Latest Odisha News

BREAKING NEWS

Browsing Category

ଫିଚର

ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା । ପ୍ରଧାନମନ୍ତ୍ରୀ ଚୌକି ରହିବ ନା ଗାଦିଚ୍ୟୁତ ହେବେ ସ୍ପଷ୍ଟ ହେବ । ଶେଷ ବଲ ଯାଏ ଲଢ଼େଇ କରିବାକୁ ଚାହୁଁଥିବା ପୂର୍ବତନ କ୍ରିକେଟରଙ୍କ ଭାଗ୍ୟ ନିର୍ଦ୍ଧାରଣର ଦିନ । ଆଜି ପାକିସ୍ତାନ…

୧୩ ଦିନରେ ୮ ଟଙ୍କା ବଢ଼ିଛି ପେଟ୍ରୋଲ ଓ ଡିଜେଲ୍ ଦାମ୍

ନୂଆଦିଲ୍ଲୀ: ତୈଳ ଦରରେ ଲାଗୁନି ବ୍ରେକ୍ । ଲଗାତାର ବଢୁଛି ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ । ଆଜି ପୁଣି ବଢ଼ିଛି । ଦିଲ୍ଲୀରେ ୮୦ ପଇସା ଲେଖାଏ ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦାମ୍ । ଦିଲ୍ଲୀରେ ବର୍ଦ୍ଧିତ ଦର ପରେ ପେଟ୍ରୋଲ ଲିଟର ପ୍ରତି ଦାମ୍ ୧୦୩ ଟଙ୍କା ୪୧ ପଇସା ଓ ଡିଜେଲ୍ ଦାମ୍ ୯୪ଟଙ୍କା ୬୭…

ଆଇଏଏସ୍ ବୀର ବିକ୍ରମ ଯାଦବ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଧିକାରୀ ବୀର ବିକ୍ରମ ଯାଦବଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନୂଆ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି ସରକାର। ଶନିବାର ସାଧାରଣ ପ୍ରଶାସନ ବିଭାଗ ନିଯୁକ୍ତି ବିଜ୍ଞପ୍ତି ବାବଦରେ ସୂଚନା ଦେଇଛି । ଏବେ ବୀର ବିକ୍ରମ ଯାଦବ ରାଜ୍ୟ ଖାଦ୍ୟ ଯୋଗାଣ…

ନିୟମ ହଟିବା ପରେ ବି ମାସ୍କ ପିନ୍ଧିବାକୁ କହିଲେ ଉଦ୍ଧବ ଠାକରେ

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଯେତେଦିନ ପର୍ଯ୍ୟନ୍ତ ମାସ୍କ ପିନ୍ଧୁଛନ୍ତି, ସେତେଦିନ ଯାଏଁ ସାଧାରଣ ଲୋକ ବି ମାସ୍କ ପିନ୍ଧନ୍ତୁ । ଏମିତି କୋଉଠି ନିୟମ ହୋଇନି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକଙ୍କୁ ଏମିତି କହିଛନ୍ତି । ସେ ଓ…

ମାଲାଇକାଙ୍କ କାର ଦୁର୍ଘଟଣାଗ୍ରସ୍ତ, ଡାକ୍ତରଖାନାରେ ଭର୍ତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମାଲାଇକା ଆରୋରାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ମାଲାଇକାଙ୍କ ଆଖିରେ ଆଘାତ ଲାଗିଛି । ଦୁର୍ଘଟଣା ପରେ ତାଙ୍କୁ ରାଜ ଠାକରେଙ୍କ କର୍ମକର୍ତାମାନେ ଆପୋଲୋ ହସପିଟାଲରେ ଭର୍ତି କରିଥିଲେ । ପ୍ରାପ୍ତ ଖବର ଅନୁସାରେ ମାଲାଇକାଙ୍କ ଡ୍ରାଇଭର ହଠାତ ଗାଡିକୁ…

[ଦେଖନ୍ତୁ ଭିଡିଓ] ଶୋଷରେ ଛଟପଟ ହେଉଥିଲା ମାଙ୍କଡ, ଆଉ ତା ପରେ…

ଭୁବନେଶ୍ୱର: ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ସମଗ୍ର ଦେଶବାସୀଙ୍କୁ ଛଟପଟ କଲାଣି । ମଣିଷଙ୍କ କଥା ଛାଡନ୍ତୁ ପଶୁପକ୍ଷୀ ବି ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି । ଏପରି ସ୍ଥିତିରେ କିଛି ଲୋକେ ଘର ବାହାରେ ପାଣି କୁଣ୍ଡ ରଖି ଜୀବଜନ୍ତୁଙ୍କୁ ଉତ୍ତପ୍ତ ପରିବେଶରୁ ରକ୍ଷା କରିବାକୁ ଚେଷ୍ଟା…

ରାୟଗଡ଼ାରେ ବଡ଼ ଡକାୟତି; ୨୦ ତୋଳା ସୁନା ଓ ୨୦୦ ଗ୍ରାମ୍ ରୂପା ଲୁଟ୍

ରାୟଗଡ଼ା: ସାଇପ୍ରିୟା ନଗରର ତୃତୀୟ ଲେନରେ ହୋଇଛି ବଡ଼ ଧରଣର ଡକାୟତି । ଶୁକ୍ରବାର ରାତିରେ ଏମ. ଭେଙ୍କଟ ରାଓଙ୍କ ଘରେ ବିଳମ୍ବିତ ରାତ ପ୍ରାୟ ସାଢ଼େ ତିନିଟା ବେଳେ ପଶିଥିଲେ ଲୁଟେରା ଦଳ । ୨୦ ତୋଳା ସୁନା ଓ ଦୁଇ ଶହ ଗ୍ରାମ୍ ରୂପା ସହ ୩୦ ହଜାର ଟଙ୍କା ଲୁଟ୍ ହୋଇଥିବା ସୂଚନା ମିଳିଛି । ଘରେ…

ମୋବାଇଲ ଫୋନର ଅଶ୍ଳୀଳ କ୍ଲିପ ଦୁଷ୍କର୍ମର କାରଣ ସାଜୁଛି: ହର୍ଷ ସଙ୍ଘଭୀ

ଅହମ୍ମଦାବାଦ: ଗୁଜରାଟର ମନ୍ତ୍ରୀ ହର୍ଷ ସଙ୍ଘଭୀଙ୍କ ଏକ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ଦେଶରେ ଦୁଷ୍କର୍ମ ମାମଲା ବଢ଼ିବା ନେଇ ସେ କହିଥିଲେ ମୋବାଇଲ ଏବଂ ପୀଡିତାଙ୍କ ଜଣାଶୁଣା ଲୋକଙ୍କୁ ଯୋଗୁ ଦୁଷ୍କର୍ମ ମାମଲା ବଢ଼ୁଛି । ଏବେ ମୋବାଇଲରେ ଅତି ସହଜରେ ଅଶ୍ଲୀଳ କ୍ଲିପ ମିଳୁଛି, ଏହା…

ଗୁଜୁରାଟରେ ଗୋଟିଏ ସୁଯୋଗ ମାଗିଲେ କେଜ୍ରିୱାଲ

ଅହମଦାବାଦ: ଆମ ଆଦମୀ ପାର୍ଟି ପଞ୍ଚାବରେ ମେଜିକ୍ କରିବା ପରେ ଏବେ ନଜର ପକେଇଛି ଗୁଜୁରାଟ ଉପରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗଡ଼କୁ ଯାଇ କେଜ୍ରିୱାଲ ଜନତାଙ୍କୁ ସୁଯୋଗ ମାଗିଛନ୍ତି । ଅହମଦାବାଦରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସହ ଏକ ରୋଡ-ଶୋ…

ସାଂସଦ ଅପରାଜିତାଙ୍କୁ ପିନାକୀଙ୍କ ଟାର୍ଗେଟ : ମୁଁ ଯଦି ମିଛ କହିଛି ମୋ ବିରୋଧରେ ସଂସଦରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ…

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗକୁ ନେଇ ପୁଣି ଅପରାଜିତାଙ୍କୁ ଟାର୍ଗେଟ କଲେ ପୁରୀ  ସାଂସଦ ପିନାକୀ ମିଶ୍ର । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗରେ ସଂସଦରେ ଯଦି ମୁଁ ମିଛ କହିଛି ମୋ ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣନ୍ତୁ ବୋଲି ସିଧାସଳଖ କହିଛନ୍ତି ପୁରୀ ସାଂସଦ…