Latest Odisha News

BREAKING NEWS

Browsing Category

ଫିଚର

ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ : ଏଡିଜି ଆର.ପି କୋଚେ ହେଲେ ଗୁଇନ୍ଦା ନିର୍ଦ୍ଦେଶକ, ଲଳିତ ଦାସଙ୍କୁ ଗୃହ ବିଭାଗ ଓଏସଡିକୁ…

ଭୁବନେଶ୍ୱର : ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ । ଆର. ପି କୋଚେଙ୍କୁ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଗୁଇନ୍ଦା ନିର୍ଦ୍ଦେଶକଙ୍କୁ ବଦଳାଇଲେ ରାଜ୍ୟ ସରକାର । ପୂର୍ବରୁ ଗୁଇନ୍ଦା ନିର୍ଦ୍ଦେଶକ ଥିବା ଲଳିତ ଦାସଙ୍କୁ ବଦଳି କରାଯାଇଛିାଲଳିତ ଦାସ…

ଝାଡଖଣ୍ଡରେ କେବୁଲ କାର ଦୁର୍ଘଟଣା ଗ୍ରସ୍ତ , ୨ ମୃତ ,ଫସିଲେ ୪୮ରୁ ଉର୍ଦ୍ଧ୍ବ

ଝାଡଖଣ୍ଡ : ଝାଡଖଣ୍ଡର ଦେଓଘରରେ ବଡ ଧରଣର ଅଘଟଣ । ରୋପୱେ କେବୁଲ କାର ଦୁର୍ଘଟଣା ଗ୍ରସ୍ତ । ଏଥିରେ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଛି । ୫୦ରୁ ଲୋକ ଫସି ରହିଥିବା ସୂଚନା ମିଳିଛି ।ଆଇଟିବିପି ଓ ଏନଡିଆରଏଫ୍ ଯବାନ ଘଟଣା ସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅନ୍ୟପଟେ ଫସି…

ଢେଙ୍କାନାଳର ପୌରାଧ୍ୟକ୍ଷଙ୍କ ଘରକୁ ବୋମାମାଡ ଘଟଣା: ୨ ଅଭିଯୁକ୍ତ ଗିରଫ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ନବ ନିର୍ବାଚିତ ପୌରାଧ୍ୟକ୍ଷଙ୍କ ଘରେ ବୋମା ମାଡ ଘଟଣାରେ ଗିରଫ ହେଲେ ଅଭିଯୁକ୍ତ । ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଢେଙ୍କାନାଳ ଟାଉନ ଥାନା ପୋଲିସ । ଗଁଦିଆ ଆରଦା ଗାଁରୁ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ…

ପରଲୋକରେ ଜଣାଶୁଣା ଅଭିନେତା ଶିବ ଶୁବ୍ରମଣ୍ୟମ୍

ଭୁବନେଶ୍ୱର: ଚଳଚ୍ଚିତ୍ର ଦୁନିଆରୁ ଆସିଲା ଦୁଃଖଦ ଖବର । ଆଉ ନାହାନ୍ତି ଜଣାଶୁଣା ଅଭିନେତା ତଥା ସ୍କ୍ରିନ୍ ରାଇଟର୍ ଶିବ ଶୁବ୍ରମଣ୍ୟମ୍ । ବିଭିନ୍ନ ଭାଷାରେ ନିର୍ମିତ ଫିଲ୍ମରେ ଅଭିନୟ କରିଥିବା ଏହି ଅଭିନେତାଙ୍କ ମୃତ୍ୟୁ ଖବର ମନୋରଂଜନ ଦୁନିଆରେ ଶୋକ ଖେଳାଇଦେଇଛି । ବଲିଉଡରେ ଅନେକ ଫିଲ୍ମରେ…

ଶ୍ରୀମନ୍ଦିର ଭିତରକାଠରେ ରକ୍ତଛିଟା , ମହାପ୍ରଭୁଙ୍କ ହେଲା ବଡମହାସ୍ନାନ ନୀତି

ପୁରୀ : ଶ୍ରୀମନ୍ଦିର ଭିତରକାଠ ନିକଟରେ ପଡିଲା ରକ୍ତଛିଟା । ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି । ସୋମବାର ଶ୍ରୀମନ୍ଦିର ଭିତରକାଠ ନିଟକରେ ରକ୍ତଛିଟା ପଡିଥିବା ଦେଖିବାକୁ ମିଳିଥିଲା । କେହି ଜଣେ ସେବାୟତ ଝୁଣ୍ଟି ପଡିବାରୁ ରକ୍ତଛିଟା ପଡିଥିବା ସନ୍ଦେହ କରାଯାଉଛି ।ଏହା ପରେ ସମସ୍ତ…

କରୋନାର ନୂଆ XE ଭାରିଆଣ୍ଟକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଲେ ଏନଟିଏଜିଆଇ ମୁଖ୍ୟ ଏନ.କେ ଅରୋରା

 ଦିଲ୍ଲୀ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ 'XE' କୁ ନେଇ ଚାରି ଆଡେ ଭୟର ବାତା ବରଣ ଖେଳିଯାଇଥିବା ବେଳେ । ଏଥିପ୍ରତି ଭୟଭୀତ ହୁଅନ୍ତୁ ନାହିଁ ବୋଲି ଏନଟିଏଜିଆଇ ମୁଖ୍ୟ ଏନକେ ଅରୋରା ପରାମର୍ଶ ଦେଲେ  । 'XE' ଭାରିଆଣ୍ଟ ପ୍ରଥମେ ମହାରାଷ୍ଟ୍ର ଓ ପରେ ଗୁଜୁରାଟରେ ଚିହ୍ନଟ ହୋଇଥିଲା ।…

ଟିମ ପାଇଁ ଜାଣିଶୁଣି ରିଟାୟର ଆଉଟ ହେଲେ ଅଶ୍ୱିନୀ

ମୁମ୍ବାଇ: ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନୀ ଜାଣିଶୁଣି ରିଟାୟର ଆଉଟ ହେବାକୁ ସମସ୍ତେ ପ୍ରଶଂସା କରିଛନ୍ତି । ୧୯ତମ ଓଭରରେ ଟିମ ପାଇଁ ସେ ନିଜ ୱିକେଟ ତ୍ୟାଗ କରିବାକୁ ପଛାଇ ନ ଥିଲେ । ଆଇପିଏଲ ଇତିହାସରେ ସେ ପ୍ରଥମ ଖେଳାଳି ଭାବେ ରିଟାୟର ଆଉଟ…

ଅସହ୍ୟ ହେଉଛି ତାତି , ଜଳୁଛି ପଶ୍ଚିମ ଓଡିଶା

ବଲାଙ୍ଗୀର : ତତଲା କଡେଇରେ ସିଝୁଛି ଓଡିଶା । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ । ବୈଶାଖ ମାସ ଆରମ୍ଭ ନେଉଣୁ ଅଥୟ କଲାଣି ପ୍ରଚଣ୍ଡ ଖରାର ତାପ । ପଶ୍ଚିମ ଓଡିଶାରେ ଖରାର ପ୍ରଚଣ୍ଡ ତାପ ଅନୁଭୁତ ହେଉଛି । ଗତକାଲି ବଲାଙ୍ଗୀର , ବୌଦ୍ଧ ,ଝାରସୁଡା, ବାରିପଦା,…

ଇମ୍ରାନଙ୍କୁ ସମର୍ଥନ କରି ପାକିସ୍ତାନରେ ବିଶାଳ ରାଲି

ଲାହୋର: ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଜରିଆରେ ଗାଦିଚ୍ୟୁତ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆ ଦଳର ଅଧ୍ୟକ୍ଷ ଇମ୍ରାନ୍ ଖାନ । ଏପରି କ୍ଷମତାଚ୍ୟୁତକୁ ବିରୋଧ କରି ଲାହୋର ଲିବର୍ଟି ଛକରେ ପାକିସ୍ତାନ ତେହେରିକ୍-ଏ-ଇନସଫା (ପିଟିଆଇ)ର ବହୁ ସମର୍ଥକ ବିକ୍ଷୋଭ…

‘RRR’ ହଜାରେ କୋଟି ପାର୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏସ. ଏସ. ରାଜାମୌଲିଙ୍କ ଫିଲ୍ମ 'ଆରଆରଆର' ବକ୍ସ ଅଫିସରେ ଆଉ ଏକ ରେକର୍ଡ କରିଛି । ଫିଲ୍ମଟି ରିଲିଜ ହେବାର ୧୬ ଦିନ ମଧ୍ୟରେ ସାରା ବିଶ୍ୱରେ ୧୦୦୦ କୋଟି କ୍ଲବରେ ସାମିଲ ହୋଇଛି। ବିଶ୍ୱସ୍ତରରେ ୧୦୦୦ କୋଟି ଟପିଥିବା ଅନ୍ୟ ଫିଲ୍ମ ଗୁଡିକ ହେଲା 'ଦଙ୍ଗଲ' ଏବଂ…