Latest Odisha News

BREAKING NEWS

Browsing Category

ଫିଚର

ସାଲୁର ବିଧାୟକ ହେଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ, କୋଟିଆକୁ ନେଇ ବଢ଼ିବ ଓଡ଼ିଶାର ଅଡୁଆ !

କୋଟିଆ: ଆଗକୁ କୋରାପୁଟ କୋଟିଆ ପ୍ରସଙ୍ଗରେ ଓଡ଼ିଶା ସରକାର ବଡ ଚ୍ୟାଲେଞ୍ଜର ସାମ୍ନା କରିପାରନ୍ତି । ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ସାଲୁରର ବିଧାୟକ ପି ରାଜାନ୍ନା ଦୋରାଙ୍କୁ ସେ ଉପମୁଖ୍ୟମନ୍ତ୍ରୀ କରାଇଛନ୍ତି । ଏଥିସହ ତାଙ୍କୁ…

କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ : ଦୀପୁ ଓ ଓମ୍ ହତ୍ୟା ଘଟଣାରେ ସାକ୍ଷ୍ୟ ଗ୍ରହଣ ପାଇଁ ହାଜର

କଟକ: କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ । କଟକ ଜିଲ୍ଲା ଦୌରା ଜଜ୍ କୋର୍ଟରେ ହାଜର ହୋଇଛନ୍ତି ଶୁସୀଲ ଓ ଶୁଶାନ୍ତ ଧଳ ସାମନ୍ତ ।ଦୀପୁ ମଲ୍ଲୀକ ଏବଂ ଓମ୍ ସ୍ୱାଇଁ ହତ୍ୟା କାଣ୍ଡ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ ଦୁଇ ଭାଇଙ୍କୁ କୋର୍ଟରେ ହାଜର କରିଛି ପୋଲିସ । ସୂଚନାଅନୁସାରେ ୨୦୧୩ ମସିହା…

ରାଜଧାନୀରେ ଭୁଜାଲିରେ ହାଣି ଲୁଟ, ଶୋଇଛି କମିଶନରେଟ ପୋଲିସ ?

ଭୁବନେଶ୍ୱର: ଆଇନ ବ୍ୟବସ୍ଥାକୁ ଫୁ କରି ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇବାରେ ସଫଳ ହୋଇ ଚାଲିଛନ୍ତି ଅପରାଧୀ । ଆଉ ଜଳକା ହୋଇ ବସିଛି କମିଶନରେଟ ପୋଲିସ । ରାତି ହେଲେ କିଟମିଟ ଅନ୍ଧାର ହେଲା ମାତ୍ରେ ଅପରାଧୀ ଚେଇଁ ଉଠୁଛନ୍ତି । ଆଉ ଘଟାଉଛନ୍ତି ଗୋଟିଏ ପରେ ଗୋଟିଏ ବଡ ଅପରାଧ। ଗତକାଲି…

ବିକାଶ ବଦଳରେ ବିନାଶ କାମରେ ବ୍ୟସ୍ତ ବିଏମସି: ଅପରାଜିତା

ଭୁବନେଶ୍ୱର: ଝାରପଡା ହାଟକୁ ବେଆଇନ କହି ବିଏମସି ଭାଙ୍ଗି ଦେବା ପରେ ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀ ଘଟଣାସ୍ଥଳକୁ ଯାଇ କ୍ଷତିଗ୍ରସ୍ତଙ୍କୁ ଭେଟିଛନ୍ତି । ଏହି ସମୟରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ସେ ବିଏମସି ଉପରେ ବର୍ଷିଛନ୍ତି । ବିକାଶ କାମରେ ନିୟୋଜିତ…

ପୂର୍ବତନ ରାଜ୍ୟ ବିଜେପି ସଭାପତି ‘ମୁଣ୍ଡକାଟ’ ଧମକ ଦେଇଥିବା ଅଭିଯୋଗ

ଜୁନାଗଡ: ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏକ ବୈଠକରେ ମୁଣ୍ଡକାଟ ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଛି । ସୋମବାର ଜୁନାଗଡ ଏନଏସିରେ ନିର୍ବାଚିତ କାଉନସିଲରଙ୍କୁ ନେଇ ଏକ ବୈଠକ ବସିଥିଲା। ଏହି ସମୟରେ ବିଜେଡି କାଉନସିଲରଙ୍କ ସହ ଯୁକ୍ତିତର୍କ ବେଳେ…

ରୁଷ ପାଖରୁ ତେଲ କିଣି ଭାରତ ଅନ୍ତର୍ଜାତୀୟ ଚୁକ୍ତି ଉଲ୍ଲଂଘନ କରୁଛି କି ? ଜବାବ ରଖିଲା ଆମେରିକା

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବୈଠକ କରିଛନ୍ତି । ଭର୍ଚୁଆଲ ମୋଡରେ କରିଥିବା ଏହି ବୈଠକ ଉପରେ ସାରା ବିଶ୍ୱର ନଜର ଥିଲା । ମୁଖ୍ୟତଃ ରୁଷ-ୟୁକ୍ରେନ ପ୍ରସଙ୍ଗରେ ଦୁଇ ନେତାଙ୍କ ଆଭିମୁଖ୍ୟ କଣ ହେବା ତା ଉପରେ ଦୁନିଆର ନଜର ଥିଲା । ଏହି…

କୋଣାର୍କ ଏକ୍ସପ୍ରେସ ଧକ୍କାରେ ୫ ଜଣଙ୍କର ମୃତ୍ୟୁ

ହାଇଦ୍ରାବାଦ: ସୋମବାର ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ସିଗାଦମ ମଣ୍ଡଳର ବଟୁଆ ଫାଟକ ନିକଟରେ କୋଲକାତା ଅଭିମୁଖେ ଯାଉଥିବା କୋଣାର୍କ ଏକ୍ସପ୍ରେସ୍ ମାଡ଼ିଯିବାରୁ ପାଞ୍ଚ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁୟାୟୀ,…

ମୋଦୀ-ବାଇଡେନ ବୈଠକ, ୟୁକ୍ରେନ ବୁଚାରେ ଗଣହତ୍ୟାକୁ ନିନ୍ଦା କଲା ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋସେଫ ଆର ବାଇଡେନ ସୋମବାର ଏକ ଭର୍ଚୁଆଲ ବୈଠକ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଭାରତ-ଆମେରିକା ୨+୨ ମନ୍ତ୍ରୀସ୍ତରୀୟ ଆଲୋଚନା ପାଇଁ ୱାଶିଂଟନ ଡିସିରେ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ…

କୋଭିଡ ମୃତକଙ୍କ ପରିବାରବର୍ଗଙ୍କୁ ସହାୟତା ଦାବି ଦାଖଲ ପାଇଁ ସମୟସୀମା ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ମୃତକଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଆବେଦନ ଦାଖଲ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିଛନ୍ତି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣଙ୍କ ଘୋଷଣା ଅନୁଯାୟୀ ଏହି ସହାୟତା ପ୍ରଦାନ କରାଯିବ । ୨୦୨୧ର ରିଟ୍‌…

ପୋଷା ବିଲେଇ ଖାଇଦେଲା ୫୦ ହେୟାରବ୍ୟାଣ୍ଡ, ଆସନ୍ତୁ ଜାଣିବା ତା ପରେ କଣ ହେଲା

ଲଣ୍ଡନ: ୪୪ ବର୍ଷୀୟା ପଲ ସ୍ପ୍ରାଗେଟ ତାଙ୍କ ପୋଷା ବିଲେଇ ବେରୀକୁ ବହୁତ ଭଲ ପାଆନ୍ତି । ହଠାତ ଦିନେ ବେରୀ ତଳେ ପଡି ଛଟପଟ ହେଲା । ଏହା ଦେଖି ସ୍ପାଗେଟ ତାଙ୍କୁ ତୁରନ୍ତ ପଶୁ ଡାକ୍ତରଖାନା ନେଇଗଲେ । ପ୍ରାରମ୍ଭିକ ଚିକିତ୍ସାରେ ଡାକ୍ତର କିଛି ଜାଣି ନ ପାରିବାରୁ ସ୍କାନ ପାଇଁ କହିଥିଲେ । ସ୍କାନ…