୍ତ ପଞ୍ଚାୟତକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ଏପ୍ରିଲରେ ଦେଶର ସମସ୍ତ ପଞ୍ଚାୟତକୁ ସମ୍ବୋଧନ କରିବେ । ଏହି ଦିନ ହେଉଛି ପଞ୍ଚାୟତିରାଜ ଦିବସ । ଏଥର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ କିମ୍ବା ଦିଲ୍ଲୀର କୌଣସି ଷ୍ଟୁଡିଓରୁ ସମ୍ବୋଧନ କରିବେନି । ଏହି ଦିନ ମୋଦି ଜମ୍ମୁ ଓ କଶ୍ମୀର ଗସ୍ତରେ…

ୟୁକ୍ରେନ ଯାଇ ଜେଲେନସ୍କିଙ୍କୁ ଭେଟିଲେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍

ଭୁବନେଶ୍ୱର: ଶନିବାର ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଜନସନଙ୍କ ଏହି ଗସ୍ତ ଅଚାନକ ଥିଲା ବୋଲି ଜଣାପଡ଼ିଛି । ବ୍ରିିଟେନର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ମଧ୍ୟ ଏ ବିଷୟରେ ଅଜ୍ଞ ଥିଲେ । ଲଣ୍ଡନରେ ଅବସ୍ଥାପିତ ୟୁକ୍ରେନର ରାଷ୍ଟ୍ରଦୂତ କାର୍ଯ୍ୟାଳୟ…

ପିଲାଙ୍କଠାରୁ ବରିଷ୍ଠ ନାଗରିକ – ସମସ୍ତଙ୍କ ପାଇଁ ଆକର୍ଷଣ ପାଲଟିଛି ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ

ସୁନ୍ଦରଗଡ଼: ବହି ହେଉଛି ମଣିଷର ବଡ଼ ସାଥୀ। କାରଣ, ଆମ ଜ୍ଞାନର ପରିସୀମାକୁ ବଢ଼ାଇଥାଏ ବହି। ହେଲେ ବର୍ତ୍ତମାନର ଡିଜିଟାଲ୍ ସମୟରେ ଲୋକଙ୍କ ଭିତରେ ବହି ପଢ଼ିବାର ଅଭ୍ୟାସ କମିଯାଉଛି। ତେଣୁ, ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ସହ ସାଧାରଣ ଲୋକଙ୍କ ମଧ୍ୟରେ ବହି ପଢ଼ିବାର ଆଗ୍ରହ ଜାରି ରଖିବା ପାଇଁ…

ଲୋକସଭା ଦର୍ଶକଙ୍କ ପାଇଁ ଖୁବ୍ ଶୀଘ୍ର ଖୋଲିବ, କହିଲେ ବାଚସ୍ପତି

ଗୁଆହାଟ୍ଟୀ: ଖୁବ୍ ଶୀଘ୍ର ସାଧାରଣ ଲୋକଙ୍କ ପାଇଁ ଖୋଲିବ ଲୋକସଭା ଦର୍ଶକ ଗ୍ୟାଲେରୀ । କୋଭିଡ ପାଇଁ ଦୁଇ ବର୍ଷ ହେଲାଣି ଏହା ଉପରେ ପ୍ରତିବନ୍ଧକ ଲାଗିଥିଲା । ଏନେଇ ଲୋକସଭା ବାଚସ୍ପତି ଶନିବାର ସୂଚନା ଦେଇଛନ୍ତି । ଗୁଆହାଟ୍ଟୀ ଗସ୍ତରେ ଯାଇ ବାଚସ୍ପତି ଓମ ବିର୍ଲା ଏହି ସୂଚନା ଦେଇଛନ୍ତି ।…

ଜଳ ଭଣ୍ଡାର ହେବ ପର୍ଯ୍ୟଟନସ୍ଥଳୀ, ରାଜ୍ୟ ସରକାର କରିବେ ନିଜ ପାଣ୍ଠିରୁ ଖର୍ଚ୍ଚ

ଭୁବନେଶ୍ୱର: ରାଜ୍ୟରେ ଥିବା ଜଳ ଭଣ୍ଡାର ଗୁଡ଼ିକ ନିକଟର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି କରାଯିବ । ଆସନ୍ତା ବର୍ଷରୁ ୫୦ କୋଟି ଟଙ୍କା ଖର୍ଚ୍ଚ କରି ଏହି ଯୋଜନା କାର୍ଯ୍ୟକାରୀ ହେବ । ଆସନ୍ତା ବର୍ଷଠୁ ତିନି ବର୍ଷ ଯାଏଁ ଏହି ଉନ୍ନତୀକରଣ କାମ ହେବ । ଜଳଭଣ୍ଡାର ନିକଟ ଅଞ୍ଚଳ ଆଂଶିକ…

ପାଣିପାଗ ବିଭାଗର ଟ୍ୱିଟର ଏକାଉଣ୍ଟ ହ୍ୟାକ୍, କ୍ରିପ୍ଟୋ ସମ୍ବନ୍ଧୀୟ ହ୍ୟାକର୍ କରିଛନ୍ତି କାରନାମା

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗର ଟ୍ୱିଟର ଏକାଉଣ୍ଟ ହ୍ୟାକ ହୋଇଯାଇଛି । ଶନିବାର ବିଳମ୍ବିତ ସଂଧ୍ୟାରେ ବିଭାଗର ଅଫିସିଆଲ ଏକାଉଣ୍ଟ ହ୍ୟାକ୍ ହୋଇଯାଇଥିବା ଜଣାପଡ଼ିଛି । ହ୍ୟାକର ପାଣିପାଗ ସମ୍ବନ୍ଧୀୟ ତଥ୍ୟ ଦେଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ଏକାଉଣ୍ଟକୁ ହ୍ୟାକ୍ କରି ଏନଏଫଟି ସମ୍ବନ୍ଧୀୟ…

ସମ ଅଲଟିମେଟ ମେଡ଼ିକେଆରରେ ସଫଳ କିଡ଼ନୀ ପ୍ରତ୍ୟାରୋପଣ

ଭୁବନେଶ୍ୱର: ସମ ଅଲ୍ଟିମେଟରେ ଅସୁସ୍ଥ ଝିଅକୁ କିଡ଼ନୀ ଦାନ କଲା ମା। ସଫଳ ଅସ୍ତ୍ରୋପଚାର ଫଳରେ ସୁସ୍ଥ ହୋଛନ୍ତି ଯୁବତୀ। ସମ୍ପୃକ୍ତ ଯୁବତୀଙ୍କ ଦୁଇଟି କିଡ଼ନୀ ସମ୍ପୂଣ୍ଣ ନଷ୍ଟ ହୋଇ ପଡ଼ିଥିଲା। ଚିକିତ୍ସା ପାଇଁ ଗତ ବର୍ଷ ନଭେମ୍ବରରେ ସେ ସମ ଅଲଟିମେଟରେ ଭର୍ତି ହୋଇଥିଲେ। ସମରେ ନେଫରୋଲୋଜି…

କାନାଡ଼ାକୁ ଭାରତ ରପ୍ତାନୀ ବେବି କର୍ଣ୍ଣ ଆଉ କଦଳୀ

ନୂଆଦିଲ୍ଲୀ: କାନାଡ଼ା ଏବେ ଭାରତରୁ ବେବି କର୍ଣ୍ଣ ଆଉ କଦଳୀ ଆମଦାନୀ କରିବ। ଏନେଇ କେନ୍ଦ୍ର କୃଷି ମନ୍ତ୍ରାଳୟ ସହିତ ଏକ ଚୁକ୍ତି କରିଛି କାନାଡ଼ା। ଭାରତ ପାଇଁ ଅବସ୍ଥାପିତ କାନାଡ଼ା ରାଷ୍ଟ୍ରଦୂତ କାମେରନ ମାକେ କୃଷି ସଚିବ ମନୋଜ ଆହୁଜାଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ଯୁଗ୍ମ ସଚିବ ପ୍ରମୋଦ…

ବୁଷ୍ଟର ଡୋଜର ଦିନକ ଆଗରୁ କମିଗଲା ଟୀକା ଦର

ଭୁବନେଶ୍ୱର: ସାରା ଦେଶରେ ଏପ୍ରିଲ ୧୦ରୁ କରୋନା ଟୀକାର ବୁଷ୍ଟର ଡୋଜ ଦିଆଯିବ । ଏହାର ଦିନକ ପୂର୍ବରୁ କମିଯାଇଛି ଟୀକାର ଦର । ସରକାର ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ ଟୀକାକୁ ସର୍ବସାଧାରଣ ପାଇଁ ମାଗଣା କରିଛନ୍ତି । କିନ୍ତୁ ସ୍ୱେଚ୍ଛାକୃତ ଭାବେ ବେସରକାରୀ ଡାକ୍ତରଖାନାରେ ନେଉଥିବା…

ଭାରତ ଏକ ଆତ୍ମନିର୍ଭରଶୀଳ ଓ ସ୍ୱାଭିମାନୀ ଦେଶ, କୌଣସି ଦେଶ ଧମକାଇ ପାରିବେନି: ଇମ୍ରାନ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବ । ଏହାପୂର୍ବରୁ ଗତକାଲି (ଶୁକ୍ରବାର) ପାକିସ୍ତାନବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଏକ ଭାବବିହ୍ୱଳ ନିବେଦନ କରିବା ସହ ଭାରତକୁ ପ୍ରଶଂସା…