Latest Odisha News
Browsing Category

ଫିଚର

ସୌଦି ଆରବରେ ଗୋଟିଏ ଦିନରେ ଦିଆଗଲା ୮୧ଜଣଙ୍କୁ ମୃତ୍ୟୁଦଣ୍ଡ

ରିୟାଦ: ବିଭିନ୍ନ ଅପରାଧରେ ଜଡିତ ଥିବା ୮୧ଜଣଙ୍କୁ ଆଜି ସୌଦି ଆରବ ସରକାରଙ୍କ ପକ୍ଷରୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଏମାନେ ସମସ୍ତେ ଦୁଷ୍କର୍ମ, ହତ୍ୟା, ପୂଜାସ୍ଥଳ ଉପରେ ଆକ୍ରମଣ ଓ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । କେତେକ ୟମନ ବାସିନ୍ଦାଙ୍କୁ…

ସୋନିଆ, ରାହୁଲ, ପ୍ରିୟଙ୍କା ଦେବେ ଇସ୍ତଫା !

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ ଅବସ୍ଥା ଶୋଚନୀୟ ହୋଇପଡିଛି । ପୂର୍ବରୁ ଅସନ୍ତୁଷ୍ଟ ଥିବା ଜି୨୩ ଗ୍ରୁପ ଏ ନେଇ ପୁନର୍ବାର ମୁହଁ ଖୋଲିଛନ୍ତି । ଏନଡିଟିଭି ସମେତ କେତେଗୁଡିଏ ନ୍ୟୁଜ ସାଇଟ ଅନୁସାରେ ରବିବାର ହେବାକୁ ଥିବା ସର୍ବଭାରତୀୟ କଂଗ୍ରେସ…

ଧମକ ଦେଲା ରୁଷ: ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନ କ୍ରାଶ ହୋଇପାରେ !

ମସ୍କୋ: ୟୁକ୍ରେନ ଉପରେ ଆକ୍ରମଣ ରୁଷ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବିଭିନ୍ନ ଦେଶର କଟକଣା ଯୋଗୁ ରୁଷ ଅସୁବିଧାର ସମ୍ମୁଖୀନ ହେଉଛି । ଏହା ମଧ୍ୟରେ ୟୁରୋପୀୟ ଦେଶଗୁଡିକ ଯଦି କଟକଣା ଲାଗୁ ରଖିବେ ତାହାହେଲେ ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନ କ୍ରାଶ ହୋଇପାରେ ରୁଷ ପରୋକ୍ଷରେ ଧମକ ଦେଇଛି । ଏହି…

ବିଜୟରେ ବିଳମ୍ବ ନେଇ ପୁତିନ ନିଆଁବାଣ, ବରଖାସ୍ତ ହେଲେ ୮ ସେନା ପ୍ରମୁଖ

ମସ୍କୋ: ୟୁକ୍ରେନ ବିପକ୍ଷ ଯୁଦ୍ଧରେ ବିଜୟ ନେଇ ବିଳମ୍ବ ହେବା ଯୋଗୁ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ରାଗି କରି ନିଆଁ ବାଣ ହୋଇ ଯାଇଛନ୍ତି । ଏପରିକି ସେ ୮ ପ୍ରମୁଖ ସେନା ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି । ଏହା ବ୍ୟତୀତ ଆମେରିକା ସହ ମିଶି ୟୁକ୍ରେନ ଜୈବିକ ଅସ୍ତ୍ର…

କୋହଲିଙ୍କ ସ୍ଥାନରେ ଡୁ ପ୍ଲେସି ହେବେ ବାଙ୍ଗାଲୋରର ଅଧିନାୟକ

ବାଙ୍ଗାଲୋର: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପାଇଁ ବିରାଟ କୋହଲିଙ୍କ ବଦଳରେ ଫାପ ଡୁ ପ୍ଲେସି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ଦାୟିତ୍ୱ ତୁଲାଇବେ । ଶନିବାର ଆରସିବି ପକ୍ଷରୁ ଏହି ଘୋଷଣା କରାଯାଇଛି । ଆଇପିଏଲରେ ବାଙ୍ଗାଲୋରରେ ସେ ସପ୍ତମ ଅଧିନାୟକ ଭାବେ ଏହି ଦାୟିତ୍ୱ…

ଭାରତରେ ଶିଖ ସୈନିକଙ୍କ ପାଇଁ ନୂତନ ହେଲମେଟ

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ଶିଖ ସୈନିକଙ୍କ ନିମନ୍ତେ ନୂତନ ଶୈଳୀରେ କମ୍ବାଟ ହେଲେମେଟ ପ୍ରସ୍ତୁତ କରାଯାଇଛି । ପଗଡି ଥିବା ସତ୍ୱେ ଏହାକୁ ଆରାମରେ ପିନ୍ଧୀ ହେବ । କାନପୁର ସ୍ଥିତ ଗ୍ଲୋବାଲ ଡିଫେନ୍ସ ଆଣ୍ଡ ହୋମଲ୍ୟାଣ୍ଡ ସିକ୍ୟୁରିଟି କମ୍ପାନୀ ଏମକେୟୁ ଏହି ଡିଜାଇନ ପ୍ରସ୍ତୁତ କରିଛି ।…

ରଣବୀର-ଆଲିଆଙ୍କ ନୂତନ ବିବାହ ତାରିଖ ଘୋଷଣା !

ମୁମ୍ବାଇ: ରଣବୀର କାପୁର ଓ ଆଲିଆ ଭଟ୍ଟଙ୍କ ବିବାହ ପାଇଁ ପୁନର୍ବାର ନୂତନ ତାରିଖ ଘୋଷଣା କରାଯାଇଛି । ଅବଶ୍ୟ ଏହି ସବୁ ତାରିଖ ମିଡିଆ ଦ୍ୱାରା ପ୍ରକାଶ ପାଇଛି । ରଣବୀର କିମ୍ବା ଆଲିଆ ଅଫିସିଆଲ ଭାବେ କୌଣସି ଘୋଷଣା ଏ ପର୍ଯ୍ୟନ୍ତ କରି ନାହାନ୍ତି । ପୂର୍ବରୁ ଡିସେମ୍ବର ୨୦୨୨ରେ ଉଭୟଙ୍କ ବିବାହ…

୧୬ ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭଗଓ୍ୱନ୍ତ ମାନ

ଚଣ୍ଡିଗଡ଼: ଆସନ୍ତା ୧୬ ତାରିଖରୁ ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭଗଓ୍ୱନ୍ତ ମାନ । ଭଗତ ସିଂହଙ୍କ ପୈତୃକ ଗାଁ ଖଟକର କଲାଣରେ ଦିନ ସାଢ଼େ ୧୨ଟାରେ ସେ ଶପଥ ନେବେ । ଏହି ସୂଚନା ଦେଇଛନ୍ତି ଭଗୱନ୍ତ ମାନ । ଆଜି ରାଜ୍ୟପାଳ ଭନୱରୀ ଲାଲ ପୁରୋହିତଙ୍କୁ ଭେଟି…

ମାତିଲେ ଚୋର: ମନ୍ଦିରରୁ ନେଇଗଲେ ୫ ଅଷ୍ଟଧାତୁ ମୂର୍ତ୍ତି

ପୁରୀ: ଦୋଳ ପୂର୍ଣ୍ଣିମା ପୂର୍ବରୁ ମନ୍ଦିରରୁ ଦୋଳଗୋବିନ୍ଦଙ୍କୁ ନେଇଗଲେ ଦୁର୍ବୃତ୍ତ । ପୁରୀ ଜିଲ୍ଲା ବୀର ନରସିଂହପୁରର ଗୋପୀନାଥ ମନ୍ଦିରରୁ ୫ଟି ଅଷ୍ଟଧାତୂ ମୂର୍ତ୍ତି ଚୋରି ହୋଇଛି । ଗତରାତିରେ ମନ୍ଦିର ଗ୍ରୀଲ୍ କାଟି ମୂର୍ତ୍ତି ଚୋରି ଅଭିଯୋଗ । ଚୋରି ହୋଇଥିବା ମୂର୍ତ୍ତିର ଓଜନ ୧୦୦ କେଜିରୁ…

ଦୁର୍ଘଟଣା ପରେ ଲଙ୍କାକାଣ୍ଡ

ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ଜାତୀୟ ରାଜପଥର ୫୩ରେ ସର୍ଲାପାଲି ଛକ ନିକଟରେ ଦୁର୍ଘଟଣା । ମର୍ଣ୍ଣିଂୱାକରେ ଯିବା ବେଳେ ବରିଷ୍ଠ ଆଇନଜିବୀଙ୍କ ଉପରେ ଅଙ୍ଗୁର ବୋଝେଇ ଟ୍ରକ୍‌ ମାଡ଼ି ଗଲା । ମୃତକଙ୍କ ନାଁ ଉମେଶ ଚନ୍ଦ୍ର ପ୍ରଧାନ ଓ ଘର ସାକ୍ଷୀପଡ଼ାରେ । ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଡ୍ରାଇଭର…