Latest Odisha News

BREAKING NEWS

Browsing Category

ଫିଚର

ରେଭ୍ ପାର୍ଟିରେ ରେଡ୍: ଭିଭିଆଇପି, ଅଭିନେତା ଏବଂ ରାଜନେତାଙ୍କ ପରିବାର ଲୋକେ ଅଟକ

ହାଇଦ୍ରାବାଦ: ମୁମ୍ବାଇ ଡ୍ରଗ୍ସ ପାର୍ଟି ଖବର ପରେ ଏବେ ଆଉ ଏକ ସମାନ ଘଟଣା ସାମ୍ନାକୁ ଆସିଛି। ରବିବାର ହାଇଦ୍ରାବାଦ ପୋଲିସର ଟାସ୍କଫୋର୍ସ ଟିମ୍ ବନଜାରା ହିଲରେ ଥିବା ଏକ ପଞ୍ଚ ତାରକା ହୋଟେଲର ଏକ ପବରେ ରେଭ୍ ପାର୍ଟି ଚାଲିଥିବା ବେଳେ ଅଚାନକ ରେଡ୍ କରିଛି। ଏହି ପାର୍ଟିରେ ଭିଭିଆଇପିଙ୍କ ପୁଅ…

ଇମ୍ରାନ ଖାନ ଆଉ ପାକିସ୍ତାନର ‘କ୍ୟାପଟେନ’ ନୁହଁନ୍ତି, ଏବେ ସରକାର କାହା ହାତରେ?

ଇସଲାମାବାଦ: ପାକିସ୍ତାନ ସରକାର ଏକ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରିଛନ୍ତି, ଇମ୍ରାନ ଖାନ ସରକାରୀ ଭାବେ ପାକିସ୍ତାନର ଆଉ ପ୍ରଧାନମନ୍ତ୍ରୀ ନୁହଁନ୍ତି । ଏହି ବିଜ୍ଞପ୍ତି ପୂର୍ବରୁ କିନ୍ତୁ ଇମ୍ରାନ ସରକାରର ମନ୍ତ୍ରୀ ଫାୱାଦ ଚୌଧୁରୀ କହିଥିଲେ ଯେ ଇମ୍ରାନ ଖାନ ଧାରା ୨୨୪ ଅନୁଯାୟୀ…

‘ମୁଖ୍ୟମନ୍ତ୍ରୀ ହେବାକୁ ଯଦି ଇଚ୍ଛା ଧର୍ମେନ୍ଦ୍ର ରାଜ୍ୟ ବିଜେପିରେ ରୁହନ୍ତୁ’

ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ ପରେ ଦିଲ୍ଲୀ ଯାଇ ଫେରିଛନ୍ତି ରାଜ୍ୟ ବିଜେପିର ପ୍ରମୁଖ ନେତା । ନିର୍ବାଚନ ଫଳାଫଳରେ ଶାସକ ଦଳ ବିଜେଡି ଆଗରେ ବିଜେପି ମୁଣ୍ଡ ନଟେକିପାରିବା ରାଜ୍ୟ ବିଜେପିର ନେତୃତ୍ୱ ଉପରେ ଅନେକ ପ୍ରଶ୍ନ ଛିଡା କରିଛି । ତେଣୁ ରାଜ୍ୟ ବିଜେପିର ନେତୃତ୍ୱ ଜଣେ ବଡ…

ୟାମି ଗୌତମଙ୍କ ଇନଷ୍ଟାଗ୍ରାମ ଆକାଂଉଟ ହ୍ୟାକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କ ଇନଷ୍ଟାଗ୍ରାମ ଆଂକାଉଟ ହ୍ୟାକ ହୋଇଛି । ସେ ଟୁଇଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ମୋ ଆକାଂଉଟ ହ୍ୟାକ ହୋଇଥିବାରୁ ଆପଣମାନେ ଏହାର ଗତିବିଧି ଉପରେ ନଜର ରଖିଥିବେ ବୋଲି ସେ ପ୍ରଶଂସକମାନଙ୍କୁ କହିଛନ୍ତି । ଟେକ୍ନିକାଲ ଟିମ ଖୁବ ଶୀଘ୍ର ଏହି…

ଭାରତର ଆଉ ଏକ ପଡୋଶୀ ଦେଶର ସରକାର ଭାଙ୍ଗିବ !

କଲମ୍ବୋ: ଶ୍ରୀଲଙ୍କାର ଆର୍ଥୀକ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ଭାରତର ଏହି ପଡୋଶୀ ଦେଶର ସରକାର ଆଉ ମାତ୍ର ହାତଗଣତି ଦିନ ରହିବ ବୋଲି ଅନୁମାନ କରାଯାଉଛି । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ପଦରୁ ଇସ୍ତଫା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ବୋଲି ଚର୍ଚ୍ଚା…

ଇମ୍ରାନଙ୍କୁ ଝଟକା, ବିରୋଧୀଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ଇସଲାମାବାଦ: ପାକିସ୍ତାନରେ ଇମ୍ରାନ ଖାନ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ବିରୋଧୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।  ଦାଖଲ ହୋଇଥିବା ଆବେଦନ ମାମଲାରେ ଶୁଣାଣି ଆସନ୍ତାକାଲି ହେବ ବୋଲି ପାକିସ୍ତାନର ସୁପ୍ରିମକୋର୍ଟ କହିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ…

କୀଭରେ କଲବଲ ହେଉଛନ୍ତି ରୁଷିଆ ସେନା: ବିଷାକ୍ତ ମଦ, ପାଉଁରୁଟି ଖାଇ ୫୦୦ ଅସୁସ୍ଥ

କୀଭ: ୟୁକ୍ରେନ ବିପକ୍ଷ ଯୁଦ୍ଧରେ ରୁଷିଆକୁ ପ୍ରଚୁର କ୍ଷତି ସହିବାକୁ ପଡୁଛି । ଡେଲିମେଲରେ ପ୍ରକାଶିତ ଖବର ଅନୁସାରେ ଖାରକୀଭ ନିକଟରେ ରୁଷ ସେନା ପଂହଚିବା ପରେ ସେମାନଙ୍କୁ ସ୍ଥାନୀୟ ବାସିନ୍ଦା ପାଉଁରୁଟି ଏବଂ ମଦ ଦେଇଥିଲେ । ଏହାକୁ ଖାଇବା ପରେ ୫୦୦ରୁ ଊର୍ଦ୍ଧ୍ୱ ଅସୁସ୍ଥ ହୋଇ ପଡିଥିବା ବେଳେ…

ସିବିଆଇ ଆଉ ପଞ୍ଜୁରୀ ଶୁଆ ନୁହେଁ ବୋଲି କହିଲେ କିରେନ ରିଜ୍ଜିଜୁ

ନୂଆଦିଲ୍ଲୀ: ସିବିଆଇ ଆଉ ପଞ୍ଜୁରୀ ଶୁଆ ନୁହେଁ । ବେଶ୍ ସଚ୍ଚୋଟତାର ସହ ସର୍ବୋଚ୍ଚ ଅପରାଧିକ ତଦନ୍ତକାରୀ ସଂସ୍ଥା ଭାବେ କାର୍ଯ୍ୟ କରୁଛି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ.ଭି ରମଣା ସିବିଆଇ ସମାଲୋଚନା କରିବାର ଦିନକ ପରେ ଗୃହ ରାଷ୍ଟ୍ରମନ୍ତ୍ରୀ କିରେନ ରିଜ୍ଜିଜୁ ଏଭଳି କହିଛନ୍ତି ।…

ହସ୍ପିଟାଲରୁ ଡିସଚାର୍ଜ ହେଲେ ମଲାଇକା ଆରୋରା , ଅର୍ଜୁନ କପୁରଙ୍କ ସହ ଘରକୁ ଫେରିଲେ

 ମୁମ୍ବାଇ : ହସ୍ପିଟାଲରୁ ଡିସଚାର୍ଜ ହେଲେ ମଲାଇକା ଆରୋରା । ମଲାଇକାଙ୍କ କାର୍ ଗତକାଲି ରାତିରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ସମୟରେ ମଲାଇକା ସାମାନ୍ୟ ଆହତ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେ ଆଜି ସୁସ୍ଥ ହୋଇ ଅର୍ଜୁନ କପୁରଙ୍କ ସହ ଘରକୁ ଫେରିଛନ୍ତି । ଏନେଇ…

ମାଆ ହେଲେ କମେଡିଆନ ଭାରତୀ

ମୁମ୍ବାଇ: କମେଡିଆନ ଭାରତୀ ସିଂ ରବିବାର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତି ହର୍ଷ ଲିମ୍ବୋଚିୟା ଏହି ଖୁସି ଖବର ସୋସିଆଲ ସାଇଟରେ ଶେୟାର କରିଛନ୍ତି । ଭାରତୀଙ୍କ ସହ ସେ ଏକ ସୁନ୍ଦର ଫଟୋ ଶେୟାର କରି ଲେଖିଛନ୍ତି ଇଟସ ଏ ବୟ । ବିବାହର ୫ ବର୍ଷ ପରେ ଭାରତୀଙ୍କ ଘର ଖୁସିରେ ଭରି…