Latest Odisha News

BREAKING NEWS

Browsing Category

ଫିଚର

ସମ ଅଲଟିମେଟ ମେଡ଼ିକେଆରରେ ସଫଳ କିଡ଼ନୀ ପ୍ରତ୍ୟାରୋପଣ

ଭୁବନେଶ୍ୱର: ସମ ଅଲ୍ଟିମେଟରେ ଅସୁସ୍ଥ ଝିଅକୁ କିଡ଼ନୀ ଦାନ କଲା ମା। ସଫଳ ଅସ୍ତ୍ରୋପଚାର ଫଳରେ ସୁସ୍ଥ ହୋଛନ୍ତି ଯୁବତୀ। ସମ୍ପୃକ୍ତ ଯୁବତୀଙ୍କ ଦୁଇଟି କିଡ଼ନୀ ସମ୍ପୂଣ୍ଣ ନଷ୍ଟ ହୋଇ ପଡ଼ିଥିଲା। ଚିକିତ୍ସା ପାଇଁ ଗତ ବର୍ଷ ନଭେମ୍ବରରେ ସେ ସମ ଅଲଟିମେଟରେ ଭର୍ତି ହୋଇଥିଲେ। ସମରେ ନେଫରୋଲୋଜି…

କାନାଡ଼ାକୁ ଭାରତ ରପ୍ତାନୀ ବେବି କର୍ଣ୍ଣ ଆଉ କଦଳୀ

ନୂଆଦିଲ୍ଲୀ: କାନାଡ଼ା ଏବେ ଭାରତରୁ ବେବି କର୍ଣ୍ଣ ଆଉ କଦଳୀ ଆମଦାନୀ କରିବ। ଏନେଇ କେନ୍ଦ୍ର କୃଷି ମନ୍ତ୍ରାଳୟ ସହିତ ଏକ ଚୁକ୍ତି କରିଛି କାନାଡ଼ା। ଭାରତ ପାଇଁ ଅବସ୍ଥାପିତ କାନାଡ଼ା ରାଷ୍ଟ୍ରଦୂତ କାମେରନ ମାକେ କୃଷି ସଚିବ ମନୋଜ ଆହୁଜାଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ଯୁଗ୍ମ ସଚିବ ପ୍ରମୋଦ…

ବୁଷ୍ଟର ଡୋଜର ଦିନକ ଆଗରୁ କମିଗଲା ଟୀକା ଦର

ଭୁବନେଶ୍ୱର: ସାରା ଦେଶରେ ଏପ୍ରିଲ ୧୦ରୁ କରୋନା ଟୀକାର ବୁଷ୍ଟର ଡୋଜ ଦିଆଯିବ । ଏହାର ଦିନକ ପୂର୍ବରୁ କମିଯାଇଛି ଟୀକାର ଦର । ସରକାର ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ ଟୀକାକୁ ସର୍ବସାଧାରଣ ପାଇଁ ମାଗଣା କରିଛନ୍ତି । କିନ୍ତୁ ସ୍ୱେଚ୍ଛାକୃତ ଭାବେ ବେସରକାରୀ ଡାକ୍ତରଖାନାରେ ନେଉଥିବା…

ଭାରତ ଏକ ଆତ୍ମନିର୍ଭରଶୀଳ ଓ ସ୍ୱାଭିମାନୀ ଦେଶ, କୌଣସି ଦେଶ ଧମକାଇ ପାରିବେନି: ଇମ୍ରାନ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବ । ଏହାପୂର୍ବରୁ ଗତକାଲି (ଶୁକ୍ରବାର) ପାକିସ୍ତାନବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଏକ ଭାବବିହ୍ୱଳ ନିବେଦନ କରିବା ସହ ଭାରତକୁ ପ୍ରଶଂସା…

‘ସରକାର ବିଚାରପତିଙ୍କୁ ବଦନାମ କରିବାକୁ ପ୍ରୟାସ କରୁଛନ୍ତି’

ନୂଆଦିଲ୍ଲୀ: ଏବେ ଏକ ନୂଆ ଟ୍ରେଣ୍ଡ ବା ଧାରା ଆରମ୍ଭ ହୋଇଛି । ପୂର୍ବରୁ ଯାହା ଘରୋଇ ସଂସ୍ଥା କରୁଥିଲେ। ଏବେ ତାହା ସରକାର କରୁଛନ୍ତି । ସରକାର ବିଚାରପତିମାନଙ୍କୁ ବଦନାମ କରିବା ଆରମ୍ଭ କରିଛନ୍ତି ଏବଂ ଏହା ଦୁର୍ଭାଗ୍ୟଜନକ ବୋଲି ପ୍ରଧାନ ବିଚାରପତି ଏନଭି ରମନ୍ନା ଶୁକ୍ରବାର କହିଛନ୍ତି। ତିନି…

ଆଜି ଇମ୍ରାନଙ୍କ ଭାଗ୍ୟ ପରୀକ୍ଷା, ହାରିଗଲେ ଚାଲିପାରେ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ : ସମସ୍ତଙ୍କ ନଜର ଏବେ ପାକିସ୍ତାନ ଉପରେ ରହିଛି। କାରଣ ଯେଉଁ ଅନାସ୍ଥା ଭୋଟର ପରାଜୟକୁ ସମ୍ଭାବ୍ୟ ପରାଜୟକୁ ସ୍ୱୀକାର ନକରିବାକୁ ଇମ୍ରାନ ଚାହୁଁଥିଲେ ସେହି ଅନାସ୍ଥା ଭୋଟର ଆଜି ସେ ପରୀକ୍ଷା ଦେବେ । ଏହା ପୂର୍ବରୁ ମାର୍ଚ୍ଚ ୩୦ରେ ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ…

ବଢ଼ୁଛି କରୋନା ସଂକ୍ରମଣ, ପାଞ୍ଚ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି । ଏହା ସହ ଏହି ରାଜ୍ୟଗୁଡ଼ିକୁ ଚିଠି ଲେଖି ସତର୍କ ରହିବା ସହ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦିଲ୍ଲୀ,…

ହିନ୍ଦୀ ଜାତୀୟ ଭାଷା ନୁହେଁ କି ସଂଯୋଗୀକରଣ ଭାଷା ମଧ୍ୟ ନୁହେଁ: ସିଦ୍ଧାରମେୟା

ବେଙ୍ଗାଲୁରୁ: ହିନ୍ଦୀକୁ ଇଂରାଜୀର ବିକଳ୍ପ ଭାଷା ରୂପେ ବ୍ୟବହାର କରାଯାଉ । ଗୃହମନ୍ତ୍ରୀ ଅମିତ ଶାହା ଏହି ମନ୍ତବ୍ୟ ଦେବା ପରେ ଚାରିଆଡ଼ୁ ତୀବ୍ର ପ୍ରତିକ୍ରିୟା ଶୁଣିବାକୁ ମିଳିଛି । ଦେଶ ସାରାରୁ ବିରୋଧୀ ସମାଲୋଚନା ତ କରିଛନ୍ତି । ଭାଷାବିତ୍ ମାନେ ମଧ୍ୟ କଟୁ ସମାଲୋଚନା କରିଛନ୍ତି । ସେପଟେ…

ଶ୍ରୀଲଙ୍କାରେ ଭାରତୀୟ ହାଇ କମିଶନ ଦେଲେ ଇଫତାର ପାର୍ଟି, କହିଲେ ଭାରତର ସାହାଯ୍ୟ ଚାଲୁ ରହିବ

କଲମ୍ବୋ: ଅତି ଘଡ଼ିସନ୍ଧି ବେଳରେ ଗତି କରୁଛି ଶ୍ରୀଲଙ୍କା । ଅଭାବ ଅନଟନ ପାଇଁ ସରକାର ତ ସରକାର ପୁରା ଦେଶ ଦୋହଲିଗଲା । ବିଭିନ୍ନ ବନ୍ଧୁ ଦେଶ ସାହାଯ୍ୟ କରୁଥିବା ବେଳେ, ଭାରତ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ଲାଇନ ଅଫ କ୍ରେଡିଟ ଜରିଆରେ ସମସ୍ତ ସାହାଯ୍ୟ କରୁଛି । ଶୁକ୍ରବାର…

ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବ ମାଇଣ୍ଡ ୱାରସ

ଭୁବନେଶ୍ୱର : ଓଡ଼ିଶାର ସରକାରୀ ଓ ବେସରକାରୀ ବିଦ୍ୟାଳୟ ସମେତ ପ୍ରାୟ ୬୪,୦୦୦ରୁ ଅଧିକ ବିଦ୍ୟାଳୟକୁ ପରିଚାଳନା କରୁଥିବା ଓସେପା ‘ମାଇଣ୍ଡ ୱାରସ’ ସହଯୋଗିତାରେ ବିଭିନ୍ନ ଶିକ୍ଷା କାର୍ଯ୍ୟକ୍ରମ ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛି। ଜିଇ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡର…