Latest Odisha News

BREAKING NEWS

Browsing Category

ଫିଚର

ସିକେ ନାୟୁଡୁ ଟ୍ରଫି: ଓଡିଶା ବିପକ୍ଷରେ ବ୍ୟାଟିଂ ବିପର୍ଯ୍ୟୟ ପରେ ସ୍ଥିତି ସୁଧାରିଲା ହାଇଦ୍ରାବାଦ

ଭୁବନେଶ୍ୱର: ସିକେ ନାୟୁଡୁ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଓଡିଶାର ପ୍ରଥମ ଇନିଂସ ସ୍କୋର ୩୪୫ ରନ ଜବାବରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ହାଇଦ୍ରାବାଦ ୬ ୱିକେଟ ବିନିମୟରେ ୨୨୬ ରନ ସଂଗ୍ରହ କରିନେଇଛି । ଓଡିଶା ବୋଲରଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଯୋଗୁ ଏକଦା ୧୨୪ ରନରେ ୬ ୱିକେଟ ହରାଇ…

ଦେଶରେ ୧୨୫୩ ଆଦର୍ଶ ରେଳ ଷ୍ଟେଶନ ଯୋଜନା, ସଂସଦରେ ତଥ୍ୟ ଦେଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ରେଳ ଷ୍ଟେଶନ ଗୁଡ଼ିକରେ ଯାତ୍ରୀଙ୍କ ଅଧିକ ସୁବିଧା ଓ ଆରାମଦାୟକ ସେବା ଯୋଗାଇବା ପାଇଁ ଆଦର୍ଶ ଷ୍ଟେଶନ କାର୍ଯ୍ୟକ୍ରମ ଚାଲୁଛି । ଏହି ଯୋଜନାରେ ୧୨୫୩ଟି ଷ୍ଟେଶନର ଉନ୍ନତିକରଣ ପାଇଁ ଚିହ୍ନଟ କରାଯାଇଛି । ଲୋକସଭାରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ଅଶ୍ୱିନୀ…

ବିଶ୍ୱାସ ନ ହେଲେ ବି ସତ: ଗବେଷଣାରେ ପ୍ରମାଣିତ ହେଲା ଛତୁ ପରସ୍ପର ସହ ଭାବ ଆଦାନ ପ୍ରଦାନ କରିଥାନ୍ତି

ନୂଆଦିଲ୍ଲୀ: ବିଶ୍ୱାସ ନ ହେଲେ ବି ସତ । ଗବେଷଣାରୁ ପ୍ରମାଣିତ ହୋଇଛି ଯେ କବକ ତଥା ଛତୁ ପରସ୍ପର ସହ କଥା ହୋଇଥାନ୍ତି ଏବଂ ଭାବ ଆଦାନ ପ୍ରଦାନ କରିଥାନ୍ତି । ଯେଉଁ କାଠ କିମ୍ବା ଉଦ୍ଭିଦରେ ସେମାନେ ବଢ଼ିଥାନ୍ତି ସେଠାରେ ସେମାନଙ୍କ ମଧ୍ୟରେ ଏକ ପ୍ରକାର ସମ୍ପର୍କ ଯୋଡି ହୋଇଥାଏ । ଇଲେକ୍ଟ୍ରିକାଲ…

ଜୁନ ମାସରୁ ଜୟପୁରରୁ ବିମାନ ସେବା ଆରମ୍ଭ ହେବ

ଜୟପୁର: ବହୁ ପ୍ରତୀକ୍ଷିତ କୋରାପୁଟ ଜୟପୁର ବିମାନ ବନ୍ଦରରୁ ବିମାନ ଉଡିବ । ଚଳିତବର୍ଷ ଜୁନ ମାସରୁ ଏହା କାର୍ଯ୍ୟକ୍ଷମ ହେବ । ବୁଧବାର ସକାଳେ ପାଞ୍ଚ ଜଣିଆ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଏହି ସୂଚନା ମିଳିଛି। ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି (ବିସିଏଏସ୍)ର ଆଞ୍ଚଳିକ…

ମନ୍ଦିରରୁ ଚୋରି କରିବା ପାଇଁ ଖୋଳିଥିବା ସୁଡଙ୍ଗରେ ଫସିଲା ଚୋର

ହାଇଦ୍ରାବାଦ: ଯିଏ ଯେମିତି କାର୍ଯ୍ୟ କରିବ ତାକୁ ସେମିତି ଦଣ୍ଡ ମିଳିବ । ଏ ଭଳି ଏକ ଘଟଣା ଆନ୍ଧ୍ରପ୍ରଦେଶରେ ସମ୍ମୁଖକୁ ଆସିଛି । ଏଠାକାର ଶ୍ରୀକାକୁଲମରେ ଥିବା ଜାମି ୟେଲମ୍ମା ମନ୍ଦିରରୁ ଚୋରି କରିବା ପାଇଁ ଚୋର ସୁଡଙ୍ଗ ଖୋଳିଥିଲା । ଏହା ମଧ୍ୟ ଦେଇ ସେ ମନ୍ଦିର ଭିତରକୁ ଯାଇଥିଲା । ସେଠାରୁ…

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟରେ ଭୀମ ଭୋଇ ଚେୟାର ପ୍ରତିଷ୍ଠା

ନୂଆଦିଲ୍ଲୀ: ଓଡ଼ିଶାର ମହାନ ସନ୍ଥ କବି ତଥା ମହିମା ଧର୍ମର ମହାନ ପ୍ରଚାରକ ଭୀମ ଭୋଇଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ସମ୍ମାନ ପ୍ରଦର୍ଶନ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ କାଳଜୟୀ କବି ସନ୍ଥ ଭୀମ ଭୋଇଙ୍କ ନାମରେ ପ୍ରତିଷ୍ଠା ହେବ ଚେୟାର । ସୋମବାର ୟୁଜିସି ଯୁଗ୍ମ ସଚିବ ଜିତେନ୍ଦ୍ର କୁମାର ତ୍ରିପାଠୀ…

କିଏ ଏହି ଶାର୍ପ ଶୁଟର ମହିଳା, ଯାହାକୁ ରୁଷିଆ ସେନାର ପ୍ରାଣ ଭୟ

କୀଭ: ରୁଷ ଆକ୍ରମଣରୁ ଦେଶକୁ ବଂଚାଇବା ପାଇଁ ୟୁକ୍ରେନ ସେନା ଆପ୍ରାଣ ଉଦ୍ୟମ କରୁଛି । ଏହି ଲଢ଼େଇରେ ୟୁକ୍ରେନର ସାଧାରଣ ନାଗରିକ ଓ ମହିଳାମାନେ ମଧ୍ୟ ଭାଗ ନେଉଛନ୍ତି । ଚାରକୋଲ ନାମକ ଜଣେ ମହିଳା ସ୍ନାଇପର ଏବେ ଏଠାରେ ଜାତୀୟ ହୀରୋ ପାଲଟିଛି କହିଲେ ଭୁଲ ହେବନି । ସୁରକ୍ଷା ଦୃଷ୍ଟି କୋଣରୁ ଏହି…

ଭାରତରେ ପ୍ରଥମ XE ଭାରିଆଣ୍ଟ ମୁମ୍ବାଇରେ ଚିହ୍ନଟ, ସଂକ୍ରମିତ ଜଣକ ମହିଳା

ମୁମ୍ବାଇ : ଦେଶରେ ପୁଣି କୋରନା ବିସ୍ପୋରଣ । ଭାରତରେ ପ୍ରଥମ XE ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହା ପୁଣି ମୁମ୍ବାଇରେ ଚିହ୍ନଟ ହୋଇଛି । ବୃହ ମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ ବିଜ୍ଞପ୍ତିରୁ ଏନେଇ ସୂଚନା ମିଳିଛି । ଜଣେ ମହିଳାଙ୍କ ଠାରେ ଏହି ଭାରିଆଣ୍ଟ ପରିଲକ୍ଷୀତ ହୋଇଛି । ତାଙ୍କ ବୟସ…

ସିୟୁଇଟି ପରୀକ୍ଷା ବ୍ୟବସ୍ଥା ଉଚ୍ଛେଦ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଷ୍ଟାଲିନ

ଚେନ୍ନାଇ: ତାମିଲାନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସିୟୁଇଟି(କମନ ୟୁନିଭରସିଟି ଏଣ୍ଟ୍ରାସ ଏକଜାମ)କୁ ଉଚ୍ଛେଦ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଷ୍ଟାଲିନ ଚିଠିରେ କାରଣ ଦର୍ଶାଇଛନ୍ତି ଯେ, ଏହି ପରୀକ୍ଷା ପିଲାଙ୍କ ଉପରେ ବୋଝ ଲଦୁଛି । ଏବଂ ଜାତୀୟ…

[ଭିଡିଓ] ଭାରତୀୟ ସେନାରେ ଭର୍ତ୍ତି ହେବାକୁ ନିଶା, ଦୌଡିଲେ ୩୫୦ କି.ମି !

ଭୁବନେଶ୍ୱର: ଭାରତୀୟ ସେନାରେ ଭର୍ତ୍ତି ହେବା ତାଙ୍କ ନିଶା । ଦେଶ ପାଇଁ ଲଢିବା ତାଙ୍କ ଲକ୍ଷ୍ୟ । ଖାସ ସେଥିପାଇଁ ଜଣେ ଯୁବକ ନିଜ ଜୀବନକୁ ସେନା ପାଇଁ ଉତ୍ସର୍ଗ କରିଦେଇଛନ୍ତି । ଏପରି ଅନେକ ଯୁବକଙ୍କୁ ଆପଣ ଭାରତରେ କୋଣଅନୁକୋଣରେ ପାଇବେ । ହେଲେ ସୁରେଶ ନାମକ ଜଣେ ଯୁବକଙ୍କ ଭାରତୀୟ ସେନା…