Latest Odisha News

BREAKING NEWS

Browsing Category

ଫିଚର

ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ପତ୍ନୀ ଗିରଫ , ଝାଡଖଣ୍ଡରୁ ଧରିଲା କମିଶନରେଟ ପୋଲିସ

ଭୁବନେଶ୍ୱର : ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ପତ୍ନୀ ଗିରଫ । ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ କମଳାଙ୍କୁ ଝାଡଖଣ୍ଡରୁ ଗିରଫ କରିଛି କମିଶନରେଟ ପୋଲିସ । ବହୁ ଚର୍ଚ୍ଚିତ ଠକେଇ ମାମଲାର ମାଷ୍ଟର ମାଇଣ୍ଡ ଥିଲେ କମଳା । କମଳାଙ୍କୁ ରିମାଣ୍ଡରେ ଆଣିବାକୁ କମିଶନରେଟ ପୋଲିସ ଯୋଜନା କରୁଛି ।…

ଚଢେଇ ପଞ୍ଜୁରୀରେ ତମ୍ପ ,୨ ପକ୍ଷୀଙ୍କୁ ଗିଳିଦେଲା ସାପ

ବାଳକାଟି : ଚଢେଇ ପଞ୍ଜୁରୀରେ ତମ୍ପ ସାପ । ଆଖି ପିଛୁଳାକେ ଖାଇଦେଲା ପିଞ୍ଜରାରେ ଥିବା ଚଢେଇଙ୍କୁ । ବାଳକାଟି ନିକଟସ୍ଥ ବସନ୍ତପେଡି ଗାଁରେ ମଳୟ ରଞ୍ଜନ ପାତ୍ରଙ୍କ ଘରେ ଥିବା ଚଢେଇ ପଞ୍ଜୁରୀରେ ସାପ ପଶିଥିବା ଦେଖିବାକୁ ମିଳିଥିଲା ।ସାପଟି ପଞ୍ଜୁରୀ ଭିତରେ ଥିବା ଦୁଇଟି ବିଦେଶୀ ବଜରଙ୍ଗୀ…

ଧୀରେ ଧୀରେ ହୋଇ ଲିଟର ପିଛା ୧୦ ଟଙ୍କା ବଢିଲାଣି ପେଟ୍ରୋଲ ଦର, ଆଜି କେତେ?

ଭୁବନେଶ୍ୱର: ଆଜି ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର। ଭୁବନେଶ୍ୱରରେ ଲିଟର ପିଛା ୮୫ ପଇସା ବୃଦ୍ଧି ହୋଇଛି।  ରାଜଧାନୀ ଭୁବନେଶ୍ୱରରେ ୧୫ ଦିନରେ ପେଟ୍ରୋଲ ୯.୮୪ ଟଙ୍କା ବୃଦ୍ଧି  ପାଇ ୧୧୧.୬୪ ଟଙ୍କା ହୋଇଥିବା ବେଳେ ଡିଜେଲ ୯.୭୬ ବୃଦ୍ଧି ପାଇ ୧୦୧.୩୯ ଟଙ୍କା ହୋଇଛି। ଆଜି ଦିଲ୍ଲୀରେ…

ବଦଳିବେ ବିରୋଧୀ ଦଳ ନେତା !

ଭୁବନେଶ୍ୱର: ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଦୀର୍ଘ ଦିନ ଧରି ଅସୁସ୍ଥ ରହିଛନ୍ତି । ତେଣୁ ତାଙ୍କ ସ୍ଥାନରେ ନୂଆ ବିରୋଧୀ ଦଳର ନେତା କିଏ ହେବ ସେ ନେଇ ବିଜେପି ବିଧାୟକ ଦଳର ଏକ ବୈଠକ ହୋଇଛି । ଦିଲ୍ଲୀ ଗସ୍ତରେ ଏହି  ସମସ୍ତ ବିଧାୟକ ଥିବା ବେଳେ ଶୀର୍ଷ ନେତୃତ୍ୱଙ୍କୁ ଭେଟି ବିରୋଧୀ ଦଳର…

ପୁଟିନଙ୍କୁ ପୁଣିଥରେ ‘ଯୁଦ୍ଧ ଅପରାଧୀ’ କହିଲେ ଜୋ ବାଇଡେନ୍

ନ୍ୟୁୟର୍କ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ୪୦ଦିନରେ ପହଞ୍ଚିଛି । ଏହି ୪୦ ଦିନ ମଧ୍ୟରେ ରୁଷ ୟୁକ୍ରେନର ଅନେକ ସହରକୁ ଧ୍ୱଂସ କରିଛି । ୟୁକ୍ରେନ ରାଜଧାନୀ କିଭ ପାଖରେ ଥିବା ବୁଚା ସହରରେ କୁଢ କୁଢ ଶବ ଦେଖିବାକୁ ମିଳିଛି । ଏହା ଉପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ପୁଟିନଙ୍କୁ…

ରାଜ୍ୟସଭାକୁ ଯିବା ଚର୍ଚ୍ଚାରେ ଜବାବ ରଖିଲେ ନୀତୀଶ କୁମାର

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭାକୁ ଯିବାକୁ ଇଚ୍ଛୁକ ବୋଲି ଯେଉଁ କଳ୍ପନା ଜଳ୍ପନା ହେଉଥିଲା ତାର ପୂର୍ଣ୍ଣଛେଦ ପକାଇଛନ୍ତି । ସେ ଏହି ଚର୍ଚ୍ଚାକୁ ଖାରଜ କରି କହିଛନ୍ତି । ନୀତୀଶ କୁମାର କହିଛନ୍ତି, ମୁଁ ରାଜ୍ୟସଭା ଯାଉଥିବା କଥା ଶୁଣି ଆଶ୍ଚର୍ଯ୍ୟ। ଗତ ସପ୍ତାହରେ…

ଆତଙ୍କବାଦୀଙ୍କ ଗୁଳିରେ କଶ୍ମୀର ପଣ୍ଡିତ ଆହତ

ଶ୍ରୀନଗର: ଦୀର୍ଘ ଦିନର ଘଟଣାକୁ ନେଇ ପରଦାରେ ଦ କଶ୍ମୀର ଫାଇଲ୍ସ ସିନେମା ରିଲିଜ ହୋଇଛି । ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆତଙ୍କବାଦୀମାନେ କଶ୍ମୀରର ଶୋପିଆନ୍‌ରେ ଜଣେ କଶ୍ମୀରୀ ପଣ୍ଡିତଙ୍କୁ ଗୁଳି ମାଡ କରିଛନ୍ତି। ଏବେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ: ସରକାରଙ୍କୁ ସମର୍ଥନ, ଅପରାଜିତାଙ୍କୁ ସମାଲୋଚନା କଲେ ବର୍ଷା

ଭୁବନେଶ୍ୱର: ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ପ୍ରସଙ୍ଗରେ ଚାଲିଥିବା ରାଜନୀତିରେ ମୈଦାନକୁ ଓହ୍ଲାଇଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସେ ସିରିଜ୍ ଟୁଇଟ୍ କରି ସାଂସଦ ଅପରାଜିତା ଷଡଙ୍ଗୀକୁ ଘେରିଛନ୍ତି । ବର୍ଷା ଲେଖିଛନ୍ତି, ମନ୍ଦିର ଚାରିପାଖରେ ଶୌଚାଳୟ ନାହିଁ । ତେଣୁ ମହିଳାମାନେ ଅନେକ…

ଗୋରଖନାଥ ମନ୍ଦିରରେ ପୋଲିସକୁ ଆକ୍ରମଣ; ଅଭିଯୁକ୍ତକୁ ଧରିଥିବା କନେଷ୍ଟବଳଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର

ଗୋରଖପୁର: ରବିବାର ଗୋରଖନାଥ ମନ୍ଦିରରେ ଜବରଦସ୍ତି ପଶିବାକୁ ଉଦ୍ୟମ କରିଥିବା ମୁସଲମାନ ଯୁବକକୁ ଧରିଥିବା ତିନି ଜଣ ପୋଲିସ କନେଷ୍ଟବଳଙ୍କୁ ମିଳିବ ୫ ଲକ୍ଷ ଟଙ୍କା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଏହି ଘୋଷଣା କରିଛନ୍ତି । ରବିବାର ଜଣେ ମୁସଲମାନ ଯୁବକ ‘ଆଲ୍ଲାହୁ…

ବିସିସିଆଇ ମହିଳା ସିନିୟର ଟି୨୦: ମଧୁସ୍ମିତାଙ୍କ ନେତୃତ୍ୱରେ ଓଡିଶା ଟିମ ଘୋଷିତ

ଭୁବନେଶ୍ୱର: ବିସିସିଆଇ ସିନିୟର ମହିଳା ଟି୨୦ କ୍ରିକେଟ ତ୍ରିଭେନ୍ଦ୍ରମରେ ଏପ୍ରିଲ ୧୮ରୁ ମେ ୪ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ଟୁର୍ଣ୍ଣାମେଂଟ ପାଇଁ ଆଜି ମଧୁସ୍ମିତା ବେହେରାଙ୍କ ନେତୃତ୍ୱରେ ଓଡିଶା ଦଳ ଘୋଷଣା କରାଯାଇଛି । ଏପ୍ରିଲ ୧୮ରେ ଓଡିଶା ପ୍ରଥମ ମୁକାବିଲାରେ ଛତିଶଗଡକୁ ଭେଟିବ । ଏହା…