Latest Odisha News

BREAKING NEWS

Browsing Category

ଫିଚର

ଭାରତ-ଶ୍ରୀଲଙ୍କା ଦିବାରାତ୍ର ଟେଷ୍ଟରେ ଏହି ରେକର୍ଡ ପ୍ରତି ନଜର ରହିବ

ବାଙ୍ଗାଲୋର: ଭାରତ-ଶ୍ରୀଲଙ୍କା ମଧ୍ୟରେ ଶନିବାର ଏଠାରେ ଚଳିତ ଟେଷ୍ଟ କ୍ରିକେଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ମୁକାବିଲା ଖେଳାଯିବ । ଆସନ୍ତୁ ଜାଣିବା ଏହି ଦିବାରାତ୍ର ଟେଷ୍ଟରେ କେଉଁ କେଉଁ ରେକର୍ଡ ପ୍ରତି ନଜର ରହିବ । କ୍ରମାଗତ ୧୫ ସିରିଜ ଜିତିବା ଲକ୍ଷ୍ୟରେ ଟିମ ଇଣ୍ଡିଆ: ଭାରତ ଏହି…

ଚୀନକୁ ପୁଣି ଫେରିଲା କରୋନା

ବେଜିଂ: କରୋନାର ଏନ୍ତୁଡିଶାଳ ଭାବେ ବିବେଚିତ ଚୀନକୁ ପୁଣି ଫେରିଛି ଏହି ଭାଇରସ । ରିପୋର୍ଟ ମୁତାବକ ଚାଙ୍ଗଚୁନ ସହରରେ ଏହା ଦ୍ରୁତ ଗତିରେ ବ୍ୟାପିବାରୁ ଲକଡାଉନ ନିୟମ ଲାଗୁ କରାଯାଇଛି । ୯୦ ଲକ୍ଷ ବିଶିଷ୍ଟ ଏହି ସହର ଏବେ ପୁଣି ନୀରବ ପାଲଟି ଯାଇଛି । ଅତ୍ୟାବଶକୀୟ ସେବାକୁ ଛାଡି ଅନ୍ୟ ସବୁ…

ଆସନ୍ତୁ ଜାଣିବା କିପରି ଥିଲା ବିଜେପି ବିଜୟରେ ଆନ୍ତର୍ଜାତୀୟ ମିଡିଆର ପ୍ରତିକ୍ରିୟା

ଭୁବନେଶ୍ୱର: ୫ଟି ରାଜ୍ୟର ବିଧାନସଭା ନିର୍ବାଚରେ ବିଜେପି ୪ଟିରେ ବିଜୟ ହାସଲ କରି ପୁନର୍ବାର ମୋଦି ମ୍ୟାଜିକ ବଜାୟ ରଖିଛି । ପଞ୍ଜାବରେ କେବଳ ଆମ ଆଦମୀ ପାର୍ଟି ବିଜୟ ହାସଲ କରିଛି । ଆସନ୍ତୁ ଜାଣିବା କଣ ରହିଥିଲା ଉତରପ୍ରଦେଶ ନିର୍ବାଚନରେ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ବିଜୟ ନେଇ…

ରାଜସ୍ଥାନର ବୋଲିଂ କୋଚ ହେଲେ ମାଲିଙ୍ଗା

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ଆଗାମୀ ଆଇପିଏଲ ସଂସ୍କରଣ ପାଇଁ ଶ୍ରୀଲଙ୍କାର ପୂର୍ବତନ ପେସ ବୋଲରଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରିଛି । ମାଲିଙ୍ଗାକୁ ଦଳର ଫାଷ୍ଟ ବୋଲିଂ କୋଚ କରାଯାଇଛି । ସେ ତାଙ୍କ ସାଥୀ ଖେଳାଳି କୁମାର ସାଙ୍ଗକାରାଙ୍କ ସହ ମିଳିତ ଭାବେ କାମ କରିବେ । ସୂଚନାଯୋଗ୍ୟ,…

ବାଙ୍ଗାଲୋର ଦିବାରାତ୍ର ଟେଷ୍ଟ: ଷ୍ଟାଡିୟମରେ ଶତ ପ୍ରତିଶତ କ୍ଷମତା ସହ ଦର୍ଶକ ଉପଭୋଗ କରିବେ ମ୍ୟାଚ

ବାଙ୍ଗାଲୋର: ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା କ୍ରିକେଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚକୁ ଦର୍ଶକମାନେ ଷ୍ଟାଡିୟମରେ ଉପଭୋଗ କରିପାରିବେ । ଏହି ଦିବାରାତ୍ର ଟେଷ୍ଟ ପାଇଁ ସମସ୍ତ କଟକଣା ଉଠାଇ ଦିଆଯାଇଛି । ଶତ ପ୍ରତିଶତ କ୍ଷମତା ସହକାରେ ଦର୍ଶକ ମ୍ୟାଚ ଦେଖିପାରିବେ ।…

ଏପ୍ରିଲ ୨୯ରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା, ଅଫଲାଇନରେ ଏକଜାମ୍

ଭୁବନେଶ୍ୱର: ଚଳିତ ବର୍ଷ ଅଫଲାଇନରେ ହେବ ମାଟ୍ରିକ ପରୀକ୍ଷା । ବଡ଼ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏପ୍ରିଲ ୨୯ରୁ ପରୀକ୍ଷା ଆରମ୍ଭ ହୋଇ ମେ’ ୬ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ନିଜ ସ୍କୁଲରେ ପରୀକ୍ଷା ହୋଇ ନ ପାରିଲେ ନିକଟତମ ସ୍କୁଲରେ ହେବ ପରୀକ୍ଷା ।…

ମାଟ୍ରିକ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ କରାଯିବ । ସମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ । ଯଥାସମ୍ଭବ ପରୀକ୍ଷାଗୁଡ଼ିକ ନିଜ ସ୍କୁଲରେ କରାଯିବ ।…

ମହାନଦୀକୁ ଡେଇଁଲେ ଯୁବକ

କଟକ: ମହାନଦୀକୁ ଡେଇଁଲେ ଯୁବକ । କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ସିଧାମଳା ବ୍ରିଜ୍ ଉପରୁ ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଯୁବକଙ୍କୁ ୨୫ ବର୍ଷ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ସକାଳ ପ୍ରାୟ ୯ଟା ବେଳେ ଯୁବକ…

ଆଉ କିଛି ସମୟ ପରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଆଉ କିଛି ସମୟ ପରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଦିନ ୧୨ଟାରେ ସେ ପ୍ରେମସିଟରେ ସୂଚନା ଦେବେ । କଣ କହିବେ ମୁଖ୍ୟ ଶାସନ ସଚିବ ତାଉପରେ ସମସ୍ତଙ୍କର ନଜର ରହିଛି । ଏବେ ରାଜ୍ୟରେ କୋଭିଡ୍ ସଂକ୍ରମଣ…

ସାମାନ୍ୟ ମାଛଧରାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଜଣେ ମୃତ

ଯାଜପୁର: ମାଛଧରାକୁ କେନ୍ଦ୍ର କରି ଗଣ୍ଡଗୋଳ । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଚଷାଖଣ୍ଡ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଚଷାଖଣ୍ଡ ଗାଁର ଧୀରେନ୍ଦ୍ର ଜେନା । ଅଭିଯୋଗ ଅନୁସାରେ, କିଛି ଦିନ ତଳେ ମାଛଧରାକୁ କେନ୍ଦ୍ର କରି ଧୀରେନ୍ଦ୍ରଙ୍କର…