Latest Odisha News

BREAKING NEWS

Browsing Category

ଫିଚର

ଆଇସିସି ମହିଳା ବିଶ୍ୱକପ: ୭ମ ଥର ପାଇଁ ଅଷ୍ଟ୍ରେଲିଆକୁ ଟାଇଟଲ

ସିଡନୀ: ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ଆଇସିସି ମହିଳା ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆ ୭୧ ରନରେ ଇଂଲଣ୍ଡକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ଏହି ମେଗା ଇଭେଂଟରେ ଅଷ୍ଟ୍ରେଲିଆ ୭ମ ଥର ପାଇଁ ଟାଇଟଲ ହାସଲ କରିଛି । ଏଲିସା ହୀଲେ ୧୩୮ ବଲରେ ୧୭୦ ରନର ସ୍ମରଣୀୟ ଇନିଂସ ଖେଳିଥିଲେ ।…

କାଲିଠୁ ଆନ୍ଧ୍ରରେ ଦ୍ୱିଗୁଣିତ ହୋଇଯିବ ଜିଲ୍ଲା ସଂଖ୍ୟା; ବଦଳିଯିବ ମାନଚିତ୍ର

ହାଇଦ୍ରାବାଦ: ଆସନ୍ତା କାଲିଠୁ ଦ୍ୱିଗୁଣିତ ହୋଇଯିବ ଆନ୍ଧ୍ରପ୍ରଦେଶର ଜିଲ୍ଲା ସଂଖ୍ୟା । ଶୁକ୍ରବାର ଠାରୁ ଆନ୍ଧ୍ରରେ ୨୬ଟି ଜିଲ୍ଲା ହୋଇଯିବ । ବର୍ତ୍ତମାନ ଆନ୍ଧପ୍ରଦେଶରେ ୧୩ଟି ଜିଲ୍ଳା ରହିଛି । ସୋମବାର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଆଉ ନୂଆ ୧୩ଟି ଜିଲ୍ଲାର ଉଦଘାଟନ କରିବେ । ଜିଲ୍ଳା…

୯୦ ଦିନ ମଧ୍ୟରେ ପାକିସ୍ତାନରେ ହେବ ନିର୍ବାଚନ

ଇସଲାମବାଦ: ପାକିସ୍ତାନରେ ଆଗାମୀ ୯୦ ଦିନ ମଧ୍ୟରେ ନିର୍ବାଚନ କରିବା ପାଇଁ ରାଷ୍ଟ୍ରପତି ଆରିଫ ଅଲ୍ଲୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ କୂଟନୀତିରେ ବିରୋଧୀମାନେ ମାତ ଖାଇଛନ୍ତି । ସମ୍ବିଧାନର ଧାରା ୫୮ ଅନ୍ତର୍ଗତ ନିର୍ବାଚନ ପୁନର୍ବାର କରାଇବା ପାଇଁ ଇମ୍ରାନ…

ଯୌତୁକ ଜୁଇରେ ବଳି ପଡିଲା ବଧୂ , ହତ୍ୟା ଅଭିଯୋଗ ନେଇ ଥାନାରେ ଏତଲା

ସାଲେପୁର  : ଯୌତୁକ ନେଇଗଲା ଜୀବନ । ଅଧିକ ଯୌତୁକ ଦାବି କରି ଶାଶୁଘର ଲୋକ ମିଶିକରି ଝିଅକୁ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ଝିଅର ବାପ ଘର ପକ୍ଷ । ସାଲେପୁର ନଇଗୁଆ ଗ୍ରାମରେ ଏପରି ଅଘଟଣ ଘଟିଛି । ଏହି ଘଟଣା ଘଟିବା ପରେ ସାଲେପୁର ପୋଲିସ ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।…

ବିଜେଡିରେ ମିଶିଲେ ଭୁବନେଶ୍ୱର ମହାନଗର ନିଗମର ସ୍ୱାଧୀନ କର୍ପୋରେଟର ଚନ୍ଦ୍ରଶେଖର ମଲିଆ

ଭୁବନେଶ୍ୱର : ବିଜେଡିରେ ମିଶିଲେ ଭୁବନେଶ୍ୱର ମହାନଗର ନିଗମର ସ୍ୱାଧୀନ କର୍ପୋରେଟର ଚନ୍ଦ୍ରଶେଖର ମଲିଆ। ସେ ବିଜେଡି ଟିକେଟ ନ ପାଇବାରୁ ୬୦ ନମ୍ବର  ୱାର୍ଡରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ। ସ୍ୱାଧୀନ ଲଢ଼ିଥିବା ସତ୍ତ୍ୱେ ଦଳ ତାଙ୍କୁ ନିଲମ୍ବନ କରି ନଥିଲା। ବର୍ତ୍ତମାନ ସେ ଭୁବନେଶ୍ୱର…

ଇମ୍ରାନଙ୍କ ବିରୋଧରେ ଅନାସ୍ଥ ପ୍ରସ୍ତାବ ଖାରଜ

ଇସଲାମବାଦ: ନାଟକୀୟ ଢ଼ଙ୍ଗରେ ଆଜି ପାକିସ୍ତାନ ବିଧାନସଭାରେ ପ୍ରଧାମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଆଗତ ଅନାସ୍ଥ ପ୍ରସ୍ତାବ ଖାରଜ ହୋଇଯାଇଛି । ବୈଦେଶିକ ଷଡଯନ୍ତ୍ର ଦର୍ଶାଇ ଉପବାଚସ୍ପତି କାସିମ ଖାଁ ଏହାକୁ ଖାରଜ କରିଥିଲେ । ଗୃହରେ ବିରୋଧୀମାନେ ଏ ନେଇ ପ୍ରତିବାଦ କରିଥିଲେ । ଏହା ପରେ…

୧୦ କୋଟିରୁ ଅଧିକ ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ଜିଏସଟି ବିଭାଗର ରେଡ

ରାଉରକେଲା :ଟିକସ ଫାଙ୍କିବା ପଡିଲା ମହଙ୍ଗା , ଚଢାଉ କଲା ଜିଏସଟି ବିଭାଗ । ରାଉରକେଲାରେ କେନ୍ଦ୍ରୀୟ ଜିଏସଟି ବିଭାଗ ଚଢାଉ କରିଛି ।କୁଆଁରମୁଣ୍ଡା ଟପ୍ ଟେକ ପ୍ରାଇଭେଟ ଲିମିଟେଡ କମ୍ପାନୀରେ ଜିଏସଟି ବିଭାଗ ରେଡ କରିଛି । ୧୦ କୋଟି ଟଙ୍କାରୁ ଅଧିକ ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ଜିଏସଟି…

ସିକ୍ରେଟ୍ ବିବାହ କଲେ ରଣବୀର କପୁର-ଆଲିଆ ! ସୋସିଆଲ ମିଡିଆରେ ଫଟୋ ଭାଇରାଲ

ମୁମ୍ଵାଇ : ବଲିଉଡରେ ଏବେ ଚର୍ଚ୍ଚାରେ ରଣବୀର ଓ ଆଲିଆଙ୍କ ଯୋଡିା ପ୍ରଫେସନାଲ ଲାଇଫ ଠାରୁ ଆରମ୍ଭ କରି ପର୍ସିନାଲ ଲାଇଫରେ ଚର୍ଚ୍ଚାରେ ଆଲିଆ ଓ ରଣବୀର । ଏହି ଦୁଇ ଯୋଡି ଅପକିମଂ ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକାଠି ନଜର ଆସିବେ ବୋଲି ଶୁଣିବାକୁ ମିଳିଛି ।ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ଏବେ ସୋସିଆଲ…

ଶ୍ରୀଲଙ୍କା ସ୍ଥିତି ସାଂଘାତିକ: ସୋସିଆଲ୍ ମିଡିଆ ଉପରେ ଲାଗିଲା ରୋକ

କଲମ୍ବୋ: ଲଙ୍କା ଜଳୁଛି । ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଯୋଗୁ ଅସ୍ଥିରତା ବ୍ୟାପକ ହିଂସାର ରୂପ ନେଇଛି । ସ୍ଥିତି ଅଣାୟତ୍ତ ହୋଇଛି । ଏହାର ମୁକାବିଲା ପାଇଁ ସରକାର ଜରୁରୀ ପରିସ୍ଥିତି ସତ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଇଛନ୍ତି । କର୍ଫ୍ୟୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ…

ଶର୍ମିଷ୍ଠାଙ୍କ ବେଡରୁମରୁ ମିଳିଲା ନିରଞ୍ଜନଙ୍କ ଡାଏରୀ, ମେମୋରୀ ଚିପ୍ କେଉଁଠି ?

ଭୁବନେଶ୍ୱର: ତଦନ୍ତ ବଢୁଛି । ଫିଟୁଛି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାର ଗୁମର । କ୍ରାଇମବ୍ରାଞ୍ଚ ରହସ୍ୟ ଭେଦୁଛି । ରିମାଣ୍ଡରେ ନେଇ ଜେରା ବେଳେ ୪ ଅଭିଯୁକ୍ତ ବଖାଣିଛନ୍ତି ମାନସ ଅପହରଣ ଓ ହତ୍ୟାର ସତ । ଗତକାଲି ରିମାଣ୍ଡରେ ଶେଷ ଦିନରେ ତଦନ୍ତକାରୀ ଟିମ୍ ହାତରେ ବଳିଷ୍ଠ ତଥ୍ୟ ପ୍ରମାଣ…