Latest Odisha News

BREAKING NEWS

Browsing Category

ଫିଚର

[ଭିଡିଓ] ଖାଦ୍ୟ ପ୍ଲେଟରେ ଜିଅନ୍ତା ମାଛ ସର୍ଭ ,ଖାଇଲା ବେଳେ ଆଁ କରିଲା ମାଛ , ଗ୍ରାହକ ଛାନିଆ

ଭୁବନେଶ୍ୱର : ରେଷ୍ଟୁରାଣ୍ଟରେ ଜିଅନ୍ତା ମାଛର ଡିମାଣ୍ଡ । ଆମେ ସାଧାରଣତଃ ରେଷ୍ଟୁରାଣ୍ଟକୁ ଗଲେ ଆମେ ଭେରାଇଟି ଫୁଡ ଖାଇବାକୁ ପସନ୍ଦ କରୁ । ଭଲ ଭଲ ଖାଦ୍ୟ ଅର୍ଡର କରିଥାଉ ।  ହେଲେ ରେଷ୍ଟୁରାଣ୍ଟ ପକ୍ଷରୁ ଯେତେବେଳେ ଖାଦ୍ୟକୁ ଗାର୍ନିସିଂ କରିକି ଦିଆଯାଏ । ତାହା ଖାଦ୍ୟର ଟେଷ୍ଟ ଆହୁରି ବଢାଇ…

ଦଶପଲ୍ଲାରେ ବସ୍-ଗ୍ୟାସ ଟ୍ୟାଙ୍କର ମୁହାଁମୁହିଁ ଧକ୍କା , ଟ୍ରକ ଡାଇଭର ମୃତ ,୧୫ ଆହତ

ନୟାଗଡ : ଦଶପଲ୍ଲା ଘାଟିଲେ ବସ ଓ ଗ୍ୟାସ ଟ୍ୟାଙ୍କର ମୁହାଁମୁହିଁ ଧକ୍କା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ।୧୫ ଜଣ ଗୁରୁତର ଆହତ ହୋଇଛନ୍ତି ।ନୟାଗଡ ଦଶପଲ୍ଲା ଟାକରା ଘାଟିରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଓଏସଆରଟିସି ବସଟି କଣ୍ଟମାଳରୁ ଭୁବନେଶ୍ୱର ଆସୁଥିବା ବେଳେ ଏପରି…

ହାପି ବାର୍ଥ ଡେ’ ଅଜୟ ଦେବଗନ୍

ମୁୁମ୍ବାଇ : ଆଜି ହେଉଛି ବଲିଉଡର ହ୍ୟାଣ୍ଡ ସମ୍ ଅଜୟ ଦେବଗନଙ୍କ ବାର୍ଥ ଡେ' । ଆଜିି ୫୩ ବର୍ଷରେ ପ୍ରଦାର୍ପଣ କରିଛନ୍ତି ଅଜୟ ଦେବଗନ୍ । ଏନେଇ ତାଙ୍କୁ ଆଜି ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି । ୨୨ ବର୍ଷ ବୟସରେ ଅଜୟ ଦେବଗନ ଅଭିନୟ ଦୁନିଆକୁ ଆସିଥିଲେ । ଅଜୟ ୨ ଏପ୍ରିଲ ୧୯୬୭ ମସିହାରେ…

ଲୁହା ବୋଝେଇ ଟ୍ରଲର ଗାଡି ଦୁର୍ଘଟଣା , ଡ୍ରାଇଭର ମୃତ

କନ୍ଧମାଳ : ଦୁର୍ଘଟଣାରେ ଅକାଳରେ ଚାଲିଗଲା ଜୀବନ । କୋଟଗଡ ନିକଟସ୍ଥ ପବନ ଗାଁରେ ଲୁହା ବୋଝଇ ଟ୍ରଲର ଗାଡି ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି । ଲୋକଙ୍କ କହିବା ଅନୁସାରେ ତୁମୁଦିବନ୍ଧ ପଟୁ ପ୍ରାୟ ରାତି ଦୁଇଟା ସମୟରେ ଲୁହା ବୋଝେଇ ଟ୍ରଲରଟି ତାମିଲନାଡୁ ଅଭିମୁଖେ…

ରାଜ୍ୟରେ ୯ଟି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଛି । ତତଲା ତାୱାରେ ସିଝୁଛି ସାରା ଓଡିଶା । ୩ ତାରିଖରୁ ରାଜ୍ୟରେ ତାପମାତ୍ରା କମିବ ଓ ବର୍ଷା ହେବାର ସମ୍ଭାବନା ରହିଛି ।ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟରେ ୩ ତାରିଖରେ ବାଲେଶ୍ୱର ଭଦ୍ରକ , ଯାଜପୁର,…

ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ହତ୍ୟା, ପତ୍ନୀଙ୍କ ଅବସ୍ଥା ଗୁରୁତର

ସୋର (ବାଲଶ୍ୱର): ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ହତ୍ୟା ଅଭିଯୋଗ । ବିଲ ଭିତରୁ ମିଳିଲା କ୍ଷତାକ୍ତ ମୃତଦେହ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବାଲିଖଣ୍ଡ ବଜାର ନିକଟରେ ବିଲ ଭିତରୁ ମିଳିଛି ମୃତଦେହ । ମୃତକଙ୍କ ନାଁ ଆନନ୍ଦ ବିହାରୀ ପତ୍ରୀ । ତାଙ୍କ ପତ୍ନୀ ସନ୍ଧ୍ୟାରାଣୀ ପତ୍ରୀଙ୍କୁ ଗୁରୁତର…

ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହକ ଦୃଷ୍ଟିରେ ରଖି ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ସକାଳ ସାଢ଼େ ୬ଟାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ ହୋଇଛି । ସେହିପରି ସକାଳ ୭ଟାରୁ ସାଢ଼େ ୧୧ଟା ଯାଏ ନବମରୁ ଦ୍ୱାଦଶ ଶ୍ରେଣୀ କ୍ଲାସ୍ ଚାଲିଛି । ଖରା ବଢୁଥିବାରୁ ସକାଳୁଆ…

ଭିଜିଲାନ୍ସ ଜାଲରେ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ । ସୁନ୍ଦରଗଡ଼ ଜିଲ୍ଲା ସର୍ଗିପାଲି ନିୟନ୍ତ୍ରିତ ବଜାର ପରିଷଦ(ଆରଏମସି) କୋପରେଟିଭ୍ ଇନିସପେକ୍ଟର ବନମାଳୀ ନାଏକଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ ତାଙ୍କ ଘର, ଅଫିସ…

ଆସନ ଟଳମଳ ବେଳେ ଭାରତକୁ ପୁଣି ପାକ୍ ପିଏମଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଆସନ୍ତାକାଲି ପାକିସ୍ତାନର ନ୍ୟାଶନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇପାରେ । ଏହା ପୂର୍ବରୁ କିନ୍ତୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦ୍ୱିତୀୟଥର ପାଇଁ ଭାରତକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସାରା ବିଶ୍ୱ ଭାରତର ପାସପୋର୍ଟକୁ ସମ୍ମାନ…

ପକେଟ ଉପରେ ବୋଝ ବଢ଼ାଉଛି ପେଟ୍ରୋଲ ଓ ଡିଜେଲ, ଆଜି ପୁଣି ବଢ଼ିଲା

ନୂଆଦିଲ୍ଲୀ: ଅଶୋଧିତ ତେଲ ଦର ବୃଦ୍ଧି ସହିତ ଘରୋଇ ବଜାରରେ ତେଲର ଦର ରକେଟ୍ ଭଳି ବଢି ଚାଲିଛି। ଶୁକ୍ରବାର ଦର ଅପରିବର୍ତ୍ତିତ ରହିବା ପରେ ଶନିବାର ପୁଣି ଥରେ ତେଲ ପାଇଁ ଅଧିକ ଟଙ୍କା ପକେଟରୁ ଗଣିବାକୁ ହେବ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ୮୦-୮୦ ପଇସା ବୃଦ୍ଧି ହୋଇଥିବା ତେଲ…